diff --git a/en_tn_62-2PE.tsv b/en_tn_62-2PE.tsv index c2876eb..899e9aa 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -317,7 +317,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 5 enbs κατακλυσμὸν κόσμῳ ἀσεβῶν ἐπάξας 1 ଏହି ବାକ୍ୟାଂଶ ଈଶ୍ଵର ନୋହ ଏବଂ ତାଙ୍କର ଅନ୍ୟ ସାତ ଜଣ ପରିବାର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥିଲେ,
ଯେତେବେଳେ ସେ ଜଗତକୁ ଏକ ବନ୍ୟା ପ୍ରେରଣ କରିଥିଲେ ସେହି ବିଷୟକୁ ବୁଝାଏ, ଯେହେତୁ ଏହିପରି ଏହା
UST ରେ ଅନୁବାଦ କରାଯାଇଅଛି । 2PE 2 5 z814 figs-possession κόσμῳ ἀσεβῶν 1 ପିତର ଏହି ବିଷୟକୁ ବୁଝାଇ ପାରନ୍ତି: (୧) ପ୍ରାଚୀନ ଜଗତର ମାନବୀୟ ବିଷୟବସ୍ତୁ । ବିକଳ୍ପ ଅନୁବାଦ: “ଯେଉଁ ଜଗତରେ ଅଧାର୍ମିକ ଲୋକ ଥିଲେ” (୨) ଜଗତକୁ ଅଧର୍ମ ଦ୍ୱାରା ବର୍ଣ୍ଣିତ କରାଯାଏ । ବିକଳ୍ପ ଅନୁବାଦ: “ଅଧାର୍ମିକ ଜଗତ” (ଦେଖନ୍ତୁ: [[rc://en/ta/man/translate/figs-possession]]) 2PE 2 6 xhcb grammar-connect-condition-fact καὶ 1 ଏଠାରେ, **ଏବଂ** ଏକ ସର୍ତ୍ତମୂଳକ ବାକ୍ୟରେ ତୃତୀୟ ଅବସ୍ଥାର ଆରମ୍ଭକୁ ସୂଚିତ କରେ ଯାହା [୨:୪] (../୦୨/୦୪.md) ରୁ [୨:୧୦] (../୦୨/୧୦md) ମଧ୍ୟରେ ଉଲ୍ଲେଖ ଅଛି । ପିତର ଏହା ଏକ ଅନୁମାନିକ ସମ୍ଭାବନା ବୋଲି କହନ୍ତି, କିନ୍ତୁ ଏହାର ଅର୍ଥ ଏହା ସତ୍ୟ । ଯଦି ଆପଣଙ୍କ ଭାଷା କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ
ଏହିପରି ବ୍ୟକ୍ତ କରେ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ପିତର ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝିପାରନ୍ତି ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଡ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ ।
ବିକଳ୍ପ ଅନୁବାଦ: “ଯେହେତୁ” (ଦେଖନ୍ତୁ: [[rc://en/ta/man/translate/grammar-connect-condition-fact]]) -2PE 2 6 ap1j figs-infostructure καὶ πόλεις Σοδόμων καὶ Γομόρρας τεφρώσας καταστροφῇ κατέκρινεν 1 ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ
ହେବ
,
ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନପାରିବେ



ବିକଳ୍ପ ଅନୁବାଦ: “ଏବଂ ସେ ସଦୋମ
ଏବଂ ଗୋମୋରା ନଗରଗୁଡ଼ିକୁ ପାଉଁଶରେ ପରିଣତ କରି ଧ୍ୱଂସ କରି ଦଣ୍ଡ କଲେ” (ଦେଖନ୍ତୁ:
[[rc://en/ta/man/translate/figs-infostructure]]) +2PE 2 6 ap1j figs-infostructure καὶ πόλεις Σοδόμων καὶ Γομόρρας τεφρώσας καταστροφῇ κατέκρινεν 1 ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନପାରିବେ । ବିକଳ୍ପ ଅନୁବାଦ: “ଏବଂ ସେ ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ପାଉଁଶରେ ପରିଣତ କରି ଧ୍ୱଂସ କରି ଦଣ୍ଡ କଲେ” (ଦେଖନ୍ତୁ: [[rc://en/ta/man/translate/figs-infostructure]]) 2PE 2 6 xi0n translate-names Σοδόμων καὶ Γομόρρας 1 **
ସଦୋମ ଏବଂ ଗୋମୋରା ** ଦୁଇଟି ନଗରର ନାମ ଅଟେ

(
ଦେଖନ୍ତୁ:
[[rc://en/ta/man/translate/translate-names]]) 2PE 2 6 xfyx writing-pronouns καταστροφῇ κατέκρινεν 1 ଏଠାରେ
, **
ସେ** ଈଶ୍ଵରଙ୍କୁ ବୁଝାଏ


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ବିନାଶ ପାଇଁ ଦଣ୍ଡ
ଦେଲେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 2 6 w1b9 figs-abstractnouns καταστροφῇ κατέκρινεν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ “ବିନାଶ” ପରି ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିନାଶ**
ର ଧାରଣାକୁ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ବିନାଶ କରିବାକୁ ଦଣ୍ଡ
ଦେଲେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])