Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-25 04:44:19 +00:00
parent 9a8e1cb3a9
commit de3eddd1b9
1 changed files with 1 additions and 1 deletions

View File

@ -218,7 +218,7 @@ JAS 3 17 hfh9 figs-metaphor μεστὴ ἐλέους καὶ καρπῶν ἀ
JAS 3 17 by2l ἀνυπόκριτος 1 and sincere ଏବଂ ସାଧୁତା ବା “ଏବଂ ବିଶ୍ବାସଯୋଗ୍ୟ”
JAS 3 18 md56 figs-metaphor καρπὸς ... δικαιοσύνης ἐν εἰρήνῃ σπείρεται, τοῖς ποιοῦσιν εἰρήνην 1 The fruit of righteousness is sown in peace among those who make peace ଲୋକମାନେ ଶାନ୍ତି କରିବା ବିଷୟରେ କୁହାଯାଏ ଯେପରି ସେମାନେ ବୁଣିବା ବିହନ ଥିଲେ, ଏବଂ ଧାର୍ମିକତା ବିଷୟରେ କୁହାଯାଏ ଯେପରି ତାହା ଏକ ଫଳ ଥିଲା ଯାହା ଶାନ୍ତି କରିବା ଲୋକମାନଙ୍କ ନିମନ୍ତେ ବୃଦ୍ଧି ପାଉଥିଲା । ଅନ୍ୟ ଏକ ଅନୁବାଦରେ: “ଶାନ୍ତ କରିବାର ଫଳ ଧାର୍ମିକତା ଅଟେ” କିମ୍ବା “ଯେଉଁ ବ୍ୟକ୍ତି ଶାନ୍ତିରେ କର୍ମ କରେ ସେ ଲୋକମାନଙ୍କୁ ଶାନ୍ତିରେ ଜୀବନ ଜାପାନ କରିବାକୁ ଓ ଧାର୍ମିକତାର ଫଳ ଫଳିବାକୁ ସାହାଯ୍ୟ କରେ” (ଦେଖ : [[rc://or/ta/man/translate/figs-metaphor]] )
JAS 3 18 htr1 figs-abstractnouns ποιοῦσιν εἰρήνην 1 make peace ଭାବବାଚକ ସର୍ବନାମ “ଶାନ୍ତି”କୁ “ଶାନ୍ତିପୁର୍ବକ” କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ଶାନ୍ତିରେ ଜୀବନଯାପନ କରିବାର କାରଣ” କିମ୍ବା “ଲୋକମାନଙ୍କୁ ସାହାଯ୍ୟ କରି ପରସ୍ବର ମଧ୍ୟରେ କ୍ରୋଧ ନକରିବା” (ଦେଖ : [[rc://or/ta/man/translate/figs-abstractnouns]] )
JAS 4 intro r6vv 0 # ଯାକୁବ ୪ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଏହି ଅଧ୍ୟାୟର ବିଶେଷ ଧାରଣା

### ବ୍ୟଭିଚାର

ବାଇବଲରେ ଲେଖକମାନେ ସେହି ଲୋକମାନଙ୍କ ନିମନ୍ତେ ରୂପକ ଭାବେ ବ୍ୟଭିଚାରି ବିଷୟରେ କହିଛନ୍ତି ଯେଉଁମାନେ ଈଶ୍ରଙ୍କୁ ପ୍ରେମ କରନ୍ତି ବୋଲି କହନ୍ତି କିନ୍ତୁ ଯାହା ଈଶ୍ବର ଘୃଣା କରନ୍ତି ତାହା ସେମାନେ କରନ୍ତି । (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/tw/dict/bible/kt/godly]])

### ବ୍ୟବସ୍ଥା

ଯାକୁବ ସମ୍ଭବତଃ [ଯାକୁବ ୪:୧୧] (../../ଯାକୁବ/୦୪/୧୧.md)ରେ ଏହି ଶବ୍ଦକୁ ରାଜକୀୟ ବ୍ୟବସ୍ଥା”କୁ ବୁଝାଇବା ନିମନ୍ତେ ([ଯାକୁବ :୮] (../../ଯାକୁବ//୦୮.md))ରେ ବ୍ୟବହାର କରିଛନ୍ତି ।

## ଏହି ଆଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଅଳଙ୍କାର

### ଅଳଙ୍କାରିକ ପ୍ରଶ୍ନ

ଯାକୁବ ଅନେକ ପ୍ରଶ୍ନ ପଚାରନ୍ତି କାରଣ ତାହାଙ୍କ ପାଠକମାନେ କିପରି ଜୀବନଯାପନ କରୁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ ବୋଲି ଜାଣିବାକୁ ଚାହୁଛନ୍ତି । ସେ ସେମାନଙ୍କୁ ସଂଶୋଧନ କରିବା ଓ ଶିକ୍ଷା ଦେବା ନିମନ୍ତେ ଚାହାନ୍ତି । (ଦେଖ: [[rc://or/ta/man/translate/figs-rquestion]] )

