diff --git a/en_tn_51-PHP.tsv b/en_tn_51-PHP.tsv index 022a324..88df418 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -174,31 +174,31 @@ PHP 3 12 i5ld διώκω δὲ 1 But I press on PHP 3 12 m52v figs-metaphor καταλάβω, ἐφ’ ᾧ ... κατελήμφθην ὑπὸ Χριστοῦ Ἰησοῦ 1 I may grasp that for which I was grasped by Christ Jesus \n \n\nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ବାକ୍ୟାଂଶକୁ\n ଅନୁବାଦ କରିପାରିବ ଯାହା **ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ** ଅଟେ ।  ବିକଳ୍ପ ଅନୁବାଦ: “ମୁଁ ସେହି ବିଷୟଗୁଡ଼ିକୁ ବୁଝିପାରେ\n ଯାହା ପାଇଁ ଖ୍ରୀଷ୍ଟ ଯୀଶୁ ମୋତେ ଧରିଥିଲେ” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n PHP 3 13 tzg8 ἀδελφοί 1 Brothers ଫିଲିପ୍ପୀୟ ୧: ୧ ଏବଂ ୩:୧ ରେ ଆପଣ ଭାଇ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । \n\n\n PHP 3 13 kqk7 figs-metaphor ἐμαυτὸν ... κατειληφέναι 1 I myself have yet grasped it ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି । ସେ ବୋଧହୁଏ ଯୀଶୁଙ୍କ ପରି ସମ୍ପୂର୍ଣ୍ଣ ରୂପେ ହେବା ଏବଂ ଯୀଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ କହୁଛନ୍ତି । ଆପଣ ଆପଣଙ୍କ ଅନୁବାଦରେ ଏହାକୁ ଦର୍ଶାଇବାକୁ ବାଛି ପାରିବେ, ଯେପରି UST କରେ, କିମ୍ବା ତୁମ୍ଭେ ଏହାକୁ ଅସ୍ପଷ୍ଟ ଛାଡି ପାରିବେ, ଯେପରି ULT କରେ ।  (ଦେଖନ୍ତୁ: rc://en/ta/man/translate/figs-extrainfo)\n\n\n -PHP 3 13 ia2b figs-metaphor τὰ μὲν ὀπίσω ἐπιλανθανόμενος, τοῖς δὲ ἔμπροσθεν ἐπεκτεινόμενος 1 I forget what is behind and strain for what is ahead ଏକ ପ୍ରତିଯୋଗିତାରେ ଜଣେ ଧାବକ ଯେପରି ସମ୍ପୂର୍ଣ୍ଣ ହୋଇଥିବା ଅଂଶ ପ୍ରତି କୌଣସି ପ୍ରକାରେ ଚିନ୍ତା କରେନାହିଁ, କିନ୍ତୁ ସମ୍ମୁଖରେ ଥିବା ବିଷୟ ପ୍ରତି କେବଳ ଧ୍ୟାନ ଦିଏ, ସେହିପରି ପାଉଲ ଧାର୍ମିକତା ନିମନ୍ତେ ଆପଣା ଧର୍ମ ସମ୍ଭନ୍ଧିୟ କର୍ମଗୁଡିକ ପଛରେ ରଖି ଜୀବନର ପ୍ରତିଯୋଗିତାରେ ତାହାଙ୍କ ସମ୍ମୁଖରେ ଖ୍ରୀଷ୍ଟ ରଖିଥିବା ବିଷୟ ସବୁକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଧ୍ୟାନ ଦେଉଥିବା କଥା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଅତୀତରେ କଅଣ କରିଅଛି, ସେଥି ପ୍ରତି ମୋର ଚିନ୍ତା ନାହିଁ; ମୁ ସମ୍ମୁଖରେ ଥିବା ବିଷୟ ପ୍ରତି କେବଳ ଯଥାସାଧ୍ୟ କଠିନ ପରିଶ୍ରମ କରିବି” (ଦେଖ: [[rc://or/ta/man/translate/figs-metaphor]]) -PHP 3 14 z39s figs-metaphor κατὰ σκοπὸν διώκω εἰς τὸ βραβεῖον τῆς ἄνω κλήσεως τοῦ Θεοῦ ἐν Χριστῷ Ἰησοῦ 1 I press on toward the goal to win the prize of the upward calling of God in Christ Jesus ଜଣେ ଧାବକ ଯେପରି ପ୍ରତିଯୋଗିତା ଜିଣିବାକୁ ଆଗକୁ ଦୌଡେ, ସେହିପରି ପାଉଲ ଖ୍ରୀଷ୍ଟଙ୍କ ସେବା କରିବାରେ ଓ ତାହାଙ୍କ ଆଜ୍ଞା ପାଳନ କରି ଆଗକୁ ଦୌଡୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଯେକୌଣସି ବିଷୟ କରିପାରେ ଯେପରି ଜଣେ ଧାବକ ଲକ୍ଷସ୍ଥଳ ଅତିକ୍ରମ କରିବା ନିମନ୍ତେ ଦୌଡୁଅଛି, ସେପରି ମୁ ଖ୍ରୀଷ୍ଟଙ୍କ ତୁଲ୍ୟ, ଯେପରି ମୁଁ ତାହାଙ୍କର ହେବି, ଓ ମୋହର ମୃତ୍ୟୁପରେ ଈଶ୍ବର ମୋତେ ଆପଣା ନିକଟକୁ ନେବେ”(ଦେଖ: [[rc://or/ta/man/translate/figs-metaphor]]) -PHP 3 14 lmr6 figs-metaphor τῆς ἄνω κλήσεως 1 the upward calling ସମ୍ଭାବିତ ଅର୍ଥଗୁଡିକ ଯାହା ଈଶ୍ବରଙ୍କ ସହିତ ଅନନ୍ତକାଳ ବାସ କରିବା ବିଷୟରେ ପାଉଲ କହନ୍ତି ଯେପରି ଈଶ୍ବର ପାଉଲଙ୍କୁ ଅଧିକାର କରିବା ନିମନ୍ତେ ଆହ୍ବାନ କରିଛନ୍ତି ୧) ସ୍ବର୍ଗକୁ ଯେପରି ଯୀଶୁଙ୍କୁ ଆହ୍ବାନ କଲେ କିମ୍ବା ୨) ପ୍ରତିଯୋଗିତାର ବିଜେତାମାନେ ମଞ୍ଚର ସୋପାନରେ ଚଢି ପୁରସ୍କାର ଗ୍ରହଣ କରିବା ସଦୃଶ, ଏକ ରୂପକ ଭାବରେ, ଈଶ୍ବରଙ୍କୁ ସମ୍ମୁଖରେ ସାକ୍ଷାତ କରି ଅନନ୍ତଜୀବନ ଗ୍ରହଣ କରିବାକୁ ଆହ୍ବାନ କରିବେ I (ଦେଖ: [[rc://or/ta/man/translate/figs-metaphor]]) -PHP 3 15 de4y ὅσοι ... τέλειοι, τοῦτο φρονῶμεν 1 All of us who are mature, let us think this way ପାଉଲ ତାହାଙ୍କ ସହବିଶ୍ବାସୀମାନେ ସେ [ଫିଲିପ୍ପୀୟ ୩:୮-୧୧](./08.md)ରେ ତାଲିକା କରିଥିବା ସମାନ ଭାବ ଧାରଣ କରିବା ଚାହୁଁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁ ଆମ୍ଭମାନଙ୍କ ମଧ୍ୟରୁ ସମସ୍ତ ବିଶ୍ବାସୀମାନଙ୍କୁ ଉତ୍ସାହିତ କରେ ଯେଉଁମାନେ ସମାନ ପ୍ରକାର ବିବେଚନା କରି ବିଶ୍ବାସରେ ଦୃଢ଼ ଅଟନ୍ତି” -PHP 3 15 yy22 καὶ τοῦτο ὁ Θεὸς ὑμῖν ἀποκαλύψει 1 God will also reveal that to you ଈଶ୍ବର ମଧ୍ୟ ଏହା ତୁମ୍ଭମାନଙ୍କୁ ସ୍ପଷ୍ଟ କରିବେ କିମ୍ବା “ତୁମ୍ଭେମାନେ ଏହା ଜାଣିବା ନିମନ୍ତେ ଈଶ୍ବର ନିଶ୍ଚିତ କରିବେ” -PHP 3 16 pxn9 figs-inclusive εἰς ὃ ἐφθάσαμεν, τῷ αὐτῷ στοιχεῖν 1 whatever we have reached, let us hold on to it ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆସୁ, ଆମ୍ଭେମାନେ ପ୍ରାପ୍ତ କରିଥିବା ସମାନ ସତ୍ୟକୁ ପାଳନ କରିବାରେ ଲାଗି ରହୁ” (ଦେଖ: [[rc://or/ta/man/translate/figs-inclusive]]) -PHP 3 17 jed4 συνμιμηταί μου γίνεσθε 1 Be imitators of me ମୁଁ ଯାହା କରୁଛି, ତାହା କର କିମ୍ବା “ମୁଁ ଯେପରି ଜୀବନଯାପନ କରୁଛି, ସେହିପରି ଜୀବନଯାପନ କର” -PHP 3 17 uxc5 ἀδελφοί 1 brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I -PHP 3 17 h4tv τοὺς οὕτω περιπατοῦντας, καθὼς ἔχετε τύπον ἡμᾶς 1 those who are walking by the example that you have in us ଯେଉଁମାନେ ମୋ ସଦୃଶ ଜୀବନଯାପନ କରୁଛନ୍ତି କିମ୍ବା “ଯେଉଁମାନେ ମୁଁ ଯାହା କରୁଛି, ତାହା କରୁଛନ୍ତି” -PHP 3 18 ab61 πολλοὶ ... περιπατοῦσιν ... τοὺς ἐχθροὺς τοῦ σταυροῦ τοῦ Χριστοῦ 1 Many are walking ... as enemies of the cross of Christ ଏହି ପଦଗୁଡିକ ନିମନ୍ତେ ଏହି ଶବ୍ଦଗୁଡିକ ପାଉଲଙ୍କ ମୁଖ୍ୟ ଚିନ୍ତାଧାରା ଅଟନ୍ତି I -PHP 3 18 kr19 figs-metaphor πολλοὶ ... περιπατοῦσιν 1 Many are walking ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଏ ଯେପରି ସେ ଏକ ପଥରେ ଚାଲୁଅଛି I ଅନ୍ୟ ଏକ ଅନୁବାଦରେ: “ଅନେକ ଜୀବନଯାପନ କରୁଛନ୍ତି” କିମ୍ବା “ଅନେକ ସେମାନଙ୍କ ଜୀବନରେ ଆଚରଣ କରୁଛନ୍ତି” (ଦେଖ: [[rc://or/ta/man/translate/figs-metaphor]]) -PHP 3 18 x2lu οὓς πολλάκις ἔλεγον ὑμῖν, νῦν δὲ καὶ κλαίων, λέγω 1 those about whom I have often told you, and now I am telling you with tears ପାଉଲ ଏହି ପଦଗୁଡିକୁ ସହିତ ପାଉଲ ତାହାଙ୍କ ମୁଖ୍ୟ ଚିନ୍ତାଧାରାରେ ବିରତି