Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 11:05:32 +00:00
parent 4df77487f3
commit eab1ac126f
1 changed files with 1 additions and 0 deletions

View File

@ -119,3 +119,4 @@ JUD 1 12 emua figs-metaphor ἑαυτοὺς ποιμαίνοντες 1 ଏଠ
JUD 1 12 s2st figs-metaphor νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯିହୂଦା ମିଥ୍ୟା ଶିକ୍ଷକମାନଙ୍କର ଅନୁପଯୋଗୀତାକୁ ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି । ଲୋକମାନେ ଫସଲ ବୃଦ୍ଧି ପାଇଁ ମେଘ ଜଳ ଯୋଗାଇବାକୁ ଆଶା କରନ୍ତି, କିନ୍ତୁ **ଜଳହୀନ ମେଘ** କୃଷକମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି କିନ୍ତୁ ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକମାନେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏହି ମିଥ୍ୟା ଶିକ୍ଷକମାନେ ଜଳହୀନ ମେଘ ପରି ନିରାଶ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
JUD 1 12 diqd figs-activepassive νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଜଳହୀନ ମେଘ, ଯାହା ବାୟୁ ନେଇଯାଏ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JUD 1 12 gs99 figs-metaphor δένδρα φθινοπωρινὰ ἄκαρπα 1 ଏଠାରେ ଯିହୂଦା ପୁନର୍ବାର ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ସେମାନଙ୍କର ଅଦରକାରୀତାକୁ ବର୍ଣ୍ଣନା କରନ୍ତି । ଲୋକମାନେ ଶରତ କାଳରେ ବୃକ୍ଷ ଫଳ ଯୋଗାଏ ବୋଲି ଆଶା କରନ୍ତି, କିନ୍ତୁ **ଫଳହୀନ ଶରତ ବୃକ୍ଷ** ସେମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କେବେ ଦିଅନ୍ତି ନାହିଁ” କିମ୍ବା “ଫଳହୀନ ବୃକ୍ଷ ପରି” (ଦେଖନ୍ତୁ: <br>[[rc://en/ta/man/translate/figs-metaphor]])
JUD 1 12 doxh figs-pastforfuture δὶς ἀποθανόντα ἐκριζωθέντα 1 ଏଠାରେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟରେ ସୂଚାଇବା ପାଇଁ ଏଠାରେ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି। ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଦୁଇଥର ମରିବେ, ସେମାନେ ନିଶ୍ଚିତ ଭାବରେ ଉଚ୍ଛେଦ ହେବେ” (ଦେଖନ୍ତୁ: [[rc://en/ta/man/translate/figs-pastforfuture]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
119 JUD 1 12 s2st figs-metaphor νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯିହୂଦା ମିଥ୍ୟା ଶିକ୍ଷକମାନଙ୍କର ଅନୁପଯୋଗୀତାକୁ ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି । ଲୋକମାନେ ଫସଲ ବୃଦ୍ଧି ପାଇଁ ମେଘ ଜଳ ଯୋଗାଇବାକୁ ଆଶା କରନ୍ତି, କିନ୍ତୁ **ଜଳହୀନ ମେଘ** କୃଷକମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି କିନ୍ତୁ ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକମାନେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏହି ମିଥ୍ୟା ଶିକ୍ଷକମାନେ ଜଳହୀନ ମେଘ ପରି ନିରାଶ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
120 JUD 1 12 diqd figs-activepassive νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଜଳହୀନ ମେଘ, ଯାହା ବାୟୁ ନେଇଯାଏ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
121 JUD 1 12 gs99 figs-metaphor δένδρα φθινοπωρινὰ ἄκαρπα 1 ଏଠାରେ ଯିହୂଦା ପୁନର୍ବାର ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ସେମାନଙ୍କର ଅଦରକାରୀତାକୁ ବର୍ଣ୍ଣନା କରନ୍ତି । ଲୋକମାନେ ଶରତ କାଳରେ ବୃକ୍ଷ ଫଳ ଯୋଗାଏ ବୋଲି ଆଶା କରନ୍ତି, କିନ୍ତୁ **ଫଳହୀନ ଶରତ ବୃକ୍ଷ** ସେମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କେବେ ଦିଅନ୍ତି ନାହିଁ” କିମ୍ବା “ଫଳହୀନ ବୃକ୍ଷ ପରି” (ଦେଖନ୍ତୁ: <br>[[rc://en/ta/man/translate/figs-metaphor]])
122 JUD 1 12 doxh figs-pastforfuture δὶς ἀποθανόντα ἐκριζωθέντα 1 ଏଠାରେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟରେ ସୂଚାଇବା ପାଇଁ ଏଠାରେ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି। ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଦୁଇଥର ମରିବେ, ସେମାନେ ନିଶ୍ଚିତ ଭାବରେ ଉଚ୍ଛେଦ ହେବେ” (ଦେଖନ୍ତୁ: [[rc://en/ta/man/translate/figs-pastforfuture]])