Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-27 12:00:57 +00:00
parent 7d521a6776
commit e2513a9ae9
1 changed files with 13 additions and 13 deletions

View File

@ -49,7 +49,7 @@ JUD 1 15 bl4q ποιῆσαι κρίσιν κατὰ 1 to execute judgment on
JUD 1 16 zs28 γογγυσταί μεμψίμοιροι 1 grumblers, complainers ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି”
JUD 1 16 eaf2 λαλεῖ ὑπέρογκα 1 loud boasters ଏଠାରେ, **ବଡ଼ ବଡ଼ କଥା** ଏହି ମିଥ୍ୟା ଶିକ୍ଷକମାନଙ୍କର ଅହଂକାରୀ ବକ୍ତବ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: “ନିଜ ନିଜ ବିଷୟରେ ଗର୍ବ କରନ୍ତି” କିମ୍ବା “ଅହଂକାରୀ କଥା କହନ୍ତି”
JUD 1 16 j8rh θαυμάζοντες πρόσωπα 1 flatter others ଏଠାରେ, **ମୁହଁ** ସେମାନେ ଚାଟୁକାର କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ପ୍ରଶଂସା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ ଅଭ୍ୟାସଗତ ଭାବରେ କିଛି କରିବା ବିଷୟକୁ ବୁଝାଇବା ନିମନ୍ତେ  ଯିହୂଦା **ଚାଳିତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି
। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ନିଜ ଅଧାର୍ମିକ ଇଚ୍ଛା ଅନୁସାରେ ବାସ କରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ ଅଭ୍ୟାସଗତ ଭାବରେ କିଛି କରିବା ବିଷୟକୁ ବୁଝାଇବା ନିମନ୍ତେ  ଯିହୂଦା **ଚାଳିତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ନିଜ ଅଧାର୍ମିକ ଇଚ୍ଛା ଅନୁସାରେ ବାସ କରନ୍ତି” (ଦେଖନ୍ତୁ:[[rc://or/ta/man/translate/figs-metaphor]])
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ, **କୁଅଭିଳାଷା** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଏବଂ ଅଧାର୍ମିକ ଇଚ୍ଛା ଅନୁଯାୟୀ ବାସ କରନ୍ତି” [[rc://or/ta/man/translate/figs-metaphor]])
JUD 1 19 r28j οὗτοί εἰσιν 1 It is these ଏଠାରେ, **ସେମାନେ** ପୂର୍ବ ପଦରେ ଯିହୂଦା ଦର୍ଶାଯାଇଥିବା ଉପହାସକାରୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । UST ପରି ବିକଳ୍ପ ଅନୁବାଦ: “ଏହି ଉପହାସକାରୀ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 19 ba6u figs-metaphor ψυχικοί 1 are worldly ଯିହୂଦା ସାଙ୍କେତିକ ଭାବରେ ମନୁଷ୍ୟର ଗୋଟିଏ ଅଂଶ ଆତ୍ମାକୁ, ଅନ୍ୟ ଅଂଶ, ଆତ୍ମା ​​ବିରୁଦ୍ଧରେ, “ଅଆତ୍ମିକ” ଅର୍ଥରେ ବ୍ୟବହାର କରନ୍ତି । **ସାଂସାରିକମନା​​** ଶବ୍ଦ ଈଶ୍ଵରଙ୍କ ବାକ୍ୟ ଏବଂ ଆତ୍ମା ​​ଅନୁଯାୟୀ ଜୀବନଯାପନ କରିବା ବଦଳରେ ସେମାନଙ୍କର ପ୍ରାକୃତିକ ପ୍ରବୃତ୍ତି ଅନୁଯାୟୀ ଜୀବନଯାପନ କରନ୍ତି । ଏହା ପ୍ରକୃତରେ ମିଥ୍ୟା ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ କରାଯାଇଛି । ବିକଳ୍ପ ଅନୁବାଦ: “ଅଆତ୍ମିକ” କିମ୍ବା “ସାଂସାରିକ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
@ -71,14 +71,14 @@ JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]])
JUD 1 1 p5yl figs-123person τοῖς…κλητοῖς 1 ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ଯାହାକୁ ପତ୍ର ଲେଖୁଛନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମନେ ଯିଏ ଆହୂତ” (ଦେଖନ୍ତୁ: [[rc://en/ta/man/translate/figs-123person]])
JUD 1 1 din3 figs-explicit τοῖς…κλητοῖς 1 ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 1 gorg figs-activepassive ἐν Θεῷ Πατρὶ ἠγαπημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ପିତା ଈଶ୍ୱର ପ୍ରେମ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
JUD 1 1 rih9 guidelines-sonofgodprinciples Θεῷ Πατρὶ 1 **ପିତା** ଶବ୍ଦ ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। (ଦେଖନ୍ତୁ:
[[rc://en/ta/man/translate/guidelines-sonofgodprinciples]])
JUD 1 1 din3 figs-explicit τοῖς…κλητοῖς 1 ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 1 gorg figs-activepassive ἐν Θεῷ Πατρὶ ἠγαπημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ପିତା ଈଶ୍ୱର ପ୍ରେମ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JUD 1 1 rih9 guidelines-sonofgodprinciples Θεῷ Πατρὶ 1 **ପିତା** ଶବ୍ଦ ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। (ଦେଖନ୍ତୁ: [[rc://en/ta/man/translate/guidelines-sonofgodprinciples]])
JUD 1 1 s3oh figs-activepassive Ἰησοῦ Χριστῷ τετηρημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଯୀଶୁ ଖ୍ରୀଷ୍ଟ ସୁରକ୍ଷିତ ରଖନ୍ତି” (ଦେଖନ୍ତୁ:
JUD 1 2 wjsn translate-blessing ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη. 1 ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟକୁ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାମାନଙ୍କ ପାଇଁ ଏକ ଶୁଭେଚ୍ଛାକୁ ଦର୍ଶାନ୍ତି । ଆପଣଙ୍କ ଭାଷାରେ ଏକ ଉପାୟକୁ ବ୍ୟବହାର କରନ୍ତୁ ଯାହା ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ବୋଲି ବୁଝାଇବ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ଆପଣା ଦୟା, ଶାନ୍ତି ଏବଂ ପ୍ରେମ ବର୍ତ୍ତାନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]])
JUD 1 2 q2qo figs-metaphor ἔλεος…καὶ εἰρήνη, καὶ ἀγάπη πληθυνθείη. 1 ଯିହୂଦା **ଦୟା ଏବଂ ଶାନ୍ତି ଏବଂ ପ୍ରେମ** ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେଗୁଡ଼ିକ ବସ୍ତୁ ଅଟେ ଯାହା ଆକାର କିମ୍ବା ସଂଖ୍ୟାରେ ବୃଦ୍ଧି ପାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ବିଭ୍ରାନ୍ତିକର ଅଟେ, ଆପଣ ଏକ ଭିନ୍ନ ରୂପକ ବ୍ୟବହାର କରିପାରିବେ ଯାହା ଏହି ଶବ୍ଦଗୁଡ଼ିକର ଅର୍ଥକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କର ଦୟା ଏବଂ ଶାନ୍ତି ଏବଂ ପ୍ରେମ ତୁମ୍ଭମାନଙ୍କ ପ୍ରତି ବୃଦ୍ଧି କରନ୍ତୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
JUD 1 2 etoo figs-you ὑμῖν 1 ଏହି ପତ୍ରରେ **ତୁମ୍ଭମାନେ** ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କୁ ଯିହୂଦା ଏହି ପତ୍ର ଲେଖୁଥିଲେ ଏବଂ ଏହା  ଏହି ପତ୍ରରେ ସର୍ବଦା ବହୁବଚନ ଅଟେ । (ଦେଖନ୍ତୁ:[[rc://en/ta/man/translate/figs-you]])