ନିଅନ୍ତି ଯାହା “ଅନେକେ” ଶବ୍ଦକୁ ବ୍ୟାଖ୍ୟା କରେ I ଯଦି ଆବଶ୍ୟକ ମନେକର, ତେବେ ତୁମେ ସେଗୁଡିକୁ ପଦର ଆରମ୍ଭ କିମ୍ବା ଶେଷକୁ ନେଇ ପାର I -PHP 3 18 zwp3 πολλάκις ἔλεγον ὑμῖν 1 I have often told you ମୁଁ ତୁମ୍ଭମାନଙ୍କୁ ଅନେକ ଥର କହିଅଛି -PHP 3 18 h6pc κλαίων, λέγω 1 am telling you with tears ମୁ ତୁମକୁ ବହୁ ଦୁଃଖର ସହିତ ଜଣାଉଛି -PHP 3 18 n8q2 figs-metonymy τοὺς ἐχθροὺς τοῦ σταυροῦ τοῦ Χριστοῦ 1 as enemies of the cross of Christ ଏଠାରେ “ଖ୍ରୀଷ୍ଟଙ୍କ କ୍ରୁଶ” ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ମୃତ୍ୟୁକୁ ବୁଝାଏ I ସେମାନେ ଶତ୍ରୁମାନେ ଅଟନ୍ତି, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବା କହୁଛନ୍ତି, କିନ୍ତୁ ଯୀଶୁଙ୍କ ସଦୃଶ ଦୁଃଖଭୋଗ କିମ୍ବା ମୃତ୍ୟୁଭୋଗ କରିବାକୁ ଚାହୁଁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ଜୀବନଯାପନ କରୁଛନ୍ତି ଯେ ପ୍ରକୃତରେ ସେମାନେ ପ୍ରକୃତରେ ଯୀଶୁଙ୍କ ବିରୋଧୀ ଅଟନ୍ତି, ଯେ କି କ୍ରୁଶରେ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବା ଇଚ୍ଛା କଲେ” (ଦେଖ: [[rc://or/ta/man/translate/figs-metonymy]]) -PHP 3 19 v8gv ὧν τὸ τέλος ἀπώλεια 1 Their end is destruction "ଗୋଟିଏ ଦିନ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଶେଷ ବିଷୟ ସେମାନଙ୍କ ପ୍ରତି ଏହା ଘଟିବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I -PHP 3 19 hn9i figs-metaphor ὧν ὁ Θεὸς ἡ κοιλία 1 their god is their stomach ଏଠାରେ “ଉଦର” ଜଣେ ବ୍ୟକ୍ତିର ଶାରୀରିକ କାମନା ନିମନ୍ତେ ଜଣେ ବ୍ୟକ୍ତିର ଅଭିଳାଷକୁ ବୁଝାଏ I ଏହାକୁ ସେମାନଙ୍କର ଦେବତା କହିବାର ଅର୍ଥ ଯେ ସେମାନେ ଈଶ୍ବରଙ୍କର ବାଧ୍ୟହେବା ଅପେକ୍ଷା ସେମାନଙ୍କ ଅଭିଳାଷକୁ ଅଧିକ କାମନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଈଶ୍ବରଙ୍କ ବାଧ୍ୟ ହେବା ଅପେକ୍ଷା ଖାଦ୍ୟ ଓ ସେମାନଙ୍କ ଶାରୀରିକ ଅଭିଳାଷକୁ ଅଧିକ ଗୁରୁତ୍ବ ଦିଅନ୍ତି” (ଦେଖ: [[rc://or/ta/man/translate/figs-metaphor]]) -PHP 3 19 u9cl figs-metonymy ἡ δόξα ἐν τῇ αἰσχύνῃ αὐτῶν 1 their pride is in their shame ଏଠାରେ “ଲଜ୍ଜା” ଶବ୍ଦ ସେହି କାର୍ଯ୍ୟକୁ ବୁଝାଏ ଯାହା ଲୋକମାନେ ଯେଉଁସବୁ କାର୍ଯ୍ୟ ନିମନ୍ତେ ଲଜ୍ଜାବୋଧ କରିବା ଉଚିତ, କିନ୍ତୁ କରୁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ବିଷୟ ନିମନ୍ତେ ଗର୍ବ ଅନୁଭବ କରନ୍ତି ଯାହା ସେମାନଙ୍କ ଲଜ୍ଜାର କାରଣ ହେବା ଉଚିତ” (ଦେଖ: [[rc://or/ta/man/translate/figs-metonymy]]) -PHP 3 19 sv5z figs-metonymy οἱ τὰ ἐπίγεια φρονοῦντες 1 They think about earthly things ଏଠାରେ “ପାର୍ଥିବ” ଶବ୍ଦ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଶାରୀରିକ ସୁଖଭୋଗ ଦିଏ ଓ ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ନାହି I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ସମସ୍ତ ବିଷୟରେ ଚିନ୍ତା କରନ୍ତି ଯେଉଁ ସମସ୍ତ ବିଷୟ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ବରଂ ଆପଣାକୁ ସନ୍ତୁଷ୍ଟ କରିବ” (ଦେଖ: [[rc://or/ta/man/translate/figs-metonymy]]) -PHP 3 20 q1cc figs-inclusive 0 General Information: ଏଠାରେ ପାଉଲଙ୍କ ବ୍ୟବହୃତ “ଆମ୍ଭମାନଙ୍କ” ଓ “ଆମ୍ଭେମାନେ” ଶବ୍ଦ ଏଠାରେ’ ଆପଣାକୁ ଓ ଫିଲିପ୍ପୀରେ ବିଶ୍ବାସୀମାନଙ୍କୁ ସମ୍ପୃକ୍ତ କରେ I (ଦେଖ: [[rc://or/ta/man/translate/figs-inclusive]]) -PHP 3 20 n2lh ἡμῶν ... τὸ πολίτευμα ἐν οὐρανοῖς ὑπάρχει 1 our citizenship is in heaven ସମ୍ଭାବିତ ଅର୍ଥଗୁଡିକ ୧) “ଆମ୍ଭେମାନେ ସ୍ବର୍ଗର ପ୍ରଜା ଅଟୁ” କିମ୍ବା ୨) “ଆମ୍ଭମାନଙ୍କ ଦେଶ ସ୍ବର୍ଗରେ ଅଟେ” କିଅବା ୩) ଆମ୍ଭମାନଙ୍କ ପ୍ରକୃତ ଗୃହ ସ୍ବର୍ଗରେ ଅଛି I”" -PHP 3 21 eye2 ὃς μετασχηματίσει τὸ σῶμα τῆς ταπεινώσεως ἡμῶν 1 He will transform our lowly bodies ସେ ଆମ୍ଭମାନଙ୍କ ଦୁର୍ବଳ, ପାର୍ଥିବ ଶରୀରକୁ ରୂପାନ୍ତରିତ କରିବେ -PHP 3 21 b2bc σύμμορφον τῷ σώματι τῆς δόξης αὐτοῦ 1 into bodies formed like his glorious body ଆପଣା ଗୌରବମୟ ଶରୀର ସଦୃଶ ଶରୀରରେ -PHP 3 21 qz6p figs-activepassive τῷ σώματι ... κατὰ τὴν ἐνέργειαν τοῦ δύνασθαι αὐτὸν, καὶ ὑποτάξαι αὑτῷ τὰ πάντα 1 body, formed by the might of his power to subject all things to himself ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଶରୀର” I ସେ ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଥିବା ସେହି ଶକ୍ତି ଦ୍ବାରା ଆମ୍ଭମାନଙ୍କ ଶରୀରକୁ ରୂପାନ୍ତରିତ କରିବେ” (ଦେଖ: [[rc://or/ta/man/translate/figs-activepassive]]) -PHP 4 intro rp5c 0 # ଫିଲିପ୍ପୀୟ ୦୪ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### “ମୋହର ଆନନ୍ଦ ଓ ମୋହର ମୁକୁଟ”
ପାଉଲ ଫିଲ୍ଲିପିୟମାନଙ୍କୁ ଆତ୍ମିକତାରେ ପରିପକ୍ବ ହେବା ନିମନ୍ତେ ସାହାଯ୍ୟ କରିଥିଲେ I ଫଳସ୍ବରୂପ, ପାଉଲ ଆନନ୍ଦିତ ହେଲେ ଓ ଈଶ୍ବର ତାହାଙ୍କୁ ଓ ତାହାଙ୍କ କାର୍ଯ୍ୟକୁ ସମ୍ମାନ କଲେ I ସେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଅନୁଶାସନ କରିବା ବିବେଚନା କଲେ ଓ ଖ୍ରୀଷ୍ଟିଆନ ଜୀବନର ଗୁରୁତ୍ବପୂର୍ଣ୍ଣ ବିଷୟ ସ୍ବରୁପ ଆତ୍ମିକତାରେ ବୃଦ୍ଧି ହେବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରନ୍ତି I (ଦେଖ: [[rc://or/tw/dict/bible/kt/spirit]] ଓ [[rc://or/tw/dict/bible/kt/disciple]])

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

### ଇୟଦିଆ ଓ ସୁନ୍ତୁଖୀ
ସ୍ପଷ୍ଟଭାବରେ, ଏହି ଦୁଇଜଣ ସ୍ତ୍ରୀଲୋକ ପରସ୍ପର ଏକମତ ନଥିଲେ I ପାଉଲ ସେମାନଙ୍କୁ ଏକମତ ହେବାକୁ ଉତ୍ସାହ ଦେଉଛନ୍ତି I (ଦେଖ: [[rc://or/ta/man/translate/figs-explicit]])
+PHP 3 13 ia2b figs-metaphor τὰ μὲν ὀπίσω ἐπιλανθανόμενος, τοῖς δὲ ἔμπροσθεν ἐπεκτεινόμενος 1 I forget what is behind and strain for what is ahead \n \n\n**ପଛରେ ଥିବା ବିଷୟକୁ ଭୁଲି ଏବଂ ସମ୍ମ‌ୁଖରେ ଥିବା ବିଷୟ ପାଇଁ ଚେଷ୍ଟା** କରିବା ବାକ୍ୟରେ, ପାଉଲ ପୁରସ୍କାର\n ପାଇବା ପାଇଁ ଦୌଡ଼ରେ ଥିବା ବ୍ୟକ୍ତିଙ୍କ ଚିତ୍ର ବ୍ୟବହାର କରୁଛନ୍ତି । ପାଉଲ ନିଜକୁ ଚିତ୍ରଣ\n କରନ୍ତି ଏବଂ ଫିଲିପ୍ପୀୟ ୩: ୧୪ ର ଶେଷ ପର୍ଯ୍ୟନ୍ତ ସେ ଏହି ରୂପକକୁ ବ୍ୟବହାର\n କରନ୍ତି ।  ଯଦି ଏହି ରୂପକ ଆପଣଙ୍କ ସଂସ୍କୃତିରେ ଅପରିଚିତ, ତେବେ ଅନ୍ୟ ଏକ ରୂପକ\n  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ପାଠକମାନଙ୍କ\n ପାଇଁ ପରିଚିତ ହେବ, କିମ୍ବା ଆପଣ ଏହାକୁ ସରଳ ଭାଷାରେ ପ୍ରକାଶ\n କରିପାରିବେ , ଯେପରି UST କରେ । ବିକଳ୍ପ ଅନୁବାଦ: “ଜଣେ ଧାବକ ପରି, ମୁଁ ମୋ ପଛରେ\n ଥିବା ବିଷୟକୁ ଭୁଲିଯାଏ ଏବଂ ମୋର ସମସ୍ତ ପ୍ରୟାସକୁ ମୋ ସାମ୍ନାରେ ରଖେ” କିମ୍ବା “ଧାବକ ପରି, ମୋର ଗୋଟିଏ ଲକ୍ଷ\n ଅଛି, ଏବଂ ସେଥିପାଇଁ ମୁଁ\n ପଛକୁ ଦେଖେ ନାହିଁ ।  ମୁଁ ଦୌଡ଼େ, କିନ୍ତୁ କେବଳ ଆଗକୁ ଅପେକ୍ଷା କରେ ଯେପରି ମୁଁ ମୋର ସମସ୍ତ ଶକ୍ତି ସହ ଲକ୍ଷ ସ୍ଥଳରେ ପହଞ୍ଚିବି\n ”(ଦେଖନ୍ତୁ: rc://en/ta/man/translate/figs-metaphor)\n\n\n +PHP 3 14 z39s figs-metaphor κατὰ σκοπὸν διώκω εἰς τὸ βραβεῖον τῆς ἄνω κλήσεως τοῦ Θεοῦ ἐν Χριστῷ Ἰησοῦ 1 I press on toward the goal to win the prize of the upward calling of God in Christ Jesus \n \n\nଏହି ପଦରେ ପାଉଲ ପୁରସ୍କାର ଜିତିବା ପାଇଁ ଏକ ଦୌଡ ପ୍ରତିଦ୍ୱନ୍ଦ୍ୱିତା\n କରୁଥିବା ଧାବକର ରୂପକ  ବ୍ୟବହାର କରନ୍ତି ।  ଏହି ପଦରେ ପାଉଲ କହନ୍ତି ଯେ ତାଙ୍କର **ଲକ୍ଷ୍ୟ**, ଯାହା ପାଇଁ ସେ\n କଠିନ ପରିଶ୍ରମ କରନ୍ତି, ସେହି **ପୁରସ୍କାର** ଜିତିବା ଯାହା ଈଶ୍ଵର\n ଖ୍ରୀଷ୍ଟଙ୍କୁ ଅନୁସରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେବାକୁ ପ୍ରତିଜ୍ଞା କରୁଥିବା ।  ଯଦି ଏହି ରୂପକ ଆପଣଙ୍କ ସଂସ୍କୃତିରେ ଅପରିଚିତ, ଅନ୍ୟ ଏକ ରୂପକ  ବ୍ୟବହାର କରନ୍ତୁ, କିମ୍ବା ଏହି ରୂପକ  ପଛରେ ଥିବା ଧାରଣାକୁ ଅନୁବାଦ କରିବା ପାଇଁ ସରଳ  ଭାଷା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵରଙ୍କ\n ଉର୍ଦ୍ଧ୍ୱ ଆହ୍ବାନ ପୁରସ୍କାର ପାଇବା ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା\n କରେ” କିମ୍ବା “ମୁଁ କଠିନ ପରିଶ୍ରମ କରେ ଯାହା ଦ୍ଵାରା ମୁଁ ମୋ ଲକ୍ଷ୍ୟରେ ପହଞ୍ଚି ପାରିବି”\n (ଦେଖନ୍ତୁ: rc://en/ta/man/translate/figs-metaphor )\n\n\n +PHP 3 14 lmr6 figs-metaphor τῆς ἄνω κλήσεως 1 the upward calling \n \n\n**ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର** ବାକ୍ୟର\n ଅର୍ଥ ହୋଇପାରେ: (୧) ଯେ ପୁରସ୍କାର ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନ ଅଟେ ।  ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର\n ପୁରସ୍କାର ଗ୍ରହଣ କର” କିମ୍ବା “ଈଶ୍ଵରଙ୍କ ସ୍ୱର୍ଗୀୟ ନିମନ୍ତ୍ରଣର ପୁରସ୍କାର ଗ୍ରହଣ କର”\n (୨) ଯେ ଈଶ୍ଵରଙ୍କ ସ୍ୱର୍ଗୀୟ ଆହ୍ୱାନ  ଏବଂ ଈଶ୍ଵରଙ୍କ ପୁରସ୍କାର ପାଇବାକୁ ଏକ ଆହ୍ୱାନ  ଅଟେ । ବିକଳ୍ପ ଅନୁବାଦ:\n “ପୁରସ୍କାର ପାଇବା ପାଇଁ ଈଶ୍ଵରଙ୍କ ସ୍ୱର୍ଗୀୟ ଆହ୍ୱାନ ର ଉତ୍ତର ଦିଅ” କିମ୍ବା “ପୁରସ୍କାର\n ପାଇବା ପାଇଁ ଈଶ୍ଵରଙ୍କ ନିମନ୍ତ୍ରଣର ଉତ୍ତର ଦିଅ” (ଦେଖନ୍ତୁ: rc://en/ta/man/translate/figs-extrainfo)\n\n\n +PHP 3 15 de4y ὅσοι ... τέλειοι, τοῦτο φρονῶμεν 1 All of us who are mature, let us think this way \n \n\n**ତେଣୁ** ଶବ୍ଦଟି ସୂଚାଏ ଯେ ପାଉଲ ତାଙ୍କର\n ବ୍ୟକ୍ତିଗତ ଅଭିଜ୍ଞତାରେ (ଫିଲିପ୍ପୀୟ ୩:୪-୧୪) (ଫିଲିପ୍ପୀୟ ୩:୧୫-୧୭) ରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ\n ଫିଲିପ୍ପୀୟମାନଙ୍କୁ ଶିକ୍ଷା ସ୍ଥାନାନ୍ତର କରୁଛନ୍ତି ।  ସେହି ବାକ୍ୟ ଗଠନକୁ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ଏହି ଅର୍ଥକୁ ସର୍ବୋତ୍ତମ\n ଭାବରେ ପ୍ରକାଶ କରିବ ।