Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-29 05:47:26 +00:00
parent 7a8fa8e238
commit edaed88c6c
1 changed files with 41 additions and 41 deletions

View File

@ -3075,55 +3075,55 @@ LUK 24 22 l8dj ἀλλὰ καὶ 1 But also
LUK 24 22 a3j9 ἐξ ἡμῶν 1 among us

ବିକଳ୍ପ ଅନୁବାଦ:
“ଆମ ଗୋଷ୍ଠୀର କେତେକ ସ୍ତ୍ରୀଲୋକ”

LUK 24 22 du1v γενόμεναι ... ἐπὶ τὸ μνημεῖον 1 having been at the tomb

ଏଠାରେ ପୁରୁଷମାନେ
ଏହି ଅଭିବ୍ୟକ୍ତିକୁ **ସ୍ତ୍ରୀଲୋକମାନଙ୍କୁ** ସୂଚାଇବା ପାଇଁ ବ୍ୟବହାର କରନ୍ତି ।  ଏଠାରେ ଏକ ନୂତନ
ବାକ୍ୟ ଆରମ୍ଭ କରିବା ଏବଂ ଏହାକୁ ପରବର୍ତ୍ତୀ ପଦରେ ଜାରି ରଖିବା ସାହାଯ୍ୟକାରୀ ହୋଇପାରେ ।  ବିକଳ୍ପ ଅନୁବାଦ:
“ସେମାନେ ଆଜି ପ୍ରତ୍ୟୁଷରେ ତାଙ୍କ କବରକୁ
ଯାଇଥିଲେ”

LUK 24 23 m4wy ὀπτασίαν ἀγγέλων 1 a vision of angels ଦୁତମାନଙ୍କୁ ଏକ ଦର୍ଶନରେ
LUK 24 24 fkw9 αὐτὸν δὲ οὐκ εἶδον 1 But they did not see him ସେମାନେ ଯୀଶୁଙ୍କୁ ଦେଖିଲେ ନାହିଁ
LUK 24 24 fkw9 αὐτὸν δὲ οὐκ εἶδον 1 But they did not see him

ଏଠାରେ **ତାଙ୍କୁ** ସର୍ବନାମ ଯୀଶୁଙ୍କୁ ବୁଝାଏ ।  ବିକଳ୍ପ ଅନୁବାଦ: “ସେମାନେ ସ୍ଵୟଂ ଯୀଶୁଙ୍କୁ ଦେଖି ନ
ଥିଲେ” (ଦେଖନ୍ତୁ: @)

LUK 24 25 r718 αὐτὸς εἶπεν πρὸς αὐτούς 1 Jesus said to them ଯୀଶୁ ଦୁଇଜଣ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରନ୍ତି
LUK 24 25 vg3z figs-metonymy βραδεῖς τῇ καρδίᾳ, τοῦ πιστεύειν 1 slow of heart to believe ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ “ତୁମର ମନ ବିଶ୍ୱାସ କରିବାରେ ଧିର” କିମ୍ବା “ତୁମେ ବିଶ୍ୱାସରେ ବହୁତ ଧିର :(ଦେଖ: [[rc://or/ta/man/translate/figs-metonymy]])
LUK 24 26 n85k figs-rquestion οὐχὶ ... ἔδει ... τὴν δόξαν αὐτοῦ? 1 Was it not necessary ... his glory? "ଭାବବାଦୀମାନେ ଯାହା କହିଥିଲେ ସେସମ୍ପର୍କରେ ସ୍ମରଣ କରାଇ ଦେବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହା ଆବଶ୍ୟକ ଥିଲା ... ଗୌରବ I"" (ଦେଖ: [[rc://or/ta/man/translate/figs-rquestion]])"
LUK 24 26 f8es εἰσελθεῖν εἰς τὴν δόξαν αὐτοῦ 1 to enter into his glory ଏହା ଯୀଶୁଙ୍କ ରାଜତ୍ଵ କରିବା ଏବଂ ସମ୍ମାନ ଓ ଗୌରବ ଗ୍ରହଣ କରିବାର ଆରମ୍ଭକୁ ସୂଚାଏ I
LUK 24 27 g4t7 figs-metonymy ἀρξάμενος ἀπὸ Μωϋσέως 1 beginning from Moses ବାଇବଲର ପ୍ରଥମ ପୁସ୍ତକ ମୋଶା ଲେଖିଛନ୍ତି I ବିକଳ୍ପ ଅନୁବାଦ: “ମୋଶା ଲେଖା ଠାରୁ ଆରମ୍ଭ କରି”(ଦେଖ: [[rc://or/ta/man/translate/figs-metonymy]])
LUK 24 25 vg3z figs-metonymy βραδεῖς τῇ καρδίᾳ, τοῦ πιστεύειν 1 slow of heart to believe

**ହୃଦୟ**
ଶବ୍ଦ ସାଙ୍କେତିକ ଭାବରେ ମନକୁ ପ୍ରତିପାଦିତ କରେ ।  ବିକଳ୍ପ  ଅନୁବାଦ: “ଯେଉଁମାନେ ନିଜ ମନରେ ବିଶ୍ୱାସ କରିବାରେ ଏପରି
କଷ୍ଟକର ମନେକରନ୍ତି” (ଦେଖନ୍ତୁ: @)

LUK 24 26 n85k figs-rquestion οὐχὶ ... ἔδει ... τὴν δόξαν αὐτοῦ? 1 Was it not necessary ... his glory?

ଭବିଷ୍ୟ‌ଦ୍‌ବକ୍ତାମାନେ
ଯାହା କହିଥିଲେ ସେହି ବିଷୟରେ ଶିଷ୍ୟମାନଙ୍କୁ ସ୍ମରଣକରାଇବା ପାଇଁ ଯୀଶୁ ପ୍ରଶ୍ନକୁ ବ୍ୟବହାର କରନ୍ତି
।  ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ
ବାକ୍ୟକୁ ଏକ ବିବୃତ୍ତି କିମ୍ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ:
“ଖ୍ରୀଷ୍ଟଙ୍କୁ ତାଙ୍କ ମହିମାରେ ପ୍ରବେଶ କରିବା ପାଇଁ ଏହିସବୁ ଦୁଃଖ ଭୋଗିବାକୁ ପଡିଲା!” (ଦେଖନ୍ତୁ:

LUK 24 26 f8es εἰσελθεῖν εἰς τὴν δόξαν αὐτοῦ 1 to enter into his glory

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ “ମହିମାମୟ”
ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ମହିମା** ଶବ୍ଦର ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ:
“ଏକ ମହିମାମୟ ସ୍ଥାନ ଗ୍ରହଣ କରିବାକୁ” (ଦେଖନ୍ତୁ: @)

LUK 24 27 g4t7 figs-metonymy ἀρξάμενος ἀπὸ Μωϋσέως 1 beginning from Moses

ଲୂକ ଶାସ୍ତ୍ରାଂଶକୁ
ସୂଚାଇବା ପାଇଁ **ମୋଶା** ନାମକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଏବଂ **ଭବିଷ୍ୟ‌ଦ୍‌ବକ୍ତା**
ଶବ୍ଦକୁ ସେମାନେ ଲେଖିଥିବା ବାକ୍ୟକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି ।  ବିକଳ୍ପ ଅନୁବାଦ:
“ମୋଶାଙ୍କ ଲେଖା… ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା” (ଦେଖନ୍ତୁ: @)

LUK 24 27 vb2e διερμήνευσεν αὐτοῖς 1 he interpreted to them ଯୀଶୁ ସେମାନଙ୍କୁ ବୁଝାଇ ଦେଲେ
LUK 24 28 cdj2 αὐτὸς προσεποιήσατο πορρώτερον πορεύεσθαι 1 he acted as though he were going further ସେହି ଦୁଇଜଣ ତାଙ୍କର ହାବଭାବରୁ ବୁଝି ପାରିଲେ ଯେ ସେ ଅନ୍ୟ ଗୋଟିଏ ଲକ୍ଷ୍ୟସ୍ଥଳକୁ ଯାଉଛନ୍ତି I ବୋଧହୁଏ ଯେତେବେଳେ ସେମାନେ ସେହି ଗ୍ରାମରେ ପ୍ରବେଶ କରିବା ନିମନ୍ତେ ବୁଲି ପଡିଲେ ସେତେବେଳେ ସେ ରାସ୍ତା ଉପରେ ଚାଲିବା ଜାରି ରଖିଲେ I ଏଥିରେ କୌଣସି ଇଙ୍ଗିତ ନାହିଁ ଯେ ଯୀଶୁ ସେମାନଙ୍କୁ ବାକ୍ୟଗୁଡିକ ଦ୍ୱାରା ପ୍ରତାରିତ କଲେ I
LUK 24 29 pn4d figs-hyperbole παρεβιάσαντο αὐτὸν 1 they compelled him ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କେଉଁ ବିଷୟ ସେମାନଙ୍କୁ ବାଧ୍ୟ କଲା I ଏହା ହୁଏତ ଦେଖାଇବା ନିମନ୍ତେ ଏକ ଅତିରଞ୍ଜନର ବିଷୟ ଯେ ସେମାନେ ତାଙ୍କର ମନକୁ ବଦଳାଇବା ପୂର୍ବରୁ ତାଙ୍କ ସହିତ ଅଧିକ ସମୟ ନିମନ୍ତେ କଥାବାର୍ତ୍ତା କରିବା ସେମାନଙ୍କର ଆବଶ୍ୟକ ଥିଲା I “ବଳାଇବା” ଶବ୍ଦର ଅର୍ଥ ଶାରୀରିକ ଶକ୍ତି ପ୍ରୟୋଗ କରିବା ଅଟେ, କିନ୍ତୁ ଏହା ମନେ ହୁଏ ଯେ ସେମାନେ କେବଳ ବାକ୍ୟ ବ୍ୟବହାର କରି ତାଙ୍କୁ ପ୍ରବର୍ତ୍ତାଇ ପାରିଲେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ରହିବାକୁ ବଳାଇ ପାରିଲେ” (ଦେଖ: [[rc://or/ta/man/translate/figs-hyperbole]])
LUK 24 29 s6ps πρὸς ἑσπέραν ἐστὶν, καὶ κέκλικεν ἤδη ἡ ἡμέρα 1 it is toward evening and the day is almost over ସୂର୍ଯ୍ୟାସ୍ତ ପରେ ଯିହୁଦୀମାନଙ୍କ ଦିନ ସମାପ୍ତ ହେଲା
LUK 24 29 tgi6 εἰσῆλθεν 1 he went in ଯୀଶୁ ସେହି ଗୃହରେ ପ୍ରବେଶ କଲେ
LUK 24 28 cdj2 αὐτὸς προσεποιήσατο πορρώτερον πορεύεσθαι 1 he acted as though he were going further

ଏହାର ଅର୍ଥ ଦୁଇଜଣ
ଶିଷ୍ୟ ଯୀଶୁଙ୍କ କାର୍ଯ୍ୟକଳାପରୁ ସେ ଅନ୍ୟ ଏକ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ ବୋଲି
ଜାଣିପାରିଥିଲେ । ସେ ପଥରେ ଚାଲି ଚାଲି ଯିବା ସମୟରେ ଯେତେବେଳେ ସେମାନେ ଇମ୍ମାୟୁରେ ପ୍ରବେଶ କଲେ । ଯୀଶୁ ସେମାନଙ୍କୁ
ବାକ୍ୟ ଦ୍ୱାରା ପ୍ରତାରଣା କଲେ ବୋଲି କୌଣସି ତଥ୍ୟ ଉପଲବ୍ଧ ନାହିଁ ।  ବିକଳ୍ପ ଅନୁବାଦ: “ଯୀଶୁ ପଥରୁ ଆହୁରି ଆଗକୁ ଯାଉଥିବା
ପରି ମନେ ହେଉଥିଲା” (ଦେଖନ୍ତୁ: @)

LUK 24 29 pn4d figs-hyperbole παρεβιάσαντο αὐτὸν 1 they compelled him

ଏଠାରେ ଲୂକ ଏହି
କାହାଣୀକୁ ସଂକ୍ଷିପ୍ତ କରି କହନ୍ତି, ଏବଂ ସେ ଦୁଇଜଣ
ଶିଷ୍ୟ ଯୀଶୁଙ୍କୁ ଯାହା କରିବାକୁ ଅନୁରୋଧ କରିଛନ୍ତି ତାହା ସେ କୁହନ୍ତି ନାହିଁ ।  ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ପ୍ରସଙ୍ଗରୁ
ସେହି ସୂଚନା ଯୋଗାଇ ପାରିବେ ।  ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ସେମାନଙ୍କ ସହ ଘରେ
ରାତ୍ରିଯାପନ କରିବାକୁ ଅନୁରୋଧ କଲେ” (ଦେଖନ୍ତୁ: @)

LUK 24 29 s6ps πρὸς ἑσπέραν ἐστὶν, καὶ κέκλικεν ἤδη ἡ ἡμέρα 1 it is toward evening and the day is almost over

ଏହି ଦୁଇଟି ବାକ୍ୟାଂଶର
ଅର୍ଥ ସମାନ ଅଟେ ।  ଦୁଇ ଶିଷ୍ୟ ସମ୍ଭବତଃ
ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଆପଣଙ୍କ ଅନୁବାଦରେ ବାକ୍ୟାଂଶଗୁଡ଼ିକୁ ଏକତ୍ର ଉଲ୍ଲେଖ
କରିପାରିବେ ।  ବିକଳ୍ପ ଅନୁବାଦ:
“ଏହା ଅନ୍ଧାର ହୋଇସାରିଛି” (ଦେଖନ୍ତୁ: @)

LUK 24 29 tgi6 εἰσῆλθεν 1 he went in

ପୂର୍ବ ବାକ୍ୟର
ବର୍ଣ୍ଣନା କରାଯାଇଥିବା ଫଳାଫଳଗୁଡ଼ିକର ପରିଚୟ ପ୍ରଦାନ କରିବା ପାଇଁ ଲୂକ ଏହି ବାକ୍ୟ ବ୍ୟବହାର
କରନ୍ତି ।
କାରଣ ଦୁଇଜଣ ଶିଷ୍ୟ
ଯୀଶୁଙ୍କୁ ସେମାନଙ୍କ ସହ ରହିବାକୁ ଅନୁରୋଧ କଲେ, ତେଣୁ ସେ ରାଜି
ହେଲେ। ବିକଳ୍ପ ଅନୁବାଦ: “ତେଣୁ” (ଦେଖନ୍ତୁ: @)