JUD 1 3 htjd figs-exclusive ἀγαπητοί 1 ଏଠାରେ **ପ୍ରିୟମାନେ** ଶବ୍ଦ, ଯିହୂଦା ଲେଖୁଥିବା ଲୋକମାନଙ୍କୁ ବୁଝାଏ । ଏହା ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ:
[[rc://en/ta/man/translate/figs-exclusive]])
JUD 1 3 htjd figs-exclusive ἀγαπητοί 1 ଏଠାରେ **ପ୍ରିୟମାନେ** ଶବ୍ଦ, ଯିହୂଦା ଲେଖୁଥିବା ଲୋକମାନଙ୍କୁ ବୁଝାଏ । ଏହା ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ: [[rc://en/ta/man/translate/figs-exclusive]])
JUD 1 3 kvkg figs-abstractnouns περὶ τῆς κοινῆς ἡμῶν σωτηρίας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ପରିତ୍ରାଣ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର କିପରି ଆମ୍ଭ ସମସ୍ତଙ୍କୁ ଏକତ୍ର ରକ୍ଷା କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 3 ls3z figs-ellipsis παρακαλῶν ἐπαγωνίζεσθαι τῇ…πίστει 1 ଯିହୂଦା କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଏକ ବାକ୍ୟ  ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହୋଇପାରେ ।ଏହି ଶବ୍ଦଟିକୁ ପୂର୍ବ ବାକ୍ୟରୁ ଯୋଗ କରାଯାଇପାରେ । ବିକଳ୍ପ ଅନୁବାଦ: “ବିଶ୍ୱାସ ପାଇଁ ପ୍ରାଣପଣରେ ଚେଷ୍ଟା କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରେ” (ଦେଖନ୍ତୁ: [[rc://en/ta/man/translate/figs-ellipsis]])
JUD 1 3 pvyp figs-activepassive τῇ ἅπαξ παραδοθείσῃ τοῖς ἁγίοις πίστει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ , ଏବଂ କିଏ କାର୍ଯ୍ୟକରେ ତାହା ଆପଣ ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ବିଶ୍ଵାସ ପାଇଁ ଈଶ୍ଵର ଏକାଥରେ ସମସ୍ତ ସାଧୁମାନଙ୍କୁ ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
@ -104,26 +104,26 @@ JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχ
JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସେହିପରି** ପୂର୍ବ ପଦରେ ଦର୍ଶାଯାଇଥିବା ସଦୋମ ଏବଂ ଗୋମୋରାର ଲୋକମାନଙ୍କ ଯୌନ ଅନୈତିକତାକୁ,
ଏବଂ ସମ୍ଭବତଃ ୦୧/୦୬.md) ପଦରେ ଦର୍ଶାଯାଇଥିବା ଦୁଷ୍ଟ ଦୂତମାନଙ୍କ ଅନୁପଯୁକ୍ତ ଆଚରଣକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ତଥାପି ଏହି ଯୌନ ଅନୈତିକତାରେ ଲିପ୍ତଥିବା ଲୋକମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” () ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”
JUD 1 8 qvhs figs-abstractnouns κυριότητα…ἀθετοῦσιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁତ୍ୱ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯୀଶୁ ଯାହା ଆଜ୍ଞା ଦିଅନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” କିମ୍ବା “ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 9 lxf3 figs-possession κρίσιν ἐπενεγκεῖν βλασφημίας 1 ଯିହୂଦା ଏକ **ବିଚାର** କୁ ବର୍ଣ୍ଣନା କରିବା ପାଇଁ ଆଧିକାରିକ ଶବ୍ଦ ବ୍ୟବହାର କରନ୍ତି ଯାହା **ନିନ୍ଦା** ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ନିନ୍ଦିତ ବିଚାର ଆଣିବା ଲାଗି” (ଦେଖନ୍ତୁ:
[[rc://en/ta/man/translate/figs-possession]])
JUD 1 9 lxf3 figs-possession κρίσιν ἐπενεγκεῖν βλασφημίας 1 ଯିହୂଦା ଏକ **ବିଚାର** କୁ ବର୍ଣ୍ଣନା କରିବା ପାଇଁ ଆଧିକାରିକ ଶବ୍ଦ ବ୍ୟବହାର କରନ୍ତି ଯାହା **ନିନ୍ଦା** ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ନିନ୍ଦିତ ବିଚାର ଆଣିବା ଲାଗି” (ଦେଖନ୍ତୁ:[[rc://en/ta/man/translate/figs-possession]])
JUD 1 10 q640 figs-simile ὅσα…φυσικῶς ὡς τὰ ἄλογα ζῷα ἐπίστανται 2 ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକମାନଙ୍କର ଯୌନଗତ ଅପରାଧକୁ ବୁଝାଏ, ଯେଉଁମାନେ ଅଜ୍ଞାନି ହୋଇ ସେମାନଙ୍କର ସ୍ୱାଭାବିକ
ଯୌନ ଇଚ୍ଛା ଅନୁଯାୟୀ ପଶୁମାନଙ୍କ ଜୀବନଯାପନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଅପ୍ରତୀକାତ୍ମକ ଉପାୟରେ ରୂପକକୁ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ଯାହା ସ୍ୱାଭାବିକ ଭାବରେ ବୁଝନ୍ତି, ଅନିୟନ୍ତ୍ରିତ ଯୌନ ଇଚ୍ଛା” (ଦେଖନ୍ତୁ:[[rc://en/ta/man/translate/figs-simile]])
JUD 1 10 x35l writing-pronouns ἐν τούτοις 1 ଏଠାରେ, **ଏହି ବିଷୟଗୁଡ଼ିକ** “ଯାହାକୁ ସେମାନେ ପ୍ରବୃତ୍ତି ଦ୍ୱାରା ବୁଝନ୍ତି,” ତାହା ବୁଝାଏ, ଯାହା ଯୌନ ପାପ ଅଟେ ।
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ଯୌନଗତ ପାପ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 10 z0n7 figs-activepassive ἐν τούτοις φθείρονται 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ସେମାନଙ୍କୁ ବିନଷ୍ଟ କରେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
JUD 1 11 yg9b figs-explicit τῇ ὁδῷ τοῦ Κάϊν 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **କୟିନ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଆଦିପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ବୁଝିପାରିବେ । ସେହି କାହାଣୀରେ, କୟିନ ଈଶ୍ଵରଙ୍କୁ ଏକ ଗ୍ରହଣୀୟ ଉତ୍ସର୍ଗ କଲା, ଏବଂ ଈଶ୍ଵର ତାଙ୍କ ବଳିଦାନକୁ ପ୍ରତ୍ୟାଖ୍ୟାନ କଲେ । ଫଳସ୍ୱରୂପ, ସେ କ୍ରୋଧିତ ହେଲେ ଏବଂ ତାଙ୍କ ଭାଇ ଆବେଲଙ୍କୁ ଈର୍ଷା କଲେ, କାରଣ ଈଶ୍ଵର ଆବେଲଙ୍କ ବଳିଦାନକୁ ଗ୍ରହଣ କରିଥିଲେ । କୟିନର କ୍ରୋଧ ଏବଂ
ଈର୍ଷା ତାହାକୁ ନିଜ ଭାଇକୁ ହତ୍ୟା କରିବାରେ ସାହାଯ୍ୟ କଲା । ଈଶ୍ଵର କୟିନକୁ ଜମି ଚାଷରୁ ନିଷିଦ୍ଧ କରି ଦଣ୍ଡିତ କଲେ। ଏହା ସହ, ଯେବେ ଯିହୂଦା ଏହି ପତ୍ର ଲେଖିଥିଲେ, ଯିହୁଦୀମାନେ କୟିନଙ୍କୁ ଏପରି ଏକ ଉଦାହରଣ ଭାବରେ ବିବେଚନା କରିଥିଲେ ଯିଏ ଅନ୍ୟ ଲୋକମାନଙ୍କୁ ପାପ କରିବାକୁ ଶିଖାଇଥିଲେ, ଯାହା ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ଆପଣ ଏଥି ମଧ୍ୟରୁ
