Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:37:15 +00:00
parent b12cdfe089
commit ed6ee3ca8e
1 changed files with 2 additions and 2 deletions

View File

@ -59,8 +59,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 21 mh2s figs-metaphor ὑπὸ Πνεύματος Ἁγίου φερόμενοι, ἐλάλησαν ἀπὸ Θεοῦ ἄνθρωποι 1 men spoke from God when they were carried along by the Holy Spirit ପିତର ସାଙ୍କେତିକ ଭାବରେ **ପବିତ୍ର ଆତ୍ମା​​** ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଈଶ୍ଵର ଯାହା ଲେଖିବାକୁ ଚାହାଁନ୍ତି ତାହା ଲେଖିବାରେ ଯେପରି ପବିତ୍ର ଆତ୍ମା ​​ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ **ନେଇଯାଆନ୍ତି** ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଲୋକମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଈଶ୍ଵରଙ୍କଠାରୁ କଥା କହିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 intro mv79 0 # ପିତର ସାଧାରଣ ଟିପ୍ପଣୀ

## ଗଠନ ଏବଂ ଆକାର

1. ଭଣ୍ଡ ଶିକ୍ଷକମାନଙ୍କ ଭବିଷ୍ୟବାଣୀ (:୧–୩)
1. ଈଶ୍ୱରୀୟ ବିଚାରର ଉଦାହରଣ (: ୪-୧୦କ)
1. ଭଣ୍ଡ ଶିକ୍ଷକମାନଙ୍କର ବର୍ଣ୍ଣନା ଏବଂ ନିନ୍ଦା (: ୧୦ଖ - )

ପିତର ଏହି ପତ୍ରକୁ [: ୧–୩] (../ / ୦୧.md) ରେ ଜାରି ରଖିନ୍ତି ଏବଂ ଭଣ୍ଡ ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରିବେ ବୋଲି ଭବିଷ୍ୟବାଣୀ କରନ୍ତି,  ଯେପରି ସତ୍ୟ ଭବିଷ୍ୟ‌ଦ୍‌ବକ୍ତାମାନେ ପୁରାତନ ନିୟମ ଲେଖିବା ସମୟରେ
ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାମାନେ କରିଥିଲେ। ତା’ପରେ [: ୪-୧a] (../ / ୦୪.md) ରେ ପିତର ଈଶ୍ଵରଙ୍କ ଉଦାହରଣ ବର୍ଣ୍ଣନା କରିଛନ୍ତି ଯେଉଁମାନେ ଆସୁଥିବା ଭଣ୍ଡ ଶିକ୍ଷକମାନଙ୍କ ସହ ସମାନ କାର୍ଯ୍ୟ କରିଥିଲେ । ଏହା ପରେ ପିତର ଏହି ବିଭାଗକୁ [: ୧୦ଖ - ](..//୧୦.md) ରେ ଶେଷ କରି ଏହି ଭଣ୍ଡ ଶିକ୍ଷକମାନଙ୍କ ଦୁଷ୍ଟ ଚରିତ୍ର ଏବଂ କାର୍ଯ୍ୟକୁ ବର୍ଣ୍ଣନା କରନ୍ତି

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଶରୀର

“ଶରୀର” ବ୍ୟକ୍ତିର ପାପପୂର୍ଣ୍ଣ ପ୍ରକୃତି ପାଇଁ ଏକ ରୂପକ ଅଟେ । ଏହା ମନୁଷ୍ୟର ଶାରୀରିକ ଅଂଶ ନୁହେଁ ଯାହା ପାପପୂର୍ଣ୍ଣ
ଅଟେ । “ଶରୀର” ମାନବ ପ୍ରକୃତିକୁ ପ୍ରତିନିଧିତ୍ୱ କରେ ଯାହା ସମସ୍ତ ବିଷୟକୁ ଧାର୍ମିକଭାବରେ ପ୍ରତ୍ୟାଖ୍ୟାନ କରେ ଏବଂ ଯାହା ପାପପୂର୍ଣ୍ଣ ତାହା ଇଚ୍ଛା କରେ । ଯୀଶୁଙ୍କଠାରେ ବିଶ୍ୱାସ କରି ପବିତ୍ର ଆତ୍ମା ​​ଗ୍ରହଣ କରିବା ପୂର୍ବରୁ ଏହପରି ସମସ୍ତ ମନୁଷ୍ୟର ଅବସ୍ଥା ଅଟେ । (ଦେଖନ୍ତୁ: [[rc://en/tw/dict/bible/kt/flesh]])) ।