LUK 24 29 p35b τοῦ μεῖναι σὺν αὐτοῖς 1 stay with them ସେହି ଦୁଇଜଣ ଶିଷ୍ୟଙ୍କ ସହିତ ରହିଲେ
LUK 24 30 k6ud καὶ ἐγένετο 1 It happened that କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏହି ବ୍ୟାକ୍ୟାଂଶ ଏଠାରେ ବ୍ୟବହାର ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ କୌଣସି ଶୈଳୀ ରହିଛି ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I
LUK 24 30 k6ud καὶ ἐγένετο 1 It happened that

ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ
ବିକାଶର ପରିଚୟ ପ୍ରଦାନ କରିବା ପାଇଁ ପାଇଁ ଲୂକ  ଏହି ବାକ୍ୟାଂଶ ବ୍ୟବହାର କରନ୍ତି ।  ଆପଣଙ୍କ ଭାଷାରେ
ଏକ ଶବ୍ଦ, ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରନ୍ତୁ
ଯାହା ଏହି ଉଦ୍ଦେଶ୍ୟ ପାଇଁ ସ୍ୱାଭାବିକ ଅଟେ ।  (ଦେଖନ୍ତୁ: @)

LUK 24 30 t2zg τὸν ἄρτον 1 the bread ଏହା ଖମୀର ବିନା ପ୍ରସ୍ତୁତ ହୋଇଥିବା ରୋଟୀକୁ ସୂଚାଏ I ଏହା ସାଧାରଣ ଅର୍ଥରେ ଖାଦ୍ୟକୁ ସୂଚାଏ ନାହିଁ I
LUK 24 30 ecm2 εὐλόγησεν 1 blessed it "ଏଥିନିମନ୍ତେ ଧନ୍ୟବାଦ ଦେଲେ କିମ୍ବା “ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ"""
LUK 24 31 h4yr figs-metonymy αὐτῶν δὲ διηνοίχθησαν οἱ ὀφθαλμοὶ 1 Then their eyes were opened "ସେମାନଙ୍କ ‘ଚକ୍ଷୁ' ସେମାନଙ୍କର ବୁଝିବା ଶକ୍ତିକୁ ବୁଝାଏ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାପରେ ସେମାନେ ବୁଝିଲେ"" କିମ୍ବା “ତାପରେ ସେମାନେ ହୃଦୟଙ୍ଗମ କଲେ” (ଦେଖ: [[rc://or/ta/man/translate/figs-metonymy]] ଏବଂ [[rc://or/ta/man/translate/figs-activepassive]])"
LUK 24 30 ecm2 εὐλόγησεν 1 blessed it

ବିକଳ୍ପ ଅନୁବାଦ:
“ସେ ଏଥିପାଇଁ ଧନ୍ୟବାଦ ଦେଲେ” କିମ୍ବା “ସେ ଏଥିପାଇଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଲେ”

LUK 24 31 h4yr figs-metonymy αὐτῶν δὲ διηνοίχθησαν οἱ ὀφθαλμοὶ 1 Then their eyes were opened

ଏଠାରେ, **ଚକ୍ଷୁ** ଶବ୍ଦ ସାଙ୍କେତିକ
ଭାବରେ ଜଣେ ଯାହା ଦେଖୁଛି ତାହା ବୁଝାଏ ।  ବିକଳ୍ପ  ଅନୁବାଦ: “ସେମାନେ ଯାହା ଦେଖୁଥିଲେ ତାହା ବୁଝିବା ପାଇଁ
ଈଶ୍ଵର ସେମାନଙ୍କୁ ସକ୍ଷମ କଲେ” (ଦେଖନ୍ତୁ: @)

LUK 24 31 q89z ἐπέγνωσαν αὐτόν 1 they recognized him "ସେମାନେ ତାହାଙ୍କୁ ଚିହ୍ନିଲେ I ଏହି ଶିଷ୍ୟମାନେ ତାଙ୍କର ମୃତ୍ୟୁ ପୂର୍ବରୁ ତାଙ୍କୁ ଜାଣିଥିଲେ I
LUK 24 31 yev2 αὐτὸς ἄφαντος ἐγένετο ἀπ’ αὐτῶν 1 he vanished from their sight ଏହାର ଅର୍ଥ ଯେ ସେ ହଠାତ୍ ସେ ସ୍ଥାନରେ ଆଉ ନ ଥିଲେ I ଏହାର ଅର୍ଥ ନୁହେଁ ସେ ଅଦୃଶ୍ୟ ହୋଇଗଲେ I
LUK 24 32 inw4 figs-metaphor οὐχὶ ἡ καρδία ἡμῶν καιομένη ἦν ... τὰς Γραφάς? 1 Was not our heart burning ... the scriptures? ଯୀଶୁଙ୍କ ସହିତ ସେମାନଙ୍କ ସାକ୍ଷାତ କେତେ ଯେ ଆଶ୍ଚର୍ଯ୍ୟଜନକ ଥିଲା ସେସମ୍ପର୍କରେ ଗୁରୁତ୍ଵ ଦେବା ନିମନ୍ତେ ସେମାନେ ଗୋଟିଏ ପ୍ରଶ୍ନ ବ୍ୟବହାର କଲେ I ଯୀଶୁଙ୍କ ସହିତ ସେମାନେ କଥାବାର୍ତ୍ତା କଲାବେଳେ ଯେଉଁ ଗଭୀର ଭାବଗୁଡିକର ସମ୍ମୁଖିନ ହେଉଥିଲେ ତାହା ସମ୍ପର୍କରେ ଏପରି କୁହାଯାଏ ଯେ ସତେ ଯେପରି ସେମାନଙ୍କ ଅନ୍ତର ମଧ୍ୟରେ ଏକ ଅଗ୍ନି ପ୍ରଜ୍ବଳିତ ହେଉଥିଲା I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ ଉତ୍ତପ୍ତ ହେଉଥିଲା ... ଧର୍ମଶାସ୍ତ୍ର I"" (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-rquestion]])
LUK 24 32 xy6p ὡς διήνοιγεν ἡμῖν τὰς Γραφάς 1 while he opened to us the scriptures ଯୀଶୁ କୌଣସି ପୁସ୍ତକ ବା ନଳାକାର ପୁସ୍ତକ ଖୋଲି ନ ଥିଲେ I “ଖୋଲିଲେ” ସେମାନଙ୍କର ବୋଧ ଜ୍ଞାନକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ"" କିମ୍ବା “ଯେତେବେଳେ ସେ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝିବା ପାଇଁ ସକ୍ଷମ କଲେ"" I"
LUK 24 31 yev2 αὐτὸς ἄφαντος ἐγένετο ἀπ’ αὐτῶν 1 he vanished from their sight