କିଛି ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୟିନଙ୍କ ପଥରେ, ଯିଏ ନିଜ ଭାଇକୁ ହତ୍ୟା କଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 11 b33e figs-idiom οὐαὶ αὐτοῖς 1 **ସେମାନଙ୍କ ପ୍ରତି ହାୟ** ବାକ୍ୟାଂଶ “ତୁମ୍ଭେମାନେ ଧନ୍ୟ” ବାକ୍ୟାଂଶର ବିପରୀତ ଅଟେ । ଏହା ସୂଚାଏ ଯେ ସମ୍ବୋଧିତ ହେଉଥିବା ଲୋକମାନଙ୍କ ସହ ମନ୍ଦ ବିଷୟ ଘଟିବାକୁ ଯାଉଛି, କାରଣ ସେମାନେ ଈଶ୍ଵରଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ବିକଳ୍ପ ଅନୁବାଦ: “ଏହା ସେମାନଙ୍କ ପାଇଁ କେତେ ଭୟଙ୍କର ଅଟେ” କିମ୍ବା “ସେମାନଙ୍କ ପାଇଁ ଅସୁବିଧା ଆସିବ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
JUD 1 10 z0n7 figs-activepassive ἐν τούτοις φθείρονται 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ସେମାନଙ୍କୁ ବିନଷ୍ଟ କରେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JUD 1 11 yg9b figs-explicit τῇ ὁδῷ τοῦ Κάϊν 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **କୟିନ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଆଦିପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ବୁଝିପାରିବେ । ସେହି କାହାଣୀରେ, କୟିନ ଈଶ୍ଵରଙ୍କୁ ଏକ ଗ୍ରହଣୀୟ ଉତ୍ସର୍ଗ କଲା, ଏବଂ ଈଶ୍ଵର ତାଙ୍କ ବଳିଦାନକୁ ପ୍ରତ୍ୟାଖ୍ୟାନ କଲେ । ଫଳସ୍ୱରୂପ, ସେ କ୍ରୋଧିତ ହେଲେ ଏବଂ ତାଙ୍କ ଭାଇ ଆବେଲଙ୍କୁ ଈର୍ଷା କଲେ, କାରଣ ଈଶ୍ଵର ଆବେଲଙ୍କ ବଳିଦାନକୁ ଗ୍ରହଣ କରିଥିଲେ । କୟିନର କ୍ରୋଧ ଏବଂ
ଈର୍ଷା ତାହାକୁ ନିଜ ଭାଇକୁ ହତ୍ୟା କରିବାରେ ସାହାଯ୍ୟ କଲା । ଈଶ୍ଵର କୟିନକୁ ଜମି ଚାଷରୁ ନିଷିଦ୍ଧ କରି ଦଣ୍ଡିତ କଲେ। ଏହା ସହ, ଯେବେ ଯିହୂଦା ଏହି ପତ୍ର ଲେଖିଥିଲେ, ଯିହୁଦୀମାନେ କୟିନଙ୍କୁ ଏପରି ଏକ ଉଦାହରଣ ଭାବରେ ବିବେଚନା କରିଥିଲେ ଯିଏ ଅନ୍ୟ ଲୋକମାନଙ୍କୁ ପାପ କରିବାକୁ ଶିଖାଇଥିଲେ, ଯାହା ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ଆପଣ ଏଥି ମଧ୍ୟରୁ କିଛି ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୟିନଙ୍କ ପଥରେ, ଯିଏ ନିଜ ଭାଇକୁ ହତ୍ୟା କଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 11 b33e figs-idiom οὐαὶ αὐτοῖς 1 **ସେମାନଙ୍କ ପ୍ରତି ହାୟ** ବାକ୍ୟାଂଶ “ତୁମ୍ଭେମାନେ ଧନ୍ୟ” ବାକ୍ୟାଂଶର ବିପରୀତ ଅଟେ । ଏହା ସୂଚାଏ ଯେ ସମ୍ବୋଧିତ ହେଉଥିବା ଲୋକମାନଙ୍କ ସହ ମନ୍ଦ ବିଷୟ ଘଟିବାକୁ ଯାଉଛି, କାରଣ ସେମାନେ ଈଶ୍ଵରଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ବିକଳ୍ପ ଅନୁବାଦ: “ଏହା ସେମାନଙ୍କ ପାଇଁ କେତେ ଭୟଙ୍କର ଅଟେ” କିମ୍ବା “ସେମାନଙ୍କ ପାଇଁ ଅସୁବିଧା ଆସିବ” (ଦେଖନ୍ତୁ: [[rc://en/ta/man/translate/figs-idiom]])
JUD 1 11 zsdw ἐξεχύθησαν 1 ବିକଳ୍ପ ଅନୁବାଦ: “ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛନ୍ତି”
JUD 1 11 tmf2 figs-explicit τῇ πλάνῃ τοῦ Βαλαὰμ μισθοῦ 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣିପାରିବେ। ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା। ଯେବେ ଈଶ୍ଵର ବିଲୀୟାମକୁ ଏପରି କରିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ବିଲୀୟାମ ଦୁଷ୍ଟ ମହିଳାମାନଙ୍କୁ ଇସ୍ରାଏଲୀୟମାନଙ୍କୁ ଯୌନଗତ ପାପ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କରିବା ପାଇଁ ବ୍ୟବହାର କଲା, ଯାହାଫଳରେ ଈଶ୍ଵର ସେମାନଙ୍କ ଅବମାନନା ହେତୁ ସେମାନଙ୍କୁ ଦଣ୍ଡ
ଦେଇଥିଲେ। ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ଅର୍ଥ ପାଇବାକୁ ଚାହୁଁଥିଲା ତେଣୁ ଏହିପରି କରିଥିଲା, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାଙ୍କୁ ହତ୍ୟା କରିଥିଲେ। ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ। ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “ବିଲୀୟାମର ତ୍ରୁଟି ହେତୁ, ଯିଏ ଇସ୍ରାଏଲୀୟମାନଙ୍କୁ ଅର୍ଥ ପାଇଁ ଅନୈତିକତାରେ ଲିପ୍ତ
କରିଥିଲା” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 11 qlof figs-explicit τῇ ἀντιλογίᾳ τοῦ Κόρε 1 ଏଠାରେ ଯିହୂଦା  ମିଥ୍ୟା ଶିକ୍ଷକମାନଙ୍କୁ **କୋରହ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣି ପାରିବେ । ସେହି କାହାଣୀରେ, କୋରାହ ଇସ୍ରାଏଲର ଜଣେ ବ୍ୟକ୍ତି ଯିଏ ମୋଶା ଏବଂ ହାରୋଣଙ୍କ ନେତୃତ୍ୱରେ ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହାଙ୍କୁ ଈଶ୍ଵର ନିଯୁକ୍ତ କରିଥିଲେ । ଈଶ୍ଵର କୋରାହ ଏବଂ ତାଙ୍କ ସହିତ ବିଦ୍ରୋହ କରୁଥିବା ସମସ୍ତଙ୍କୁ ହତ୍ୟା କଲେ ଏବଂ ଅନ୍ୟମାନଙ୍କୁ ଗ୍ରାସ କରିବା ପାଇଁ ଭୂମିକୁ ଉନ୍ମୁକ୍ତ କଲେ । ଆପଣ ଏଥିମଧ୍ୟରୁ କେତକ ବିଷୟ ସ୍ପଷ୍ଟ ଭାବରେ ସୂଚାଇ ପାରିବେ
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୋରହର ବିଦ୍ରୋହରେ, ଯିଏ ଈଶ୍ଵରଙ୍କ ନିଯୁକ୍ତ ନେତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 11 tspu figs-pastforfuture ἀπώλοντο 1 ଭବିଷ୍ୟତରେ ଘଟିବାକୁ ଥିବା କିଛି ବିଷୟ ବିଷୟରେରେ ସୂଚାଇବା ପାଇଁ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି । ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ବିନଷ୍ଟ ହେବେ” (ଦେଖନ୍ତୁ:
[[rc://en/ta/man/translate/figs-pastforfuture]])
JUD 1 12 aq79 translate-unknown ταῖς ἀγάπαις 1 ଏଠାରେ, **ପ୍ରେମଭୋଜି** ଖ୍ରୀଷ୍ଟିୟାନମାନଙ୍କର ସମାବେଶକୁ ବୁଝାଏ ଯେଉଁଠାରେ ସେମାନେ ଏକତ୍ର ଭୋଜନ କରନ୍ତି । ଏହି **ଭୋଜି** ଆଦି ମଣ୍ଡଳୀରେ ହୋଇଥିଲା ଏବଂ ସମ୍ଭବତଃ ଯୀଶୁଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ରୂଟି ଏବଂ ଦ୍ରାକ୍ଷାରସ ପାନକରୁଥିଲେ, ଯାହାକୁ ପାଉଲ ୧ କରିନ୍ଥୀୟ ୧: ରେ “ପ୍ରଭୁ ଭୋଜ” ବୋଲି କହନ୍ତି’। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ସୂଚନା ମଧ୍ୟରୁ କେତେକ ବିଷୟକୁ ସ୍ପଷ୍ଟ ଭାବରେ  ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ସହ ସାମ୍ପ୍ରଦାୟିକ ଭୋଜନ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
JUD 1 12 emua figs-metaphor ἑαυτοὺς ποιμαίνοντες 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କବିଷୟରେ ସାଙ୍କେତିକ ଭାବରେ କହନ୍ତି ଯିଏ ସ୍ୱାର୍ଥପର ଭାବରେ ସେମାନଙ୍କର ଆବଶ୍ୟକତାର ଧ୍ୟାନ ରଖନ୍ତି ଯେପରି ସେମାନେ ମେଷପାଳକ ଅଟନ୍ତି ଯେଉଁମାନେ ନିଜ ପଲ ବଦଳରେ ନିଜକୁ ଖାଇବାକୁ ଦିଅନ୍ତି ଏବଂ
ଯତ୍ନ ନିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କ ପରି ଯେଉଁମାନେ ନିଜ ପଲ ବଦଳରେ
ନିଜକୁ ଖାଇବାକୁ ଦିଅନ୍ତି” କିମ୍ବା “କେବଳ ନିଜର ଯତ୍ନ ନିଅନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
