Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-22 02:21:25 +00:00
parent ce926e3e2f
commit e11dd75782
1 changed files with 8 additions and 8 deletions

View File

@ -49,14 +49,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 4 qt4e τὰς ἐντολὰς αὐτοῦ 1 his commandments
1JN 2 4 cj84 figs-metaphor ἐν τούτῳ ἡ ἀλήθεια οὐκ ἔστιν 1 the truth is not in him ଯୋହନ  ଆଳଙ୍କାରିକ ଭାବରେ **ସତ୍ୟ**କୁ ଏକ ବ୍ୟକ୍ତି ମଧ୍ୟରେ ଥିବା ଏକ ବିଷୟ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ଏପରି ବ୍ୟକ୍ତି ସତ୍ୟ କହେନାହିଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 5 aqa4 figs-idiom τηρῇ αὐτοῦ τὸν λόγον 1 keeps his word ଏହି ଉଦାହରଣରେ, **ପାଳନ** କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ  ଯାହାର ଅର୍ଥ  “ମାନିବା” ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 5 x88p figs-possession ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in him truly the love of God has been perfected ଏହାକୁ ସକ୍ରିୟ ରୂପରେ ଉଦ୍ଧୃତ କରାଯାଇ ପାରେ । ସମ୍ଭବତଃ ଅର୍ଥ ଅଟନ୍ତି: ୧) “ଈଶ୍ବରଙ୍କ ପ୍ରେମ” ଈଶ୍ବରଙ୍କୁ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଦର୍ଶାଏ, ଏବଂ “ସମ୍ପୁର୍ଣ୍ଣ” ଶଦ୍ଦ ପୂର୍ଣ୍ଣତା ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଏହା ସେହି ବ୍ୟକ୍ତି ଅଟନ୍ତି ଯେ ସମ୍ପୂର୍ଣ୍ଣ ଈଶ୍ବରଙ୍କୁ ପ୍ରେମ କରନ୍ତି” କିମ୍ବା ) “ଈଶ୍ବରଙ୍କ ପ୍ରେମ” ଈଶ୍ବର ପ୍ରେମ କରୁଥିବା ଲୋକମାନଙ୍କୁ ଦର୍ଶାଏ, ଏବଂ “ସଂପୁର୍ଣ୍ଣ” ଶଦ୍ଦ ଉଦେଶ୍ବକୁ ପୂର୍ଣ୍ଣ କରିବା ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ସେହି ବ୍ୟକ୍ତିଙ୍କ ଜୀବନରେ ସଫଳିକୃତ ହୋଇଛି” (ଦେଖ: [[rc://en/ta/man/translate/figs-possession]] ଏବଂ [[rc://en/ta/man/translate/figs-activepassive]])
1JN 2 5 b688 figs-metaphor ἐν τούτῳ ... γινώσκομεν ὅτι ἐν αὐτῷ ἐσμεν 1 By this we know that we are in him “ଆମ୍ଭେମାନେ ତାହାଙ୍କ ଠାରେ ଅଛୁ” ବାକ୍ୟାଂଶର ଅର୍ଥ ଯେ ବିଶ୍ବାସୀମାନେ ଈଶ୍ବରଙ୍କ ସହଭାଗିତାରେ ଅଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ଅଜ୍ଞା ପାଳନ କରୁ ଯାହା ଈଶ୍ବର କହନ୍ତି, ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଆମ୍ଭେମାନେ ତାହାଙ୍କ ସହଭାଗିତାରେ ରହିଅଛୁ” ଏବଂ “ଏହା ଦ୍ବାରା ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଈଶ୍ବରଙ୍କଠାରେ ସଂଯୁକ୍ତ ହୋଇଅଛୁ” (ଦେଖ: [[rc://en/ta/man/translate/figs-metaphor]])
1JN 2 6 u6lu figs-metaphor 0 remains in God ଈଶ୍ବରଙ୍କଠାରେ ରହିବାର ଅର୍ଥ ଈଶ୍ବରଙ୍କ ସହଭାଗିତାରେ ଲାଗି ରହିବା । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହଭାଗିତାରେ ଲାଗି ରୁହ” ଏବଂ “ଈଶ୍ବରଙ୍କଠାରେ ଲାଗି ରୁହ” (ଦେଖ: [[rc://en/ta/man/translate/figs-metaphor]])
