Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:39:22 +00:00
parent 5a4535f87e
commit e50a80fbe8
1 changed files with 1 additions and 1 deletions

View File

@ -265,7 +265,7 @@ LUK 2 9 ca2k δόξα Κυρίου 1 the glory of the Lord ଏହାର ଅର
LUK 2 10 hnr7 μὴ φοβεῖσθε 1 Do not be afraid ୧:୧୩ ରେ ଯେପରି, ଦୂତ ଏହି ଶବ୍ଦଗୁଡ଼ିକୁ ଏକ ଆଦେଶ ଆକାରରେ ପ୍ରକାଶ କରନ୍ତି, ସେ ପ୍ରକୃତରେ ମେଷପାଳକମାନଙ୍କୁ ସେମାନଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ<br>କରିବାକୁ ଏହା କହୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭକୁ ଭୟ କରିବାର ଆବଶ୍ୟକ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-imperative]])
LUK 2 10 pw8t χαρὰν μεγάλην, ἥτις ἔσται παντὶ τῷ λαῷ 1 great joy, which will be to all the people ବିକଳ୍ପ ଅନୁବାଦ: “ମୁଁ ଏକ ଉତ୍ତମ ଖବର ଘୋଷଣା କରିବାକୁ ଆସିଛି ଯାହା<br>ସମସ୍ତ ଲୋକମାନଙ୍କୁ  ବହୁତ ଖୁସି କରିବ”
LUK 2 10 adz8 παντὶ τῷ λαῷ 1 all the people ଏହାର ଅର୍ଥ ହୋଇପାରେ: (୧) ସମସ୍ତ ଲୋକଙ୍କ ପାଇଁ । UST ଏହିପରି ଉଲ୍ଲେଖ କରେ । ବିକଳ୍ପ ଅନୁବାଦ: “ସବୁଠାରେ ସମସ୍ତ ଲୋକ” () ଏକ ସାଙ୍କେତିକ ସାଧାରଣକରଣ ଯାହା ଯିହୁଦୀ ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ବୁଝାଏ ଯେଉଁମାନେ ଯୀଶୁଙ୍କୁ ଖ୍ରୀଷ୍ଟ ଭାବରେ ସ୍ୱାଗତ କରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଲୋକମାନେ” (ଦେଖନ୍ତୁ: [[rc://en/ta/man/translate/figs-hyperbole]])
LUK 2 11 z9m2 πόλει Δαυείδ 1 the city of David ଏହା ବେଥଲିହିମକୁ ବୁଝାଏ I
LUK 2 11 z9m2 πόλει Δαυείδ 1 the city of David ଏହାର ଅର୍ଥ ବେଥଲିହିମ ଅଟେ । :୪ର ଟିପ୍ପଣୀରେ ବ୍ୟାଖ୍ୟା<br>ଦେଖନ୍ତୁ । ବିକଳ୍ପ ଅନୁବାଦ: “ବେଥଲିହିହମରେ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
LUK 2 12 yj15 figs-activepassive καὶ τοῦτο ὑμῖν τὸ σημεῖον 1 This will be the sign to you ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭକୁ ଏହି ଚିହ୍ନ ଦେବେ” ବା “ତୁମେ ଈଶ୍ୱରଙ୍କଠାରୁ ଏହି ଚିହ୍ନ ଦେଖିବ” (ଦେଖ: [[rc://or/ta/man/translate/figs-activepassive]] )
LUK 2 12 snr9 τὸ σημεῖον 1 the sign "ପ୍ରମାଣ I ଏହା ପ୍ରମାଣିତ କରିବା ନିମନ୍ତେ ଏକ ଚିହ୍ନ ହୋଇପାରେ ଯେ ଦୂତ ଯାହା କହୁଛନ୍ତି ତାହା ସତ୍ୟ ଅଟେ, କିମ୍ବା ଏହା ଶିଶୁଙ୍କୁ ଚିହ୍ନିବା ନିମନ୍ତେ ମେଷପାଳକମାନଙ୍କ ପାଇଁ ସହାୟକ ହେବା ପାଇଁ ଏକ ଚିହ୍ନ ହୋଇପାରେ I
LUK 2 12 xx57 figs-explicit ἐσπαργανωμένον 1 wrapped in strips of cloth ସେହି ସଂସ୍କୃତିରେ ମାଆମାନେ ଏହି ସ୍ୱାଭାବିକ ଢ଼ଙ୍ଗରେ ସେମାନଙ୍କ ଶିଶୁମାନଙ୍କୁ ସୁରକ୍ଷିତ ରଖୁଥିଲେ ଓ ଯତ୍ନ ନେଉଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଏକ ଉଷୁମ କମ୍ବଳରେ ଦୃଢ଼ ରୂପେ ଗୁଡାଇଲେ” ବା “ ଏକ କମ୍ବଳରେ ଆରାମଦାୟକ ଭାବରେ ଗୁଡାଇଲେ”(ଦେଖ: [[rc://or/ta/man/translate/figs-explicit]])

Can't render this file because it is too large.