Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 14:14:07 +00:00
parent 0bcc92c15d
commit da01337887
1 changed files with 1 additions and 1 deletions

View File

@ -631,7 +631,7 @@ JAS 5 1 j292 figs-idiom ἄγε νῦν 1 Come now ଏହା ଏକ ରୂଢ଼ି
JAS 5 1 j293 οἱ πλούσιοι 1 the rich ଯାକୁବ ଏହି ଲୋକମାନଙ୍କୁ ସମ୍ବୋଧନପଦରେ ସୂଚାନ୍ତି । ଯଦି ଆପଣଙ୍କର ଭାଷାର ଏକ ସମ୍ବୋଧନପଦ ଅଛି, ତାହା ଏଠାରେ ବ୍ୟବହାର କରନ୍ତୁ । ଯଦି ନୁହେଁ, ଆପଣ ଏହାର ଅର୍ଥ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । (ଯଦି ଆପଣ “ତୁମ୍ଭେ” ଶବ୍ଦ ବ୍ୟବହାର କରନ୍ତି, ଏହା ବହୁବଚନ ହେବ, ଯେହେତୁ ଯାକୁବ ଏକ ଗୋଷ୍ଠୀର ଲୋକମାନଙ୍କୁ ସୂଚାଉଥିଲେ) ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେ ଧନୀ” ।
JAS 5 1 j294 figs-nominaladj οἱ πλούσιοι 1 the rich ଯାକୁବ ଏକ ପ୍ରକାର ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଧନୀ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେ ଧନୀ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 5 1 j295 ἐπὶ ταῖς ταλαιπωρίαις ὑμῶν ταῖς ἐπερχομέναις 1 because of your coming miseries ଆପଣଙ୍କ ଭାଷା ଏହିପରି ଭାବରେ ପ୍ରକାଶ କରି ପାରେ ଯାହା ଭବିଷ୍ୟତରେ ଘଟିବାକୁ ଯାଉଛି ଯେପରି ଆସୁଛି । ଯଦି ତାହା ନହୁଏ, ଆପଣ ଏହାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୁଃଖ ଯୋଗୁଁ ତୁମ୍ଭେମାନେ ଶୀଘ୍ର ଅନୁଭବ କରିବ”
JAS 5 2 j296 translate-versebridge 0 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ 5: 2 ଏବଂ 5: 3 କୁ ଏକ ପଦ ମିଶାଇ ପାରିବେ । ଆପଣ 5: 3 ର ଶେଷ ବାକ୍ୟ ପ୍ରଥମେରେ ରଖିପାରିବେ, ତା’ପରେ ସମସ୍ତ 5: 2 ଏବଂ ତା’ପରେ ବାକି 5: 3 ରଖିପାରିବେ । ଏହା ଆପଣଙ୍କୁ ଅନେକ ଅନୁବାଦ ପ୍ରସଙ୍ଗକୁ ସମାଧାନ କରିବାକୁ ଅନୁମତି ଦେବ ଯାହାକି ଏହି ପଦ ଏବଂ ପରବର୍ତ୍ତୀ ପଦର ବିବରଣୀରେ ଆଲୋଚନା କରାଯାଇଛି । (: [[rc://en/ta/man/translate/translate-versebridge]]ଦେଖନ୍ତୁ)
JAS 5 2 j296 translate-versebridge 0 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ [5:2](https://create.translationcore.com/05/02.md) ଏବଂ [5:3](https://create.translationcore.com/05/03.md) କୁ ଏକ ପଦ ମିଶାଇ ପାରିବେ । ଆପଣ [5:3](https://create.translationcore.com/05/03.md) ର ଶେଷ ବାକ୍ୟ ପ୍ରଥମେରେ ରଖିପାରିବେ, ତା’ପରେ ସମସ୍ତ [5:2](https://create.translationcore.com/05/02.md) ଏବଂ ତା’ପରେ ବାକି [5:3](https://create.translationcore.com/05/03.md) ରଖିପାରିବେ । ଏହା ଆପଣଙ୍କୁ ଅନେକ ଅନୁବାଦ ପ୍ରସଙ୍ଗକୁ ସମାଧାନ କରିବାକୁ ଅନୁମତି ଦେବ ଯାହାକି ଏହି ପଦ ଏବଂ ପରବର୍ତ୍ତୀ ପଦର ବିବରଣୀରେ ଆଲୋଚନା କରାଯାଇଛି । (: [[rc://en/ta/man/translate/translate-versebridge]]ଦେଖନ୍ତୁ)
JAS 5 2 j297 figs-explicit ὁ πλοῦτος ὑμῶν σέσηπεν, καὶ τὰ ἱμάτια ὑμῶν σητόβρωτα γέγονεν 1 Your wealth has rotted and your clothes have become moth-eaten ପରବର୍ତ୍ତୀ ପଦରେ “ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!” ବାକ୍ୟର ଅର୍ଥ ଉପରେ ନିର୍ଭର କରି (ସେହି ବାକ୍ୟର ଟିପ୍ପଣୀ ଦେଖନ୍ତୁ), ଯାକୁବ ସାଙ୍କେତିକ ଭାବରେ କହିଥିବେ ଯେ ଧନୀମାନଙ୍କ ଧନ ଏବଂ ମହଙ୍ଗା ପୋଷାକ ମୂଲ୍ୟହୀନ ହୋଇଗଲା । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ UST ପରି ସ୍ପଷ୍ଟ ଭାବରେ ସୂଚାଇ ପାରିବେ । (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 5 2 j298 figs-simile ὁ πλοῦτος ὑμῶν σέσηπεν, καὶ τὰ ἱμάτια ὑμῶν σητόβρωτα γέγονεν 1 Your wealth has rotted and your clothes have become moth-eaten ଯଦି ଆପଣ ସ୍ପଷ୍ଟ ଭାବରେ ସୂଚାଇବାକୁ ସ୍ଥିର କରନ୍ତି ଯେ ଯାକୁବ କହନ୍ତି ଯେ ଧନୀଲୋକମାନଙ୍କ ଧନ ଏବଂ ମହଙ୍ଗା ପୋଷାକ ମୂଲ୍ୟହୀନ ହୋଇଯାଇଛି, ଆପଣ ଆପଣଙ୍କର ଅତୀତ କାଳରେ ଭବିଷ୍ୟତ ବାକ୍ୟକୁ UST ଭଳି ଏକ ଉଦାହରଣ ଭାବରେ ପ୍ରକାଶ କରି ତାହା କରିପାରିବେ । (: [[rc://en/ta/man/translate/figs-simile]]ଦେଖନ୍ତୁ)
JAS 5 3 j299 figs-explicit ὁ χρυσὸς ὑμῶν καὶ ὁ ἄργυρος κατίωται 1 Your gold and silver have been tarnished “ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!” ବାକ୍ୟର ଅର୍ଥ ଉପରେ ନିର୍ଭର କରି (ନିମ୍ନରେ ସେହି ବିବୃତ୍ତିର ପ୍ରଥମ ଟିପ୍ପଣୀ ଦେଖନ୍ତୁ), ଯାକୁବ ସାଙ୍କେତିକ ଭାବରେ କହିଥିବେ ଯେ ଧନୀମାନଙ୍କ ସୁନା ଓ ରୂପା ମୂଲ୍ୟହୀନ ହୋଇଯାଇଛି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ UST ପରି ସ୍ପଷ୍ଟ ଭାବରେ ସୂଚାଇ ପାରିବେ । (: [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it is too large.