Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 15:19:32 +00:00
parent 16b35fd8a2
commit e3e1d72ef1
1 changed files with 2 additions and 2 deletions

View File

@ -206,7 +206,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 7 va6p ἀγαπῶμεν ἀλλήλους 1 let us love one another
1JN 4 7 zvt9 καὶ πᾶς ὁ ἀγαπῶν, ἐκ τοῦ Θεοῦ γεγέννηται, καὶ γινώσκει τὸν Θεόν 1 and everyone who loves is born from God and knows God  ଆପଣ ଏହି ଶବ୍ଦକୁ [2:29](https://create.translationcore.com/02/29.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ପିତା ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 7 c6w6 ὅτι ἡ ἀγάπη ἐκ τοῦ Θεοῦ ἐστιν 1 for love is from God **ଈଶ୍ଵରଙ୍କଠାରୁ** ଅଭିବ୍ୟକ୍ତିର ଅର୍ଥ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରିବାକୁ ଆମ୍ଭମାନଙ୍କୁ ପ୍ରେରଣା ଦିଅନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 7 ec73 figs-metaphor ἐκ τοῦ Θεοῦ ... γεγέννηται 1 born from God ଆପଣ ଏହି ରୂପକକୁ [2:29](https://create.translationcore.com/02/29.md)ରେ ଏବଂ [3:9](https://create.translationcore.com/03/9.md) କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 7 ec73 figs-metaphor ἐκ τοῦ Θεοῦ ... γεγέννηται 1 born from God ଆପଣ ଏହି  [2:29](https://create.translationcore.com/02/29.md) ଏବଂ [3:9](https://create.translationcore.com/03/9.md) ରୂପକକୁ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 8 kti1 figs-metaphor ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν 1 The person who does not love does not know God, for God is love ଈଶ୍ଵର ଆପଣା ଚରିତ୍ରରେ କିପରି ଅଟନ୍ତି ତାହା ତାହା ବର୍ଣ୍ଣନା କରିବାକୁ ଏହା ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 9 i2b5 0 Because of this ... among us, that God has sent his only Son **ଏଥିରେ** ବାକ୍ୟାଂଶ ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ  ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 9 y4m8 figs-abstractnouns ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God was revealed among us ଏଠାରେ, **ଈଶ୍ଵରଙ୍କ ପ୍ରେମ,** ଈଶ୍ଵରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପାଇଁ ଈଶ୍ଵରଙ୍କ ପ୍ରେମ” ( [[rc://en/ta/man/translate/figs-possession]]ଦେଖନ୍ତୁ)
@ -218,7 +218,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 11 llp5 καὶ ἡμεῖς ὀφείλομεν ἀλλήλους ἀγαπᾶν 1 we also should love one another
1JN 4 12 sh9q figs-metaphor ὁ Θεὸς ἐν ἡμῖν μένει 1 God remains in us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 12 vt14 ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 his love is perfected in us [2:5](https://create.translationcore.com/02/05.md) ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କଲେ ଦେଖନ୍ତୁ । ଏଠାରେ , ଏହା ସ୍ପଷ୍ଟ ଯେ ଯୋହନ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ପରିବର୍ତ୍ତେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ଥିବା ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର  ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିଛି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 13 yv6s figs-metaphor ἐν ... αὐτῷ μένομεν, καὶ αὐτὸς ἐν ἡμῖν 1 we remain in him and he in us **ରହିବା** ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖୁ, ଏବଂ ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 13 yv6s figs-metaphor ἐν ... αὐτῷ μένομεν, καὶ αὐτὸς ἐν ἡμῖν 1 we remain in him and he in us ରହିବା ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖୁ, ଏବଂ ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 13 m69h figs-ellipsis καὶ αὐτὸς ἐν ἡμῖν 1 and he in us **ଏବଂ ସେ ଆମ୍ଭମାନଙ୍କର ମଧ୍ୟରେ** ଅଭିବ୍ୟକ୍ତିରେ ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କଠାରେ ରହୁ ଏବଂ ସେ ଆମ୍ଭମାନଙ୍କଠାରେ ରହନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 4 13 gj7p 0 By this we know ... us, because he has given ଆପଣଙ୍କ  ଅନୁବାଦ ଅଧିକ ସ୍ପଷ୍ଟ ହୋଇପାରେ ଯଦି ଆପଣ  ସେହି ଶବ୍ଦକୁ ଅନୁବାଦ ନ କରନ୍ତି କିମ୍ବା ଯଦି ଆପଣ  ଏହାକୁ “କାରଣ” ଭାବରେ ଅନୁବାଦ କରନ୍ତି ଏବଂ **ଏଥିରେ** ଅଭିବ୍ୟକ୍ତି ଉଲ୍ଲେଖ ନ କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି: ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି” କିମ୍ବା “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, କାରଣ ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି ।”
1JN 4 13 dge3 ὅτι ... ἐκ τοῦ Πνεύματος αὐτοῦ δέδωκεν ἡμῖν 1 because he has given us some of his Spirit **ର** ଶବ୍ଦର ଅର୍ଥ “କେତେକ” ଅଟେ। ଈଶ୍ଵର କେବଳ ତାହାଙ୍କ କେତେକ ଆତ୍ମାକୁ ସମସ୍ତ  ବିଶ୍ଵାସୀମାନଙ୍କ  ସମ୍ପ୍ରଦାୟକୁ ଦେଇଛନ୍ତି ବୋଲି ଯୋହନ କହନ୍ତି ନାହିଁ। ବରଂ, ଯୋହନ କହନ୍ତି  ଯେ ତାହାଙ୍କ ଆତ୍ମା ଦ୍ଵାରା, ଈଶ୍ଵର  ସମସ୍ତ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ଭାବରେ ଉପସ୍ଥିତ, ଏବଂ ପ୍ରତ୍ୟେକ ବିଶ୍ଵାସୀ  ନିଜ ଜୀବନରେ ଆତ୍ମାଙ୍କ ଉପସ୍ଥିତି ଦ୍ୱାରା ଈଶ୍ଵରଙ୍କ ସେହି ପୂର୍ଣ୍ଣ ଉପସ୍ଥିତିକୁ ଅନୁଭବ କରନ୍ତି । ଆପଣଙ୍କ  ଅନୁବାଦରେ ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ଵରଙ୍କ ତାହାଙ୍କ ଆତ୍ମାଠାରୁ କମ୍ ହୁଏ ନ ଅହିଁ ଯେହେତୁ ଆମ୍ଭମାନଙ୍କ ପ୍ରତ୍ୟେକଙ୍କର କେତେକ ଅଛି । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ତାହାଙ୍କ ଆତ୍ମା ପଠାଇଲେ”

Can't render this file because it contains an unexpected character in line 2 and column 3771.