Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 06:49:26 +00:00
parent 371afc58c7
commit ec1cd022cc
1 changed files with 9 additions and 4 deletions

View File

@ -490,7 +490,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 12 j185 ἐκ τοῦ πονηροῦ ἦν 1 who was from the evil one This is similar to the phrase “from the devil” in [3:8](https://create.translationcore.com/03/08.md). See how you translated that phrase. Alternate translation: “who belonged to the evil one” or “who was influenced by the evil one”
1JN 3 12 j184 translate-names Κάϊν 1 Cain କୟିନ ଏକ ବ୍ୟକ୍ତିର ନାମ ଅଟେ। ( [[rc://en/ta/man/translate/translate-names]]ଦେଖନ୍ତୁ)
1JN 3 12 j186 figs-nominaladj τοῦ πονηροῦ 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 3 12 j187 figs-metonymy τοῦ πονηροῦ 1 the evil one John is speaking figuratively of the devil by association with the way that he is **evil** Alternate translation: “the devil” (See: [[rc://en/ta/man/translate/figs-metonymy]])
1JN 3 14 j190 figs-metaphor τοὺς ἀδελφούς 1 the brothers ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 gc6e ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 ଏହିପରି ବ୍ୟକ୍ତି କାହାକୁ ପ୍ରେମ କରନ୍ତି  ନାହିଁ ତାହା ଯୋହନ ନିର୍ଦ୍ଦିଷ୍ଟ ଭାବରେ କୁହନ୍ତି ନାହିଁ । ଏଠାରେ, ସେ ଅନ୍ୟ ବିଶ୍ଵାସୀମାନଙ୍କୁ ବୁଝାନ୍ତି । UST ମଧ୍ୟ ଏହିପରି ପ୍ରକାଶ କରେ । କିନ୍ତୁ ଯୋହନ  ଏହା ସାଧାରଣତ ଭାବେ  ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିଥାଇପାରନ୍ତି । ବିକଳ୍ପ ଅନୁବାଦ: “ଯିଏ ନିଜ ସହ ବିଶ୍ଵାସୀକୁ ପ୍ରେମ କରେ ନାହିଁ” କିମ୍ବା “ଯିଏ ଅନ୍ୟ ଲୋକମାନଙ୍କୁ  ପ୍ରେମକରେ  ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 14 j189 grammar-connect-logic-result ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 We know that we have relocated from death into life, because we love the brothers ଆପଣ ଏହି ଶବ୍ଦକୁ 2:9 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହ ବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 12 j187 figs-metonymy τοῦ πονηροῦ 1 the evil one ଯୋହନ ମନ୍ଦ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଦୁଷ୍ଟ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 14 j190 figs-metaphor τοὺς ἀδελφούς 1 the brothers
1JN 3 14 gc6e ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1
1JN 3 14 j189 grammar-connect-logic-result ἡμεῖς οἴδαμεν ὅτι μεταβεβήκαμεν ἐκ τοῦ θανάτου εἰς τὴν ζωήν, ὅτι ἀγαπῶμεν τοὺς ἀδελφούς 1 We know that we have relocated from death into life, because we love the brothers ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ  । ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ  ଭାଇମାନଙ୍କୁ ପ୍ରେମ କରୁ, ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ମୃତ୍ୟୁରୁ ଜୀବନକୁ ଅଣାଯାଇଇଛୁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 3 13 j188 grammar-connect-logic-result μὴ θαυμάζετε 1 Do not wonder
1JN 3 14 j191 figs-ellipsis ὁ μὴ ἀγαπῶν 1 The one who does not love ଏହିପରି ବ୍ୟକ୍ତି କାହାକୁ ପ୍ରେମ କରନ୍ତି  ନାହିଁ ତାହା ଯୋହନ ନିର୍ଦ୍ଦିଷ୍ଟ ଭାବରେ କୁହନ୍ତି ନାହିଁ । ଏଠାରେ, ସେ ଅନ୍ୟ ବିଶ୍ଵାସୀମାନଙ୍କୁ ବୁଝାନ୍ତି । UST ମଧ୍ୟ ଏହିପରି ପ୍ରକାଶ କରେ । କିନ୍ତୁ ଯୋହନ  ଏହା ସାଧାରଣତ ଭାବେ  ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିଥାଇପାରନ୍ତି । ବିକଳ୍ପ ଅନୁବାଦ: “ଯିଏ ନିଜ ସହ ବିଶ୍ଵାସୀକୁ ପ୍ରେମ କରେ ନାହିଁ” କିମ୍ବା “ଯିଏ ଅନ୍ୟ ଲୋକମାନଙ୍କୁ  ପ୍ରେମକରେ  ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 15 j192 figs-metaphor τὸν ἀδελφὸν αὐτοῦ 1 his brother ଆପଣ ଏହି ଶବ୍ଦକୁ 2:9 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 15 j193 πᾶς ἀνθρωποκτόνος οὐκ ἔχει ζωὴν αἰώνιον 1 every murderer does not have eternal life ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ  ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ହତ୍ୟାକାରୀମାନଙ୍କର ଅନନ୍ତ ଜୀବନ ନାହିଁ”
1JN 3 15 j194 figs-metaphor ζωὴν αἰώνιον 1 eternal life ଏଠାରେ ଯୋହନ ବର୍ତ୍ତମାନର ବାସ୍ତବତା ବିଷୟରେ କହନ୍ତି ତେଣୁ ଅନନ୍ତ ଜୀବନ ଦ୍ଵାରା ସେ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବେ ନାହିଁ, ଯେଉଁ ବିଷୟରେ ଏହି ଅଭିବ୍ୟକ୍ତି ବର୍ଣ୍ଣନା କରେ । ବରଂ, ଏହାର ଅର୍ଥ ସେହି ଶକ୍ତିକୁ ଯାହା ଈଶ୍ଵର ଏହି ଜୀବନରେ ବିଶ୍ଵାସୀମାନଙ୍କୁ ଦିଅନ୍ତି ଯାହା ସେମାନଙ୍କୁ ପାପ ନ କରିବାକୁ ସାହାଯ୍ୟ କରେ ଏବଂ ଏହା ତାହାଙ୍କୁ ସନ୍ତୁଷ୍ଟ କରେ । ଯିଏ “ହତ୍ୟାକାରୀ”, ତାହା  ମଧ୍ୟରେ ଏହି ଶକ୍ତି କାର୍ଯ୍ୟ କରେ ନାହିଁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ନୂତନ ଲୋକ ହେବାକୁ ଈଶ୍ଵର  ଦେଉଥିବା ଶକ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.