From e26fe982686cd37ea9e158385a27d957a7705ea5 Mon Sep 17 00:00:00 2001 From: Gayatri-Digal Date: Sun, 24 Oct 2021 09:46:42 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 30 +++++++++++++++--------------- 1 file changed, 15 insertions(+), 15 deletions(-) diff --git a/en_tn_63-1JN.tsv b/en_tn_63-1JN.tsv index ad44e18..258db4b 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -174,21 +174,21 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 3 16 a2cq figs-idiom 0 Christ laid down his life for us ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ଆପଣା ପ୍ରାଣ ଦାନକଲେ” କିମ୍ବା “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ମୃତ୍ୟୁଭୋଗ କଲେ” । ( [[rc://en/ta/man/translate/figs-idiom]]ଦେଖନ୍ତୁ) 1JN 3 17 nlj7 0 the world's goods ଏହି ପତ୍ରରେ ଯୋହନ  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ସୃଷ୍ଟ ଜଗତକୁ, ଏବଂ ବସ୍ତୁ ସମ୍ବନ୍ଧୀୟ ବିଷୟ ଯେପରିକି ଏହି ପ୍ରସଙ୍ଗରେ ଅର୍ଥ, ଖାଦ୍ୟ ଏବଂ ପୋଷାକକୁ ବୁଝାଏ । ବିକଳ୍ପ ଅନୁବାଦ: “ସମ୍ପତ୍ତି ଆଧିକାର” ( [[rc://en/ta/man/translate/figs-metonymy]]ଦେଖନ୍ତୁ) 1JN 3 17 b6lh θεωρῇ τὸν ἀδελφὸν αὐτοῦ χρείαν ἔχοντα 1 sees his brother in need ବିକଳ୍ପ ଅନୁବାଦ: “ଯାହାକୁ ସାହାଯ୍ୟ ଆବଶ୍ୟକ ଅଛି” -1JN 3 17 zql1 figs-metonymy 0 shuts up his heart of compassion from him ଏଠାରେ “ହୃଦୟ” ଶଦ୍ଦ “ବିଚାର” ଏବଂ “ଭାବନା” ନିମନ୍ତେ ଲକ୍ଷଣ ସୂଚକ ଅଟେ । ଏଠାରେ “କରୁଣାରେ ତାହାଙ୍କ ହୃଦୟକୁ ବନ୍ଦ କରିଦିଅନ୍ତି” କାହାକୁ କେବେହେଁ ଦୟା ନଦେଖାଇବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କରୁଣା ଦେଖାଅ ନାହିଁ” କିମ୍ବା “ସ୍ବଇଚ୍ଛାରେ ତାହାକୁ ସାହାଯ୍ୟ କର ନାହିଁ” (ଦେଖ: [[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]) -1JN 3 17 l8u4 figs-rquestion πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 how does the love of God remain in him? ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ନାହିଁ” (ଦେଖ: [[rc://en/ta/man/translate/figs-rquestion]]) -1JN 3 18 g6uh figs-metaphor 0 My dear children ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ପ୍ରତି ଆପଣା ପ୍ରେମ ଦେଖାଇବାକୁ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ ୨:୧] (../୦୨/୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମେ ମୋର ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: [[rc://en/ta/man/translate/figs-metaphor]]) -1JN 3 18 p91w figs-doublet μὴ ἀγαπῶμεν λόγῳ, μηδὲ τῇ γλώσσῃ, ἀλλὰ ἐν ἔργῳ καὶ ἀληθείᾳ 1 let us not love in word nor in tongue, but in actions and truth ବାକ୍ୟାଂଶ ଖଣ୍ଡ “ବାକ୍ୟରେ” ଏବଂ “ଜିହ୍ବାରେ” ଉଭୟ ଜଣେ ବ୍ୟକ୍ତି ଯାହା କହେ ସେହି ବିଷୟକୁ ଦର୍ଶାଏ । “ପ୍ରେମ” ଶବ୍ଦ ବାକ୍ୟର ଦିତ୍ବୀୟ ଭାଗରେ ବୁଝାଯାଏ । ଅନ୍ୟ ଏକ ଅନୁବାଦରେ: “କେବଳ କୁହ ନାହିଁ ଯେ ତୁମେ ଲୋକମାନଙ୍କୁ ପ୍ରେମ କରୁଅଛ, କିନ୍ତୁ ଦେଖାଅ ଯେ ତୁମେ ସେମାନଙ୍କୁ ସାହାଯ୍ୟ କରିବା ଦ୍ବାରା ଲୋକମାନଙ୍କୁ ପ୍ରେମ କରୁଅଛ” (ଦେଖ: [[rc://en/ta/man/translate/figs-doublet]] ଏବଂ [[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-ellipsis]]) -1JN 3 19 up2h 0 Connecting Statement: ଏଠାରେ ଯୋହନ ଈଶ୍ବରଙ୍କ ପ୍ରତି ଏବଂ ପରସ୍ପର ପ୍ରତି ଆନ୍ତରିକତାର ସହ ବିଶ୍ବସୀମାନେ ପ୍ରେମ କରିବା କ୍ଷମତାକୁ ସମ୍ଭାବିତ ଅର୍ଥ କରନ୍ତି ([୧ ଯୋହନ ୩:୧୮](../୦୩/୧୮.md))ଏକ ଚିହ୍ନ ଅଟେ ଯାହା ସେମାନଙ୍କ ନୂତନ ଜୀବନ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟତାରୁ ପ୍ରକୃତରେ ଜାତ ହେଲା । -1JN 3 19 qx9c ἐκ τῆς ἀληθείας ἐσμέν 1 we are from the truth ଆମ୍ଭେମାନେ ସତ୍ୟରୁ ଜାତ କିମ୍ବା ଅନ୍ୟ ଏକ ଅନୁବାଦରେ:“ଆମ୍ଭେମାନେ ଯୀଶୁ ଶିକ୍ଷା ଅନୁସାରେ ଜୀବନଯାପନ କରୁଛୁ” -1JN 3 19 mv6c figs-metonymy πείσομεν τὰς καρδίας ἡμῶν 1 we assure our hearts ଏଠାରେ “ହୃଦୟ” ଶବ୍ଦ ଭାବନାକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଦୋଷୀ ଅନୁଭବ କରୁ ନାହୁଁ” (ଦେଖ: [[rc://en/ta/man/translate/figs-metonymy]]) -1JN 3 20 f594 figs-metonymy ἐὰν καταγινώσκῃ ἡμῶν ἡ καρδία 1 if our hearts condemn us ଏଠାରେ “ହୃଦୟ” ଲୋକମାନଙ୍କ ଭାବନା କିମ୍ବା ଜ୍ଞାନ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ । ଏଠାରେ “ହୃଦୟ ଅମ୍ଭମାନଙ୍କୁ ନିନ୍ଦା କରେ” ଦୋଶୀ ଅନୁଭବ କରିବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯଦି ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ପାପ କରିଅଛୁ ଏବଂ ପରିଣାମସ୍ବରୂପ ଦୋଷୀ ଅନୁଭବ କରୁଛୁ” (ଦେଖ: [[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]) -1JN 3 20 lv7z figs-metonymy μείζων ἐστὶν ὁ Θεὸς τῆς καρδίας ἡμῶν 1 God is greater than our hearts ଏଠାରେ “ହୃଦୟ” ଲୋକମାନଙ୍କ ବିବେଚନା କିମ୍ବା ଜ୍ଞାନ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଈଶ୍ବର “ଆମ୍ଭମାନଙ୍କ ହୃଦୟ ଅପେକ୍ଷା ମହାନ”ର ଅର୍ଥ ଯାହା ଜଣେ ବ୍ୟକ୍ତି ଅପେକ୍ଷା ଈଶ୍ବର ଅଧିକ ଜାଣନ୍ତି । ସେଥିନିମନ୍ତେ ସେ ଜଣେ ବ୍ୟକ୍ତି ତୁଳନାରେ ଅଧିକ ଉତ୍ତମତାରେ ବିଚାର କରିପାରିବେ । ଏହି ସତ୍ୟତାର ପ୍ରଭାବ ସମ୍ଭବତଃ ଏହା ଅଟେ ଯାହା ଈଶ୍ବର ଆମମାନଙ୍କ ଦୟା ଅପେକ୍ଷା ଅଧିକ ଦୟାଳୁ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜାଣନ୍ତି” (ଦେଖ: [[rc://en/ta/man/translate/figs-metonymy]]) -1JN 3 21 rf96 ἀγαπητοί, ἐὰν 1 Beloved, if "ତୁମ୍ଭେମାନେ ସେହି ଲୋକ ଅଟ ଯାହାକୁ ମୁଁ ପ୍ରେମ କରେ, ଯଦି କିମ୍ବା “ପ୍ରିୟ ବନ୍ଧୁଗଣ” ଯଦି ।” ଦେଖ [୧ ଯୋହନ ୨:୭] (../୦୨/୦୭.md)ରେ ତୁମେ କିପରି ଅନୁବାଦ କରିଅଛ । -1JN 3 22 p3ga figs-metaphor τὰ ἀρεστὰ ἐνώπιον αὐτοῦ ποιοῦμεν 1 do the things that are pleasing before him ଈଶ୍ବରଙ୍କ ମତ ବିଷୟରେ ଏପରି କୁହାଯାଇଛି ଯେପରି ଏହା ତାହାଙ୍କ ସମ୍ମୁଖରେ ଘଟିବା ସେ ଦେଖନ୍ତି ସେଥିରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତାହା କରୁ ଯାହା ତାହାଙ୍କୁ ସନ୍ତୁଷ୍ଟ କରେ” (ଦେଖ: [[rc://en/ta/man/translate/figs-metaphor]]) -1JN 3 23 irb3 figs-abstractnouns 0 This is his commandment: that we should believe ... just as he gave us this commandment ଭାବନାତ୍ମକ କ୍ରିୟା “ଅଜ୍ଞା” “ଆଦେଶ” ସ୍ବରୂପ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ଅଜ୍ଞା ପାଳନ କରିବା ନିମନ୍ତେ ଆଜ୍ଞା ଦେଇଅଛନ୍ତି: ବିଶ୍ବାସ କର ... ଯେପରି ସେ ଆମ୍ଭମାନଙ୍କୁ କରିବାକୁ ଆଜ୍ଞା ଦେଇଅଛନ୍ତି” (ଦେଖ: [[rc://en/ta/man/translate/figs-abstractnouns]]) -1JN 3 23 feq7 guidelines-sonofgodprinciples τοῦ Υἱοῦ 1 Son ଏହା ଈଶ୍ବର ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ । (See: [[rc://en/ta/man/translate/guidelines-sonofgodprinciples]]) -1JN 3 24 we1m figs-metaphor 0 remains in him, and God remains in him ଜଣେ ବ୍ୟକ୍ତିଙ୍କ ସହିତ ରହିବାର ଅର୍ଥ ଯେ ତାହାଙ୍କ ସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ ୨:୬] (../୦୨/୦୬.md)ରେ ତୁମେ “ଈଶ୍ବରଠାରେ ରହିବା” ବିଷୟକୁ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସହଭାଗିତାରେ ଲାଗି ରୁହ, ଏବଂ ଈଶ୍ବର ତାହାଙ୍କ ସହଭାଗିତାରେ ଲାଗି ରୁହନ୍ତି” କିମ୍ବା “ତାହାଙ୍କ ସହିତ ମିଳିତ ହୋଇ ରୁହ, ଏବଂ ଈଶ୍ବର ତାହାଙ୍କ ସହିତ ମିଳିତ ହୋଇ ରୁହନ୍ତି” (ଦେଖ: [[rc://en/ta/man/translate/figs-metaphor]]) -1JN 4 intro l3qa 0 # ୧ମ ଯୋହନ ୦୪ ସାଧାରଣ ଟିପ୍ପଣୀ
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

