Edit 'tn_OBA.tsv' using 'tc-create-app'

This commit is contained in:
Gayatri-Digal 2023-12-19 17:01:48 +00:00
parent e375c58ef9
commit e9965de072
1 changed files with 13 additions and 13 deletions

View File

@ -86,19 +86,19 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:12 crs1 rc://*/ta/man/translate/figs-litany וְ⁠אַל & וְ⁠אַל & וְ⁠אַל 1 ଇଦୋମର ଲୋକମାନେ ଯିହୁଦାର ଲୋକମାନଙ୍କ ପ୍ରତି କେତେ ମନ୍ଦ ବ୍ୟବହାର କରିଛନ୍ତି ତାହା ଦେଖାଇବା ପାଇଁ ସଦାପ୍ରଭୁ 12 14 ପଦରେ ଏକ ପୁନରାବୃତ୍ତି ବାକ୍ୟ ବ୍ୟବହାର କରନ୍ତି । କଥାବାର୍ତ୍ତା କିମ୍ବା ଲେଖିବାର ଏହି ପୁନରାବୃତ୍ତି ଶୈଳୀକୁ **ଉପାସନାପଦ୍ଧତି** କୁହାଯାଏ । ଇଦୋମର ଲୋକମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଏହା ଏକ ତାଲିକା ଅଟେ । ସଦାପ୍ରଭୁ 15 ଏବଂ 16 ପଦରେ କହନ୍ତି ଯେ ସେ ସେମାନଙ୍କୁ ଏହି ସମସ୍ତ ଦୋଷରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ସେ ସେମାନଙ୍କୁ ଦଣ୍ଡ ଦେବେ। ଆପଣଙ୍କ ଭାଷାରେ ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହାକୁ ଲୋକେ ଭୁଲ ବିଷୟକୁ ତାଲିକାଭୁକ୍ତ କରିବାକୁ ବ୍ୟବହାର କରନ୍ତି ।
1:12 e7cd rc://*/ta/man/translate/figs-explicit וְ⁠אַל־תֵּ֤רֶא 1 ଏଠାରେ, **ତୁମ୍ଭେ ଅନାଇବା ଉଚିତ ନ ଥିଲା** ବାକ୍ୟାଶ ଇଦୋମର ଲୋକମାନେ ଯିହୁଦାର ବିପର୍ଯ୍ୟୟକୁ ଆନନ୍ଦରେ ଦେଖିବାକୁ ବୁଝାଏ । ଏହାକୁ ସ୍ପଷ୍ଟ କରିବାକୁ, ଆପଣ ଅନୁବାଦ କରୁଥିବା ଉପାୟରେ ଏହି ସୂଚନାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ଆନନ୍ଦରେ ଦେଖିବା ଉଚିତ୍ ନୁହେଁ” କିମ୍ବା “ଏହା ଦେଖିବା ଅତ୍ୟନ୍ତ ଭୁଲ ଥିଲା”
1:12 xhd0 rc://*/ta/man/translate/figs-hendiadys בְ⁠יוֹם־אָחִ֨י⁠ךָ֙ בְּ⁠י֣וֹם נָכְר֔⁠וֹ 1 **ତୁମ୍ଭର ଭ୍ରାତାର ଦିନରେ** ଏବଂ **ତାହାର ଦୁର୍ଦ୍ଦଶାର ଦିନ** ଦୁଇଟି ବାକ୍ୟାଂଶ ଏକତ୍ର କାର୍ଯ୍ୟ କରେ ଅର୍ଥାତ୍ “ତୁମ୍ଭର ଭାଇର ଦୁର୍ଦ୍ଦଶା ଦିନ” । ଯଦି ଦୁଇଟି ବାକ୍ୟାଂଶଗୁଡିକ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ UST ପରି ଏକ ବାକ୍ୟାଂଶରେ ପ୍ରକାଶ କରିପାରିବେ ।
1:12 crs3 rc://*/ta/man/translate/figs-idiom בְ⁠יוֹם 1 Here, **on the day** is an idiom that refers to an undefined period of time that could extend from one to very many days. Alternate translation: “at the time of” (See: [[rc://*/ta/man/translate/figs-idiom]])
1:12 q8md rc://*/ta/man/translate/figs-personification אָחִ֨י⁠ךָ֙ 1 As in [verse 10](../01/10.md), Yahweh describes the people of Judah as a **brother** to the descendants of Esau, because their ancestor, Jacob, was the brother of Esau (Edom). (See: [[rc://*/ta/man/translate/figs-personification]])
1:12 f7lt rc://*/ta/man/translate/figs-gendernotations לִ⁠בְנֵֽי־יְהוּדָ֖ה 1 Here, the word **sons** does not refer only to men. It refers to all of the descendants of Jacobs son Judah, and more broadly to all of the Israelites from a number of the different tribes of Israel who had come to live in the kingdom of Judah at this time. Alternate translation: “over the Israelites” (See: [[rc://*/ta/man/translate/figs-gendernotations]])
1:12 lxg7 rc://*/ta/man/translate/figs-idiom וְ⁠אַל־תַּגְדֵּ֥ל פִּ֖י⁠ךָ 1 This is an idiom for bragging or mocking. In this context of observing someone elses misfortune, mocking makes better sense. Alternate translation: “You should not have mocked them” (See: [[rc://*/ta/man/translate/figs-idiom]])
1:13 dwn2 rc://*/ta/man/translate/figs-parallelism בְּ⁠י֣וֹם אֵידָ֔⁠ם & בְּ⁠י֣וֹם אֵיד֑⁠וֹ & בְּ⁠י֥וֹם אֵידֽ⁠וֹ 1 In this poetic style, the same phrase is used at the end of each line to emphasize how terrible the **calamity** was. If this style does not work in your language to communicate an increased emphasis, then you could combine the three occurrences into one and communicate that this was a very bad thing in another way, as in the UST. (See: [[rc://*/ta/man/translate/figs-parallelism]])