JUD 1 12 aq79 translate-unknown ταῖς ἀγάπαις 1 ଏଠାରେ, **ପ୍ରେମଭୋଜି** ଖ୍ରୀଷ୍ଟିୟାନମାନଙ୍କର ସମାବେଶକୁ ବୁଝାଏ ଯେଉଁଠାରେ ସେମାନେ ଏକତ୍ର ଭୋଜନ କରନ୍ତି । ଏହି **ଭୋଜି** ଆଦି ମଣ୍ଡଳୀରେ ହୋଇଥିଲା ଏବଂ ସମ୍ଭବତଃ ଯୀଶୁଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ରୂଟି ଏବଂ ଦ୍ରାକ୍ଷାରସ ପାନକରୁଥିଲେ, ଯାହାକୁ ପାଉଲ ୧ କରିନ୍ଥୀୟ ୧: ରେ “ପ୍ରଭୁ ଭୋଜ” ବୋଲି କହନ୍ତି’। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ସୂଚନା ମଧ୍ୟରୁ କେତେକ ବିଷୟକୁ ସ୍ପଷ୍ଟ ଭାବରେ  ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ସହ ସାମ୍ପ୍ରଦାୟିକ ଭୋଜନ” (ଦେଖନ୍ତୁ: [[rc://en/ta/man/translate/translate-unknown]])
JUD 1 12 emua figs-metaphor ἑαυτοὺς ποιμαίνοντες 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କବିଷୟରେ ସାଙ୍କେତିକ ଭାବରେ କହନ୍ତି ଯିଏ ସ୍ୱାର୍ଥପର ଭାବରେ ସେମାନଙ୍କର ଆବଶ୍ୟକତାର ଧ୍ୟାନ ରଖନ୍ତି ଯେପରି ସେମାନେ ମେଷପାଳକ ଅଟନ୍ତି ଯେଉଁମାନେ ନିଜ ପଲ ବଦଳରେ ନିଜକୁ ଖାଇବାକୁ ଦିଅନ୍ତି ଏବଂ
ଯତ୍ନ ନିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କ ପରି ଯେଉଁମାନେ ନିଜ ପଲ ବଦଳରେ
ନିଜକୁ ଖାଇବାକୁ ଦିଅନ୍ତି” କିମ୍ବା “କେବଳ ନିଜର ଯତ୍ନ ନିଅନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
JUD 1 12 s2st figs-metaphor νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯିହୂଦା ମିଥ୍ୟା ଶିକ୍ଷକମାନଙ୍କର ଅନୁପଯୋଗୀତାକୁ ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି । ଲୋକମାନେ ଫସଲ ବୃଦ୍ଧି ପାଇଁ ମେଘ ଜଳ ଯୋଗାଇବାକୁ ଆଶା କରନ୍ତି, କିନ୍ତୁ **ଜଳହୀନ ମେଘ** କୃଷକମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି କିନ୍ତୁ ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକମାନେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏହି ମିଥ୍ୟା ଶିକ୍ଷକମାନେ ଜଳହୀନ ମେଘ ପରି ନିରାଶ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
JUD 1 12 diqd figs-activepassive νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଜଳହୀନ ମେଘ, ଯାହା ବାୟୁ ନେଇଯାଏ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JUD 1 12 gs99 figs-metaphor δένδρα φθινοπωρινὰ ἄκαρπα 1 ଏଠାରେ ଯିହୂଦା ପୁନର୍ବାର ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ସେମାନଙ୍କର ଅଦରକାରୀତାକୁ ବର୍ଣ୍ଣନା କରନ୍ତି । ଲୋକମାନେ ଶରତ କାଳରେ ବୃକ୍ଷ ଫଳ ଯୋଗାଏ ବୋଲି ଆଶା କରନ୍ତି, କିନ୍ତୁ **ଫଳହୀନ ଶରତ ବୃକ୍ଷ** ସେମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କେବେ ଦିଅନ୍ତି ନାହିଁ” କିମ୍ବା “ଫଳହୀନ ବୃକ୍ଷ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
JUD 1 12 doxh figs-pastforfuture δὶς ἀποθανόντα ἐκριζωθέντα 1 ଏଠାରେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟରେ ସୂଚାଇବା ପାଇଁ ଏଠାରେ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି। ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଦୁଇଥର ମରିବେ, ସେମାନେ ନିଶ୍ଚିତ ଭାବରେ ଉଚ୍ଛେଦ ହେବେ” (ଦେଖନ୍ତୁ: [[rc://en/ta/man/translate/figs-pastforfuture]])
JUD 1 12 g76g figs-activepassive ἐκριζωθέντα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ ଏବଂ କାର୍ଯ୍ୟ
କିଏ କରିଛନ୍ତି ତାହା ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଉଚ୍ଛେଦ କଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
JUD 1 13 n4oc writing-pronouns οἷς 1 ଏଠାରେ

ଯାହାକୁ** ଶବ୍ଦ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ ଯାହାକୁ ଯିହୂଦା
ପୂର୍ବ ବାକ୍ୟରେ “ଭ୍ରମଣକାରୀ ତାରା” ବୋଲି କହିଥିଲେ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ତେବେ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯେ ଏହା ମିଥ୍ୟା ଶିକ୍ଷକମାନଙ୍କୁ
ସୂଚିତ କରେ

ବିକଳ୍ପ ଅନୁବାଦ: “ମିଥ୍ୟା ଶିକ୍ଷକ କାହା ପାଇଁ” (ଦେଖନ୍ତୁ:
JUD 1 13 n4oc writing-pronouns οἷς 1 ଏଠାରେ, **ଯାହାକୁ** ଶବ୍ଦ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ ଯାହାକୁ ଯିହୂଦା ପୂର୍ବ ବାକ୍ୟରେ “ଭ୍ରମଣକାରୀ ତାରା” ବୋଲି କହିଥିଲେ
​। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯେ ଏହା ମିଥ୍ୟା ଶିକ୍ଷକମାନଙ୍କୁ ସୂଚିତ କରେ । ବିକଳ୍ପ ଅନୁବାଦ: “ମିଥ୍ୟା ଶିକ୍ଷକ କାହା ପାଇଁ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
JUD 1 13 iast ὁ ζόφος τοῦ σκότους 1 ଏଠାରେ, **ଘୋର ଅନ୍ଧକାର** ବାକ୍ୟାଂଶର ଅର୍ଥ ହୋଇପାରେ: (୧) ଘୋରତା ଅନ୍ଧକାର ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” () ଘୋରତା ଅନ୍ଧକାର ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଘୋର, ଯାହା ଅନ୍ଧକାର ଅଟେ ।”
JUD 1 13 oey6 figs-metaphor ὁ ζόφος τοῦ σκότους 1 ଏଠାରେ ନର୍କକୁ ସୂଚାଇବା ପାଇଁ
ଯିହୂଦା  **ଘୋର** ଏବଂ **ଅନ୍ଧକାର** କୁ ସାଙ୍କେତିକ
ଭାବରେ ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସିଧାସଳଖ ଅନୁବାଦ କରି ପାରିବେ

ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଅନ୍ଧକାରର ଘୋରତାକୁ
ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ:
JUD 1 13 oey6 figs-metaphor ὁ ζόφος τοῦ σκότους 1 ଏଠାରେ ନର୍କକୁ ସୂଚାଇବା ପାଇଁ ଯିହୂଦା  **ଘୋର** ଏବଂ **ଅନ୍ଧକାର** କୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସିଧାସଳଖ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଅନ୍ଧକାରର ଘୋରତାକୁ ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ:[[rc://en/ta/man/translate/figs-metaphor]])
JUD 1 14 crwg translate-names Ἑνὼχ 1 **ହନୋକ** ଏକ ବ୍ୟକ୍ତିର ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
JUD 1 14 br8e translate-names Ἀδὰμ 1 **ଆଦମ** ଏକ ବ୍ୟକ୍ତିର ନାମ ଅଟେ। (ଦେଖନ୍ତୁ: [[rc://en/ta/man/translate/translate-names]])
JUD 1 14 marg writing-pronouns τούτοις 1 ଏଠାରେ

ଏମାନେ** ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଆନୁବାଦ କରି ପାରିବେ

ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ” (ଦେଖନ୍ତୁ:

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
49 JUD 1 16 zs28 γογγυσταί μεμψίμοιροι 1 grumblers, complainers ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି”
50 JUD 1 16 eaf2 λαλεῖ ὑπέρογκα 1 loud boasters ଏଠାରେ, **ବଡ଼ ବଡ଼ କଥା** ଏହି ମିଥ୍ୟା ଶିକ୍ଷକମାନଙ୍କର ଅହଂକାରୀ ବକ୍ତବ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: “ନିଜ ନିଜ ବିଷୟରେ ଗର୍ବ କରନ୍ତି” କିମ୍ବା “ଅହଂକାରୀ କଥା କହନ୍ତି”
51 JUD 1 16 j8rh θαυμάζοντες πρόσωπα 1 flatter others ଏଠାରେ, **ମୁହଁ** ସେମାନେ ଚାଟୁକାର କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ପ୍ରଶଂସା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
52 JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ ଅଭ୍ୟାସଗତ ଭାବରେ କିଛି କରିବା ବିଷୟକୁ ବୁଝାଇବା ନିମନ୍ତେ  ଯିହୂଦା **ଚାଳିତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି
। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ନିଜ ଅଧାର୍ମିକ ଇଚ୍ଛା ଅନୁସାରେ ବାସ କରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]]) ଏଠାରେ ଅଭ୍ୟାସଗତ ଭାବରେ କିଛି କରିବା ବିଷୟକୁ ବୁଝାଇବା ନିମନ୍ତେ  ଯିହୂଦା **ଚାଳିତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ନିଜ ଅଧାର୍ମିକ ଇଚ୍ଛା ଅନୁସାରେ ବାସ କରନ୍ତି” (ଦେଖନ୍ତୁ:[[rc://or/ta/man/translate/figs-metaphor]])
53 JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ, **କୁଅଭିଳାଷା** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଏବଂ ଅଧାର୍ମିକ ଇଚ୍ଛା ଅନୁଯାୟୀ ବାସ କରନ୍ତି” [[rc://or/ta/man/translate/figs-metaphor]])
54 JUD 1 19 r28j οὗτοί εἰσιν 1 It is these ଏଠାରେ, **ସେମାନେ** ପୂର୍ବ ପଦରେ ଯିହୂଦା ଦର୍ଶାଯାଇଥିବା ଉପହାସକାରୀମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । UST ପରି ବିକଳ୍ପ ଅନୁବାଦ: “ଏହି ଉପହାସକାରୀ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
55 JUD 1 19 ba6u figs-metaphor ψυχικοί 1 are worldly ଯିହୂଦା ସାଙ୍କେତିକ ଭାବରେ ମନୁଷ୍ୟର ଗୋଟିଏ ଅଂଶ ଆତ୍ମାକୁ, ଅନ୍ୟ ଅଂଶ, ଆତ୍ମା ​​ବିରୁଦ୍ଧରେ, “ଅଆତ୍ମିକ” ଅର୍ଥରେ ବ୍ୟବହାର କରନ୍ତି । **ସାଂସାରିକମନା​​** ଶବ୍ଦ ଈଶ୍ଵରଙ୍କ ବାକ୍ୟ ଏବଂ ଆତ୍ମା ​​ଅନୁଯାୟୀ ଜୀବନଯାପନ କରିବା ବଦଳରେ ସେମାନଙ୍କର ପ୍ରାକୃତିକ ପ୍ରବୃତ୍ତି ଅନୁଯାୟୀ ଜୀବନଯାପନ କରନ୍ତି । ଏହା ପ୍ରକୃତରେ ମିଥ୍ୟା ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ ବ୍ୟବହୃତ କରାଯାଇଛି । ବିକଳ୍ପ ଅନୁବାଦ: “ଅଆତ୍ମିକ” କିମ୍ବା “ସାଂସାରିକ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
71 JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
72 JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]])
73 JUD 1 1 p5yl figs-123person τοῖς…κλητοῖς 1 ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ଯାହାକୁ ପତ୍ର ଲେଖୁଛନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମନେ ଯିଏ ଆହୂତ” (ଦେଖନ୍ତୁ: [[rc://en/ta/man/translate/figs-123person]])
74 JUD 1 1 din3 figs-explicit τοῖς…κλητοῖς 1 ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ: [[rc://en/ta/man/translate/figs-explicit]])
75 JUD 1 1 gorg figs-activepassive ἐν Θεῷ Πατρὶ ἠγαπημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ପିତା ଈଶ୍ୱର ପ୍ରେମ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ପିତା ଈଶ୍ୱର ପ୍ରେମ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
76 JUD 1 1 rih9 guidelines-sonofgodprinciples Θεῷ Πατρὶ 1 **ପିତା** ଶବ୍ଦ ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। (ଦେଖନ୍ତୁ:
[[rc://en/ta/man/translate/guidelines-sonofgodprinciples]]) **ପିତା** ଶବ୍ଦ ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। (ଦେଖନ୍ତୁ: [[rc://en/ta/man/translate/guidelines-sonofgodprinciples]])
77 JUD 1 1 s3oh figs-activepassive Ἰησοῦ Χριστῷ τετηρημένοις 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଯୀଶୁ ଖ୍ରୀଷ୍ଟ ସୁରକ୍ଷିତ ରଖନ୍ତି” (ଦେଖନ୍ତୁ:
78 JUD 1 2 wjsn translate-blessing ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη. 1 ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟକୁ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାମାନଙ୍କ ପାଇଁ ଏକ ଶୁଭେଚ୍ଛାକୁ ଦର୍ଶାନ୍ତି । ଆପଣଙ୍କ ଭାଷାରେ ଏକ ଉପାୟକୁ ବ୍ୟବହାର କରନ୍ତୁ ଯାହା ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ବୋଲି ବୁଝାଇବ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ଆପଣା ଦୟା, ଶାନ୍ତି ଏବଂ ପ୍ରେମ ବର୍ତ୍ତାନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]])
79 JUD 1 2 q2qo figs-metaphor ἔλεος…καὶ εἰρήνη, καὶ ἀγάπη πληθυνθείη. 1 ଯିହୂଦା **ଦୟା ଏବଂ ଶାନ୍ତି ଏବଂ ପ୍ରେମ** ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେଗୁଡ଼ିକ ବସ୍ତୁ ଅଟେ ଯାହା ଆକାର କିମ୍ବା ସଂଖ୍ୟାରେ ବୃଦ୍ଧି ପାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ବିଭ୍ରାନ୍ତିକର ଅଟେ, ଆପଣ ଏକ ଭିନ୍ନ ରୂପକ ବ୍ୟବହାର କରିପାରିବେ ଯାହା ଏହି ଶବ୍ଦଗୁଡ଼ିକର ଅର୍ଥକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କର ଦୟା ଏବଂ ଶାନ୍ତି ଏବଂ ପ୍ରେମ ତୁମ୍ଭମାନଙ୍କ ପ୍ରତି ବୃଦ୍ଧି କରନ୍ତୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
80 JUD 1 2 etoo figs-you ὑμῖν 1 ଏହି ପତ୍ରରେ **ତୁମ୍ଭମାନେ** ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କୁ ଯିହୂଦା ଏହି ପତ୍ର ଲେଖୁଥିଲେ ଏବଂ ଏହା  ଏହି ପତ୍ରରେ ସର୍ବଦା ବହୁବଚନ ଅଟେ । (ଦେଖନ୍ତୁ:[[rc://en/ta/man/translate/figs-you]])