### ଆତ୍ମା
ଏହି ଅଧ୍ୟାୟରେ “ଆତ୍ମା” ଶଦ୍ଦ ବିଭିନ୍ନ ପ୍ରସଙ୍ଗରେ ବ୍ୟବହାର କରାଯାଇଛି । ଅନେକସମୟରେ “ଆତ୍ମା” ଶବ୍ଦ ଆତ୍ମିକ ସମ୍ଭନ୍ଧିୟ ବିଷୟକୁ ସୂଚିତ କରେ । ଅନେକସମୟରେ ଏହା କେତେକ ବିଷୟର ଚରିତ୍ରକୁ ସୂଚିତ କରେ । ଉଦାହରଣ ସ୍ବରୂପ, “ଭଣ୍ଡ ଖ୍ରୀଷ୍ଟଙ୍କ ଆତ୍ମା,” “ସତ୍ୟର ଆତ୍ମା,” ଏବଂ “ତ୍ରୁଟିର ଆତ୍ମା” ଦର୍ଶାଏ ଯାହା ଭଣ୍ଡଖ୍ରୀଷ୍ଟ, ସତ୍ୟ, ଏବଂ ମିଥ୍ୟାର ନମୁନା ଅଟେ । “ଆତ୍ମା” {ଏକ ବଡ ଅକ୍ଷର ""S"" ରେ ଲେଖା ହୋଇଅଛି} ଏବଂ “ଈଶ୍ବରଙ୍କ ଆତ୍ମା” ଈଶ୍ବରଙ୍କୁ ଦର୍ଶାଏ । (ଦେଖ: [[rc://en/tw/dict/bible/kt/antichrist]])

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦର ସମସ୍ୟାମାନ

## ପ୍ରେମମୟ ଈଶ୍ବର
ଯଦି ଲୋକମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ସେମାନେ ଅନ୍ୟମାନଙ୍କୁ ସେମାନଙ୍କ ଜୀବନ ଶୈଳୀରେ ବା ସେମାନଙ୍କ ଆଚରଣରେ ଦେଖାଇବା ଉଚିତ । ସେମାନେ ଏପରି କରିବା ଦ୍ବାରା ଆମମାନଙ୍କୁ ହୁଏତ ନିଶ୍ଚିତ କରନ୍ତି ଯେ ଈଶ୍ବର ଆମମାନଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆମେମାନେ ତାହାଉଙ୍କର ଅଟୁ, ଅନ୍ୟମାନଙ୍କୁ ପ୍ରେମ କରିବା ଆମମାନଙ୍କୁ ଉଦ୍ଧାର କରେ ନାହିଁ । (ଦେଖ: [[rc://en/tw/dict/bible/kt/save]]) +1JN 3 17 zql1 figs-metonymy 0 shuts up his heart of compassion from him ଯୋହନ ଭାବପ୍ରବଣତାକୁ ପ୍ରତିପାଦିତ କରିବା ପାଇଁ **ଆଭ୍ୟନ୍ତରୀଣ** କିମ୍ବା ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହା ଜଣେ ବ୍ୟକ୍ତିଙ୍କୁ ଉଦାରତା ସହ କାର୍ଯ୍ୟ କରିବାକୁସାହାଯ୍ୟ କରେ । ଆପଣଙ୍କ ଭାଷାରେ ସମାନ ଅର୍ଥପୂର୍ଣ୍ଣ  ଆଳଙ୍କାରିକ ଅଭିବ୍ୟକ୍ତି ଥାଇପାରେ ଯାହା ଆପଣ  ବ୍ୟବହାର କରିପାରିବେ । ଆପଣ ଆପଣଙ୍କ ଅନୁବାଦରେ ଆକ୍ଷରିକ ଅର୍ଥ ମଧ୍ୟ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାହାଙ୍କ  ହୃଦୟ ରୁଦ୍ଧ କରେ” କିମ୍ବା “ଦୟାଳୁ ଭାବରେ ତାହାକୁ ସାହାଯ୍ୟ କରିବାକୁ ମନାକରେ” । ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 3 17 l8u4 figs-rquestion πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 how does the love of God remain in him? ଯୋହନ ଗୋଟିଏ ପ୍ରଶ୍ନକୁ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ ଶବ୍ଦକୁ ଏକ ବାକ୍ୟ  କିମ୍ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଠାରେ ଈଶ୍ଵରଙ୍କ ପ୍ରେମ ରହେ ନାହିଁ!” ( [[rc://en/ta/man/translate/figs-rquestion]]ଦେଖନ୍ତୁ) +1JN 3 18 g6uh figs-metaphor 0 My dear children [2:1](https://create.translationcore.com/02/01.md)ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 3 18 p91w figs-doublet μὴ ἀγαπῶμεν λόγῳ, μηδὲ τῇ γλώσσῃ, ἀλλὰ ἐν ἔργῳ καὶ ἀληθείᾳ 1 let us not love in word nor in tongue, but in actions and truth **ବାକ୍ୟରେ** କି **ଜିହ୍ୱାରେ** ବାକ୍ୟାଂଶଗୁଡ଼ିକ ସମାନ ଅର୍ଥକୁ ପ୍ରକାଶ କରେ । ଯୋହନ ହୁଏତ  ଗୃରୁତ୍ଵ ଆରୋପ କରିବା ପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତିରେ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ କେବଳ ପ୍ରେମ କରୁ ବୋଲି ନ କହୁ” ( [[rc://en/ta/man/translate/figs-doublet]]ଦେଖନ୍ତୁ) +1JN 3 19 up2h 0 Connecting Statement: +1JN 3 19 qx9c ἐκ τῆς ἀληθείας ἐσμέν 1 we are from the truth ଏହାର ଅର୍ଥ ହୋଇପାରେ: (1) ଯୋହନ ହୁଏତ ଈଶ୍ଵର ସତ୍ୟ ଅଟନ୍ତି ବୋଲି ପ୍ରକାଶ କରିବାକୁ ଏହାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ଅନ୍ୟ ଅର୍ଥରେ, ଈଶ୍ଵର ସର୍ବଦା **ସତ୍ୟ** କହନ୍ତି ଏବଂ ଯାହା କହନ୍ତି ତାହା କରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵର ଙ୍କଠାରୁ ଜାତ, ଯିଏ ସତ୍ୟ ଅଟନ୍ତି” (2 ) ଯେପରି [2:21](https://create.translationcore.com/02/21.md)ରେ, **ସତ୍ୟ** ଶବ୍ଦ ହୁଏତ ପ୍ରକୃତ ଶିକ୍ଷାକୁ ସୂଚାଇପାରେ ଯାହା ବିଶ୍ଵାସୀମାନେ ଯୀଶୁଙ୍କଠାରୁ ପ୍ରାପ୍ତ କରିଛନ୍ତି । ଏହା UST ର ବ୍ୟାଖ୍ୟା ଅଟେ । ( [[rc://en/ta/man/translate/figs-metonymy]]ଦେଖନ୍ତୁ) +1JN 3 19 mv6c figs-metonymy πείσομεν τὰς καρδίας ἡμῶν 1 we assure our hearts ଚିନ୍ତାଧାରା ଏବଂ ଭାବନାକୁ ସୂଚାଇବା ପାଇଁ ଯୋହନ **ହୃଦୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏ ବିଷୟରେ ଆମ୍ଭେମାନେ  ନିଜକୁ ଆଶ୍ୱାସନା ଦେଇପାରିବା” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 3 20 f594 figs-metonymy ἐὰν καταγινώσκῃ ἡμῶν ἡ καρδία 1 if our hearts condemn us ଚିନ୍ତାଧାରା ଏବଂ ଭାବନାକୁ ସୂଚାଇବା ପାଇଁ ଯୋହନ **ହୃଦୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ଭାବନା ଆମ୍ଭମାନଙ୍କରକୁ ନିନ୍ଦା କରେ” କିମ୍ବା “ଯଦି ଆମ୍ଭମାନଙ୍କର ଚିନ୍ତାଧାରା ଆମ୍ଭମାନଙ୍କର ଦୋଷୀ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 3 20 lv7z figs-metonymy μείζων ἐστὶν ὁ Θεὸς τῆς καρδίας ἡμῶν 1 God is greater than our hearts ଏହାର ଅର୍ଥ, ଈଶ୍ଵରଙ୍କ ମହାନ ଜ୍ଞାନକୁ ଦୃଷ୍ଟିରେ ରଖି ଆମ୍ଭମାନଙ୍କ ଚିନ୍ତାଧାରା ଏବଂ ଭାବନା ଅପେକ୍ଷା ସେ ଯାହା ସେ କହନ୍ତି ତାହା ବିଶ୍ଵାସ କରିବା ଉଚିତ୍ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଅପେକ୍ଷା ଜାଣନ୍ତି ଯେ ଆମ୍ଭେମାନେ ତାହାଙ୍କର ଅଟୁ, ତେଣୁ ଆମ୍ଭେମାନେ ଏହା ବିଶ୍ଵାସ କରିବା ଉଚିତ କାରଣ ସେ ଏହା କହିଛନ୍ତି।” ( [[rc://en/ta/man/translate/figs-explicit]]ଦେଖନ୍ତୁ) +1JN 3 21 rf96 ἀγαπητοί, ἐὰν 1 Beloved, if [2:7](https://create.translationcore.com/02/07.