(ଦେଖନ୍ତୁ:rc://en/ta/man/translate/grammar-connect-words-phrases)\n\n\n +PHP 3 15 yy22 καὶ τοῦτο ὁ Θεὸς ὑμῖν ἀποκαλύψει 1 God will also reveal that to you \n \n\nବିକଳ୍ପ ଅନୁବାଦ: “ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ଏହା\n ସ୍ପଷ୍ଟ କରିବେ” କିମ୍ବା “ଈଶ୍ଵର ନିଶ୍ଚିତ କରିବେ ଯେ ତୁମ୍ଭେ ଏହା ଜାଣିଛ”\n\n\n +PHP 3 16 pxn9 figs-inclusive εἰς ὃ ἐφθάσαμεν, τῷ αὐτῷ στοιχεῖν 1 whatever we have reached, let us hold on to it \n \n\nଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି  ଏହି ପଦରେ, ସେ ନିଜ ଏବଂ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ\n ବିଷୟରେ କହଛନ୍ତି, ତେଣୁ **ଆମ୍ଭେମାନେ**  ଏଠାରେ ବହୁବଚନ ଅଟେ । ଆପଣଙ୍କ ଭାଷା ହୁଏତ ଆମ୍ଭମାନଙ୍କୁ  ଏହି ଦୁଇଟି ବ୍ୟବହାରକୁ ଅନ୍ତର୍ଭୂକ୍ତ ବାକ୍ୟ ଗଠନ ଅଟେ।  ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ସମସ୍ତେ ସମାନ\n ସତ୍ୟ ସର୍ବଦା ପାଳନ କରିବା” (ଦେଖନ୍ତୁ: rc://en/ta/man/translate/figs-exclusive)\n\n\n +PHP 3 17 jed4 συνμιμηταί μου γίνεσθε 1 Be imitators of me \n \n\nବିକଳ୍ପ ଅନୁବାଦ: “ମୁଁ ଯାହା କରେ ତାହା କର”\n କିମ୍ବା “ମୁଁ ଯେପରି ବଞ୍ଚେ ସେହିପରି ବଞ୍ଚ”\n\n\n +PHP 3 17 uxc5 ἀδελφοί 1 brothers \n \n\nଫିଲିପ୍ପୀୟ ୧: ୧ ରେ ଆପଣ **ଭାଇ** ଶବ୍ଦକୁ କିପରି ଅନୁବାଦ\n କରିଛନ୍ତି ଦେଖନ୍ତୁ । \n\n\n +PHP 3 17 h4tv τοὺς οὕτω περιπατοῦντας, καθὼς ἔχετε τύπον ἡμᾶς 1 those who are walking by the example that you have in us \n \n\nବିକଳ୍ପ ଅନୁବାଦ: “ସେହି ଲୋକମାନେ ଯେଉଁମାନେ ଠିକ\n ସେହିପରି ଜୀବନଯାପନ କରୁଛନ୍ତି ଏବଂ ମୁଁ ତୁମ୍ଭମାନଙ୍କର  ଉଦାହରଣ ଅନୁସରଣ କରୁଛି” କିମ୍ବା “ସେହି ଲୋକମାନେ\n ଯେଉଁମାନେ ମୁଁ ଯାହା କରେ ଏବଂ ଆମ୍ଭମାନଙ୍କୁ  ଅନୁକରଣ କରୁଛନ୍ତି”\n\n\n +PHP 3 18 ab61 πολλοὶ ... περιπατοῦσιν ... τοὺς ἐχθροὺς τοῦ σταυροῦ τοῦ Χριστοῦ 1 Many are walking ... as enemies of the cross of Christ \n \n\nଏଠାରେ, **ଆଚରଣ** ଶବ୍ଦ ଏକ ଯିହୁଦୀ ବକ୍ତବ୍ୟର ଅଟେ ଯାହାର ଅର୍ଥ  “ବଞ୍ଚିବା” କିମ୍ବା “ଜଣଙ୍କର ଜୀବନଯାପନ କରିବା”\n ଅଟେ । ଯିହୁଦୀ\n ସଂସ୍କୃତିରେ ଜଣେ ବ୍ୟକ୍ତିର ଆଚରଣ ଏକ ରାସ୍ତାରେ ଯିବା ସହ ତୁଳନା କରାଯାଉଥିଲା ।  ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ\n ପାରନ୍ତି , ତେବେ ଏହାକୁ ସରଳ ଭାଷାରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଅନେକ ଜୀବନଯାପନ କରନ୍ତି” କିମ୍ବା “ଅନେକ ଲୋକ ସେମାନଙ୍କ ଜୀବନଯାପନ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 3 18 kr19 figs-metaphor πολλοὶ ... περιπατοῦσιν 1 Many are walking +PHP 3 18 x2lu οὓς πολλάκις ἔλεγον ὑμῖν, νῦν δὲ καὶ κλαίων, λέγω 1 those about whom I have often told you, and now I am telling you with tears +PHP 3 18 zwp3 πολλάκις ἔλεγον ὑμῖν 1 I have often told you \n \n\n**ଅନେକଙ୍କ ପାଇଁ** ବାକ୍ୟାଂଶ ଏକ ଶବ୍ଦ ଛାଡିଦିଏ\n ଯାହାକି କିଛି ଭାଷାରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବାକୁ ଆବଶ୍ୟକ କରିପାରେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ପ୍ରସଙ୍ଗରୁ ଉଲ୍ଲେଖ\n ନ ଥିବା ଶବ୍ଦ ଯୋଗାଇ ପାରିବେ ।  