81 JUD 1 3 htjd figs-exclusive ἀγαπητοί 1 ଏଠାରେ **ପ୍ରିୟମାନେ** ଶବ୍ଦ, ଯିହୂଦା ଲେଖୁଥିବା ଲୋକମାନଙ୍କୁ ବୁଝାଏ । ଏହା ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ:
[[rc://en/ta/man/translate/figs-exclusive]]) ଏଠାରେ **ପ୍ରିୟମାନେ** ଶବ୍ଦ, ଯିହୂଦା ଲେଖୁଥିବା ଲୋକମାନଙ୍କୁ ବୁଝାଏ । ଏହା ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ: [[rc://en/ta/man/translate/figs-exclusive]])
82 JUD 1 3 kvkg figs-abstractnouns περὶ τῆς κοινῆς ἡμῶν σωτηρίας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ପରିତ୍ରାଣ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର କିପରି ଆମ୍ଭ ସମସ୍ତଙ୍କୁ ଏକତ୍ର ରକ୍ଷା କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
83 JUD 1 3 ls3z figs-ellipsis παρακαλῶν ἐπαγωνίζεσθαι τῇ…πίστει 1 ଯିହୂଦା କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଏକ ବାକ୍ୟ  ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହୋଇପାରେ ।ଏହି ଶବ୍ଦଟିକୁ ପୂର୍ବ ବାକ୍ୟରୁ ଯୋଗ କରାଯାଇପାରେ । ବିକଳ୍ପ ଅନୁବାଦ: “ବିଶ୍ୱାସ ପାଇଁ ପ୍ରାଣପଣରେ ଚେଷ୍ଟା କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରେ” (ଦେଖନ୍ତୁ: [[rc://en/ta/man/translate/figs-ellipsis]])
84 JUD 1 3 pvyp figs-activepassive τῇ ἅπαξ παραδοθείσῃ τοῖς ἁγίοις πίστει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ , ଏବଂ କିଏ କାର୍ଯ୍ୟକରେ ତାହା ଆପଣ ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ବିଶ୍ଵାସ ପାଇଁ ଈଶ୍ଵର ଏକାଥରେ ସମସ୍ତ ସାଧୁମାନଙ୍କୁ ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
104 JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସେହିପରି** ପୂର୍ବ ପଦରେ ଦର୍ଶାଯାଇଥିବା ସଦୋମ ଏବଂ ଗୋମୋରାର ଲୋକମାନଙ୍କ ଯୌନ ଅନୈତିକତାକୁ,
ଏବଂ ସମ୍ଭବତଃ ୦୧/୦୬.md) ପଦରେ ଦର୍ଶାଯାଇଥିବା ଦୁଷ୍ଟ ଦୂତମାନଙ୍କ ଅନୁପଯୁକ୍ତ ଆଚରଣକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ତଥାପି ଏହି ଯୌନ ଅନୈତିକତାରେ ଲିପ୍ତଥିବା ଲୋକମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
105 JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” (୨) ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”
106 JUD 1 8 qvhs figs-abstractnouns κυριότητα…ἀθετοῦσιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁତ୍ୱ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯୀଶୁ ଯାହା ଆଜ୍ଞା ଦିଅନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” କିମ୍ବା “ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
107 JUD 1 9 lxf3 figs-possession κρίσιν ἐπενεγκεῖν βλασφημίας 1 ଯିହୂଦା ଏକ **ବିଚାର** କୁ ବର୍ଣ୍ଣନା କରିବା ପାଇଁ ଆଧିକାରିକ ଶବ୍ଦ ବ୍ୟବହାର କରନ୍ତି ଯାହା **ନିନ୍ଦା** ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ନିନ୍ଦିତ ବିଚାର ଆଣିବା ଲାଗି” (ଦେଖନ୍ତୁ:
[[rc://en/ta/man/translate/figs-possession]]) ଯିହୂଦା ଏକ **ବିଚାର** କୁ ବର୍ଣ୍ଣନା କରିବା ପାଇଁ ଆଧିକାରିକ ଶବ୍ଦ ବ୍ୟବହାର କରନ୍ତି ଯାହା **ନିନ୍ଦା** ଦ୍ୱାରା ବର୍ଣ୍ଣିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ନିନ୍ଦିତ ବିଚାର ଆଣିବା ଲାଗି” (ଦେଖନ୍ତୁ:[[rc://en/ta/man/translate/figs-possession]])
108 JUD 1 10 q640 figs-simile ὅσα…φυσικῶς ὡς τὰ ἄλογα ζῷα ἐπίστανται 2 ଏହି ବାକ୍ୟାଂଶ ମିଥ୍ୟା ଶିକ୍ଷକମାନଙ୍କର ଯୌନଗତ ଅପରାଧକୁ ବୁଝାଏ, ଯେଉଁମାନେ ଅଜ୍ଞାନି ହୋଇ ସେମାନଙ୍କର ସ୍ୱାଭାବିକ
ଯୌନ ଇଚ୍ଛା ଅନୁଯାୟୀ ପଶୁମାନଙ୍କ ଜୀବନଯାପନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଅପ୍ରତୀକାତ୍ମକ ଉପାୟରେ ରୂପକକୁ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ଯାହା ସ୍ୱାଭାବିକ ଭାବରେ ବୁଝନ୍ତି, ଅନିୟନ୍ତ୍ରିତ ଯୌନ ଇଚ୍ଛା” (ଦେଖନ୍ତୁ:[[rc://en/ta/man/translate/figs-simile]])
109 JUD 1 10 x35l writing-pronouns ἐν τούτοις 1 ଏଠାରେ, **ଏହି ବିଷୟଗୁଡ଼ିକ** “ଯାହାକୁ ସେମାନେ ପ୍ରବୃତ୍ତି ଦ୍ୱାରା ବୁଝନ୍ତି,” ତାହା ବୁଝାଏ, ଯାହା ଯୌନ ପାପ ଅଟେ ।
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ଯୌନଗତ ପାପ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/writing-pronouns]])
110 JUD 1 10 z0n7 figs-activepassive ἐν τούτοις φθείρονται 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ସେମାନଙ୍କୁ ବିନଷ୍ଟ କରେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ସେମାନଙ୍କୁ ବିନଷ୍ଟ କରେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
111 JUD 1 11 yg9b figs-explicit τῇ ὁδῷ τοῦ Κάϊν 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **କୟିନ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଆଦିପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ବୁଝିପାରିବେ । ସେହି କାହାଣୀରେ, କୟିନ ଈଶ୍ଵରଙ୍କୁ ଏକ ଗ୍ରହଣୀୟ ଉତ୍ସର୍ଗ କଲା, ଏବଂ ଈଶ୍ଵର ତାଙ୍କ ବଳିଦାନକୁ ପ୍ରତ୍ୟାଖ୍ୟାନ କଲେ । ଫଳସ୍ୱରୂପ, ସେ କ୍ରୋଧିତ ହେଲେ ଏବଂ ତାଙ୍କ ଭାଇ ଆବେଲଙ୍କୁ ଈର୍ଷା କଲେ, କାରଣ ଈଶ୍ଵର ଆବେଲଙ୍କ ବଳିଦାନକୁ ଗ୍ରହଣ କରିଥିଲେ । କୟିନର କ୍ରୋଧ ଏବଂ
ଈର୍ଷା ତାହାକୁ ନିଜ ଭାଇକୁ ହତ୍ୟା କରିବାରେ ସାହାଯ୍ୟ କଲା । ଈଶ୍ଵର କୟିନକୁ ଜମି ଚାଷରୁ ନିଷିଦ୍ଧ କରି ଦଣ୍ଡିତ କଲେ। ଏହା ସହ, ଯେବେ ଯିହୂଦା ଏହି ପତ୍ର ଲେଖିଥିଲେ, ଯିହୁଦୀମାନେ କୟିନଙ୍କୁ ଏପରି ଏକ ଉଦାହରଣ ଭାବରେ ବିବେଚନା କରିଥିଲେ ଯିଏ ଅନ୍ୟ ଲୋକମାନଙ୍କୁ ପାପ କରିବାକୁ ଶିଖାଇଥିଲେ, ଯାହା ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ଆପଣ ଏଥି ମଧ୍ୟରୁ
କିଛି ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୟିନଙ୍କ ପଥରେ, ଯିଏ ନିଜ ଭାଇକୁ ହତ୍ୟା କଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]]) ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **କୟିନ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଆଦିପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ବୁଝିପାରିବେ । ସେହି କାହାଣୀରେ, କୟିନ ଈଶ୍ଵରଙ୍କୁ ଏକ ଗ୍ରହଣୀୟ ଉତ୍ସର୍ଗ କଲା, ଏବଂ ଈଶ୍ଵର ତାଙ୍କ ବଳିଦାନକୁ ପ୍ରତ୍ୟାଖ୍ୟାନ କଲେ । ଫଳସ୍ୱରୂପ, ସେ କ୍ରୋଧିତ ହେଲେ ଏବଂ ତାଙ୍କ ଭାଇ ଆବେଲଙ୍କୁ ଈର୍ଷା କଲେ, କାରଣ ଈଶ୍ଵର ଆବେଲଙ୍କ ବଳିଦାନକୁ ଗ୍ରହଣ କରିଥିଲେ । କୟିନର କ୍ରୋଧ ଏବଂ