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ) +1JN 3 22 p3ga figs-metaphor τὰ ἀρεστὰ ἐνώπιον αὐτοῦ ποιοῦμεν 1 do the things that are pleasing before him **ଛାମୁରେ** ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଅନ୍ୟର ଉପସ୍ଥିତିରେ” ଅଟେ । ଏଠାରେ , **ତାହାଙ୍କ** **ଛାମୁରେ** “ଯେଉଁଠାରେ ଈଶ୍ଵର ଦେଖିପାରିବେ” ବିଷୟକୁ ବୁଝାଏ । ଏହା ଦେଖିବା, ଧ୍ୟାନ ଏବଂ ବିଚାରକୁ ବୁଝାଏ । ତେଣୁ ଏହାର ଅର୍ଥ ସେହି ବିଷୟ ଅଟେ ଯାହା ଈଶ୍ଵରଙ୍କୁ ପ୍ରସନ୍ନ କରେ । ବିକଳ୍ପ ଅନୁବାଦ: “ଯେଉଁ ବିଷୟଗୁଡ଼ିକ ତାଙ୍କ ପାଇଁ ସନ୍ତୋଷଜନକ ଅଟେ” କିମ୍ବା “ଯାହା ତାଙ୍କୁ ସନ୍ତୁଷ୍ଟ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 3 23 irb3 figs-abstractnouns 0 This is his commandment: that we should believe ... just as he gave us this commandment **ତାହାଙ୍କର** ଓ **ତାହାଙ୍କ** ସର୍ବନାମଗୁଡ଼ିକ ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଏହା ଈଶ୍ଵର ଆଜ୍ଞା ଦେଇଛନ୍ତି… ଯେପରି ଈଶ୍ଵର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି” ( [[rc://en/ta/man/translate/writing-pronouns]]ଦେଖନ୍ତୁ) +1JN 3 23 feq7 guidelines-sonofgodprinciples τοῦ Υἱοῦ 1 Son ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ) +1JN 3 24 we1m figs-metaphor 0 remains in him, and God remains in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥପୂର୍ଣ୍ଣ  ବୋଲି ମନେହୁଏ । ଆପଣ ସେଠାରେ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ସ୍ଥାପନ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 4 intro l3qa 0 ## 1 ଯୋହନ 4 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ଯୀଶୁ ମନୁଷ୍ୟ ଥିଲେ ବୋଲି  ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (4:1-6)
2. ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଈଶ୍ଵର ସେମାନଙ୍କୁ ପ୍ରେମ କରିଛନ୍ତି (4:7-21)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### “ଆତ୍ମା” ଏବଂ “ଆତ୍ମା”

ଯୋହନ ଏହି ଅଧ୍ୟାୟରେ “ଆତ୍ମା” ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି ।

ବେଳେବେଳେ “ଆତ୍ମା” ଶବ୍ଦ ଏକ ଅଲୌକିକ ବିଷୟକୁ ବୁଝାଏ ।

