Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 11:09:04 +00:00
parent 70bae4b07a
commit eb43b04f53
1 changed files with 1 additions and 1 deletions

View File

@ -91,7 +91,7 @@ RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתּ
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ନମ୍ର ଭାବ ଥିଲା। ବାସ୍ତବରେ ରୂତ ବୋୟଜଙ୍କ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ। ବିକଳ୍ପ ଅନୁବାଦ: “ତୁମ୍ଭର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ଦାସଗଣ**। ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଖୁଣ୍ଟିବାରୁ ନିବୃତ୍ତ କରିବାର ନ ଥିଲା। (ଦେଖନ୍ତୁ: [[rc://en/ta/man/translate/figs-euphemism]])
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସାଉଣ୍ଟିବାରୁ ନିବୃତ୍ତ କରିବାର ନ ଥିଲା। (ଦେଖନ୍ତୁ: [[rc://en/ta/man/translate/figs-euphemism]])
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ଅଟେ ।
RUT 2 10 az6y translate-symaction וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ସମ୍ମାନ ଏବଂ ଆଦରର କାର୍ଯ୍ୟଗୁଡ଼ିକ ଅଟେ। ସେ ତାଙ୍କ ପାଇଁ କରିଥିବା ଦୟା ହେତୁ ସେ ନିଜର କୃତଜ୍ଞତା ବୋୟଜଙ୍କୁ ସମ୍ମାନ ଦେଇ ପ୍ରକାଶ କରୁଥିଲେ। ଏହା ମଧ୍ୟ ନମ୍ରତାର ଏକ ଅବସ୍ଥା ଥିଲା। (ଦେଖନ୍ତୁ: [[rc://en/ta/man/translate/translate-symaction]])
RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ଗୋଟିଏ କାର୍ଯ୍ୟର ଦୁଇଟି ବର୍ଣ୍ଣନା ଅଟେ। ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି କେବଳ ଗୋଟିଏ ବର୍ଣ୍ଣନା ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-doublet]])

Can't render this file because it contains an unexpected character in line 36 and column 916.