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

### ନମ୍ରତା

ଏହି ଶବ୍ଦ ସାଧାରଣତଃ ସେହି ଲୋକମାନଙ୍କୁ ଯେଉଁମାନେ ଗର୍ବ କରନ୍ତି ନାହିଁ । ଯାକୁବ ଏଠାରେ ସେହି ଲୋକମାନଙ୍କୁ ଦର୍ଶାଉଛନ୍ତି ଯେଉମାନେ ଗର୍ବ କରନ୍ତି ନାହିଁ ଏବଂ ଯେଉଁମାନେ ଯୀଶୁଙ୍କଠାରେ ନିର୍ଭର କରନ୍ତି ଏବଂ ତାହାଙ୍କ ଆଜ୍ଞା ପାଳନ କରନ୍ତି ।

JAS 4 intro r6vv 0 # ଯାକୁବ 4 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ସାଂସାରିକ ଇଚ୍ଛା ଏବଂ ପାପ ଏବଂ ସେଗୁଡ଼ିକସୃଷ୍ଟି କରୁଥିବା ଦ୍ୱନ୍ଦ (4:1-12)
2. ଆସନ୍ତାକାଲି ବିଷୟରେ ଦର୍ପ କରିବା ବିଷୟରେ ଚେତାବନୀ (4:13-17)

**ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ବ୍ୟଭିଚାର

ବାଇବେଲର ଲେଖକମାନେ ଅନେକଥର ସେହି ଲୋକମାନଙ୍କ ନିମନ୍ତେ ରୂପକ ଭାବେ ବ୍ୟଭିଚାରି ବିଷୟରେ କହିଛନ୍ତି ଯେଉଁମାନେ ଈଶ୍ରଙ୍କୁ ପ୍ରେମ କରନ୍ତି ବୋଲି କହନ୍ତି କିନ୍ତୁ ଯାହା ଈଶ୍ବର ଘୃଣା କରନ୍ତି ତାହା କରନ୍ତି । ଯାକୁବ [4:4](https://create.translationcore.com/04/04.md)ରେ ସମାନ ରୂପକ ବ୍ୟବହାର କରନ୍ତି । ( [[rc://or/ta/man/translate/figs-metaphor]] ଏବଂ [[rc://or/tw/dict/bible/kt/godly]] ଦେଖନ୍ତୁ’)
JAS 4 1 q3pd 0 General Information: ଏହି ଭାଗରେ, ଶବ୍ଦସମୁହ “ତୁମ୍ଭେମାନେ ନିଜେ,” “ତୁମର” ଓ “ତୁମେମାନେ” ବହୁବଚନ ଅଟେ ଏବଂ ଯାକୁବ ଯେଉଁମାନଙ୍କ ନିକଟକୁ ଲେଖୁଛନ୍ତି ସେହି ବିଶ୍ବସୀମାନଙ୍କୁ ବୁଝାଏ ।
JAS 4 1 k21j 0 Connecting Statement: ଯାକୁବ ଏହି ବିଶ୍ବାସୀମାନଙ୍କୁ ସେମାନଙ୍କ ଜାଗତିକ ମନା ଓ ନମ୍ରତାର ଅଭାବର କାରଣରୁ ସେମାନଙ୍କୁ ଅନୁଯୋଗ କରନ୍ତି । ପୁଣି ସେ ସେମାନଙ୍କୁ ପରସ୍ପର ପ୍ରତି କିପରି ଆଚରଣ କରନ୍ତି ସେହି ବିଷୟରେ ଧ୍ୟାନ ଦେବା ନିମନ୍ତେ ଅନୁରୋଧ କରନ୍ତି ।
JAS 4 1 ub82 figs-doublet πόθεν πόλεμοι καὶ πόθεν μάχαι ἐν ὑμῖν? 1 Where do quarrels and disputes among you come from? “ଯୁଦ୍ଧ” ଏବଂ “ବିବାଦ” ଏହି ଭାବବାଚକ ବିଶେଷ୍ୟର ଅର୍ଥ ସମାନ ଅର୍ଥ ଅଟେ ଏବଂ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କାହିକି ତୁମେମାନେ ନିଜ ନିଜ ମଧ୍ୟରେ ଯୁଦ୍ଧ ଏବଂ ବିବାଦ କରୁଅଛ ?” ବା “କାହିକି ତୁମେମାନେ ନିଜ ନିଜ ମଧ୍ୟରେ ବିବାଦ କରୁଅଛ ?” (ଦେଖ: [[rc://or/ta/man/translate/figs-doublet]] ଏବଂ [[rc://or/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 3842.