1:13 wg54 rc://*/ta/man/translate/figs-personification אֵידָ֔⁠ם & אֵיד֑⁠וֹ & אֵידֽ⁠וֹ 1 In the first line of this verse, **their** refers to **my people**. In the second and third lines, Gods people are once again pictured as their ancestor Jacob, and so the singular pronoun **his** is used (see [verse 10](../01/10.md)). If this change is confusing in your language, you could avoid the personification and refer to the people with plural pronouns in all three lines. (See: [[rc://*/ta/man/translate/figs-personification]])
1:13 f9q3 rc://*/ta/man/translate/figs-exclamations גַם־אַתָּ֛ה 1 Yahweh is accusing the people of Edom directly, and he adds this exclamation to emphasize this. This exclamation expresses anger, demands their attention, and also may be a warning that they cannot claim to be innocent. If it is confusing to have this in the middle of another sentence, you could make this a separate sentence ending in an exclamation mark, either before or after the current sentence. Alternate translation: “I am talking to you” (See: [[rc://*/ta/man/translate/figs-exclamations]])
1:13 crs5 rc://*/ta/man/translate/figs-idiom אַל־תֵּ֧רֶא 1 In this context, **looked on** is an idiom for “enjoyed looking at.” See how you translated this in [verse 12](../01/12.md). Alternate translation: “you should not have gloated” (See: [[rc://*/ta/man/translate/figs-idiom]])
1:13 jz38 rc://*/ta/man/translate/figs-you וְ⁠אַל־תִּשְׁלַ֥חְנָה בְ⁠חֵיל֖⁠וֹ 1 Here, the word translated as **you** is feminine and plural. In the rest of Obadiah, it is masculine and singular. It may be that God is addressing the women specifically here in case they thought that they were not also guilty. So use a feminine plural form here, or mark this in some other way so that it means “you women.” (See: [[rc://*/ta/man/translate/figs-you]])
1:14 ixs7 rc://*/ta/man/translate/translate-unknown הַ⁠פֶּ֔רֶק 1 A **crossroads** is a place where two roads come together. (See: [[rc://*/ta/man/translate/translate-unknown]])
1:14 p7i1 rc://*/ta/man/translate/figs-metaphor לְ⁠הַכְרִ֖ית 1 Here, **to cut down** is a metaphor that means “to kill.” It is likely a comparison to the way grain is cut down at harvest time. See how you translated this same metaphor in [verse 9](../01/09.md). (See: [[rc://*/ta/man/translate/figs-metaphor]])
1:14 qdx9 rc://*/ta/man/translate/figs-explicit וְ⁠אַל־תַּסְגֵּ֥ר שְׂרִידָ֖י⁠ו 1 If it would be helpful in your language, you could make explicit to whom the Edomites delivered the Judean survivors. Alternate translation: “You should not have captured the survivors and delivered them over to the enemy soldiers” (See: [[rc://*/ta/man/translate/figs-explicit]])
1:15 fa9m כִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם כַּ⁠אֲשֶׁ֤ר עָשִׂ֨יתָ֙ יֵעָ֣שֶׂה לָּ֔⁠ךְ גְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ 1 Bible experts are not certain whether verse 15 goes with verse 14 as the end of the previous section or if it goes with verse 16 as the beginning of the new section. Many Bibles put a section break and a heading before verse 15, such as “God Will Judge the Nations.