ଏଠାରେ ଲୂକ ଯୀଶୁ
**ଅଦୃଶ୍ୟ ହେଲେ** ବୋଲି କହି ଏକ ଅସାଧାରଣ ଅଭିବ୍ୟକ୍ତି ବ୍ୟବହାର କରନ୍ତି  ।  ଏହାର ଅର୍ଥ ଯୀଶୁ କୋଠରୀରେ ଭିତରେ ରହିଲେ ତେଣୁ
ତାଙ୍କୁ କେହି ଦେଖି ପାରିଲେ ନାହିଁ ନୁହେଁ ।  ବରଂ ଏହାର ଅର୍ଥ ସେ ହଠାତ ଚାଲିଗଲେ ଏବଂ ତେଣୁ ଦୁଇଜଣ
ଶିଷ୍ୟ ତାଙ୍କୁ ଆଉ ଦେଖିଲେ ନାହିଁ ।  ବିକଳ୍ପ ଅନୁବାଦ: “ହଠାତ ସେମାନେ ତାଙ୍କୁ ଆଉ ଦେଖିଲେ
ନାହିଁ” (ଦେଖନ୍ତୁ: @)

LUK 24 32 inw4 figs-metaphor οὐχὶ ἡ καρδία ἡμῶν καιομένη ἦν ... τὰς Γραφάς? 1 Was not our heart burning ... the scriptures?

ଏଠାରେ ଯାହା
ଘଟିଲା ସେ ସମ୍ବନ୍ଧରେ ଦୁଇଜଣ ପରସ୍ପରକୁ ପଚାରୁ ନାହାଁନ୍ତି। ବରଂ, ସେମାନେ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନ ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ସେମାନଙ୍କ
ବାକ୍ୟକୁ ଏକ ବିବୃତ୍ତି କିମ୍ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ  ଅନୁବାଦ: “ଯେବେ ଆମେ ଯାତ୍ରା କରୁଥିଲୁ ଏବଂ ଶାସ୍ତ୍ରଗୁଡ଼ିକୁ
ବୁଝାଉଥିଲେ ସେ ଆମ ସହ ବାର୍ତ୍ତାଳାପ କରୁଥିଲେ, ଏହା ଅତ୍ୟନ୍ତ ଉତ୍ସାହଜନକ
ଥିଲା, ଯେପରି ଆମେ ଭିତରେ ନିଆଁରେ ଜଳୁଥିଲୁ!” (ଦେଖନ୍ତୁ: @)

LUK 24 32 xy6p ὡς διήνοιγεν ἡμῖν τὰς Γραφάς 1 while he opened to us the scriptures

ଯୀଶୁ ଏକ ପୁସ୍ତକ
କିମ୍ବା ପାଣ୍ଡୁଲିପି ଖୋଲିଲେ ନାହିଁ ।  ଶବ୍ଦ **ଖୋଲିଲେ** ସାଙ୍କେତିକ ଭାବରେ “ବ୍ୟାଖ୍ୟା କରିବାକୁ”
ବୁଝାଏ ।  ବିକଳ୍ପ ଅନୁବାଦ:
“ଯେତେବେଳେ ସେ ଆମ୍ଭମାନଙ୍କୁ ଶାସ୍ତ୍ର ବୁଝାଇଲେ” (ଦେଖନ୍ତୁ: @)

LUK 24 33 d5lv 0 Connecting Statement: ଦୁଇ ଜଣ ଲୋକ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ ଏଗାର ଜଣ ଶିଷ୍ୟମାନଙ୍କ ପାଖକୁ ଯିରୁଶାଲମକୁ ଯାଉଥିଲେ I
LUK 24 33 qi47 καὶ ἀναστάντες 1 So they rose up "“ସେମାନେ” ଦୁଇଜଣଙ୍କୁ ସୂଚାଏ
LUK 24 33 ar2c ἀναστάντες 1 they rose up ଉଠିଲେ କିମ୍ବା “ଠିଆ ହେଲେ"""
LUK 24 33 dw85 τοὺς ἕνδεκα 1 the eleven ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ସୂଚାଏ I ଯିହୂଦା ଆଉ ସେମାନଙ୍କ ସହିତ ଅନ୍ତ୍ରର୍ଭୁକ୍ତ ନ ଥିଲା I
LUK 24 34 kyn4 λέγοντας 1 saying ଏବଂ ସେହି ଲୋକମାନେ ସେହି ଦୁଇଜଣ ଲୋକଙ୍କୁ କହିଲେ
LUK 24 33 qi47 καὶ ἀναστάντες 1 So they rose up

ଏହି କ୍ରିୟାଗୁଡ଼ିକ
ଦୁଇ ଅଂଶଯୁକ୍ତ ବାକ୍ୟରେ ଅନୁବାଦ କରାଯାଇପାରିବ, ଯଦି ଆପଣଙ୍କ ଭାଷା
ସେହି ଗଠନ ବ୍ୟବହାର କରେ, ଯେହେତୁ ସେଗୁଡ଼ିକ
ଦୁଇ ବ୍ୟକ୍ତିଙ୍କର କାର୍ଯ୍ୟକୁ ବର୍ଣ୍ଣନା କରେ ।  (ଦେଖନ୍ତୁ: @)

LUK 24 33 ar2c ἀναστάντες 1 they rose up

[୨୪:୧୨](../24/12.md) ପରି ଏହି ଅଭିବ୍ୟକ୍ତି ଏକ ରୂଢ଼ି ଅଟେ  ଯାହା ପଦକ୍ଷେପ ନେବାକୁ ବୁଝାଏ ।  ଏହାର ଅର୍ଥ ଜଣେ
ବ୍ୟକ୍ତି ବସିଥିଲେ କିମ୍ବା ଶୋଇଥିଲେ ଏବଂ ପରେ ଠିଆ ହେଲେ ନୁହେଁ ।  ବିକଳ୍ପ ଅନୁବାଦ: “ଆରମ୍ଭ କରିବା” (ଦେଖନ୍ତୁ: @)

LUK 24 33 dw85 τοὺς ἕνδεκα 1 the eleven

ଆପଣ [୨୪:୯](../24/09.md) ରେ ଏହାକୁ କିପରି
ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ: @)

LUK 24 34 kyn4 λέγοντας 1 saying ଏହି ବାକ୍ୟଗୁଡ଼ିକ

ଯିରୂଶାଲମରେ ପ୍ରେରିତ ଏବଂ ଶିଷ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ,
ଇମ୍ମାୟୁରୁ ଫେରି ଆସିଥିବା
ଦୁଇ ବ୍ୟକ୍ତିଙ୍କ ପାଇଁ ନୁହେଁ ।  ବିକଳ୍ପ ଅନୁବାଦ: “ଏବଂ ସେମାନେ ଦୁଇବ୍ୟକ୍ତିଙ୍କୁ କହିଲେ”

