Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 03:47:45 +00:00
parent b909a98b8d
commit dbd2814f0f
1 changed files with 1 additions and 0 deletions

View File

@ -451,3 +451,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 28 j144 figs-parallelism σχῶμεν παρρησίαν, καὶ μὴ αἰσχυνθῶμεν ἀπ’ αὐτοῦ 1 we may have boldness and not be put to shame by him ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକ ଗୁରୁତ୍ଵପୂର୍ଣ୍ଣ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବ ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଯେପରି ତାହାଙ୍କ  ଆଗମନରେ ଆମ୍ଭେମାନେ  ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇପାରିବା” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 28 j145 figs-activepassive μὴ αἰσχυνθῶμεν ἀπ’ αὐτοῦ 1 may not be put to shame by him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ତାହାଙ୍କ  ଉପସ୍ଥିତିରେ ଲଜ୍ଜିତ ହେବା ନାହିଁ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 29 j146 grammar-connect-condition-fact ἐὰν εἰδῆτε ὅτι δίκαιός ἐστιν 1 If you know that he is righteous ଯୋହନ  ଯେପରି ଏହା ଏକ ଉପକଳ୍ପିତ  ସମ୍ଭାବନା ପରି କହନ୍ତି, କିନ୍ତୁ ତାହାଙ୍କ ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟ ପାଇଁ ସର୍ତ୍ତବାଚକ ବାକ୍ୟାଂଶ ବ୍ୟବହାର କରେ ନାହଁ, ଏବଂ ଯଦି ଆପଣଙ୍କ ପାଠକମାନେ ଯାହା ଯୋହନ  ଯାହା କହନ୍ତି  ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝେବେ ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଆସ୍ତିବାଚକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଜାଣ ଯେ ଈଶ୍ଵର  ଧାର୍ମିକ ଅଟନ୍ତି” ([[rc://en/ta/man/translate/grammar-connect-condition-fact]]ଦେଖନ୍ତୁ)
1JN 2 29 j147 writing-pronouns ἐστιν…αὐτοῦ 1 he is … him **ସେ** ଏବଂ **ତାହାଙ୍କୁ** ସର୍ବନାମ  ହୁଏତ  ପିତା ଈଶ୍ଵରଙ୍କୁ ସୂଚାଏ, କାରଣ ପରବର୍ତ୍ତୀ ଦୁଇଟି ପଦରେ ଯୋହନ କହନ୍ତି ଯେ ବିଶ୍ଵାସୀମାନେ “ଈଶ୍ଵରଙ୍କ ସନ୍ତାନ”, ଏବଂ ସେ ତାହାଙ୍କଠାରୁ ଜାତ ହୋଇଥିବା ଲୋକମାନଙ୍କ ବିଷୟରେ ଏହି ପଦରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର  ଅଟନ୍ତି… ଈଶ୍ଵର  ।” ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.