1:12 crs3 rc://*/ta/man/translate/figs-idiom בְ⁠יוֹם 1 ଏଠାରେ, **ଦିନରେ** ଏକ ରୂଢ଼ି ଅଟେ ଯାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ ଯାହା ଏକ ଦିନରୁ ବହୁତ ଦିନ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ । ବିକଳ୍ପ ଅନୁବାଦ: “ସେହି ସମୟରେ”
1:12 q8md rc://*/ta/man/translate/figs-personification אָחִ֨י⁠ךָ֙ 1 10 ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ ।
1:12 f7lt rc://*/ta/man/translate/figs-gendernotations לִ⁠בְנֵֽי־יְהוּדָ֖ה 1 ଏଠାରେ, **ସନ୍ତାନ** ଶବ୍ଦ କେବଳ ପୁରୁଷମାନଙ୍କୁ ବୁଝାଏ ନାହିଁ । ଏହା ଯାକୁବଙ୍କ ସନ୍ତାନ ଯିହୁଦାର ସମସ୍ତ ବଂଶଧରଙ୍କୁ ଏବଂ ଇସ୍ରାଏଲର ବିଭିନ୍ନ ଜାତିକୁ ବୁଝାଏ ଯେଉଁମାନେ ଏହି ସମୟରେ ଯିହୁଦା ରାଜ୍ୟରେ ବାସ କରିବାକୁ ଆସିଥିଲେ। ବିକଳ୍ପ ଅନୁବାଦ: “ଇସ୍ରାଏଲ ଉପରେ”
1:12 lxg7 rc://*/ta/man/translate/figs-idiom וְ⁠אַל־תַּגְדֵּ֥ל פִּ֖י⁠ךָ 1 ଏହି ବାକ୍ୟାଂଶ ଅହଙ୍କାର କରିବା କିମ୍ବା ପରିହାସ କରିବା ପାଇଁ ଏକ ରୂଢ଼ି ଅଟେ । ଅନ୍ୟର ଦୁର୍ଦ୍ଦଶାକୁ ଦେଖିବା ପରିପ୍ରେକ୍ଷୀରେ, ପରିହାସ କରିବା ଉତ୍ତମ ଅର୍ଥ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ତୁମ୍ଭେ ସେମାନଙ୍କୁ ପରିହାସ କରିବା ଉଚିତ୍ ନୁହେଁ”
1:13 dwn2 rc://*/ta/man/translate/figs-parallelism בְּ⁠י֣וֹם אֵידָ֔⁠ם & בְּ⁠י֣וֹם אֵיד֑⁠וֹ & בְּ⁠י֥וֹם אֵידֽ⁠וֹ 1 ଏହି କବିତା ଶୈଳୀରେ **ଦୁର୍ଦ୍ଦଶା** କେତେ ଭୟଙ୍କର ତାହା ଉପରେ ଜୋର ଦେବା ପାଇଁ ପ୍ରତ୍ୟେକ ଧାଡି ଶେଷରେ ସମାନ ବାକ୍ୟାଂଶ ବ୍ୟବହୃତ ହୋଇଅଛି । ଯଦି ଏହି ଶୈଳୀ ଏକ ବର୍ଦ୍ଧିତ ଗୁରୁତ୍ୱକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ବ୍ୟବହୃତ ନାହିଁ, ତେବେ ଆପଣ ତିନୋଟି ଘଟଣାକୁ ଗୋଟିଏରେ ପ୍ରକାଶ କରିପାରିବେ ଯେପରି UST ପ୍ରକାଶ କରେ।
1:13 wg54 rc://*/ta/man/translate/figs-personification אֵידָ֔⁠ם & אֵיד֑⁠וֹ & אֵידֽ⁠וֹ 1 ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ପଦ 10 ଦେଖନ୍ତୁ) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ ।
1:13 f9q3 rc://*/ta/man/translate/figs-exclamations גַם־אַתָּ֛ה 1 ସଦାପ୍ରଭୁ ଇଦୋମର ଲୋକମାନଙ୍କୁ ସିଧାସଳଖ ଅଭିହିତ କରୁଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେବା ପାଇଁ ସେ ଏହି ବିସ୍ମୟ ସୂଚକ ଅବ୍ୟୟ ଯୋଡିଛନ୍ତି। ଏହି ଉଦ୍ବେଗ କ୍ରୋଧ ପ୍ରକାଶ କରେ, ସେମାନଙ୍କ ଧ୍ୟାନ ଆବଶ୍ୟକ କରେ, ଏବଂ ଏହା ମଧ୍ୟ ଏକ ଚେତାବନୀ ହୋଇପାରେ ଯେ ସେମାନେ ନିର୍ଦ୍ଦୋଷ ବୋଲି ଦାବି କରିପାରିବେ ନାହିଁ । ଯଦି ଏହା ଅନ୍ୟ ବାକ୍ୟର ମଧ୍ୟରେ ଉଲ୍ଲେଖ କରିବା ଅସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟ କରିପାରିବେ ଯାହାକି ବର୍ତ୍ତମାନର ବାକ୍ୟ ପୂର୍ବରୁ କିମ୍ବା ପରେ ଏକ ବିସ୍ମୟ ଚିହ୍ନରେ ଶେଷ ହେବ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସହ କହୁଛି”
1:13 crs5 rc://*/ta/man/translate/figs-idiom אַל־תֵּ֧רֶא 1 ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ପଦ 12 ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ”
1:13 jz38 rc://*/ta/man/translate/figs-you וְ⁠אַל־תִּשְׁלַ֥חְנָה בְ⁠חֵיל֖⁠וֹ 1 ଏଠାରେ, **ତୁମ୍ଭେ** ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଭାବରେ ଅନୁବାଦିତ ଶବ୍ଦ ଅଟେ । ଓବଦୀୟ ପୁସ୍ତକର ଅନ୍ୟ ସ୍ଥାନରେ ଏହା ପୁରୁଷୋ ବାଚକ ଏବଂ ଏକବଚନ ଅଟେ । ହୁଏତ ଈଶ୍ବର ଏଠାରେ ଥିବା ସ୍ତ୍ରୀମାନଙ୍କୁ ବିଶେଷ ଭାବରେ ସମ୍ବୋଧିତ କରୁଛନ୍ତି କାରଣ ସେମାନେ ଭାବନ୍ତି ଯେ ସେମାନେ ମଧ୍ୟ ଦୋଷୀ ନୁହଁନ୍ତି । ତେଣୁ ଏଠାରେ ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ, କିମ୍ବା ଏହାକୁ ଅନ୍ୟ ଉପାୟରେ ଚିହ୍ନିତ କରନ୍ତୁ ଯାହା ଦ୍ବାରା ଏହାର ଅର୍ଥ “ତୁମ୍ଭେ ସ୍ତ୍ରୀଗଣ।”