1JN 2 6 x5n1 figs-metaphor ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 should himself also walk just as he walked ଜଣେ ବ୍ୟକ୍ତିଙ୍କ ଜୀବନଶୈଳି ବିଷୟରେ ଏପରି କୁହାଯାଇଛି ଯେପରି ଏହା ଏକ ପଥ ମଧ୍ୟରେ ଚାଲୁଥିଲେ । ଅନ୍ୟ ଏକ ଅନୁବାଦରେ: “ସେ ଯେପରି ଜୀବନ ଅତିବାହିତ କଲେ ସେହିପରି ତୁମ୍ଭେମାନେ ମଧ୍ୟ କରିବା ଉଚିତ୍” ଓ “ଯେପରି ସେ ଜୀବନ ଅତିବାହିତ କରନ୍ତି: ଯୀଶୁ ଖ୍ରୀଷ୍ଟ ଯେପରି ଈଶ୍ବରଙ୍କ ଅଜ୍ଞା ପାଳନ କଲେ ସେହିପରି ଆମ୍ଭେମାନେ ତାହଙ୍କ ଅଜ୍ଞା ପାଳନ କରିବା ଉଚିତ୍” (ଦେଖ: [[rc://en/ta/man/translate/figs-metaphor]])
1JN 2 7 s5wc 0 Connecting Statement: ଯୋହନ ବିଶ୍ବାସୀମାନଙ୍କୁ ସହଭାଗିତାର ମୂଳ ସିଦ୍ଧାନ୍ତ ବିଷୟରେ କହନ୍ତି—ଆଜ୍ଞାବହତା ଏବଂ ପ୍ରେମ ।
1JN 2 7 py9g ἀγαπητοί ... γράφω 1 Beloved, I am ତୁମ୍ଭେମାନେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ମୁଁ ଅଟେ କିମ୍ବା “ପ୍ରିୟ ବନ୍ଧୁଗଣ, ମୁଁ ଅଟେ “
1JN 2 7 amu6 οὐκ ἐντολὴν καινὴν γράφω ὑμῖν, ἀλλ’ ἐντολὴν παλαιὰν 1 I am not writing a new commandment to you, but an old commandment "ମୁଁ ତୁମ୍ଭମାନଙ୍କୁ ପରସ୍ପର ପ୍ରତି ପ୍ରେମ କରିବା ନିମନ୍ତେ ଲେଖିଅଛି,ଏହା କରିବା କୌଣସି ଏକ ନୁତନ ବିଷୟ ନୁହେଁ କିନ୍ତୁ ତାହା ଏକ ପୁରାତନ ଆଜ୍ଞା ଯାହା ତୁମ୍ଭେମାନେ ଶୁଣିଅଛ । ଯୋହନ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଯୀଶୁଙ୍କ ଆଜ୍ଞା ଉଲ୍ଲେଖ କରନ୍ତି ।
1JN 2 7 vz9w figs-explicit ἀπ’ ἀρχῆς 1 from the beginning ଏଠାରେ, “ଆଦ୍ୟ” ଶଦ୍ଦ ଯେତେବେଳେ ସେମାନଙ୍କ ଖ୍ରୀଷ୍ଟଙ୍କୁ ଅନୁକରଣ କରିବା ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଯେଉଁ ଦିନଠାରୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ପ୍ରଥମେ ବିଶ୍ବାସ କଲ” (ଦେଖ: [[rc://en/ta/man/translate/figs-explicit]])
1JN 2 5 x88p figs-possession ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in him truly the love of God has been perfected ଈଶ୍ଵରଙ୍କ  ପ୍ରେମ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” (2 ) ଏହା ହୁଏତ ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ଜୀବନରେ ଈଶ୍ଵରଙ୍କ ପ୍ରେମ ଏହାର ଉଦ୍ଦେଶ୍ୟ ପ୍ରାପ୍ତ କରିଅଛି”[[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 5 b688 figs-metaphor ἐν τούτῳ ... γινώσκομεν ὅτι ἐν αὐτῷ ἐσμεν 1 By this we know that we are in him ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ  ଭିତରେ ରହିପାରନ୍ତି । ଏହି ଅଭିବ୍ୟକ୍ତି ଏକ ଘନିଷ୍ଠ ସମ୍ପର୍କ ଥିବା ବିଷୟକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 u6lu figs-metaphor 0 remains in God ଏହି ପୁସ୍ତକର ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଈଶ୍ଵରଙ୍କ ଠାରେ ରହିବାର ଅର୍ଥ [1:3](https://create.translationcore.com/01/03.md) ଏବଂ [1:6](https://create.translationcore.com/01/06.md) ରେ “ଈଶ୍ଵରଙ୍କ ସହ ସହଭାଗିତା” ରେ ରହିବା ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାଙ୍କର ଘନିଷ୍ଠ ସମ୍ପର୍କ ଅଛି”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 x5n1 figs-metaphor ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 should himself also walk just as he walked [1:6](https://create.translationcore.com/01/06.md) ଏବଂ [1:7](https://create.translationcore.com/01/07.md) ପରି, ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହା ବୁଝାଇବାକୁ ଯୋହନ ଆଳଙ୍କାରିକ ଭାବରେ **ଆଚରଣ** କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ଜୀବନଯାପନ କଲେ ସେହିପରି ଜୀବନଯାପନ କରିବା ଉଚିତ୍” କିମ୍ବା “ଯୀଶୁଙ୍କ ପରି ଈଶ୍ଵରଙ୍କୁ ମାନିବା ଉଚିତ୍”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 7 s5wc 0 Connecting Statement:
1JN 2 7 py9g ἀγαπητοί ... γράφω 1 Beloved, I am ଏହା ସ୍ନେହ ଶବ୍ଦର ଆଉ ଏକ ଶବ୍ଦ ଅଟେ ଯେଉଁ ଶବ୍ଦରେ ଯୋହନ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରନ୍ତି ଯେଉଁମାନଙ୍କୁ ସେ ଏହି ପତ୍ର ଲେଖନ୍ତି । ଏକ ନିର୍ଦ୍ଦିଷ୍ଟ ଲୋକ ଗୋଷ୍ଠୀକୁ ସୂଚାଇବା ପାଇଁ ଏହା **ପ୍ରିୟ** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରେ । ଆପଣଙ୍କ ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ମୁଁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ”  [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 7 amu6 οὐκ ἐντολὴν καινὴν γράφω ὑμῖν, ἀλλ’ ἐντολὴν παλαιὰν 1 I am not writing a new commandment to you, but an old commandment ଏହାର ଅର୍ଥ ଏହା ଯେ ନିର୍ଦ୍ଦିଷ୍ଟ ଶବ୍ଦ ବା ବାର୍ତ୍ତା ଯାହା ଯୋହନ ବର୍ଣ୍ଣନା କରନ୍ତି  ତାହା ଯୀଶୁ ବିଶ୍ଵାସୀମାନଙ୍କୁ, ସେମାନେ ପରସ୍ପରକୁ ପ୍ରେମ କର  ଉଚିତ୍ ବୋଲି ଦେଇଥିବା ଆଜ୍ଞା ଅଟେ  । ଯୋହନ [13:34](https://create.translationcore.com/jhn/13/34.md) ଏବଂ [15:12](https://create.translationcore.com/jhn/15/12.md)ର ସୁସମାଚାର ଦେଖନ୍ତୁ । ଯୋହନ ଏହି ପତ୍ରରେ [3:23](https://create.translationcore.com/03/23.md) ଏବଂ  [4:21](https://create.translationcore.com/04/21.md)ରେ ସ୍ପଷ୍ଟ ଭାବରେ ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହା ମଧ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କରିବା ପାଇଁ ଯୀଶୁ ଆମ୍ଭେମାନଙ୍କୁ ଦେଇଥିବା ଆଜ୍ଞା” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 7 vz9w figs-explicit ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ **ଆଦ୍ୟରୁ** ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ଯେବେଠାରୁ ତୁମ୍ଭେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 7 eia9 ἡ ἐντολὴ ἡ παλαιά ἐστιν ὁ λόγος ὃν ἠκούσατε 1 The old commandment is the word that you heard. ସେହି ପୁରାତନ ଆଜ୍ଞା ସନ୍ଧେଶ ଅଟେ ଯାହା ତୁମେମାନେ ଶୁଣିଅଛ”"
1JN 2 8 i1up πάλιν ἐντολὴν καινὴν γράφω ὑμῖν 1 Yet I am writing a new commandment to you କିନ୍ତୁ ଅନ୍ୟ ଅର୍ଥରେ ଯେଉଁ ଆଜ୍ଞା ମୁଁ ତୁମମାନଙ୍କ ନିକଟକୁ ଲେଖିଅଛି ଏକ ନୂତନ ଆଜ୍ଞା ଅଟେ
1JN 2 8 c2fa 0 which is true in Christ and in you ଯାହା ସତ୍ୟ ଅଟେ, ଯେପରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଏବଂ ତୁମ୍ଭମାନଙ୍କ କାର୍ଯ୍ୟରେ ପ୍ରକାଶିତ ହୋଇଅଛି ।

Can't render this file because it contains an unexpected character in line 2 and column 3715.