Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:04:11 +00:00
parent 2f18668998
commit d9fc3278d0
1 changed files with 1 additions and 1 deletions

View File

@ -135,7 +135,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 3 lm1a τοῦτο πρῶτον γινώσκοντες 1 Know this first ଗୁରୁତ୍ଵକୁ ସୂଚାଇବା ପାଇଁ ପିତର ଏଠାରେ **ପ୍ରଥମେ** ଶବ୍ଦକୁ ବ୍ୟବହାର କରନ୍ତି । ଏହା ସମୟର କ୍ରମକୁ ବୁଝାଏ ନାହିଁ । ଆପଣ [୧:] (../୦୧/.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଗୁରୁତ୍ୱପୂର୍ଣ୍ଣ କଥା ଯେ , ତୁମ୍ଭେମାନେ ନିଶ୍ଚୟ ବୁଝିବା ଉଚିତ”
2PE 3 3 znh2 figs-explicit κατὰ τὰς ἰδίας ἐπιθυμίας αὐτῶν πορευόμενοι 1 proceed according to their own desires ଏଠାରେ

ଅଭିଳାଷ** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ  ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ

ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଇଚ୍ଛା ଅନୁଯାୟୀ
ବଞ୍ଚିବା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 3 hl23 πορευόμενοι 1 proceed
2PE 3 4 zrj7 figs-rquestion ποῦ ἐστιν ἡ ἐπαγγελία τῆς παρουσίας αὐτοῦ 1 Where is the promise of his return? ଏଠାରେ

ପ୍ରତିଜ୍ଞା**  ଯୀଶୁ
ଫେରି ଆସିବେ ବୋଲି ପ୍ରତିଜ୍ଞା ପୂରଣକୁ ବୁଝାଏ

ବିକଳ୍ପ ଅନୁବାଦ: “ତାଙ୍କ ଆସିବାର ପ୍ରତିଜ୍ଞା ପୂରଣ କେଉଁଠାରେ

ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 3 4 zrj7 figs-rquestion ποῦ ἐστιν ἡ ἐπαγγελία τῆς παρουσίας αὐτοῦ 1 Where is the promise of his return? ଏଠାରେ, **ପ୍ରତିଜ୍ଞା**  ଯୀଶୁ ଫେରି ଆସିବେ ବୋଲି ପ୍ରତିଜ୍ଞା ପୂରଣକୁ ବୁଝାଏ  । ବିକଳ୍ପ ଅନୁବାଦ: “ତାଙ୍କ ଆସିବାର ପ୍ରତିଜ୍ଞା ପୂରଣ କେଉଁଠାରେ ?” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 3 4 t6hl figs-euphemism οἱ πατέρες ἐκοιμήθησαν 1 our fathers fell asleep ଏଠାରେ

ମହାନିଦ୍ରାପ୍ରାପ୍ତ** ଏକ ଉପମା ଅଟେ ଯାହା ମୃତ୍ୟୁକୁ ବୁଝାଏ

ଆପଣଙ୍କ ଭାଷାରେ
ମୃତ୍ୟୁ ପାଇଁ ଆପଣ ସମାନ ଉପମା ବ୍ୟବହାର କରିପାରିବେ କିମ୍ବା ଏହାକୁ ଏକ ସାଙ୍କେତିକ ଭାବରେ
ଅନୁବାଦ କରି ପାରିବେ

ବିକଳ୍ପ ଅନୁବାଦ: “ପିତାମାନେ ମରିଗଲେ” (ଦେଖନ୍ତୁ:
[[rc://en/ta/man/translate/figs-euphemism]])
2PE 3 4 c2en figs-hyperbole πάντα οὕτως διαμένει ἀπ’ ἀρχῆς κτίσεως 1 all things have stayed the same, since the beginning of creation ଏଠାରେ

ସମସ୍ତ ବିଷୟ** ଏଯା ଅତିଶୟୋକ୍ତି ଅଟେ ଯାହା ଉପହାସକାରୀମାନେ ଯୁକ୍ତି
କରିବା ପାଇଁ ବ୍ୟବହାର କରଛନ୍ତି ଯେ ଦୁନିଆରେ କୌଣସି ପରିବର୍ତ୍ତନ ହୋଇନାହିଁ

ତେଣୁ ଯୀଶୁ ଫେରି ଆସିବେ ଏହା ସତ୍ୟ ନୁହେଁ

ଦେଖନ୍ତୁ:
[[rc://en/ta/man/translate/figs-hyperbole]])
2PE 3 4 yue7 figs-abstractnouns ἀπ’ ἀρχῆς κτίσεως 1 since the beginning of creation ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ସୃଷ୍ଟି**
ର ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର ଜଗତ ସୃଷ୍ଟି କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 9170.