1:14 ixs7 rc://*/ta/man/translate/translate-unknown הַ⁠פֶּ֔רֶק 1 ଏକ **ଚୌମୁହାଣି** ଏକ ସ୍ଥାନ ଯେଉଁଠାରେ ଦୁଇଟି ରାସ୍ତା ଏକାଠି ହୁଏ ।
1:14 p7i1 rc://*/ta/man/translate/figs-metaphor לְ⁠הַכְרִ֖ית 1 ଏଠାରେ, **ଛେଦନ କରିବା** ଏକ ରୂପକ ବାକ୍ୟାଂଶ ଅଟେ ଯାହାର ଅର୍ଥ “ବଧ କରିବା” ଅଟେ। ଅମଳ ସମୟରେ ଧାନ କାଟିବା ସହିତ ଏହା ଏକ ତୁଳନାତ୍ମକ ବାକ୍ୟାଂଶ ଅଟେ । ଆପଣ କିପରି ଏହି ସମାନ ରୂପକୁ ପଦ 9 ରେ ଅନୁବାଦ କରିଛନ୍ତି, ଦେଖନ୍ତୁ
1:14 qdx9 rc://*/ta/man/translate/figs-explicit וְ⁠אַל־תַּסְגֵּ֥ר שְׂרִידָ֖י⁠ו 1 ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ସ୍ପଷ୍ଟ କରି ପାରିବେ ଯେ ଇଦୋମୀୟମାନେ ଯିହୁଦାର ଜିବିତାବସ୍ଥାରେ ଥିବା ଲୋକମାନଙ୍କୁ କାହାକୁ ସମର୍ପଣ କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଜିବିତାବସ୍ଥାରେ ଥିବା ଲୋକମାନଙ୍କୁ କାବୁ କରି ଶତ୍ରୁ ସେନା ନିକଟରେ ସମର୍ପଣ କରିବା ଉଚିତ୍ ନ ଥିଲା”
1:15 fa9m כִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם כַּ⁠אֲשֶׁ֤ר עָשִׂ֨יתָ֙ יֵעָ֣שֶׂה לָּ֔⁠ךְ גְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ 1 ବାଇବଲର ବିଦ୍ବାନମାନେ ନିଶ୍ଚିତ ନୁହଁନ୍ତି ଯେ ପଦ 15 ପୂର୍ବ ବିଭାଗର ଶେଷ ଭାବରେ 14 ପଦ ସହିତ ସମ୍ପୃକ୍ତ କି ନୁହେଁ, ଏହା ନୂତନ ବିଭାଗର ଆରମ୍ଭ ଭାବରେ 16 ପଦ ସହ ସମ୍ପୃକ୍ତ କି ନୁହେଁ? ଅନେକ ବାଇବଲ 15 ପଦ ପୂର୍ବରୁ ଏକ ବିଭାଗ ବନ୍ଧନୀ ଏବଂ ଏକ ଶିର୍ଷକ ବ୍ୟବହାର କରେ, ଯେପରିକି “ଈଶ୍ବର ଜାତିମାନଙ୍କର ବିଚାର କରିବେ।
1:15 e5t7 rc://*/ta/man/translate/figs-explicit כִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם 1 Here Yahweh is giving the people of Edom the reason why they should not have done all of the bad things that they did to the Israelites that were listed in verses 11-14, and instead of that, helped them. It is because Yahweh will soon judge all nations for the way that they have treated others. If it would be helpful in your language, you could make this explicit, as in the UST. (See: [[rc://*/ta/man/translate/figs-explicit]])
1:15 crs7 rc://*/ta/man/translate/figs-idiom יוֹם־יְהוָ֖ה 1 The **day of Yahweh** is an expression that refers to a specific time when God punishes people for their sins. Alternate translation: “the time when I, Yahweh, will judge and punish people for their sins” (See: [[rc://*/ta/man/translate/figs-idiom]])
1:15 crs9 קָר֥וֹב 1 In this context, **near** means “close in time.” Alternate translation: “will soon happen”

1 Reference ID Tags SupportReference Quote Occurrence Note