ବେଳେବେଳେ “ଆତ୍ମା” ଶବ୍ଦଟି କେତେକ ଚରିତ୍ରକୁ ବୁଝାଏ । “ଭଣ୍ଡଖ୍ରୀଷ୍ଟର ଆତ୍ମା”, “ସତ୍ୟର ଆତ୍ମା” ଏବଂ “ତ୍ରୁଟିର ଆତ୍ମା” ଅଭିବ୍ୟକ୍ତିଗୁଡ଼ିକ ସେହିପରି ଅଟେ ।

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

**ଈଶ୍ଵରଙ୍କୁ  ପ୍ରେମ କରିବା** 

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

ଯଦି ଲୋକମାନେ ଈଶ୍ଵରଙ୍କୁ  ପ୍ରେମ କରନ୍ତି , ତେବେ ସେମାନେ ଏହାକୁ ସେମାନଙ୍କର ଜୀବନରେ ଏବଂ ଅନ୍ୟ ଲୋକଙ୍କ ପ୍ରତି ବ୍ୟବହାରେ ପ୍ରକାଶ କରିବା ଉଚିତ୍ । ଏହା କରିବା ଆମ୍ଭମାନଙ୍କୁ ନିଶ୍ଚିତ କରିପାରେ ଯେ ଈଶ୍ଵର  ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆମ୍ଭେମାନେ  ତାହାଙ୍କର ଅଟୁ । କିନ୍ତୁ ଅନ୍ୟମାନଙ୍କୁ ପ୍ରେମକରିବା ଆମ୍ଭମାନଙ୍କର ଉଦ୍ଧାର କରେ ନାହିଁ । ଏହା ଆପଣଙ୍କ  ଅନୁବାଦରେ ସ୍ପଷ୍ଟ କରନ୍ତୁ । ଯୋହନ 4:7 ରେ କହନ୍ତି ଯେ “ପ୍ରେମ କରୁଥିବା ପ୍ରତ୍ୟେକ ଲୋକ ଈଶ୍ଵରଙ୍କଠାରୁ ଜାତ ଏବଂ ଈଶ୍ଵରଙ୍କୁ  ଜାଣନ୍ତି।” ଯେପରି ଟିପ୍ପଣୀଗୁଡ଼ିକ ବ୍ୟାଖ୍ୟା କରେ, ଏହାର ଅର୍ଥ ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ  ପିତା ଅଟନ୍ତି, ଏବଂ ପ୍ରେମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସଂପର୍କରେ ଅଛି । ଯେପରି ଯୋହନ 4:10 ରେ କହନ୍ତି ସେହିପରି ଯୀଶୁଙ୍କର କ୍ରୁଶରେ ବାଲିଦାନ ହେତୁ ସେମାନେ ଈଶ୍ଵରଙ୍କର ଅଟନ୍ତି ବୋଲି ଏହି ପ୍ରେମ ଏକ ସଙ୍କେତ ଅଟେ। ସେମାନେ ଅନ୍ୟମାନଙ୍କୁ ପ୍ରେମ କରୁଥିଲେ ସେଥିପାଇଁ ନୁହେଁ ବରଂ  ଯୀଶୁଙ୍କ ବଲିଦାନ ଦ୍ୱାରା ସେମାନେ ଉଦ୍ଧାର ହୋଇଥିଲେ । ( [[rc://en/tw/dict/bible/kt/save]]ଦେଖନ୍ତୁ) 1JN 4 1 c9jb 0 General Information: ଯୋହନ ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ଏକ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ମାନବ ଶରୀର ଧାରଣ କରିବା ବିରୁଦ୍ଧରେ ଶିକ୍ଷା ଦିଅନ୍ତି ଏବଂ ଶିକ୍ଷକମାନେ ଜଗତକୁ ପ୍ରେମ କରିବା ସ୍ବରୂପ ବାର୍ତ୍ତାଳାପ କରନ୍ତି । 1JN 4 1 h1lv ἀγαπητοί, μὴ ... πιστεύετε 1 Beloved, do not believe ତୁମ୍ଭେମାନେ ସେହି ଲୋକ ଯେଉଁମାନଙ୍କୁ ମୁଁ ପ୍ରେମ କରେ, ବିଶ୍ବାସ କର ନାହିଁ କିମ୍ବା “ପ୍ରିୟ ବନ୍ଧୁଗଣ, ବିଶ୍ବାସ କର ନାହିଁ ।” ଦେଖ [୧ ଯୋହନ ୨:୭] (../୦୨/୦୭.md)ରେ ତୁମେ କିପରି ଅନୁବାଦ କରିଅଛ । 1JN 4 1 zm7f figs-metonymy μὴ παντὶ πνεύματι πιστεύετε 1 do not believe every spirit ଏଠାରେ, “ଆତ୍ମା” ଶବ୍ଦ ଆତ୍ମିକ ଶକ୍ତିକୁ ସୂଚିତ କରେ ଯାହା ଜଣେ ବ୍ୟକ୍ତିକୁ ଏକ ସନ୍ଧେଶ ବା ଭବିଷ୍ୟତ ବାଣୀ କହିବାକୁ ଶକ୍ତି ଦେଇ ଥାଏ । ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଭବିଷ୍ୟତ ବକ୍ତାଙ୍କୁ ବିଶ୍ବାସ କର ନାହିଁ ଯେଉଁମାନେ ଆତ୍ମାଙ୍କଠାରୁ ସନ୍ଦେଶ ପ୍ରକାଶ କରିବା ଦାବି କରନ୍ତି” (ଦେଖ: [[rc://en/ta/man/translate/figs-metonymy]])