ଈର୍ଷା ତାହାକୁ ନିଜ ଭାଇକୁ ହତ୍ୟା କରିବାରେ ସାହାଯ୍ୟ କଲା । ଈଶ୍ଵର କୟିନକୁ ଜମି ଚାଷରୁ ନିଷିଦ୍ଧ କରି ଦଣ୍ଡିତ କଲେ। ଏହା ସହ, ଯେବେ ଯିହୂଦା ଏହି ପତ୍ର ଲେଖିଥିଲେ, ଯିହୁଦୀମାନେ କୟିନଙ୍କୁ ଏପରି ଏକ ଉଦାହରଣ ଭାବରେ ବିବେଚନା କରିଥିଲେ ଯିଏ ଅନ୍ୟ ଲୋକମାନଙ୍କୁ ପାପ କରିବାକୁ ଶିଖାଇଥିଲେ, ଯାହା ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ଆପଣ ଏଥି ମଧ୍ୟରୁ କିଛି ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୟିନଙ୍କ ପଥରେ, ଯିଏ ନିଜ ଭାଇକୁ ହତ୍ୟା କଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
112 JUD 1 11 b33e figs-idiom οὐαὶ αὐτοῖς 1 **ସେମାନଙ୍କ ପ୍ରତି ହାୟ** ବାକ୍ୟାଂଶ “ତୁମ୍ଭେମାନେ ଧନ୍ୟ” ବାକ୍ୟାଂଶର ବିପରୀତ ଅଟେ । ଏହା ସୂଚାଏ ଯେ ସମ୍ବୋଧିତ ହେଉଥିବା ଲୋକମାନଙ୍କ ସହ ମନ୍ଦ ବିଷୟ ଘଟିବାକୁ ଯାଉଛି, କାରଣ ସେମାନେ ଈଶ୍ଵରଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ବିକଳ୍ପ ଅନୁବାଦ: “ଏହା ସେମାନଙ୍କ ପାଇଁ କେତେ ଭୟଙ୍କର ଅଟେ” କିମ୍ବା “ସେମାନଙ୍କ ପାଇଁ ଅସୁବିଧା ଆସିବ” (ଦେଖନ୍ତୁ:
[[rc://en/ta/man/translate/figs-idiom]]) **ସେମାନଙ୍କ ପ୍ରତି ହାୟ** ବାକ୍ୟାଂଶ “ତୁମ୍ଭେମାନେ ଧନ୍ୟ” ବାକ୍ୟାଂଶର ବିପରୀତ ଅଟେ । ଏହା ସୂଚାଏ ଯେ ସମ୍ବୋଧିତ ହେଉଥିବା ଲୋକମାନଙ୍କ ସହ ମନ୍ଦ ବିଷୟ ଘଟିବାକୁ ଯାଉଛି, କାରଣ ସେମାନେ ଈଶ୍ଵରଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ବିକଳ୍ପ ଅନୁବାଦ: “ଏହା ସେମାନଙ୍କ ପାଇଁ କେତେ ଭୟଙ୍କର ଅଟେ” କିମ୍ବା “ସେମାନଙ୍କ ପାଇଁ ଅସୁବିଧା ଆସିବ” (ଦେଖନ୍ତୁ: [[rc://en/ta/man/translate/figs-idiom]])
113 JUD 1 11 zsdw ἐξεχύθησαν 1 ବିକଳ୍ପ ଅନୁବାଦ: “ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଛନ୍ତି”
114 JUD 1 11 tmf2 figs-explicit τῇ πλάνῃ τοῦ Βαλαὰμ μισθοῦ 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣିପାରିବେ। ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା। ଯେବେ ଈଶ୍ଵର ବିଲୀୟାମକୁ ଏପରି କରିବାକୁ ଅନୁମତି ଦେଲେ ନାହିଁ, ସେତେବେଳେ ବିଲୀୟାମ ଦୁଷ୍ଟ ମହିଳାମାନଙ୍କୁ ଇସ୍ରାଏଲୀୟମାନଙ୍କୁ ଯୌନଗତ ପାପ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କରିବା ପାଇଁ ବ୍ୟବହାର କଲା, ଯାହାଫଳରେ ଈଶ୍ଵର ସେମାନଙ୍କ ଅବମାନନା ହେତୁ ସେମାନଙ୍କୁ ଦଣ୍ଡ
ଦେଇଥିଲେ। ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ଅର୍ଥ ପାଇବାକୁ ଚାହୁଁଥିଲା ତେଣୁ ଏହିପରି କରିଥିଲା, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାଙ୍କୁ ହତ୍ୟା କରିଥିଲେ। ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ। ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “ବିଲୀୟାମର ତ୍ରୁଟି ହେତୁ, ଯିଏ ଇସ୍ରାଏଲୀୟମାନଙ୍କୁ ଅର୍ଥ ପାଇଁ ଅନୈତିକତାରେ ଲିପ୍ତ
କରିଥିଲା” (ଦେଖନ୍ତୁ: [[rc://en/ta/man/translate/figs-explicit]])
115 JUD 1 11 qlof figs-explicit τῇ ἀντιλογίᾳ τοῦ Κόρε 1 ଏଠାରେ ଯିହୂଦା  ମିଥ୍ୟା ଶିକ୍ଷକମାନଙ୍କୁ **କୋରହ** ସହ ତୁଳନା କରନ୍ତି । ଯିହୂଦା ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ପୁରାତନ ନିୟମର ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ଜାଣି ପାରିବେ । ସେହି କାହାଣୀରେ, କୋରାହ ଇସ୍ରାଏଲର ଜଣେ ବ୍ୟକ୍ତି ଯିଏ ମୋଶା ଏବଂ ହାରୋଣଙ୍କ ନେତୃତ୍ୱରେ ବିଦ୍ରୋହର ନେତୃତ୍ୱ ନେଇଥିଲେ, ଯାହାଙ୍କୁ ଈଶ୍ଵର ନିଯୁକ୍ତ କରିଥିଲେ । ଈଶ୍ଵର କୋରାହ ଏବଂ ତାଙ୍କ ସହିତ ବିଦ୍ରୋହ କରୁଥିବା ସମସ୍ତଙ୍କୁ ହତ୍ୟା କଲେ ଏବଂ ଅନ୍ୟମାନଙ୍କୁ ଗ୍ରାସ କରିବା ପାଇଁ ଭୂମିକୁ ଉନ୍ମୁକ୍ତ କଲେ । ଆପଣ ଏଥିମଧ୍ୟରୁ କେତକ ବିଷୟ ସ୍ପଷ୍ଟ ଭାବରେ ସୂଚାଇ ପାରିବେ
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ବିଶେଷ କରି ଯଦି ସେମାନେ କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ: “କୋରହର ବିଦ୍ରୋହରେ, ଯିଏ ଈଶ୍ଵରଙ୍କ ନିଯୁକ୍ତ ନେତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
116 JUD 1 11 tspu figs-pastforfuture ἀπώλοντο 1 ଭବିଷ୍ୟତରେ ଘଟିବାକୁ ଥିବା କିଛି ବିଷୟ ବିଷୟରେରେ ସୂଚାଇବା ପାଇଁ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି । ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ବିନଷ୍ଟ ହେବେ” (ଦେଖନ୍ତୁ:
[[rc://en/ta/man/translate/figs-pastforfuture]])
117 JUD 1 12 aq79 translate-unknown ταῖς ἀγάπαις 1 ଏଠାରେ, **ପ୍ରେମଭୋଜି** ଖ୍ରୀଷ୍ଟିୟାନମାନଙ୍କର ସମାବେଶକୁ ବୁଝାଏ ଯେଉଁଠାରେ ସେମାନେ ଏକତ୍ର ଭୋଜନ କରନ୍ତି । ଏହି **ଭୋଜି** ଆଦି ମଣ୍ଡଳୀରେ ହୋଇଥିଲା ଏବଂ ସମ୍ଭବତଃ ଯୀଶୁଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ରୂଟି ଏବଂ ଦ୍ରାକ୍ଷାରସ ପାନକରୁଥିଲେ, ଯାହାକୁ ପାଉଲ ୧ କରିନ୍ଥୀୟ ୧:୨୦ ରେ “ପ୍ରଭୁ ଭୋଜ” ବୋଲି କହନ୍ତି’। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ସୂଚନା ମଧ୍ୟରୁ କେତେକ ବିଷୟକୁ ସ୍ପଷ୍ଟ ଭାବରେ  ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ସହ ସାମ୍ପ୍ରଦାୟିକ ଭୋଜନ” (ଦେଖନ୍ତୁ:
[[rc://en/ta/man/translate/translate-unknown]]) ଏଠାରେ, **ପ୍ରେମଭୋଜି** ଖ୍ରୀଷ୍ଟିୟାନମାନଙ୍କର ସମାବେଶକୁ ବୁଝାଏ ଯେଉଁଠାରେ ସେମାନେ ଏକତ୍ର ଭୋଜନ କରନ୍ତି । ଏହି **ଭୋଜି** ଆଦି ମଣ୍ଡଳୀରେ ହୋଇଥିଲା ଏବଂ ସମ୍ଭବତଃ ଯୀଶୁଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ରୂଟି ଏବଂ ଦ୍ରାକ୍ଷାରସ ପାନକରୁଥିଲେ, ଯାହାକୁ ପାଉଲ ୧ କରିନ୍ଥୀୟ ୧:୨୦ ରେ “ପ୍ରଭୁ ଭୋଜ” ବୋଲି କହନ୍ତି’। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ସୂଚନା ମଧ୍ୟରୁ କେତେକ ବିଷୟକୁ ସ୍ପଷ୍ଟ ଭାବରେ  ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସହ ବିଶ୍ଵାସୀମାନଙ୍କ ସହ ସାମ୍ପ୍ରଦାୟିକ ଭୋଜନ” (ଦେଖନ୍ତୁ: [[rc://en/ta/man/translate/translate-unknown]])