86 1:12 crs1 rc://*/ta/man/translate/figs-litany וְ⁠אַל & וְ⁠אַל & וְ⁠אַל 1 ଇଦୋମର ଲୋକମାନେ ଯିହୁଦାର ଲୋକମାନଙ୍କ ପ୍ରତି କେତେ ମନ୍ଦ ବ୍ୟବହାର କରିଛନ୍ତି ତାହା ଦେଖାଇବା ପାଇଁ ସଦାପ୍ରଭୁ 12 – 14 ପଦରେ ଏକ ପୁନରାବୃତ୍ତି ବାକ୍ୟ ବ୍ୟବହାର କରନ୍ତି । କଥାବାର୍ତ୍ତା କିମ୍ବା ଲେଖିବାର ଏହି ପୁନରାବୃତ୍ତି ଶୈଳୀକୁ **ଉପାସନାପଦ୍ଧତି** କୁହାଯାଏ । ଇଦୋମର ଲୋକମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଏହା ଏକ ତାଲିକା ଅଟେ । ସଦାପ୍ରଭୁ 15 ଏବଂ 16 ପଦରେ କହନ୍ତି ଯେ ସେ ସେମାନଙ୍କୁ ଏହି ସମସ୍ତ ଦୋଷରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ସେ ସେମାନଙ୍କୁ ଦଣ୍ଡ ଦେବେ। ଆପଣଙ୍କ ଭାଷାରେ ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହାକୁ ଲୋକେ ଭୁଲ ବିଷୟକୁ ତାଲିକାଭୁକ୍ତ କରିବାକୁ ବ୍ୟବହାର କରନ୍ତି ।
87 1:12 e7cd rc://*/ta/man/translate/figs-explicit וְ⁠אַל־תֵּ֤רֶא 1 ଏଠାରେ, **ତୁମ୍ଭେ ଅନାଇବା ଉଚିତ ନ ଥିଲା** ବାକ୍ୟାଶ ଇଦୋମର ଲୋକମାନେ ଯିହୁଦାର ବିପର୍ଯ୍ୟୟକୁ ଆନନ୍ଦରେ ଦେଖିବାକୁ ବୁଝାଏ । ଏହାକୁ ସ୍ପଷ୍ଟ କରିବାକୁ, ଆପଣ ଅନୁବାଦ କରୁଥିବା ଉପାୟରେ ଏହି ସୂଚନାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେ ଆନନ୍ଦରେ ଦେଖିବା ଉଚିତ୍ ନୁହେଁ” କିମ୍ବା “ଏହା ଦେଖିବା ଅତ୍ୟନ୍ତ ଭୁଲ ଥିଲା”
88 1:12 xhd0 rc://*/ta/man/translate/figs-hendiadys בְ⁠יוֹם־אָחִ֨י⁠ךָ֙ בְּ⁠י֣וֹם נָכְר֔⁠וֹ 1 **ତୁମ୍ଭର ଭ୍ରାତାର ଦିନରେ** ଏବଂ **ତାହାର ଦୁର୍ଦ୍ଦଶାର ଦିନ** ଦୁଇଟି ବାକ୍ୟାଂଶ ଏକତ୍ର କାର୍ଯ୍ୟ କରେ ଅର୍ଥାତ୍ “ତୁମ୍ଭର ଭାଇର ଦୁର୍ଦ୍ଦଶା ଦିନ” । ଯଦି ଦୁଇଟି ବାକ୍ୟାଂଶଗୁଡିକ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ UST ପରି ଏକ ବାକ୍ୟାଂଶରେ ପ୍ରକାଶ କରିପାରିବେ ।
89 1:12 crs3 rc://*/ta/man/translate/figs-idiom בְ⁠יוֹם 1 Here, **on the day** is an idiom that refers to an undefined period of time that could extend from one to very many days. Alternate translation: “at the time of” (See: [[rc://*/ta/man/translate/figs-idiom]]) ଏଠାରେ, **ଦିନରେ** ଏକ ରୂଢ଼ି ଅଟେ ଯାହା ଏକ ନିର୍ଦ୍ଦିଷ୍ଟ ସମୟକୁ ବୁଝାଏ ଯାହା ଏକ ଦିନରୁ ବହୁତ ଦିନ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ । ବିକଳ୍ପ ଅନୁବାଦ: “ସେହି ସମୟରେ”
90 1:12 q8md rc://*/ta/man/translate/figs-personification אָחִ֨י⁠ךָ֙ 1 As in [verse 10](../01/10.md), Yahweh describes the people of Judah as a **brother** to the descendants of Esau, because their ancestor, Jacob, was the brother of Esau (Edom). (See: [[rc://*/ta/man/translate/figs-personification]]) 10 ପଦରେ ପରି, ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ଏଷୌର ବଂଶଧର ଭାବରେ **ଭାଇ** ଭାବରେ ବର୍ଣ୍ଣନା କରିଛନ୍ତି, କାରଣ ସେମାନଙ୍କର ପୂର୍ବଜ ଯାକୁବ ଏଷୌ (ଇଦୋମର) ଭାଇ ଥିଲେ ।
91 1:12 f7lt rc://*/ta/man/translate/figs-gendernotations לִ⁠בְנֵֽי־יְהוּדָ֖ה 1 Here, the word **sons** does not refer only to men. It refers to all of the descendants of Jacob’s son Judah, and more broadly to all of the Israelites from a number of the different tribes of Israel who had come to live in the kingdom of Judah at this time. Alternate translation: “over the Israelites” (See: [[rc://*/ta/man/translate/figs-gendernotations]]) ଏଠାରେ, **ସନ୍ତାନ** ଶବ୍ଦ କେବଳ ପୁରୁଷମାନଙ୍କୁ ବୁଝାଏ ନାହିଁ । ଏହା ଯାକୁବଙ୍କ ସନ୍ତାନ ଯିହୁଦାର ସମସ୍ତ ବଂଶଧରଙ୍କୁ ଏବଂ ଇସ୍ରାଏଲର ବିଭିନ୍ନ ଜାତିକୁ ବୁଝାଏ ଯେଉଁମାନେ ଏହି ସମୟରେ ଯିହୁଦା ରାଜ୍ୟରେ ବାସ କରିବାକୁ ଆସିଥିଲେ। ବିକଳ୍ପ ଅନୁବାଦ: “ଇସ୍ରାଏଲ ଉପରେ”
