Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 14:54:14 +00:00
parent 3f8dcd284d
commit dbc8d5cb59
1 changed files with 2 additions and 2 deletions

View File

@ -212,8 +212,8 @@ EPH 4 18 s1uz ἄγνοιαν 1 ignorance ବିକଳ୍ପ ଅନୁବାଦ
EPH 4 18 k8qv figs-metonymy διὰ τὴν πώρωσιν τῆς καρδίας αὐτῶν 1 because of the hardness of their hearts **ହୃଦୟର ଜଡ଼ତା** ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ “ଅବାଧ୍ୟ” ଅଟେI ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ଵରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 19 ldy8 figs-metaphor ἑαυτοὺς παρέδωκαν τῇ ἀσελγείᾳ 1 have handed themselves over to sensuality ପାଉଲ ଏହି ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କିଛି ବସ୍ତୁ, ଯାହା ସେମାନେ ଆପଣା ଆପଣାକୁ ଅନ୍ୟମାନଙ୍କ ନିକଟରେ ଦେଇଦେଉଛନ୍ତି, ପୁଣି ସେମାନେ ଆପଣା ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯେଭଳି ଭାବରେ ଇଚ୍ଛା କରୁଛନ୍ତି, ସେ ବିଷୟରେ ସେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ଲୋକ, ଯାହାଙ୍କ ନିକଟରେ ସେମାନେ ଆପଣା ଆପଣାକୁ ଦେଇଦେଉଛନ୍ତି” ବିକଳ୍ପ ଅନୁବାଦ: “ସେମାନେ କେବଳ ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଇଚ୍ଛା କରୁଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 20 e5vk ὑμεῖς δὲ οὐχ οὕτως ἐμάθετε τὸν Χριστόν 1 But that is not how you learned about Christ [ଏଫିସୀୟ ୪:୧୭-୧୯](../04/17.md) ରେ ବର୍ଣ୍ଣନା ହୋଇଥିବା ଅନୁସାରେ **ଏହିପରି ଭାବରେ** ଶବ୍ଦଟି ବିଜାତିମାନଙ୍କ ଜୀବନ ଯାପନ ଶୈଳୀକୁ ବୁଝାଏ I ଏହା ଗୁରୁତ୍ଵ ଦିଏ ଯେ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ଵାସୀମାନେ ଯାହା ଶିକ୍ଷା କରିଛନ୍ତି, ଏହା ତହିଁର ବିପରୀତ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେପରି ଶିକ୍ଷା କରିନାହଁ”
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ **ଶୁଣିଛନ୍ତି** ଏବଂ **ଶିକ୍ଷା ପାଇଛନ୍ତି** I ସେ ଭର୍ତ୍ସନା କରିବାକୁ ଦଣ୍ଡର ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି - ଯଦି ସେମାନେ ଖ୍ରୀଷ୍ଟଙ୍କ ମାର୍ଗର ବିପରୀତ କାର୍ଯ୍ୟ କରୁଛନ୍ତି, ତେବେ ସେମାନେ ଏହାଠାରୁ ଭଲ ଜାଣନ୍ତି ଏବଂ ତାହା ବନ୍ଦ କରିବା ଆବଶ୍ୟକ I UST ଦେଖନ୍ତୁ  I ([[rc://en/ta/man/translate/figs-irony]]ଦେଖନ୍ତୁ)
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା (2) କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ **ଶୁଣିଛନ୍ତି** ଏବଂ **ଶିକ୍ଷା ପାଇଛନ୍ତି** I ସେ ଭର୍ତ୍ସନା କରିବାକୁ ଦଣ୍ଡର ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି - ଯଦି ସେମାନେ ଖ୍ରୀଷ୍ଟଙ୍କ ମାର୍ଗର ବିପରୀତ କାର୍ଯ୍ୟ କରୁଛନ୍ତି, ତେବେ ସେମାନେ ଏହାଠାରୁ ଭଲ ଜାଣନ୍ତି ଏବଂ ତାହା ବନ୍ଦ କରିବା ଆବଶ୍ୟକ I UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-irony]])
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା (2) କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 21 gdz6 καθώς ἐστιν ἀλήθεια ἐν τῷ Ἰησοῦ 1 as the truth is in Jesus "ଯେହେତୁ ଯୀଶୁ ଆମକୁ ବଞ୍ଚିବାର ସଠିକ୍ ମାର୍ଗ ଶିଖାନ୍ତି" କିମ୍ବା "ଯେପରି ଯୀଶୁଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ସତ୍ୟ ଅଟେ" UST ଦେଖନ୍ତୁ  I
EPH 4 22 h1ha figs-metaphor ἀποθέσθαι ὑμᾶς κατὰ τὴν προτέραν ἀναστροφὴν 1 to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡଗୁଡ଼ିକ  ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 22 j7n7 figs-metaphor ἀποθέσθαι … τὸν παλαιὸν ἄνθρωπον 1 to put off the old man ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗାଖଣ୍ଡ ଗୁଡ଼ିକ  ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.