LUK 24 35 stf9 καὶ αὐτοὶ ἐξηγοῦντο 1 Then they told ତେଣୁ ଦୁଇଜଣ ଲୋକ ସେମାନଙ୍କୁ କହିଲେ
LUK 24 35 fb1r τὰ ἐν τῇ ὁδῷ 1 the things that happened on the way ଏହା ଯୀଶୁ ସେମାନଙ୍କ ନିକଟରେ ଦର୍ଶନ ଦେବା ବିଷୟକୁ ସୂଚାଏ ଯେତେବେଳେ ସେମାନେ ଇମ୍ମାୟୁ ଗ୍ରାମକୁ ଯିବା ପଥରେ ଥିଲେ I
LUK 24 35 mnn2 figs-activepassive ὡς ἐγνώσθη αὐτοῖς 1 how Jesus was made known to them ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନିଲେ” (ଦେଖ: [[rc://or/ta/man/translate/figs-activepassive]])
LUK 24 35 y3f8 ἐν τῇ κλάσει τοῦ ἄρτου 1 in the breaking of the bread ଯେତେବେଳେ ଯୀଶୁ ରୋଟୀ ଭାଙ୍ଗିଲେ କିମ୍ବା “ଯେତେବେଳେ ଯୀଶୁ ରୋଟିକୁ ଖଣ୍ଡ ଖଣ୍ଡ କଲେ”
LUK 24 36 e8i4 0 General Information: ଯୀଶୁ ଶିଷ୍ୟମାନଙ୍କୁ ଦେଖାଦେଲେ I ଯେତେବେଳେ ସେହି ଦୁଇଜଣ ଲୋକ ପୂର୍ବରୁ ଏଗାରଜଣ ରହୁଥିବା ସେହି ଗୃହରେ ପହଞ୍ଚିଲେ, ଯୀଶୁ ସେମାନଙ୍କ ସହିତ ନ ଥିଲେ I
LUK 24 36 rt8d figs-rpronouns αὐτὸς 1 Jesus himself “ସେ ନିଜକୁ” ଶବ୍ଦ ଯୀଶୁଙ୍କ ଉପରେ ଏବଂ ଯୀଶୁ ନିଜେ ସେମାନଙ୍କୁ ଦର୍ଶନ ଦେବାର ଆଶ୍ଚର୍ଯ୍ୟ ବିଷୟ ଉପରେ ଧ୍ୟାନ କେନ୍ଦ୍ରୀତ କରେ I ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂନରୁତ୍ଥାନ ପରେ ତାଙ୍କୁ ଦେଖି ନ ଥିଲେ I (ଦେଖ: [[rc://or/ta/man/translate/figs-rpronouns]])
LUK 24 35 fb1r τὰ ἐν τῇ ὁδῷ 1 the things that happened on the way

ଲୂକ  ଏହି କାହାଣୀକୁ ସଂକ୍ଷିପ୍ତ କରି କହନ୍ତି ।  ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହାର ଅର୍ଥକୁ
ଆପଣ ଅନୁବାଦ କରି ପାରିବେ ।  ବିକଳ୍ପ ଅନୁବାଦ: “ସେମାନଙ୍କ ଯାତ୍ରାରେ କ’ଣ ଘଟିଥିଲା”
କିମ୍ବା “ସେମାନେ ଯାତ୍ରା କରିବା ସମୟରେ ଯୀଶୁ କିପରି ସେମାନଙ୍କ ସହ ଯୋଗ ଦେଇଥିଲେ ଏବଂ ସେମାନେ
ତାଙ୍କ ସହ ତାହାଙ୍କ ବିଷୟରେ କ’ଣ କଥାବାର୍ତ୍ତା କରିଥିଲେ” (ଦେଖନ୍ତୁ: @)

LUK 24 35 mnn2 figs-activepassive ὡς ἐγνώσθη αὐτοῖς 1 how Jesus was made known to them

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ
କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ ।  ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନି
ପାରିଲେ” (ଦେଖନ୍ତୁ: @)

LUK 24 35 y3f8 ἐν τῇ κλάσει τοῦ ἄρτου 1 in the breaking of the bread

**ରୁଟି ଭାଙ୍ଗିବା** ସହ ଜଡିତ କିଛି
ବିଷୟକୁ ପ୍ରତିନିଧିତ୍ୱ କରିବାକୁ ଲୂକ ସାଙ୍କେତିକ ଭାବରେ ଏହାକୁ ବ୍ୟବହାର କରନ୍ତି ।  ବିକଳ୍ପ  ଅନୁବାଦ: “ସେହି ସମୟରେ ଯେବେ ସେ ରୁଟି ଭାଙ୍ଗିଲେ” କିମ୍ବା
“ସେହି ଉପାୟରେ ସେ ରୁଟି ଭାଙ୍ଗିଲେ” (ଦେଖନ୍ତୁ: @)

LUK 24 36 e8i4 0 General Information:
LUK 24 36 rt8d figs-rpronouns αὐτὸς 1 Jesus himself

ପ୍ରକୃତରେ ଏହି
ଗୋଷ୍ଠୀରେ ଦେଖାଯାଉଥିବା ଯୀଶୁଙ୍କ ଆଶ୍ଚର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଲୂକ  **ଆପେ** ଶବ୍ଦ ବ୍ୟବହାର କରନ୍ତି ।  ବିକଳ୍ପ ଅନୁବାଦ:
“ଯୀଶୁଙ୍କ ବ୍ୟତୀତ ଅନ୍ୟ କେହି ଠିଆ ହେଲେ ନାହିଁ” (ଦେଖନ୍ତୁ: @)