118 JUD 1 12 emua figs-metaphor ἑαυτοὺς ποιμαίνοντες 1 ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କବିଷୟରେ ସାଙ୍କେତିକ ଭାବରେ କହନ୍ତି ଯିଏ ସ୍ୱାର୍ଥପର ଭାବରେ ସେମାନଙ୍କର ଆବଶ୍ୟକତାର ଧ୍ୟାନ ରଖନ୍ତି ଯେପରି ସେମାନେ ମେଷପାଳକ ଅଟନ୍ତି ଯେଉଁମାନେ ନିଜ ପଲ ବଦଳରେ ନିଜକୁ ଖାଇବାକୁ ଦିଅନ୍ତି ଏବଂ
ଯତ୍ନ ନିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କ ପରି ଯେଉଁମାନେ ନିଜ ପଲ ବଦଳରେ
ନିଜକୁ ଖାଇବାକୁ ଦିଅନ୍ତି” କିମ୍ବା “କେବଳ ନିଜର ଯତ୍ନ ନିଅନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କବିଷୟରେ ସାଙ୍କେତିକ ଭାବରେ କହନ୍ତି ଯିଏ ସ୍ୱାର୍ଥପର ଭାବରେ ସେମାନଙ୍କର ଆବଶ୍ୟକତାର ଧ୍ୟାନ ରଖନ୍ତି ଯେପରି ସେମାନେ ମେଷପାଳକ ଅଟନ୍ତି ଯେଉଁମାନେ ନିଜ ପଲ ବଦଳରେ ନିଜକୁ ଖାଇବାକୁ ଦିଅନ୍ତି ଏବଂ
ଯତ୍ନ ନିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ମେଷପାଳକମାନଙ୍କ ପରି ଯେଉଁମାନେ ନିଜ ପଲ ବଦଳରେ
ନିଜକୁ ଖାଇବାକୁ ଦିଅନ୍ତି” କିମ୍ବା “କେବଳ ନିଜର ଯତ୍ନ ନିଅନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
119 JUD 1 12 s2st figs-metaphor νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯିହୂଦା ମିଥ୍ୟା ଶିକ୍ଷକମାନଙ୍କର ଅନୁପଯୋଗୀତାକୁ ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି । ଲୋକମାନେ ଫସଲ ବୃଦ୍ଧି ପାଇଁ ମେଘ ଜଳ ଯୋଗାଇବାକୁ ଆଶା କରନ୍ତି, କିନ୍ତୁ **ଜଳହୀନ ମେଘ** କୃଷକମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି କିନ୍ତୁ ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକମାନେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି ନାହିଁ” କିମ୍ବା “ଏହି ମିଥ୍ୟା ଶିକ୍ଷକମାନେ ଜଳହୀନ ମେଘ ପରି ନିରାଶ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
120 JUD 1 12 diqd figs-activepassive νεφέλαι ἄνυδροι ὑπὸ ἀνέμων παραφερόμεναι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଜଳହୀନ ମେଘ, ଯାହା ବାୟୁ ନେଇଯାଏ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
121 JUD 1 12 gs99 figs-metaphor δένδρα φθινοπωρινὰ ἄκαρπα 1 ଏଠାରେ ଯିହୂଦା ପୁନର୍ବାର ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ସେମାନଙ୍କର ଅଦରକାରୀତାକୁ ବର୍ଣ୍ଣନା କରନ୍ତି । ଲୋକମାନେ ଶରତ କାଳରେ ବୃକ୍ଷ ଫଳ ଯୋଗାଏ ବୋଲି ଆଶା କରନ୍ତି, କିନ୍ତୁ **ଫଳହୀନ ଶରତ ବୃକ୍ଷ** ସେମାନଙ୍କୁ ନିରାଶ କରେ । ଠିକ୍ ସେହିପରି ଭାବରେ, ମିଥ୍ୟା ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟରେ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା କେବେ ଦିଅନ୍ତି ନାହିଁ” କିମ୍ବା “ଫଳହୀନ ବୃକ୍ଷ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
122 JUD 1 12 doxh figs-pastforfuture δὶς ἀποθανόντα ἐκριζωθέντα 1 ଏଠାରେ ଭବିଷ୍ୟତରେ ଘଟିବାକୁ ଥିବା ବିଷୟରେ ସୂଚାଇବା ପାଇଁ ଏଠାରେ ଯିହୂଦା ସାଙ୍କେତିକ ଭାବରେ ଅତୀତ କାଳକୁ ବ୍ୟବହାର କରନ୍ତି। ଏହା ନିଶ୍ଚିତ ଭାବରେ ଘଟିବ ବୋଲି ଦର୍ଶାଇବାକୁ ସେ ଏହା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଭବିଷ୍ୟତ କାଳ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଭାବରେ ଦୁଇଥର ମରିବେ, ସେମାନେ ନିଶ୍ଚିତ ଭାବରେ ଉଚ୍ଛେଦ ହେବେ” (ଦେଖନ୍ତୁ: [[rc://en/ta/man/translate/figs-pastforfuture]])
123 JUD 1 12 g76g figs-activepassive ἐκριζωθέντα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ଅନୁବାଦ କରି ପାରିବେ ଏବଂ କାର୍ଯ୍ୟ
କିଏ କରିଛନ୍ତି ତାହା ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ଉଚ୍ଛେଦ କଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
124 JUD 1 13 n4oc writing-pronouns οἷς 1 ଏଠାରେ

ଯାହାକୁ** ଶବ୍ଦ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ ଯାହାକୁ ଯିହୂଦା
ପୂର୍ବ ବାକ୍ୟରେ “ଭ୍ରମଣକାରୀ ତାରା” ବୋଲି କହିଥିଲେ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ତେବେ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯେ ଏହା ମିଥ୍ୟା ଶିକ୍ଷକମାନଙ୍କୁ
ସୂଚିତ କରେ

ବିକଳ୍ପ ଅନୁବାଦ: “ମିଥ୍ୟା ଶିକ୍ଷକ କାହା ପାଇଁ” (ଦେଖନ୍ତୁ: ଏଠାରେ, **ଯାହାକୁ** ଶବ୍ଦ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ ଯାହାକୁ ଯିହୂଦା ପୂର୍ବ ବାକ୍ୟରେ “ଭ୍ରମଣକାରୀ ତାରା” ବୋଲି କହିଥିଲେ
​। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯେ ଏହା ମିଥ୍ୟା ଶିକ୍ଷକମାନଙ୍କୁ ସୂଚିତ କରେ । ବିକଳ୍ପ ଅନୁବାଦ: “ମିଥ୍ୟା ଶିକ୍ଷକ କାହା ପାଇଁ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
125 JUD 1 13 iast ὁ ζόφος τοῦ σκότους 1 ଏଠାରେ, **ଘୋର ଅନ୍ଧକାର** ବାକ୍ୟାଂଶର ଅର୍ଥ ହୋଇପାରେ: (୧) ଘୋରତା ଅନ୍ଧକାର ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଘୋର ଅନ୍ଧକାର” (୨) ଘୋରତା ଅନ୍ଧକାର ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଘୋର, ଯାହା ଅନ୍ଧକାର ଅଟେ ।”
126 JUD 1 13 oey6 figs-metaphor ὁ ζόφος τοῦ σκότους 1 ଏଠାରେ ନର୍କକୁ ସୂଚାଇବା ପାଇଁ
ଯିହୂଦା  **ଘୋର** ଏବଂ **ଅନ୍ଧକାର** କୁ ସାଙ୍କେତିକ
ଭାବରେ ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସିଧାସଳଖ ଅନୁବାଦ କରି ପାରିବେ

ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଅନ୍ଧକାରର ଘୋରତାକୁ
ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ: ଏଠାରେ ନର୍କକୁ ସୂଚାଇବା ପାଇଁ ଯିହୂଦା  **ଘୋର** ଏବଂ **ଅନ୍ଧକାର** କୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସିଧାସଳଖ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ନର୍କର ଅନ୍ଧକାରର ଘୋରତାକୁ ସଂରକ୍ଷିତ କରିଛନ୍ତି” (ଦେଖନ୍ତୁ:[[rc://en/ta/man/translate/figs-metaphor]])
127 JUD 1 14 crwg translate-names Ἑνὼχ 1 **ହନୋକ** ଏକ ବ୍ୟକ୍ତିର ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
128 JUD 1 14 br8e translate-names Ἀδὰμ 1 **ଆଦମ** ଏକ ବ୍ୟକ୍ତିର ନାମ ଅଟେ। (ଦେଖନ୍ତୁ: [[rc://en/ta/man/translate/translate-names]])
129 JUD 1 14 marg writing-pronouns τούτοις 1 ଏଠାରେ

ଏମାନେ** ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଆନୁବାଦ କରି ପାରିବେ

ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ” (ଦେଖନ୍ତୁ: