Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:15:22 +00:00
parent f01fd2c2c1
commit e75e036712
1 changed files with 1 additions and 0 deletions

View File

@ -464,3 +464,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 2 j158 figs-explicit τέκνα Θεοῦ 1 children of God ଏହି ଅଭିବ୍ୟକ୍ତିର [3:1](https://create.translationcore.com/03/01.md) ରେ ଆଳଙ୍କାରିକ ଅର୍ଥ ସୂଚାଇବାକୁ ଆପଣ ସ୍ଥିର କରିଛନ୍ତି କି ନାହିଁ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ  ସନ୍ତାନଗଣ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 2 j159 grammar-connect-logic-contrast καὶ 1 and ବିଶ୍ଵାସୀମାନଙ୍କ ବିଷୟରେ “ବର୍ତ୍ତମାନ” କ’ଣ ଜ୍ଞାତ ଅଛି ଏବଂ “ଏପର୍ଯ୍ୟନ୍ତ” କ’ଣ ଜ୍ଞାତ ନାହିଁ ତାହା ଦର୍ଶାଇବାକୁ ଯୋହନ ଏବଂ ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ([[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
1JN 3 2 j160 figs-activepassive ἐὰν φανερωθῇ 1 when he appears 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି  ଶବ୍ଦର ଅର୍ଥ [2:28](https://create.translationcore.com/02/28.md) ପରି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେବେ ଯୀଶୁ ଫେରିବେ” କିମ୍ବା “ଯେବେ ଯୀଶୁ ପ୍ରକାଶିତ ହେବେ” କିମ୍ବା “ଯେବେ ଈଶ୍ଵର ଯୀଶୁଙ୍କୁ ପ୍ରକାଶ କରିବେ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 3 2 j161 writing-pronouns ἐὰν φανερωθῇ…αὐτῷ…αὐτὸν…ἐστιν 1 when he appears … him … him … he is କାରଣ ଏହି ପଦରେ ଯୋହନ **ଯୀଶୁଙ୍କ ଫେରିବା** କିମ୍ବା ଆସିବା ବିଷୟରେ କହନ୍ତି.  ଏହି ପଦରେ ସର୍ବନାମ **ସେ** ଏବଂ **ତାହାଙ୍କୁ**  ହୁଏତ  ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.