LUK 24 36 q7yl ἐν μέσῳ αὐτῶν 1 in the midst of them ସେମାନଙ୍କ ମଧ୍ୟରେ
LUK 24 36 pnl1 figs-you εἰρήνη ὑμῖν 1 Peace be to you "ତୁମ୍ଭେମାନେ ଶାନ୍ତି ପାଅ କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦିଅନ୍ତୁ!"" “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: [[rc://or/ta/man/translate/figs-you]])
LUK 24 37 i2tu πτοηθέντες δὲ 1 But they were terrified କିନ୍ତୁ ଶବ୍ଦ ଏକ ଦୃଢ଼ ବୈଷମ୍ୟକୁ ଇଙ୍ଗିତ କରେ I ଯୀଶୁ ସେମାନଙ୍କୁ ଶାନ୍ତିରେ ରହିବାକୁ କହନ୍ତି, କିନ୍ତୁ ତା’ପରିବର୍ତ୍ତେ ସେମାନେ ଅତିଶୟ ଭୟଭୀତ ହୋଇଥିଲେ I
LUK 24 37 kf17 figs-doublet πτοηθέντες ... καὶ ἔμφοβοι γενόμενοι 1 they were terrified, and became very afraid ତ୍ରାସଯୁକ୍ତ ଏବଂ ଭୟଭୀତ I ଏହି ଦୁଇଟି ବାକ୍ୟାଂଶର ଅର୍ଥ ପ୍ରାୟ ସମାନ ବିଷୟକୁ ବୁଝାଏ, ଏବଂ ଭୟକୁ ଗୁରୁତ୍ଵ ଦେବା ନିମନ୍ତେ ଏକତ୍ର ବ୍ୟବହୃତ ହୋଇଛି I (ଦେଖ: [[rc://or/ta/man/translate/figs-doublet]])
LUK 24 37 z4q5 ἐδόκουν πνεῦμα θεωρεῖν 1 thinking that they saw a spirit ସେମାନେ ଭାବିଲେ ସେମାନେ ଗୋଟିଏ ଭୂତ ଦେଖୁଛନ୍ତି I ସେପର୍ଯ୍ୟନ୍ତ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ ଯେ ଯୀଶୁ ପ୍ରକୃତରେ ଜୀବିତ I
LUK 24 37 q9rf πνεῦμα 1 a spirit ଏଠାରେ ଏହା ଏକ ମୃତ ବ୍ୟକ୍ତିର ଆତ୍ମାକୁ ସୂଚାଏ I
LUK 24 38 jj1h figs-rquestion τί τεταραγμένοι ἐστέ 1 Why are you troubled? ସେମାନଙ୍କୁ ସାନ୍ତ୍ୱନା ଦେବାପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଭୟଭୀତ ହୁଅ ନାହିଁ"" (ଦେଖ: [[rc://or/ta/man/translate/figs-rquestion]])
LUK 24 38 ic97 figs-rquestion διὰ τί διαλογισμοὶ ἀναβαίνουσιν ἐν τῇ καρδίᾳ ὑμῶν? 1 Why do doubts arise in your heart? ସେମାନଙ୍କୁ ମୃଦୁ ଭାବରେ ଅନୁଯୋଗ କରିବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ସେ ଯେ ଜୀବିତ ଅଟନ୍ତି ତାହା ସନ୍ଦେହ ନ କରିବା ପାଇଁ ଯୀଶୁ ସେମାନଙ୍କୁ କହୁଥିଲେ I “ହୃଦୟ” ଶବ୍ଦ ଜଣେ ମନୁଷ୍ୟର ମନକୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନରେ ସନ୍ଦେହ କର ନାହିଁ ! କିମ୍ବା “ସନ୍ଦେହ କରିବା ବନ୍ଦ କର” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-metonymy]])
LUK 24 39 a12n ψηλαφήσατέ με καὶ ἴδετε ... ἐμὲ θεωρεῖτε ἔχοντα 1 Touch me and see ... you see me having ତାଙ୍କୁ ସ୍ପର୍ଶ କରି ନିଶ୍ଚିତ ହେବା ନିମନ୍ତେ ଯୀଶୁ ସେମାନଙ୍କୁ କହନ୍ତି ଯେ, ସେ ଭୂତ ନୁହନ୍ତି I ଏହି ଦୁଇଟି ବାକ୍ୟକୁ ସଂଯୋଗ ଓ ପୁଣି ଥରେ କ୍ରମାନ୍ୱୟ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ମୋତେ ସ୍ପର୍ଶ କର ଏବଂ ଅନୁଭବ କର ଯେ ମୋର ମାଂସ ଓ ଅସ୍ଥି ଅଛି, ଗୋଟିଏ ଭୂତର ସେପରି ନ ଥାଏ”"
LUK 24 39 tf2v σάρκα καὶ ὀστέα 1 flesh and bones ଏହା ଶରୀରକୁ ଉଲ୍ଲେଖ କରିବା ପାଇଁ ଏକ ଶୈଳୀ ଅଟେ I
LUK 24 40 qm9p τὰς χεῖρας καὶ τοὺς πόδας 1 his hands and his feet ଏହା ବୁଝାପଡେ ଯେ ତାଙ୍କର ହାତରେ ଓ ପାଦରେ କଣ୍ଟାର କ୍ରୁଶାର୍ପଣର ଚିହ୍ନଗୁଡିକ ଥିଲା ଯାହା ପ୍ରମାଣିତ କରେ ଯେ ସେ ପ୍ରକୃତରେ ଯୀଶୁ ହିଁ ଥିଲେ I ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ତାଙ୍କର ହାତ ଏବଂ ପାଦର କ୍ଷତଗୁଡିକ”
LUK 24 41 hr4f ἔτι δὲ ἀπιστούντων αὐτῶν ἀπὸ τῆς χαρᾶς 1 Now when they still could not believe it because of the joy ସେମାନେ ଆନନ୍ଦରେ ଏତେ ବେଶୀ ପରିପୁର୍ଣ୍ଣ ଥିଲେ ଯେ ତଥାପି ସେମାନେ ବିଶ୍ୱାସ କରି ପାରୁ ନ ଥିଲେ ଏହା ପ୍ରକୃତରେ ସତ୍ୟ ଅଟେ I
LUK 24 43 tyh4 figs-explicit ἐνώπιον αὐτῶν ἔφαγεν 1 ate it before them ଏହା କରିବା ଦ୍ୱାରା ଯୀଶୁ ପ୍ରମାଣିତ କରିବାକୁ ଯାଉଥିଲେ ଯେ ତାଙ୍କର ପାର୍ଥିବ ଶରୀର ଅଛି I ଆତ୍ମାମାନେ ଖାଦ୍ୟ ଖାଇବାକୁ ସକ୍ଷମ ନୁହନ୍ତି I (ଦେଖ: [[rc://or/ta/man/translate/figs-explicit]])
LUK 24 43 j8qf ἐνώπιον αὐτῶν 1 before them ସେମାନଙ୍କ ସମ୍ମୁଖରେ କିମ୍ବା “ଯେତେବେଳେ ସେମାନେ ଲକ୍ଷ୍ୟ କରୁଥିଲେ”
LUK 24 44 tfk8 ἔτι ὢν σὺν ὑμῖν 1 while I was still with you ଏହା ପୁର୍ବରୁ ଯେତେବେଳେ ମୁଁ ତୁମ ସହିତ ଥିଲି
LUK 24 44 g76a figs-activepassive δεῖ πληρωθῆναι πάντα τὰ γεγραμμένα ... ψαλμοῖς, περὶ ἐμοῦ 1 all that was written ... the Psalms must be fulfilled ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାସବୁ ଲେଖା ଯାଇଛି ଈଶ୍ୱର ସେସମସ୍ତ ସଫଳ କରିବେ ... ଗୀତସଂହିତା” ବା “ଗୀତସଂହିତାରେ ... ଯାହାସବୁ ଲେଖା ହୋଇଛି ଈଶ୍ୱର ସେସମସ୍ତ ସାଧନ କରିବେ” (ଦେଖ: [[rc://or/ta/man/translate/figs-activepassive]])
LUK 24 44 q7x8 figs-activepassive πάντα τὰ γεγραμμένα ἐν τῷ νόμῳ Μωϋσέως, καὶ τοῖς προφήταις, καὶ ψαλμοῖς, περὶ ἐμοῦ 1 all that was written in the law of Moses and the Prophets and the Psalms "“ମୋଶାଙ୍କ ବ୍ୟବସ୍ଥା”, “ଭବିଷ୍ୟତବକ୍ତାମାନଙ୍କ ପୁସ୍ତକ” ଏବଂ “ଗୀତସଂହିତା"" ଏହି ଶବ୍ଦଗୁଡ଼ିକ ଏବ୍ରୀ ବାଇବଲର ଅଂଶଗୁଡିକର ନାମ ଅଟେ I ଏହାକୁ ସକ୍ରିୟ ରୂପରେ ଏବଂ ସାଧାରଣ ବିଶେଷ୍ୟ ବ୍ୟବହାର କରି ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ମୋଶା ଯେସମସ୍ତ ବ୍ୟବସ୍ଥାରେ ଲେଖିଛନ୍ତି, ଭବିଷ୍ୟତବକ୍ତାମାନେ ଯେସମସ୍ତ ବିଷୟ ଲେଖିଛନ୍ତି, ଗୀତସଂହିତାର ଲେଖକମାନେ ଯେ ସମସ୍ତ ବିଷୟ ଲେଖିଛନ୍ତି ସେସବୁ ମୋ ବିଷୟରେ ଲେଖିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])"
LUK 24 45 qf61 figs-idiom τότε διήνοιξεν αὐτῶν τὸν νοῦν τοῦ συνιέναι τὰς Γραφάς 1 Then he opened their minds to understand the scriptures :”ବୁଦ୍ଧିରୂପ ଦ୍ୱାର ଖୋଲିବା” ଏକ ଋଢ଼ି ଅଟେ ଯାହାର ଅର୍ଥ ଜଣକୁ ବୁଝିପାରିବା ନିମନ୍ତେ ସକ୍ଷମ କରିବା I ବିକଳ୍ପ ଅନୁବାଦ: “ତା’ପରେ ଧର୍ମଶାସ୍ତ୍ର ବୁଝିବାକୁ ସେ ସେମାନଙ୍କୁ ସକ୍ଷମ କଲେ” (ଦେଖ: [[rc://or/ta/man/translate/figs-idiom]])
LUK 24 36 pnl1 figs-you εἰρήνη ὑμῖν 1 Peace be to you

[୧୦:୫](../10/05.md) ରେ ସମାନ ବାକ୍ୟାଂଶର ଟିପ୍ପଣୀ ଯେପରି ବ୍ୟାଖ୍ୟା କରେ, ଏହା ଏକ ରୂଢ଼ି ଅଭିବ୍ୟକ୍ତି ଅଟେ, ଏବ୍ରୀ ଶବ୍ଦ ଏବଂ
“ଶାଲୋମ” ର ଧାରଣା ଉପରେ ଆଧାର କରି ଏହା ଉଭୟ ଅଭିବାଦନ ଏବଂ ଆଶୀର୍ବାଦ ଥିଲା ।  ବିକଳ୍ପ ଅନୁବାଦ:
“ମୁଁ ତୁମ୍ଭ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଈଶ୍ଵର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ”
(ଦେଖନ୍ତୁ: @)

LUK 24 37 i2tu πτοηθέντες δὲ 1 But they were terrified

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି
ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ
ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ ।  ବିକଳ୍ପ ଅନୁବାଦ:
“ସେମାନେ ଭାବିଲେ ଯେ ସେମାନେ ଏକ ଆତ୍ମା ​​ଦେଖୁଛନ୍ତି, ତେଣୁ ସେମାନେ ଆତଙ୍କିତ ହୋଇ ଭୟଭୀତ ହେଲେ”
(ଦେଖନ୍ତୁ: @)

LUK 24 37 kf17 figs-doublet πτοηθέντες ... καὶ ἔμφοβοι γενόμενοι 1 they were terrified, and became very afraid

ଏହି ଅଭିବ୍ୟକ୍ତିର
ଅର୍ଥ ସମାନ ଅଟେ ।  ଲୂକ ଗୁରୁତ୍ୱ
ଦେବା ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି ।  ବିକଳ୍ପ ଅନୁବାଦ: “ଅତ୍ଯନ୍ତ ଭୟଭୀତ ହେଲେ” (ଦେଖନ୍ତୁ:

LUK 24 37 z4q5 ἐδόκουν πνεῦμα θεωρεῖν 1 thinking that they saw a spirit

ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ସେମାନେ କାହିଁକି
ଏହା ଭାବିଲେ ତାହା ଆପଣ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।  ବିକଳ୍ପ ଅନୁବାଦ: “ସେମାନେ ଭାବିଲେ ଯେ ସେମାନେ ଏକ ଭୂତ
ଦେଖୁଛନ୍ତି, କାରଣ ସେମାନେ ଏପର୍ଯ୍ୟନ୍ତ ବୁଝିପାରିଲେ ନାହିଁ ଯେ ଯୀଶୁ
ପୁନର୍ବାର ଜୀବିତ ଅଛନ୍ତି” (ଦେଖନ୍ତୁ: @)

LUK 24 37 q9rf πνεῦμα 1 a spirit

ଏହି ପରିପ୍ରେକ୍ଷୀରେ, ** ଆତ୍ମା ** ଶବ୍ଦ ଜଣେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ବୁଝାଏ ।  ବିକଳ୍ପ ଅନୁବାଦ:
“ଏକ ଭୂତ”

LUK 24 38 jj1h figs-rquestion τί τεταραγμένοι ἐστέ 1 Why are you troubled?

ଯୀଶୁ ଆପଣା
ଶିଷ୍ୟମାନଙ୍କୁ ଆଶ୍ୱାସନା ଦେବା ପାଇଁ ପ୍ରଶ୍ନ ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି କିମ୍ବା ବିସ୍ମୟ ବାକ୍ୟ ଭାବରେ
ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ:
“ତୁମ୍ଭେମାନେ ଉଦ୍‌ବିଗ୍ନ ହେବାର ଆବଶ୍ୟକତା
ନାହିଁ, ଏବଂ ତୁମ୍ଭେମାନେ ମନରେ ସନ୍ଦେହର ଆବଶ୍ୟକତା ନାହିଁ!” (ଦେଖନ୍ତୁ: @)

LUK 24 38 ic97 figs-rquestion διὰ τί διαλογισμοὶ ἀναβαίνουσιν ἐν τῇ καρδίᾳ ὑμῶν? 1 Why do doubts arise in your heart?
LUK 24 39 a12n ψηλαφήσατέ με καὶ ἴδετε ... ἐμὲ θεωρεῖτε ἔχοντα 1 Touch me and see ... you see me having

ଯଦି ଏହା ତୁମର
ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ତୁମେ ଏହି
ବାକ୍ୟାଂଶଗୁଡ଼ିକର କ୍ରମକୁ ଓଲଟାଇ ପାରିବ, ଯେହେତୁ ଦ୍ୱିତୀୟ
ବାକ୍ୟାଂଶ ଫଳାଫଳର କାରଣ ଦେଇଥାଏ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ ।  ବିକଳ୍ପ  ଅନୁବାଦ: “ଯେହେତୁ ଗୋଟିଏ ଭୂତର ଶାରୀରିକ ଶରୀର ନାହିଁ, ଯେପରି ତୁମେ ଦେଖ ଯେ ମୋର ଅଛି, ମୋ ଶରୀର ପ୍ରକୃତ
ବୋଲି ଜାଣିବା ପାଇଁ ମୋତେ ସ୍ପର୍ଶ କର” (ଦେଖନ୍ତୁ: @)

LUK 24 39 tf2v σάρκα καὶ ὀστέα 1 flesh and bones

ଯୀଶୁ ମନୁଷ୍ୟ ଶରୀର
ଦୁଇଟି ମୁଖ୍ୟ ଅଂଶକୁ ସୂଚାଇ ଏହାକୁ ସାଙ୍କେତିକ ଭାବରେ ବର୍ଣ୍ଣନା କରନ୍ତି ।  ବିକଳ୍ପ ଅନୁବାଦ:
“ଏକ ଶାରୀରିକ ଶରୀର” (ଦେଖନ୍ତୁ: @)