### ଅନ୍ତର୍ନିହିତ ସୂଚନା

ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇନାହିଁ କି ତାହା ବୁଝିବା କଷ୍ଟକର, ସେହି ବିଷୟରେ [:୪–୮](..//୦୪.md)ରେ ଅନେକ ଅନୁରୂପ ରହିଛି । ଅଧିକ ବ୍ୟାଖ୍ୟା ଆବଶ୍ୟକ ହୋଇପାରେ । (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 2 1 us8u 0 General Information: ଅନୁବାଦିତ ଶବ୍ଦ **ବର୍ତ୍ତମାନ** ସୂଚାଇପାରେ: (୧) ULT ରେ **ବର୍ତ୍ତମାନ** ଦ୍ୱାରା ପ୍ରକାଶିତ ଏକ ନୂତନ ବିଷୟକୁ । () ଏହି ବାକ୍ୟାଂଶରେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତା ଏବଂ ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ସତ୍ୟ ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ
ମଧ୍ୟରେ ଏକ ପାର୍ଥକ୍ୟକୁ । ବିକଳ୍ପ ଅନୁବାଦ: “କିନ୍ତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-contrast]])
2PE 2 1 l2cg ἐγένοντο ... ψευδοπροφῆται ἐν τῷ λαῷ ... καὶ ἐν ὑμῖν ἔσονται ψευδοδιδάσκαλοι 1 False prophets came to the people, and false teachers will also come to you ଏଠାରେ, **ଲୋକମାନେ** ଶବ୍ଦ ବିଶେଷ ଭାବରେ ଇସ୍ରାଏଲୀୟମାନଙ୍କୁ
ବୁଝାଏ । ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ:
“ଇସ୍ରାଏଲର ଲୋକ” କିମ୍ବା “ଇସ୍ରାଏଲୀୟ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 2 1 tbz8 αἱρέσεις ἀπωλείας 1 destructive heresies ଏଠାରେ, ** ଭ୍ରାନ୍ତ** ସେହି ମତକୁ ବୁଝାଏ  ଯାହା ଖ୍ରୀଷ୍ଟ ଏବଂ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ
ଅଟେ । ବିକଳ୍ପ ଅନୁବାଦ:
“ବିନାଶର ମତ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
2PE 2 1 l2cg ἐγένοντο ... ψευδοπροφῆται ἐν τῷ λαῷ ... καὶ ἐν ὑμῖν ἔσονται ψευδοδιδάσκαλοι 1 False prophets came to the people, and false teachers will also come to you ଏଠାରେ, **ଲୋକମାନେ** ଶବ୍ଦ ବିଶେଷ ଭାବରେ ଇସ୍ରାଏଲୀୟମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ:
“ଇସ୍ରାଏଲର ଲୋକ” କିମ୍ବା “ଇସ୍ରାଏଲୀୟ” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 2 1 tbz8 αἱρέσεις ἀπωλείας 1 destructive heresies ଏଠାରେ, **ଭ୍ରାନ୍ତ** ସେହି ମତକୁ ବୁଝାଏ  ଯାହା ଖ୍ରୀଷ୍ଟ ଏବଂ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ଅଟେ । ବିକଳ୍ପ ଅନୁବାଦ: “ବିନାଶର ମତ” (ଦେଖନ୍ତୁ: [[rc://en/ta/man/translate/translate-unknown]])
2PE 2 1 g99z figs-metaphor τὸν ἀγοράσαντα αὐτοὺς Δεσπότην 1 the master who bought them ପିତର **ପ୍ରଭୁ ଯିଏ କ୍ରୟକଲେ** ବାକ୍ୟାଂଶ ବ୍ୟବହାର କରି ଯୀଶୁଙ୍କୁ ସାଙ୍କେତିକ ଭାବରେ କଥା ସେହି ଲୋକମାନଙ୍କର କର୍ତ୍ତା ଭାବରେ ମୃତ୍ୟୁର ପାପ ପାଇଁ
ଦଣ୍ଡ ଦେଇ ଉଦ୍ଧାର କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ
ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ:
“ଯୀଶୁ ଯିଏ ସେମାନଙ୍କୁ ଉଦ୍ଧାର କଲେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 2 z53e ταῖς ἀσελγείαις 1 sensuality ଏଠାରେ, **କାମୁକତା କାର୍ଯ୍ୟ** ଅନୈତିକତା ଯୌନ ପାପକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ବୁଝାଏ । ବିକଳ୍ପ ଅନୁବାଦ: “ଅନିୟନ୍ତ୍ରିତ ଯୌନଉତ୍ତେଜକ କାର୍ଯ୍ୟ” ।
2PE 2 2 nzx7 figs-activepassive ἡ ὁδὸς τῆς ἀληθείας βλασφημηθήσεται 1 the way of truth will be blasphemed ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଅବିଶ୍ୱାସୀମାନେ ସତ୍ୟର ପଥକୁ ନିନ୍ଦା କରିବେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 9170.