Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 13:50:12 +00:00
parent 41928e1d71
commit eb544ad4a8
1 changed files with 5 additions and 1 deletions

View File

@ -599,4 +599,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 16 j342 figs-declarative αἰτήσει 1 he will ask ଯୋହନ  ଏକ ନିର୍ଦ୍ଦେଶ ଏବଂ ଆଜ୍ଞା ଦେବା ପାଇଁ ଭବିଷ୍ୟତ ବାକ୍ୟ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ସେ ସେହି ସହ ବିଶ୍ଵାସୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍” ( [[rc://en/ta/man/translate/figs-declarative]]ଦେଖନ୍ତୁ)
1JN 5 10 j326 guidelines-sonofgodprinciples τὸν Υἱὸν τοῦ Θεοῦ 1 the Son of God ଈଶ୍ଵରଙ୍କ ପୁତ୍ର ବାକ୍ୟାଂଶ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (See [[rc://en/ta/man/translate/guidelinessonofgodprinciples]])
1JN 5 1 j300 ὁ Χριστὸς 1 the Christ “ମସିହ” ନିମନ୍ତେ  ଗ୍ରୀକ୍ ଶବ୍ଦ “**ଖ୍ରୀଷ୍ଟ**” ଅଟେ । ବିକଳ୍ପ ଅନୁବାଦ: “ମସୀହ”
1JN 5 1 ex42 checking/headings 0
1JN 5 1 ex42 checking/headings 0 ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 1 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: "ଯୀଶୁ ମସୀହ  ଏବଂ ଈଶ୍ଵରଙ୍କ ପୁତ୍ର ଅଟନ୍ତି"(See: [[rc://en/ta/man/checking/headings]])
1JN 5 4 j309 figs-metonymy ἡ νίκη 1 the victory ଯୋହନ  ସେହି ବସ୍ତୁ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ବିଜୟ ଲାଭ କରିଛି ଯେପରି ଏହା ସ୍ଵୟଂ ବିଜୟ ଅଟେ । ବିକଳ୍ପ ଅନୁବାଦ: “ଯାହା ବିଜୟ ଲାଭକରିଛି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 4 j310 figs-metonymy τὸν κόσμον 2 the world ପୂର୍ବ ବାକ୍ୟ ପରି ସମାନ ବିଷୟକୁ ବୁଝାଇବା ପାଇଁ ଯୋହନ  ଜଗତ  ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]] ଦେଖନ୍ତୁ)
1JN 5 1 j302 writing-proverbs πᾶς ὁ ἀγαπῶν τὸν γεννήσαντα, ἀγαπᾷ καὶ τὸν γεγεννημένον ἐξ αὐτοῦ 1 everyone who loves the one begetting also loves the one having been begotten from him ଯୋହନ ଏହି ସଂକ୍ଷିପ୍ତ ବିଷୟକୁ  ଅନ୍ତର୍ଭୁକ୍ତ କରନ୍ତି ଯାହା ସାଧାରଣତ ଜୀବନ ବିଷୟରେ ସତ୍ୟ ଅଟେ ଏବଂ ଏହା [4:7](https://create.translationcore.com/04/07.md) ଠାରୁ ସେ ବିକାଶ କରୁଥିବା ବିଷୟ ସହ ପ୍ରାଯୁଜ୍ୟ ଅଟେ,  ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି  ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି । ବିକଳ୍ପ ଅନୁବାଦ: “ଯେଉଁମାନେ ପିତାଙ୍କୁ ପ୍ରେମ କରନ୍ତି, ସେମାନେ ସେହି ବ୍ୟକ୍ତିର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରନ୍ତି” ( [[rc://en/ta/man/translate/writing-proverbs]]ଦେଖନ୍ତୁ)
1JN 5 1 j303 figs-explicit πᾶς ὁ ἀγαπῶν τὸν γεννήσαντα, ἀγαπᾷ καὶ τὸν γεγεννημένον ἐξ αὐτοῦ 1 everyone who loves the one begetting also loves the one having been begotten from him ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାର ଅର୍ଥ କ’ଣ ଏବଂ ଏହି ପତ୍ରର  ଏହି ବାକ୍ୟାଂଶରେ କିପରି ପ୍ରଯୁଜ୍ୟ ଅଟେ ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । UST ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ  ପ୍ରେମ କରନ୍ତି, ସେମାନେ ନିଜ ସହ ବିଶ୍ଵାସୀମାନଙ୍କୁ ମଧ୍ୟ ପ୍ରେମ କରନ୍ତି, ଯେହେତୁ ଈଶ୍ଵର  ସେମାନଙ୍କର ଆତ୍ମିକ  ପିତା ଅଟନ୍ତି” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.