LUK 24 40 qm9p τὰς χεῖρας καὶ τοὺς πόδας 1 his hands and his feet

[୨୪:୩୯](../24/39.md) ପରି, ଏହାର ସାଙ୍କେତିକ ଅର୍ଥ ଯୀଶୁଙ୍କ **ହସ୍ତ** ​​ଏବଂ **ପାଦ** ରେ କ୍ରୁଶବିଦ୍ଧର
ଚିହ୍ନ ଅଟେ ।  ବିକଳ୍ପ ଅନୁବାଦ:
“ତାଙ୍କ ହାତ ଏବଂ ପାଦରେ ଚିହ୍ନ” (ଦେଖନ୍ତୁ: @)

LUK 24 41 hr4f ἔτι δὲ ἀπιστούντων αὐτῶν ἀπὸ τῆς χαρᾶς 1 Now when they still could not believe it because of the joy

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ “ଖୁସି”
ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ଆନନ୍ଦ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ
।  ବିକଳ୍ପ ଅନୁବାଦ:
“କାରଣ ସେମାନେ ଅତ୍ୟନ୍ତ ଖୁସି ଥିଲେ” (ଦେଖନ୍ତୁ: @)

LUK 24 43 tyh4 figs-explicit ἐνώπιον αὐτῶν ἔφαγεν 1 ate it before them

ଯୀଶୁ ତାଙ୍କର ଶାରୀରିକ
ଶରୀର ଅଛନ୍ତି ବୋଲି ପ୍ରମାଣ କରିବାକୁ ସେ ଏହା କଲେ, କାରଣ ଏକ ଆତ୍ମା
​​କିମ୍ବା ଭୂତ ଖାଦ୍ୟ ଖାଇବାକୁ ସମର୍ଥ ହେବେ ନାହିଁ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।  ବିକଳ୍ପ  ଅନୁବାଦ: “ତାଙ୍କର ଶାରୀରିକ ଶରୀର ଅଛି ବୋଲି ପ୍ରମାଣ
କରିବାକୁ, ସେ ସେମାନଙ୍କୁ ଏହାକୁ ଖାଇବାକୁ ଦେଖିବାକୁ କହିଲେ” (ଦେଖନ୍ତୁ:

LUK 24 43 j8qf ἐνώπιον αὐτῶν 1 before them

ଏହି ଅଭିବ୍ୟକ୍ତିର
ଅର୍ଥ “ସେମାନଙ୍କ ସାମ୍ନାରେ” ଅର୍ଥାତ୍ “ଯେଉଁଠାରେ ସେମାନେ ତାଙ୍କୁ ଦେଖି ପାରିବେ ।” (ଦେଖନ୍ତୁ: @)

LUK 24 44 tfk8 ἔτι ὢν σὺν ὑμῖν 1 while I was still with you

ବିକଳ୍ପ ଅନୁବାଦ:
“ଯେବେ ମୁଁ ତୁମ୍ଭମାନଙ୍କ ସହ ଥିଲି”

LUK 24 44 g76a figs-activepassive δεῖ πληρωθῆναι πάντα τὰ γεγραμμένα ... ψαλμοῖς, περὶ ἐμοῦ 1 all that was written ... the Psalms must be fulfilled

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ
କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ ।  ବିକଳ୍ପ  ଅନୁବାଦ: “ଶାସ୍ତ୍ର ମୋ ବିଷୟରେ ଯାହା କହେ” (ଦେଖନ୍ତୁ:

LUK 24 44 q7x8 figs-activepassive πάντα τὰ γεγραμμένα ἐν τῷ νόμῳ Μωϋσέως, καὶ τοῖς προφήταις, καὶ ψαλμοῖς, περὶ ἐμοῦ 1 all that was written in the law of Moses and the Prophets and the Psalms

ଯୀଶୁ ମୂଖ୍ୟ ଉପାଦାନଗୁଡ଼ିକର
ନାମକରଣ କରି ସମସ୍ତ ଏବ୍ରୀ ଶାସ୍ତ୍ରକୁ ସାଙ୍କେତିକ ଭାବରେ ଦର୍ଶାଉଛନ୍ତି ।  ବିକଳ୍ପ  ଅନୁବାଦ: “ଶାସ୍ତ୍ର ମୋ ବିଷୟରେ ଯାହା କହେ” (ଦେଖନ୍ତୁ:

LUK 24 45 qf61 figs-idiom τότε διήνοιξεν αὐτῶν τὸν νοῦν τοῦ συνιέναι τὰς Γραφάς 1 Then he opened their minds to understand the scriptures

ଏହା ଏକ ରୂଢ଼ି
ଅଟେ ଯାହାର ଅର୍ଥ ଲୋକମାନେ ବିଷୟଗୁଡ଼ିକୁ ହୃଦୟଙ୍ଗମ କରିବା ଏବଂ ଚିହ୍ନିବା ପାଇଁ ସକ୍ଷମ କରିବା
ଯାହା ସେମାନେ ପୂର୍ବରୁ କରିବାକୁ ସକ୍ଷମ ନ ଥିଲେ ।  ବିକଳ୍ପ ଅନୁବାଦ: “ସେ ସେମାନଙ୍କ ମନକୁ ପ୍ରସ୍ତୁତ
କଲେ” କିମ୍ବା “ସେ ସେମାନଙ୍କ ମନକୁ ସଶକ୍ତ କଲେ” (ଦେଖନ୍ତୁ: @)

LUK 24 46 cwr5 figs-activepassive οὕτως γέγραπται 1 Thus it has been written ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ହିଁ ଲୋକମାନେ ବହୁ ପୂର୍ବରୁ ଲେଖିଲେ” (ଦେଖ: [[rc://or/ta/man/translate/figs-activepassive]])
LUK 24 46 e75f ἀναστῆναι ἐκ νεκρῶν 1 rise again from the dead ଏହି ପଦରେ, “ଉଠିବା” ଅର୍ଥ ପୁନର୍ବାର ଜୀବିତ ହୋଇ ଆସିବା ଅଟେ I “ମୃତମାନଙ୍କ ମଧ୍ୟରୁ” ଶବ୍ଦଗୁଡିକ ନିମ୍ନସ୍ଥ ଜଗତରେ ସମସ୍ତ ମୃତ ଲୋକମାନଙ୍କର ଏକତ୍ର ଥିବା ବିଷୟରେ କହେ I
LUK 24 46 r2zy translate-ordinal τῇ τρίτῃ ἡμέρᾳ 1 the third day ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ, ଯେଉଁଦିନ ଯୀଶୁ ପୁନର୍ଜୀବିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ଘଟିଥିଲା I ଲକ୍ଷ୍ୟ କର ତୁମେ କିପରି ଭାବରେ ଏହାକୁ [ଲୂକ 24 :7](../24/07.ମଝି)ରେ ଅନୁବାଦ କରିଛ I (ଦେଖ: [[rc://or/ta/man/translate/translate-ordinal]])

Can't render this file because it is too large.