Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-18 10:11:36 +00:00
parent 4c53503acb
commit dc3fa82f42
1 changed files with 3 additions and 3 deletions

View File

@ -2299,9 +2299,9 @@ LUK 19 7 mit4 figs-explicit πάντες διεγόγγυζον 1 they all compl
LUK 19 7 k2cl παρὰ ἁμαρτωλῷ ἀνδρὶ εἰσῆλθεν καταλῦσαι 1 He has gone in to visit with a sinful man ବିକଳ୍ପ ଅନୁବାଦ: “ଯୀଶୁ ଜଣେ ପାପୀ ଘରେ ରହିବାକୁ ଯାଉଛନ୍ତି”<br>
LUK 19 7 yl4h ἁμαρτωλῷ ἀνδρὶ 1 a sinful man ଏଠାରେ “ପାପୀ” ଶବ୍ଦ ପରିବର୍ତ୍ତେ ଦୁଇଟି ଶବ୍ଦକୁ ଏକାଠି ବ୍ୟବହାର କରି ଲୋକଦଳ ଜୋର ଦେଉଛନ୍ତି ଯେ ଜଖିୟ ପ୍ରକାଶରେ ଅନେକ ମନ୍ଦ କର୍ମ କରିଛନ୍ତି । ବିକଳ୍ପ ଅନୁବାଦ: “ଏକ ପାପୀ”
LUK 19 8 s46z τὸν Κύριον 1 the Lord ଏଠାରେ ଲୂକ  ସମ୍ମାନଜନକ ଆଖ୍ୟା ଦ୍ୱାରା ଯୀଶୁଙ୍କୁ **ପ୍ରଭୁ** ବୋଲି ସୂଚିତ କରନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁ”
LUK 19 8 u2bt ἀποδίδωμι τετραπλοῦν 1 I will restore four times the amount ମୁଁ ଯେତେ ବେଶୀ ସେମାନଙ୍କଠାରୁ ନେଇଅଛି ତାହାର ଚାରିଗୁଣରେ ସେମାନଙ୍କୁ ଫେରାଇ ଦେଉଅଛି
LUK 19 9 h8ep figs-abstractnouns σωτηρία τῷ οἴκῳ τούτῳ ἐγένετο 1 salvation has come to this house ଏହା ବୁଝାପଡିଛି ଯେ ପରିତ୍ରାଣ ଈଶ୍ୱରଙ୍କଠାରୁ ଆସେ I ବିକଳ୍ପ ଅନୁବାଦ: “ଈଶ୍ୱର ଏହି ପରିବାରକୁ ଉଦ୍ଧାର କରିଛନ୍ତି” (ଦେଖ: [[rc://or/ta/man/translate/figs-abstractnouns]] ଏବଂ [[rc://or/ta/man/translate/figs-explicit]])
LUK 19 9 i8yg figs-metonymy τῷ οἴκῳ τούτῳ 1 this house ଏଠାରେ “ଗୃହ” ଶବ୍ଦ ସେହି ଗୃହରେ ବା ପରିବାରରେ ବାସ କରୁଥିବା ଲୋକମାନଙ୍କୁ ସୂଚାଏ I (ଦେଖ: [[rc://or/ta/man/translate/figs-metonymy]])
LUK 19 8 u2bt ἀποδίδωμι τετραπλοῦν 1 I will restore four times the amount ବିକଳ୍ପ ଅନୁବାଦ: “ମୁଁ ସେମାନଙ୍କଠାରୁ ଯେତିକି ନେଇଛି ତାହାଠାରୁ ମୁଁ ସେମାନଙ୍କୁ ଚାରି ଗୁଣ ଅଧିକ ଫେରେଇ ଦେବି”
LUK 19 9 h8ep figs-abstractnouns σωτηρία τῷ οἴκῳ τούτῳ ἐγένετο 1 salvation has come to this house
LUK 19 9 i8yg figs-metonymy τῷ οἴκῳ τούτῳ 1 this house ଏଠାରେ ଘରେ ରହୁଥିବା ଲୋକମାନଙ୍କୁ ସୂଚାଇବା ପାଇଁ ଯୀଶୁ **ଘର** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହି ଘରକୁ” କିମ୍ବା “ଏହି ପରିବାରକୁ” (ଦେଖନ୍ତୁ: [[rc://or/ta/man/translate/figs-metonymy]])
LUK 19 9 f65b καὶ αὐτὸς 1 he too ଏହି ମନୁଷ୍ୟ ମଧ୍ୟ କିମ୍ବା “ ଜଖିୟ ମଧ୍ୟ”
LUK 19 9 v3hq υἱὸς Ἀβραάμ 1 a son of Abraham ସାମ୍ଭାବ୍ୟ ଅର୍ଥଗୁଡିକ 1) “ଅବ୍ରହାମଙ୍କ ବଂଶଧର” ଏବଂ 2) “ଅବ୍ରହାମଙ୍କ ବିଶ୍ୱାସ ଥିବା ଭଳି ଯେଉଁ ଲୋକମାନଙ୍କୁ ବିଶ୍ୱାସ ରହିଛି I”
LUK 19 10 myp2 ἦλθεν ... ὁ Υἱὸς τοῦ Ἀνθρώπου 1 the Son of Man came ଯୀଶୁ ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ଆସିଅଛି”

Can't render this file because it is too large.