Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 14:54:54 +00:00
parent 24cf8bf290
commit e7db614731
1 changed files with 2 additions and 2 deletions

View File

@ -158,8 +158,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 3 10 wma6 μου τῇ διδασκαλίᾳ 1 my teaching ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଆପେକ୍ଷିକ ଧାରା ସହିତ ବିସ୍ତୃତ ଗୁଣ ବାଚକ ବିଶେଷ୍ୟ **ଶିକ୍ଷା** ଦେବା ପଛରେ ଧାରଣା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ମୁଁ ଅନ୍ୟମାନଙ୍କୁ ଯାହା ଶିଖାଇଛି"
2TI 3 10 lq3v τῇ ἀγωγῇ 1 conduct ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଆପେକ୍ଷିକ ଧାରା ସହିତ ବିସ୍ତୃତ ଗୁଣ ବାଚକ ବିଶେଷ୍ୟ **ଆଚରଣ** ପଛରେ ଧାରଣା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ମୁଁ କିପରି ମୋ ଜୀବନ ବଞ୍ଚେ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 3 10 l4pp τῇ μακροθυμίᾳ 1 longsuffering ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଆପେକ୍ଷିକ ଧାରା ସହିତ ବିସ୍ତୃତ ଗୁଣ ବାଚକ ବିଶେଷ୍ୟ **ସହିଷ୍ଣୁତା** ପଛର ଧାରଣା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: "ଯେତେବେଳେ ମୁଁ ଯନ୍ତ୍ରଣା ଭୋଗେ ମୁଁ କିପରି ସହିବି?"
2TI 3 11 r9vk figs-metaphor ἐκ πάντων, με ἐρρύσατο ὁ Κύριος 1 Out of them all, the Lord rescued me ସେ ସହ୍ୟ କରୁଥିବା ଏହି ସବୁ କଷ୍ଟ ଓ ବିପଦକୁ ଈଶ୍ବର ବନ୍ଦ କରିଦେଇଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଈଶ୍ବର ତାହାଙ୍କୁ ଏକ ଭୌତିକ ସ୍ଥାନରୁ ବାହାରକୁ ନେଇଆସିଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
2TI 3 12 ke7f ζῆν εὐσεβῶς ἐν Χριστῷ Ἰησοῦ 1 to live in a godly manner in Christ Jesus ଯୀଶୁଙ୍କର ଶିଷ୍ୟଭାବରେ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ
2TI 3 11 r9vk figs-metaphor ἐκ πάντων, με ἐρρύσατο ὁ Κύριος 1 Out of them all, the Lord rescued me ପାଉଲ ସାଙ୍କେତିକ ଭାବରେ କହନ୍ତି ଯେପରି ଈଶ୍ଵର ତାଙ୍କୁ ଶାରୀରିକ ଭାବରେ ବିପଦ ପରିସ୍ଥିତିରୁ ହଟାଇ ଦେଇଛନ୍ତି। ବିକଳ୍ପ ଅନୁବାଦ: "ଈଶ୍ଵର ମୋତେ ସମସ୍ତଙ୍କ ମାଧ୍ୟମରେ ରକ୍ଷା କଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 3 12 ke7f ζῆν εὐσεβῶς ἐν Χριστῷ Ἰησοῦ 1 to live in a godly manner in Christ Jesus **କର୍ତ୍ତବ୍ୟପରାୟଣ** ଶବ୍ଦର ଅର୍ଥ ଏକ ଆଜ୍ଞାକାରୀ ଭାବରେ ଯାହା ଈଶ୍ଵରଙ୍କୁ ସମ୍ମାନ କରେ। ବିକଳ୍ପ ଅନୁବାଦ: "ଈଶ୍ୱରଙ୍କ ମାର୍ଗରେ ବଞ୍ଚିବା"
2TI 3 12 xm9l figs-activepassive διωχθήσονται 1 will be persecuted ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ନିଶ୍ଚିତଭାବରେ ତାଡନା ଭୋଗ କରିବେ” (ଦେଖ: [[rc://en/ta/man/translate/figs-activepassive]])
2TI 3 13 s7f2 γόητες 1 impostors ଜଣେ ଦୁଷ୍ଟ ଲୋକ ହେଉଛି ସେହି ବ୍ୟକ୍ତି, ଯେ ଚାହିଁଥାଏ ଯେ ଅନ୍ୟମାନେ ସେ ଯେ ଦୁଷ୍ଟ ଅଟେ ଏପରି ନ ଭାବି ତାହା ବିଷୟରେ ଏପରି ଭାବନ୍ତୁ ଯେ ସେ ଜଣେ ଅଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି I
2TI 3 13 imc8 προκόψουσιν ἐπὶ τὸ χεῖρον 1 will go from bad to worse ଏପରିକି ସେ ଆହୁରି ଅଧିକ ଦୁଷ୍ଟ ହେବ

Can't render this file because it contains an unexpected character in line 2 and column 8087.