92 1:12 lxg7 rc://*/ta/man/translate/figs-idiom וְ⁠אַל־תַּגְדֵּ֥ל פִּ֖י⁠ךָ 1 This is an idiom for bragging or mocking. In this context of observing someone else’s misfortune, mocking makes better sense. Alternate translation: “You should not have mocked them” (See: [[rc://*/ta/man/translate/figs-idiom]]) ଏହି ବାକ୍ୟାଂଶ ଅହଙ୍କାର କରିବା କିମ୍ବା ପରିହାସ କରିବା ପାଇଁ ଏକ ରୂଢ଼ି ଅଟେ । ଅନ୍ୟର ଦୁର୍ଦ୍ଦଶାକୁ ଦେଖିବା ପରିପ୍ରେକ୍ଷୀରେ, ପରିହାସ କରିବା ଉତ୍ତମ ଅର୍ଥ ପ୍ରଦାନ କରେ । ବିକଳ୍ପ ଅନୁବାଦ: “ତୁମ୍ଭେ ସେମାନଙ୍କୁ ପରିହାସ କରିବା ଉଚିତ୍ ନୁହେଁ”
93 1:13 dwn2 rc://*/ta/man/translate/figs-parallelism בְּ⁠י֣וֹם אֵידָ֔⁠ם & בְּ⁠י֣וֹם אֵיד֑⁠וֹ & בְּ⁠י֥וֹם אֵידֽ⁠וֹ 1 In this poetic style, the same phrase is used at the end of each line to emphasize how terrible the **calamity** was. If this style does not work in your language to communicate an increased emphasis, then you could combine the three occurrences into one and communicate that this was a very bad thing in another way, as in the UST. (See: [[rc://*/ta/man/translate/figs-parallelism]]) ଏହି କବିତା ଶୈଳୀରେ **ଦୁର୍ଦ୍ଦଶା** କେତେ ଭୟଙ୍କର ତାହା ଉପରେ ଜୋର ଦେବା ପାଇଁ ପ୍ରତ୍ୟେକ ଧାଡି ଶେଷରେ ସମାନ ବାକ୍ୟାଂଶ ବ୍ୟବହୃତ ହୋଇଅଛି । ଯଦି ଏହି ଶୈଳୀ ଏକ ବର୍ଦ୍ଧିତ ଗୁରୁତ୍ୱକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ବ୍ୟବହୃତ ନାହିଁ, ତେବେ ଆପଣ ତିନୋଟି ଘଟଣାକୁ ଗୋଟିଏରେ ପ୍ରକାଶ କରିପାରିବେ ଯେପରି UST ପ୍ରକାଶ କରେ।
94 1:13 wg54 rc://*/ta/man/translate/figs-personification אֵידָ֔⁠ם & אֵיד֑⁠וֹ & אֵידֽ⁠וֹ 1 In the first line of this verse, **their** refers to **my people**. In the second and third lines, God’s people are once again pictured as their ancestor Jacob, and so the singular pronoun **his** is used (see [verse 10](../01/10.md)). If this change is confusing in your language, you could avoid the personification and refer to the people with plural pronouns in all three lines. (See: [[rc://*/ta/man/translate/figs-personification]]) ଏହି ପଦର ପ୍ରଥମ ବାକ୍ୟରେ, **ସେମାନଙ୍କର** ଶବ୍ଦ **ମୋର ଲୋକମାନଙ୍କୁ** ଦର୍ଶାଏ । ଦ୍ୱିତୀୟ ଏବଂ ତୃତୀୟ ବାକ୍ୟରେ, ଈଶ୍ବରଙ୍କ ଲୋକମାନେ ପୁନର୍ବାର ସେମାନଙ୍କର ପୂର୍ବଜ ଯାକୁବ ଭାବରେ ଚିତ୍ରିତ ହୋଇଛନ୍ତି, ଏବଂ ତେଣୁ **ତାଙ୍କର** ଏକବଚନ ଭାବରେ ବ୍ୟବହୃତ ହୋଇଅଛି (ପଦ 10 ଦେଖନ୍ତୁ) । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଭାଷାରେ ବିଭ୍ରାନ୍ତିକର, ତେବେ ଆପଣ ବ୍ୟକ୍ତିତ୍ୱକୁ ଏଡ଼ାଇ ପାରିବେ ଏବଂ ସମସ୍ତ ତିନୋଟି ବାକ୍ୟରେ ବହୁବଚନ ସର୍ବନାମ ବିଶିଷ୍ଟ ବ୍ୟବହାର କରି ଲୋକମାନଙ୍କୁ ସୂଚାଇ ପାରିବେ ।
