From e821c72de982c72aadfaabdd88827f9074bba230 Mon Sep 17 00:00:00 2001 From: Gayatri-Digal Date: Fri, 26 Nov 2021 10:18:08 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_63-1JN.tsv b/en_tn_63-1JN.tsv index 0d1caf8..671a1b7 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -416,7 +416,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 18 t903 checking/headings 0 If you are using section headings, you could put one here before verse 18. Suggested heading: “False Teaching and True Teaching” (See: [[rc://en/ta/man/checking/headings]]) 1JN 2 19 j113 figs-explicit οὐκ ἦσαν ἐξ ἡμῶν 1 they were not from us ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କାହିଁକି ଏହି ଦାବି କରନ୍ତି ତାହା ଆପଣ  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, କାରଣ ସେମାନେ ପ୍ରଥମରେ ହିଁ ପ୍ରକୃତରେ ଯୀଶୁଙ୍କଠାରେ ବିଶ୍ୱାସ କରିନଥିଲେ” ( [[rc://en/ta/man/translate/figs-explicit]]ଦେଖନ୍ତୁ) 1JN 2 19 j114 grammar-connect-condition-contrary εἰ γὰρ ἐξ ἡμῶν ἦσαν, μεμενήκεισαν ἂν μεθ’ ἡμῶν 1 For if they had been from us, they would have remained with us ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକୁ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟକଳାପ ପ୍ରକାଶ କରିବ ଯେ ସେ ସମସ୍ତେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କରିଛନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ) -1JN 2 19 j115 figs-ellipsis ἀλλ’ ἵνα φανερωθῶσιν ὅτι οὐκ εἰσὶν πάντες ἐξ ἡμῶν 1 but so that they would be made apparent, that they are all not from us John is leaving out some of the words that a sentence would need in many languages in order to be complete. These words can be supplied from the previous sentence. Alternate translation: “but they left us so that their actions would reveal that all of them were not genuinely part of our group” (See: [[rc://en/ta/man/translate/figs-ellipsis]]) +1JN 2 19 j115 figs-ellipsis ἀλλ’ ἵνα φανερωθῶσιν ὅτι οὐκ εἰσὶν πάντες ἐξ ἡμῶν 1 but so that they would be made apparent, that they are all not from us ଯୋହନ କେତେକ ଶବ୍ଦକୁ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଏକାଧିକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: "କିନ୍ତୁ ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ ଯାହା ଦ୍ଵାରା ସେମାନଙ୍କର କର୍ମ ପ୍ରକାଶ କରିବ ଯେ ସେମାନେ ପ୍ରକୃତରେ ଆମ୍ଭମାନଙ୍କର ଦଳର ନୁହଁନ୍ତି।" ( [[rc://en/ta/man/translate/figs-ellipsis]]ଦେଖନ୍ତୁ) 1JN 2 19 j116 figs-activepassive ἵνα φανερωθῶσιν 1 so that they would be made apparent 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହି ଗ୍ରୀକ୍ କର୍ମବଚ୍ୟ ପ୍ରକୃତରେକର୍ମବଚ୍ୟ ଅର୍ଥ ଥିବା ପରି ମନେହୁଏ । ଏହାର ଅର୍ଥ ଦଳ ପରିତ୍ୟାଗ କରିଥିବା ଲୋକମାନେ ଏହି କାର୍ଯ୍ୟର କର୍ତ୍ତା ଅପେକ୍ଷା କର୍ମପଦ ଅଟନ୍ତି । କିନ୍ତୁ ଯଦି ଏହା ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ  ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି, କାର୍ଯ୍ୟ କିଏ କରୁଛି ତାହା ଆପଣ  ସ୍ପଷ୍ଟ  କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟ ପ୍ରକାଶ ହେବ” ( [[rc://en/ta/man/translate/figs-activepassive]]ଦେଖନ୍ତୁ) 1JN 2 19 j117 οὐκ εἰσὶν πάντες ἐξ ἡμῶν 1 they are all not from us ଏଠାରେ **ସମସ୍ତ** ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ” 1JN 2 20 j118 grammar-connect-logic-contrast καὶ 1 And ଯୋହନ  ଦଳ  ଛାଡିଥିବା ଲୋକ **ଏବଂ** ଅବଶିଷ୍ଟ ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଇବା ପାଇଁ ସେ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)