Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:39:59 +00:00
parent a5c8a49189
commit de59264c67
1 changed files with 1 additions and 1 deletions

View File

@ -512,7 +512,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 18 j204 figs-ellipsis ἀλλὰ ἐν ἔργῳ καὶ ἀληθείᾳ 1 but in deed and truth ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟର ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରେମ କରୁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 18 j205 figs-hendiadys ἐν ἔργῳ καὶ ἀληθείᾳ 1 in deed and truth ଯୋହନ  ଏବଂ ସହ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଏକ ଧାରଣା ପ୍ରକାଶ କରନ୍ତି  । ସତ୍ୟ ଶବ୍ଦଟି ଗୁଣକୁ ସୂଚାଇଥାଏ ଯାହା ପ୍ରେମର କାର୍ଯ୍ୟରେ ମଧ୍ୟରେ ଥାଏ। ବିକଳ୍ପ ଅନୁବାଦ: “ପ୍ରକୃତ, କାର୍ଯ୍ୟରେ” ( [[rc://en/ta/man/translate/figs-hendiadys]]ଦେଖନ୍ତୁ)
1JN 3 19 j206 translate-versebridge ἐν τούτῳ γνωσόμεθα…καὶ…πείσομεν τὰς καρδίας ἡμῶν 1 In this we will know … and we will persuade our hearts ଯୋହନ ଏହି ପର୍ବରେ ଏକ ପରିଣାମ ବର୍ଣ୍ଣନା କରନ୍ତି । ସେ ପରବର୍ତ୍ତୀ ପର୍ବରେ ସେହି ପରିଣାମର କାରଣ ପ୍ରଦାନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ପର୍ବ ସେତୁ  କରି ପରିଣାମ ପୂର୍ବରୁ ଏହାର କାରଣ ଉଲ୍ଲେଖ କରିପାରିବେ । ଆପଣ ଆପଣଙ୍କ ଅନୁବାଦରେ ପ୍ରଥମେ [3:20](https://create.translationcore.com/03/20.md) ଉଲ୍ଲେଖ କରି, ଏହାକୁ ଏକ ପୃଥକ ବାକ୍ୟରେ ପରିଣତ କରି “ସେହି” ଶବ୍ଦର ଉଭୟ ଉଦାହରଣ ଛାଡି ପାରିବେ । ନିମ୍ନଲିଖିତ ପରାମର୍ଶ ପରି ଏହାକୁ ଅନୁବାଦ କରି ଆପଣ ଏହି ପଦଟିକୁ ପରବର୍ତ୍ତୀ ପର୍ବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ସେପରି ଭାବରେ ଆମ୍ଭେମାନେ  ଜାଣିପାରିବା… ଏବଂ ଆମ୍ଭେମାନେ  କିପରି ଆମ୍ଭମାନଙ୍କରର ହୃଦୟକୁ ବଶବର୍ତ୍ତୀ କରିପାରିବା” ( [[rc://en/ta/man/translate/translate-versebridge]]ଦେଖନ୍ତୁ)
1JN 3 19 d70n checking/headings 0 If you are using section headings, you could put one here before verse 19. Suggested heading: “Have Confidence When You Pray” (See: [[rc://en/ta/man/checking/headings]])
1JN 3 19 d70n checking/headings 0 ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 19 ପଦ ପୂର୍ବରୁ ଏଠାରେ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ନାମଗୁଡ଼ିକ: "ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ ବିଶ୍ୱାସ କର ।" ( [[rc://en/ta/man/checking/headings]]ଦେଖନ୍ତୁ)
1JN 3 19 j207 figs-idiom ἐν τούτῳ γνωσόμεθα 1 In this we will know ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 19 k2rv ἐν τούτῳ 1 **In this** could refer either to: (1) What John has just said in verse 18. Alternate translation: “If we do that” (2) What John is about to say in verse 20. Alternate translation: “I will tell you how”
1JN 3 19 j208 figs-parallelism γνωσόμεθα, ὅτι ἐκ τῆς ἀληθείας ἐσμέν, καὶ…πείσομεν τὰς καρδίας ἡμῶν 1 we will know that we are from the truth and we will persuade our hearts **ଆମ୍ଭେମାନେ ଜାଣୁ** ଏବଂ **ଆମ୍ଭେମାନେ  ଆମ୍ଭମାନଙ୍କର ହୃଦୟକୁ ବଶବର୍ତ୍ତୀ କରି** ବାକ୍ୟାଂଶର ଅର୍ଥ ସମାନ ଅଟେ  । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁରୁତ୍ଵ ଅଭିବ୍ୟକ୍ତିରେ ମିଶ୍ରଣ କରିପାରିବ ଯଦି ତାହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହେବା ଯେ  ଯେ ଆମ୍ଭେମାନ  ସତ୍ୟରୁ ଆସିଛୁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)

Can't render this file because it is too large.