95 1:13 f9q3 rc://*/ta/man/translate/figs-exclamations גַם־אַתָּ֛ה 1 Yahweh is accusing the people of Edom directly, and he adds this exclamation to emphasize this. This exclamation expresses anger, demands their attention, and also may be a warning that they cannot claim to be innocent. If it is confusing to have this in the middle of another sentence, you could make this a separate sentence ending in an exclamation mark, either before or after the current sentence. Alternate translation: “I am talking to you” (See: [[rc://*/ta/man/translate/figs-exclamations]]) ସଦାପ୍ରଭୁ ଇଦୋମର ଲୋକମାନଙ୍କୁ ସିଧାସଳଖ ଅଭିହିତ କରୁଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେବା ପାଇଁ ସେ ଏହି ବିସ୍ମୟ ସୂଚକ ଅବ୍ୟୟ ଯୋଡିଛନ୍ତି। ଏହି ଉଦ୍ବେଗ କ୍ରୋଧ ପ୍ରକାଶ କରେ, ସେମାନଙ୍କ ଧ୍ୟାନ ଆବଶ୍ୟକ କରେ, ଏବଂ ଏହା ମଧ୍ୟ ଏକ ଚେତାବନୀ ହୋଇପାରେ ଯେ ସେମାନେ ନିର୍ଦ୍ଦୋଷ ବୋଲି ଦାବି କରିପାରିବେ ନାହିଁ । ଯଦି ଏହା ଅନ୍ୟ ବାକ୍ୟର ମଧ୍ୟରେ ଉଲ୍ଲେଖ କରିବା ଅସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟ କରିପାରିବେ ଯାହାକି ବର୍ତ୍ତମାନର ବାକ୍ୟ ପୂର୍ବରୁ କିମ୍ବା ପରେ ଏକ ବିସ୍ମୟ ଚିହ୍ନରେ ଶେଷ ହେବ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସହ କହୁଛି”
96 1:13 crs5 rc://*/ta/man/translate/figs-idiom אַל־תֵּ֧רֶא 1 In this context, **looked on** is an idiom for “enjoyed looking at.” See how you translated this in [verse 12](../01/12.md). Alternate translation: “you should not have gloated” (See: [[rc://*/ta/man/translate/figs-idiom]]) ଏହି ପରିପ୍ରେକ୍ଷୀରେ, **ଦେଖିବା** **ଉପଭୋଗ କରିବା” ପାଇଁ ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ପଦ 12 ରେ ଅନୁବାଦ କରିଛନ୍ତି ଦେଖନ୍ତୁ ବିକଳ୍ପ ଅନୁବାଦ: “ତୁମ୍ଭେ କୁଦୃଷ୍ଟି କରିବା ଉଚିତ୍ ନୁହେଁ”
97 1:13 jz38 rc://*/ta/man/translate/figs-you וְ⁠אַל־תִּשְׁלַ֥חְנָה בְ⁠חֵיל֖⁠וֹ 1 Here, the word translated as **you** is feminine and plural. In the rest of Obadiah, it is masculine and singular. It may be that God is addressing the women specifically here in case they thought that they were not also guilty. So use a feminine plural form here, or mark this in some other way so that it means “you women.” (See: [[rc://*/ta/man/translate/figs-you]]) ଏଠାରେ, **ତୁମ୍ଭେ** ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଭାବରେ ଅନୁବାଦିତ ଶବ୍ଦ ଅଟେ । ଓବଦୀୟ ପୁସ୍ତକର ଅନ୍ୟ ସ୍ଥାନରେ ଏହା ପୁରୁଷୋ ବାଚକ ଏବଂ ଏକବଚନ ଅଟେ । ହୁଏତ ଈଶ୍ବର ଏଠାରେ ଥିବା ସ୍ତ୍ରୀମାନଙ୍କୁ ବିଶେଷ ଭାବରେ ସମ୍ବୋଧିତ କରୁଛନ୍ତି କାରଣ ସେମାନେ ଭାବନ୍ତି ଯେ ସେମାନେ ମଧ୍ୟ ଦୋଷୀ ନୁହଁନ୍ତି । ତେଣୁ ଏଠାରେ ସ୍ତ୍ରୀଲିଙ୍ଗ ବାଚକ ଏବଂ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ, କିମ୍ବା ଏହାକୁ ଅନ୍ୟ ଉପାୟରେ ଚିହ୍ନିତ କରନ୍ତୁ ଯାହା ଦ୍ବାରା ଏହାର ଅର୍ଥ “ତୁମ୍ଭେ ସ୍ତ୍ରୀଗଣ।”
98 1:14 ixs7 rc://*/ta/man/translate/translate-unknown הַ⁠פֶּ֔רֶק 1 A **crossroads** is a place where two roads come together. (See: [[rc://*/ta/man/translate/translate-unknown]]) ଏକ **ଚୌମୁହାଣି** ଏକ ସ୍ଥାନ ଯେଉଁଠାରେ ଦୁଇଟି ରାସ୍ତା ଏକାଠି ହୁଏ ।
99 1:14 p7i1 rc://*/ta/man/translate/figs-metaphor לְ⁠הַכְרִ֖ית 1 Here, **to cut down** is a metaphor that means “to kill.” It is likely a comparison to the way grain is cut down at harvest time. See how you translated this same metaphor in [verse 9](../01/09.md). (See: [[rc://*/ta/man/translate/figs-metaphor]]) ଏଠାରେ, **ଛେଦନ କରିବା** ଏକ ରୂପକ ବାକ୍ୟାଂଶ ଅଟେ ଯାହାର ଅର୍ଥ “ବଧ କରିବା” ଅଟେ। ଅମଳ ସମୟରେ ଧାନ କାଟିବା ସହିତ ଏହା ଏକ ତୁଳନାତ୍ମକ ବାକ୍ୟାଂଶ ଅଟେ । ଆପଣ କିପରି ଏହି ସମାନ ରୂପକୁ ପଦ 9 ରେ ଅନୁବାଦ କରିଛନ୍ତି, ଦେଖନ୍ତୁ
100 1:14 qdx9 rc://*/ta/man/translate/figs-explicit וְ⁠אַל־תַּסְגֵּ֥ר שְׂרִידָ֖י⁠ו 1 If it would be helpful in your language, you could make explicit to whom the Edomites delivered the Judean survivors. Alternate translation: “You should not have captured the survivors and delivered them over to the enemy soldiers” (See: [[rc://*/ta/man/translate/figs-explicit]]) ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ସ୍ପଷ୍ଟ କରି ପାରିବେ ଯେ ଇଦୋମୀୟମାନେ ଯିହୁଦାର ଜିବିତାବସ୍ଥାରେ ଥିବା ଲୋକମାନଙ୍କୁ କାହାକୁ ସମର୍ପଣ କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଜିବିତାବସ୍ଥାରେ ଥିବା ଲୋକମାନଙ୍କୁ କାବୁ କରି ଶତ୍ରୁ ସେନା ନିକଟରେ ସମର୍ପଣ କରିବା ଉଚିତ୍ ନ ଥିଲା”
101 1:15 fa9m כִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם כַּ⁠אֲשֶׁ֤ר עָשִׂ֨יתָ֙ יֵעָ֣שֶׂה לָּ֔⁠ךְ גְּמֻלְ⁠ךָ֖ יָשׁ֥וּב בְּ⁠רֹאשֶֽׁ⁠ךָ 1 Bible experts are not certain whether verse 15 goes with verse 14 as the end of the previous section or if it goes with verse 16 as the beginning of the new section. Many Bibles put a section break and a heading before verse 15, such as “God Will Judge the Nations.” ବାଇବଲର ବିଦ୍ବାନମାନେ ନିଶ୍ଚିତ ନୁହଁନ୍ତି ଯେ ପଦ 15 ପୂର୍ବ ବିଭାଗର ଶେଷ ଭାବରେ 14 ପଦ ସହିତ ସମ୍ପୃକ୍ତ କି ନୁହେଁ, ଏହା ନୂତନ ବିଭାଗର ଆରମ୍ଭ ଭାବରେ 16 ପଦ ସହ ସମ୍ପୃକ୍ତ କି ନୁହେଁ? ଅନେକ ବାଇବଲ 15 ପଦ ପୂର୍ବରୁ ଏକ ବିଭାଗ ବନ୍ଧନୀ ଏବଂ ଏକ ଶିର୍ଷକ ବ୍ୟବହାର କରେ, ଯେପରିକି “ଈଶ୍ବର ଜାତିମାନଙ୍କର ବିଚାର କରିବେ।”
102 1:15 e5t7 rc://*/ta/man/translate/figs-explicit כִּֽי־קָר֥וֹב יוֹם־יְהוָ֖ה עַל־כָּל־הַ⁠גּוֹיִ֑ם 1 Here Yahweh is giving the people of Edom the reason why they should not have done all of the bad things that they did to the Israelites that were listed in verses 11-14, and instead of that, helped them. It is because Yahweh will soon judge all nations for the way that they have treated others. If it would be helpful in your language, you could make this explicit, as in the UST. (See: [[rc://*/ta/man/translate/figs-explicit]])
103 1:15 crs7 rc://*/ta/man/translate/figs-idiom יוֹם־יְהוָ֖ה 1 The **day of Yahweh** is an expression that refers to a specific time when God punishes people for their sins. Alternate translation: “the time when I, Yahweh, will judge and punish people for their sins” (See: [[rc://*/ta/man/translate/figs-idiom]])
104 1:15 crs9 קָר֥וֹב 1 In this context, **near** means “close in time.” Alternate translation: “will soon happen”