ବିକଳ୍ପ ଅନୁବାଦ: “ଅନେକ ଲୋକ ଆଚରଣ କରନ୍ତି” (ଦେଖନ୍ତୁrc://en/ta/man/translate/figs-ellipsis)\n\n\n +PHP 3 18 h6pc κλαίων, λέγω 1 am telling you with tears \n \n\nବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ\n ବହୁତ ଦୁଃଖର ସହ କହୁଛି”\n\n\n +PHP 3 18 n8q2 figs-metonymy τοὺς ἐχθροὺς τοῦ σταυροῦ τοῦ Χριστοῦ 1 as enemies of the cross of Christ \n \n\nପାଉଲ ସାଙ୍କେତିକ ଭାବରେ ଯୀଶୁଙ୍କ ମୃତ୍ୟୁ ଏବଂ\n ପୁନରୁତ୍ଥାନର ସୁସମାଚାର ଏବଂ ଏହି ବିଷୟଗୁଡ଼ିକୁ ଖ୍ରୀଷ୍ଟଙ୍କ କ୍ରୁଶ ସହ ଯୋଡି ଏହି\n ସୁସମାଚାର ପ୍ରଚାର କାର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି ।  ଏଠାରେ, **ଖ୍ରୀଷ୍ଟଙ୍କ କ୍ରୁଶ** ବାକ୍ୟଟି ସୁସମାଚାର ବାର୍ତ୍ତା ଏବଂ ସୁସମାଚାର ବାର୍ତ୍ତା\n ବିସ୍ତାର କରିବାର କାର୍ଯ୍ୟ ସହ  ସମକକ୍ଷ ଅଟେ । **ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ** ବାକ୍ୟ ସେହି\n ଲୋକମାନଙ୍କୁ ସୂଚାଏ ଯେଉଁମାନେ ସୁସମାଚାରର ବାର୍ତ୍ତାକୁ ବିରୋଧ କରନ୍ତି ଏବଂ ଯେଉଁମାନେ\n ଅନ୍ୟମାନଙ୍କ ସହ  ସୁସମାଚାର ପ୍ରଚାର କରନ୍ତି\n ସେମାନଙ୍କୁ ବିରୋଧ କରନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସରଳ  ଭାଷାରେ  ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ସୁସମାଚାରର ଶତ୍ରୁ ଭାବରେ” କିମ୍ବା “ଯୀଶୁଙ୍କ\n ବିଷୟରେ ବାର୍ତ୍ତାର ଶତ୍ରୁ ତଥା ଯେଉଁମାନେ ଏହାକୁ ଘୋଷଣା କରନ୍ତି ସେମାନଙ୍କ ଶତ୍ରୁ ଭାବରେ”\n କିମ୍ବା “ଯୀଶୁଙ୍କ ବିଷୟରେ ବାର୍ତ୍ତାର ଶତ୍ରୁ ଭାବରେ ଏବଂ ଅନ୍ୟମାନଙ୍କ ସହ ପ୍ରଚାର କରୁଥିବା\n ଶତ୍ରୁ ଭାବରେ” ( ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 3 19 v8gv ὧν τὸ τέλος ἀπώλεια 1 Their end is destruction \n \n\nଯଦି ଆପଣଙ୍କ ଭାଷା **ଶେଷର** ଧାରଣା ପାଇଁ ଏକ ଗୁଣବାଚକ\n  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଗୁଣବାଚକ\n ବିଶେଷ୍ୟର ଶେଷ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ଵର ବିନାଶ କରିବେ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 3 19 hn9i figs-metaphor ὧν ὁ Θεὸς ἡ κοιλία 1 their god is their stomach \n \n\nଏଠାରେ ପାଉଲ ଆନନ୍ଦ ପାଇଁ ସମସ୍ତ ଶାରୀରିକ ଇଚ୍ଛାକୁ\n ପ୍ରତିପାଦିତ କରିବା ପାଇଁ **ପେଟକୁ** ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ପାଉଲ ସେମାନଙ୍କ **ପେଟକୁ**\n ସେମାନଙ୍କର ଈଶ୍ୱର ବୋଲି କହିବା ଦ୍ୱାରା, ଏହାର ଅର୍ଥ \n ଏହି ଲୋକମାନେ ଈରଙ୍କୁ ପ୍ରେମ କରିବା ଏବଂ ସେବା କରିବା ପରିବର୍ତ୍ତେ ଭୋଗ ପାଇଁ\n ସେମାନଙ୍କର ଶାରୀରିକ ଇଚ୍ଛାକୁ ଭଲ ପାଆନ୍ତି ଏବଂ ସେବା କରନ୍ତି ।  ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦକୁ ବୁଝି ନ ପାରନ୍ତି , ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ଅଭିବ୍ୟକ୍ତି\n ବ୍ୟବହାର କରିପାରିବେ, କିମ୍ବା ଆପଣ ସରଳ  ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କ ସେବା\n କରିବା ପରିବର୍ତ୍ତେ ଖାଦ୍ୟ ଏବଂ ଅନ୍ୟାନ୍ୟ ଭୋଗ ପାଇଁ ସେମାନଙ୍କର ଇଚ୍ଛାକୁ ସେବା କରନ୍ତି”\n କିମ୍ବା “ଯେଉଁମାନେ ଈଶ୍ଵରଙ୍କୁ ମାନିବା ପରିବର୍ତ୍ତେ ସେମାନଙ୍କର ଶାରୀରିକ ଭୋକକୁ ମାନନ୍ତି”\n କିମ୍ବା “ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରିବା ଅପେକ୍ଷା ଆନନ୍ଦକୁ ଅଧିକ ପ୍ରେମ କରନ୍ତି”\n (ଦେଖନ୍ତୁ: rc://en/ta/man/translate/figs-synecdoche)\n\n\n +PHP 3 19 u9cl figs-metonymy ἡ δόξα ἐν τῇ αἰσχύνῃ αὐτῶν 1 their pride is in their shame \n \n\nଏଠାରେ, **ଲଜ୍ଜା** ସେହି କାର୍ଯ୍ୟଗୁଡ଼ିକ ବୁଝାଏ ଯେଉଁଥି\n ପାଇଁ ଲୋକମାନେ ଲଜ୍ଜିତ ହେବା ଉଚିତ କିନ୍ତୁ ନୁହେଁ ।  ବିକଳ୍ପ ଅନୁବାଦ: “ସେମାନେ ସେହି ବିଷୟଗୁଡ଼ିକ ପାଇଁ ଗର୍ବିତ, ଯାହା ସେମାନଙ୍କ\n ପାଇଁ ଲଜ୍ଜା ଉତ୍ପନ୍ନ କରାଏ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 3 19 sv5z figs-metonymy οἱ τὰ ἐπίγεια φρονοῦντες 1 They think about earthly things \n \n\nଏଠାରେ, **ପାର୍ଥିବ** ପୃଥିବୀରେ ପ୍ରତ୍ୟେକ ଦିନ ଜୀବନଯାପନ\n ସମ୍ବନ୍ଧୀୟ ସମସ୍ତ ବିଷୟକୁ ସୂଚାଏ ।  ବିକଳ୍ପ ଅନୁବାଦ: “ଯିଏ କେବଳ ଏହି ପୃଥିବୀର ବିଷୟଗୁଡ଼ିକ ବିଷୟରେ ଚିନ୍ତା କରେ” କିମ୍ବା\n “ଯିଏ କେବଳ ଏହି ଜୀବନର ବିଷୟଗୁଡ଼ିକ ବିଷୟରେ ଚିନ୍ତା କରେ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 3 20 q1cc figs-inclusive 0 General Information: \n \n\nଏଠାରେ ଯେତେବେଳେ ପାଉଲ **ଆମ୍ଭମାନଙ୍କର**  ଏବଂ **ଆମ୍ଭେମାନେ**  ବ୍ୟବହାର କରନ୍ତି, ସେ ନିଜକୁ ଏବଂ ଫିଲିପ୍ପୀରେ ବିଶ୍ଵାସୀମାନଙ୍କୁ ସୂଚାଉଛନ୍ତି, ତେଣୁ **ଆମ୍ଭମାନଙ୍କର**\n  ଏବଂ **ଆମ୍ଭେମାନେ**  ଅନ୍ତର୍ଭୂକ୍ତ ଅଟେ ।  ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟ ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।  (ଦେଖନ୍ତୁ: rc://en/ta/man/translate/figs-exclusive)\n\n\n +PHP 3 20 n2lh ἡμῶν ... τὸ πολίτευμα ἐν οὐρανοῖς ὑπάρχει 1 our citizenship is in heaven +PHP 3 21 eye2 ὃς μετασχηματίσει τὸ σῶμα τῆς ταπεινώσεως ἡμῶν 1 He will transform our lowly bodies +PHP 3 21 b2bc σύμμορφον τῷ σώματι τῆς δόξης αὐτοῦ 1 into bodies formed like his glorious body +PHP 3 21 qz6p figs-activepassive τῷ σώματι ... κατὰ τὴν ἐνέργειαν τοῦ δύνασθαι αὐτὸν, καὶ ὑποτάξαι αὑτῷ τὰ πάντα 1 body, formed by the might of his power to subject all things to himself +PHP 4 intro rp5c 0 \n PHP 4 1 zk6q figs-you 0 General Information: ଯେତେବେଳେ ପାଉଲ କହନ୍ତି “ମୋହର ପ୍ରକୃତ ସହକର୍ମୀ,” “ତୁମ୍ଭେ” ଶବ୍ଦ ଏକବଚନ ଅଟେ I ପାଉଲ କୌଣସି ବ୍ୟକ୍ତିର ନାମ କହୁ ନାହାନ୍ତି I ସେ ତାହାଙ୍କୁ ଏପରି ସମ୍ବୋଧନ କରୁଛନ୍ତି ଯେ ସେ ପାଉଲଙ୍କ ସହିତ ମିଶି ସୁସମାଚାର ପ୍ରଚାର କାର୍ଯ୍ୟ କରିଥିଲେ I (ଦେଖ: [[rc://or/ta/man/translate/figs-you]]) PHP 4 1 xmc4 0 Connecting Statement: ପାଉଲ ଏକମନା ହେବା ବିଷୟରେ ଫିଲିପ୍ପୀର ବିଶ୍ବାସୀମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଉପଦେଶ ଦେବା ଜାରି ରଖନ୍ତି ଏବଂ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ନିମନ୍ତେ ସାହାଯ୍ୟକାରୀ ପରାମର୍ଶ ଦେଉଛନ୍ତି I PHP 4 1 fe2y ὥστε, ἀδελφοί μου ἀγαπητοὶ καὶ ἐπιπόθητοι 1 Therefore, my beloved brothers whom I long for ହେ ମୋହର ସହବିଶ୍ବାସୀମାନେ, ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଅଛି ଓ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରୁଅଛି