Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 02:04:53 +00:00
parent cf13419502
commit dd7bfc1cfc
1 changed files with 4 additions and 4 deletions

View File

@ -65,10 +65,10 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:12 xym6 πρὸ 1
2:12 s18y ὑπέστελλεν 1
2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ କାରଣ ପିତର **ଭୟ କରୁଥିଲେ** ସ୍ପଷ୍ଟ ଭାବରେ କୁହାଯାଇପାରେ । ଦେଖନ୍ତୁ [6:12](../06/12.md) ଯେଉଁଠାରେ ପାଉଲ କହନ୍ତି ଯେ ଗାଲାତୀୟ ବିଶ୍ଵାସୀମାନଙ୍କୁ ବାଧ୍ୟ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ଏପରି କରିବାକୁ ଯାଉଥିଲେ କାରଣ ସେମାନେ ନିର୍ଯାତିତ ହେବାକୁ ଚାହୁଁନଥିଲେ। ବିକଳ୍ପ ଅନୁବାଦ: “ଭୟଭୀତ ଯେ ଅବିଶ୍ୱାସୀ ଯିହୁଦୀମାନେ ତାଙ୍କୁ ତାଡ଼ନା କରି ପାରନ୍ତି”
2:12 fy79 τοὺς ἐκ περιτομῆς 1
2:12 a6gv ἀφώριζεν ἑαυτόν 1 ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”
2:14 sg53 οὐκ ὀρθοποδοῦσιν πρὸς τὴν ἀλήθειαν τοῦ εὐαγγελίου 1 ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ”
2:14 z4fp rc://*/ta/man/translate/figs-rquestion πῶς τὰ ἔθνη ἀναγκάζεις Ἰουδαΐζειν 1 ଏହି ଅଳଙ୍କାରିକ ପ୍ରଶ୍ନ ଏକ ଅନୁଯୋଗ ଥିଲା ଏବଂ ଏକ ସରଳ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ । “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ ଏବଂ ପିତରଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅନ୍ୟଜାତିମାନଙ୍କୁ ଯିହୁଦୀମାନଙ୍କ ପରି ରହିବାକୁ ବାଧ୍ୟ କରିବା ଭୂଲ ଅଟେ ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-you]])
2:12 fy79 τοὺς ἐκ περιτομῆς 1 ଆପଣ [2:7](../02/07.md) ରେ **ସୁନ୍ନତ** ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ଏଠାରେ, **ସୁନ୍ନତ** ଶବ୍ଦ ବୋଧହୁଏ ବିଶେଷ ଭାବରେ ଯିହୁଦୀମାନଙ୍କୁ ସୂଚିତ କରେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସୀ ନଥିଲେ, କାରଣ ଏହା ସମ୍ଭବ ନୁହେଁ ଯେ ପିତର ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କିମ୍ବା ଯାକୁବ ପଠାଇଥିବା ଲୋକଙ୍କୁ ଭୟ କରିଥାନ୍ତେ ।
2:12 a6gv ἀφώριζεν ἑαυτόν 1
2:14 sg53 οὐκ ὀρθοποδοῦσιν πρὸς τὴν ἀλήθειαν τοῦ εὐαγγελίου 1 ଏଠାରେ, **ଆଚରଣ କରିବା** ବାକ୍ୟାଂଶ ଏକ ବକ୍ତବ୍ୟର ଚିତ୍ର ଅଟେ ଯାହାକି ଲୋକମାନେ କିପରି ନିଜ ଜୀବନକୁ ଆଚରଣ କରନ୍ତି କିମ୍ବା ପରିଚାଳନା କରନ୍ତି ତାହା ସୂଚିତ କରେ । ଯିହୁଦୀ ସଂସ୍କୃତିରେ ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଉଥିଲା ଯେପରି ସେହି ବ୍ୟକ୍ତି ଏକ ରାସ୍ତାରେ ଯାଉଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରି ଅର୍ଥ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ ସଠିକ୍ ଭାବରେ କାର୍ଯ୍ୟ କରୁନଥିଲେ” କିମ୍ବା “ସେମାନେ ନିଜ ଜୀବନକୁ ସଠିକ୍ ଭାବରେ ପରିଚାଳନା କରୁନଥିଲେ”
2:14 z4fp rc://*/ta/man/translate/figs-rquestion πῶς τὰ ἔθνη ἀναγκάζεις Ἰουδαΐζειν 1
2:14 y1zw ἀναγκάζεις 1 ସମ୍ଭାତିତ ଅର୍ଥଗୁଡିକ ୧) ଶବ୍ଦଗୁଡିକ ବ୍ୟବହାର କରି ବାଧ୍ୟ କରାଇବା କିମ୍ବା ) ପ୍ରବର୍ତ୍ତାଇବା ।
2:15 p3x8 Connecting Statement: 0 # Connecting Statement:\n\nପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ଯେଉଁ ଯିହୁଦୀମାନେ ବ୍ୟବସ୍ଥାକୁ ଜାଣନ୍ତି, ସେହିପରି ଅନ୍ୟଜାତିମାନେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି, କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପ୍ରାପ୍ତ ଅଟନ୍ତି ଏବଂ ବ୍ୟବସ୍ଥା ପାଳନରେ ନୁହେ ।
2:15 tz45 οὐκ ἐξ ἐθνῶν ἁμαρτωλοί 1 ସେହି ଲୋକଙ୍କୁ ନୁହେଁ ଯାହାକୁ ଯିହୁଦୀମାନେ ବିଜାତି ପାପିଗଣ କହନ୍ତି

1 Reference ID Tags SupportReference Quote Occurrence Note
65 2:12 xym6 πρὸ 1
66 2:12 s18y ὑπέστελλεν 1
67 2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ କାରଣ ପିତର **ଭୟ କରୁଥିଲେ** ସ୍ପଷ୍ଟ ଭାବରେ କୁହାଯାଇପାରେ । ଦେଖନ୍ତୁ [6:12](../06/12.md) ଯେଉଁଠାରେ ପାଉଲ କହନ୍ତି ଯେ ଗାଲାତୀୟ ବିଶ୍ଵାସୀମାନଙ୍କୁ ବାଧ୍ୟ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ଏପରି କରିବାକୁ ଯାଉଥିଲେ କାରଣ ସେମାନେ ନିର୍ଯାତିତ ହେବାକୁ ଚାହୁଁନଥିଲେ। ବିକଳ୍ପ ଅନୁବାଦ: “ଭୟଭୀତ ଯେ ଅବିଶ୍ୱାସୀ ଯିହୁଦୀମାନେ ତାଙ୍କୁ ତାଡ଼ନା କରି ପାରନ୍ତି”
68 2:12 fy79 τοὺς ἐκ περιτομῆς 1 ଆପଣ [2:7](../02/07.md) ରେ **ସୁନ୍ନତ** ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ଏଠାରେ, **ସୁନ୍ନତ** ଶବ୍ଦ ବୋଧହୁଏ ବିଶେଷ ଭାବରେ ଯିହୁଦୀମାନଙ୍କୁ ସୂଚିତ କରେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସୀ ନଥିଲେ, କାରଣ ଏହା ସମ୍ଭବ ନୁହେଁ ଯେ ପିତର ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କିମ୍ବା ଯାକୁବ ପଠାଇଥିବା ଲୋକଙ୍କୁ ଭୟ କରିଥାନ୍ତେ ।
69 2:12 a6gv ἀφώριζεν ἑαυτόν 1 ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”
70 2:14 sg53 οὐκ ὀρθοποδοῦσιν πρὸς τὴν ἀλήθειαν τοῦ εὐαγγελίου 1 ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ” ଏଠାରେ, **ଆଚରଣ କରିବା** ବାକ୍ୟାଂଶ ଏକ ବକ୍ତବ୍ୟର ଚିତ୍ର ଅଟେ ଯାହାକି ଲୋକମାନେ କିପରି ନିଜ ଜୀବନକୁ ଆଚରଣ କରନ୍ତି କିମ୍ବା ପରିଚାଳନା କରନ୍ତି ତାହା ସୂଚିତ କରେ । ଯିହୁଦୀ ସଂସ୍କୃତିରେ ଜଣେ ବ୍ୟକ୍ତିର ଆଚରଣ ବିଷୟରେ କୁହାଯାଉଥିଲା ଯେପରି ସେହି ବ୍ୟକ୍ତି ଏକ ରାସ୍ତାରେ ଯାଉଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରି ଅର୍ଥ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ ସଠିକ୍ ଭାବରେ କାର୍ଯ୍ୟ କରୁନଥିଲେ” କିମ୍ବା “ସେମାନେ ନିଜ ଜୀବନକୁ ସଠିକ୍ ଭାବରେ ପରିଚାଳନା କରୁନଥିଲେ”
71 2:14 z4fp rc://*/ta/man/translate/figs-rquestion πῶς τὰ ἔθνη ἀναγκάζεις Ἰουδαΐζειν 1 ଏହି ଅଳଙ୍କାରିକ ପ୍ରଶ୍ନ ଏକ ଅନୁଯୋଗ ଥିଲା ଏବଂ ଏକ ସରଳ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ । “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ ଏବଂ ପିତରଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅନ୍ୟଜାତିମାନଙ୍କୁ ଯିହୁଦୀମାନଙ୍କ ପରି ରହିବାକୁ ବାଧ୍ୟ କରିବା ଭୂଲ ଅଟେ ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-you]])
72 2:14 y1zw ἀναγκάζεις 1 ସମ୍ଭାତିତ ଅର୍ଥଗୁଡିକ ୧) ଶବ୍ଦଗୁଡିକ ବ୍ୟବହାର କରି ବାଧ୍ୟ କରାଇବା କିମ୍ବା ୨) ପ୍ରବର୍ତ୍ତାଇବା ।
73 2:15 p3x8 Connecting Statement: 0 # Connecting Statement:\n\nପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ଯେଉଁ ଯିହୁଦୀମାନେ ବ୍ୟବସ୍ଥାକୁ ଜାଣନ୍ତି, ସେହିପରି ଅନ୍ୟଜାତିମାନେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି, କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପ୍ରାପ୍ତ ଅଟନ୍ତି ଏବଂ ବ୍ୟବସ୍ଥା ପାଳନରେ ନୁହେ ।
74 2:15 tz45 οὐκ ἐξ ἐθνῶν ἁμαρτωλοί 1 ସେହି ଲୋକଙ୍କୁ ନୁହେଁ ଯାହାକୁ ଯିହୁଦୀମାନେ ବିଜାତି ପାପିଗଣ କହନ୍ତି