Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 15:17:43 +00:00
parent 9119c7342d
commit d9a5887638
1 changed files with 8 additions and 2 deletions

View File

@ -610,6 +610,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 18 j290 ἡ τελεία ἀγάπη ἔξω βάλλει τὸν φόβον 1 perfect love throws fear outside ଯୋହନ ସିଦ୍ଧ ପ୍ରେମ ବାକ୍ୟାଂଶକୁ ବ୍ୟବହାର କରି  ସେ ପୂର୍ବ ପର୍ବରେ ଉଲ୍ଲେଖ କରିଥିବା “ସିଦ୍ଧ ପ୍ରେମକୁ” ବୁଝାନ୍ତି । ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରେ, ଏହା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଏ ନାହିଁ”
1JN 4 17 j286 figs-metonymy ἐν τῷ κόσμῳ τούτῳ 1 in this world ଯୋହନ  ଏହି ପତ୍ରରେ  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ଏକ ଆଳଙ୍କାରିକ ଭାବେ ବ୍ୟବହାର କରନ୍ତି । ଏଠାରେ, ତଥାପି, ଏହା ଆକ୍ଷରିକ ଭାବରେ ସୃଷ୍ଟି ହୋଇଥିବା ଜଗତକୁ ସୂଚାଏ । ବିକଳ୍ପ ଅନୁବାଦ: “ଯେପରି ଆମ୍ଭେମାନେ  ଏହି ଜଗତରେ ବାସ କରୁ” କିମ୍ବା “ଏହି ଜଗତରେ ଆମ୍ଭମାନଙ୍କ  ଜୀବନରେ” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 18 j288 figs-metaphor φόβος οὐκ ἔστιν ἐν τῇ ἀγάπῃ 1 Fear is not in love ଯୋହନ  ଆଳଙ୍କାରିକ ଭାବରେ ଯେପରି ପ୍ରେମ ଭିତରେ ଭୟ ରହିପାରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଯିଏ ପ୍ରକୃତରେ ଈଶ୍ଵର ତାହାକୁ କେତେ ପ୍ରେମ କରନ୍ତି ବୁଝିପାରେ, ଭୟଭିତ ହୁଏ ନାହିଁ  । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 17 j285 ὅτι 1 that
1JN 4 17 j281 grammar-connect-logic-result ἵνα παρρησίαν ἔχωμεν ἐν τῇ ἡμέρᾳ τῆς κρίσεως 1 In this love has been perfected with us so that we may have confidence in the day of judgment
1JN 4 17 j285 ὅτι 1 that ଏଠାରେ ଅନୁବାଦ କରାଯାଇଥିବା କାରଣ ଶବ୍ଦକୁ ଅନେକ ଅର୍ଥରେ ବୁଝାଯାଇପାରେ, ଏହା ଆପଣ ଏଥିରେ ବାକ୍ୟାଂଶକୁ ଆରମ୍ଭରେ କିପରି ଅନୁବାଦ କରିଛନ୍ତି ତାହା ଉପରେ ନିର୍ଭର କରେ । (1) ଯଦି ଆପଣ ଏଥିରେ ଶବ୍ଦକୁ 16 ପଦକୁ ସୂଚାଇ ଅନୁବାଦ କରିଛନ୍ତି, ତେବେ ଏହି ଶବ୍ଦକୁ "କାରଣ" ବୋଲି ଅନୁବାଦ କରାଯାଇପାରେ । (2 ) ଯଦି ଆପଣ ଏଥିରେ ଶବ୍ଦକୁ ବାକ୍ୟାଂଶକୁ ଯାହା ଏହି ଶବ୍ଦ ସହ ଆରମ୍ଭ ହୁଏ ସୂଚାଇ ଅନୁବାଦ କରିଛନ୍ତି ତେବେ ଆପଣ ଏହି ଶବ୍ଦକୁ “ଯାହା”ବୋଲି ଅନୁବାଦ କରନ୍ତୁ ।
1JN 4 17 j281 grammar-connect-logic-result ἵνα παρρησίαν ἔχωμεν ἐν τῇ ἡμέρᾳ τῆς κρίσεως 1 In this love has been perfected with us so that we may have confidence in the day of judgment ତେଣୁକରି ବାକ୍ୟାଂଶରେ ଆରମ୍ଭ ହେଉଥିବା ବାକ୍ୟ: (1) ଏକ ବାକ୍ୟାଂଶର ପରିଣାମ ଅଟେ | ତାହା ହୁଏତ ଯୋହନ କହନ୍ତି ଯେ ଈଶ୍ଵରଙ୍କ ପ୍ରେମର ପରିଣାମ ବର୍ତ୍ତମାନ ଆମ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରେ, ଆମ୍ଭେମାନେ ତାହାଙ୍କ କ୍ଷମା ଏବଂ ଗ୍ରହଣର ବିଚାର ଦିନ ଯେପରି ବିଶ୍ୱାସରେ ଦୃଢ଼ ହେବା | ଯଦି ଆପଣ ଏହିପରି କରିବାକୁ ନିର୍ଣ୍ଣୟ କରନ୍ତି, ତେବେ ଆପଣ ଅନୁବାଦର ପରିଣାମ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ | ବିକଳ୍ପ ଅନୁବାଦ: "ଫଳ ସ୍ଵରୂପ ଆମ୍ଭେମାନେ ଯେପରି ବିଚାର ଦିନରେ ଆତ୍ମବିଶ୍ୱାସୀ ହୋଇପାରିବା" (2) ଏକ ଉଦ୍ଦେଶ୍ୟମୂଳକ ବାକ୍ୟାଂଶ | ତାହା ହୁଏତ ଯୋହନ କହନ୍ତି ଯେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିବାର ଗୋଟିଏ କାରଣ ଏହା ଅଟେ ସେ ଚାହାଁନ୍ତି ଯେ ତାହାଙ୍କ କ୍ଷମା ଏବଂ ଗ୍ରହଣର ବିଚାର ଦିନ ଆମ୍ଭେମାନେ ଆତ୍ମବିଶ୍ୱାସୀ ହେଈପାରୁ | ଯଦି ଆପଣ ଏହିପରି କରିବାକୁ ନିର୍ଣ୍ଣୟ କରନ୍ତି, ତେବେ ଆପଣ ଅନୁବାଦ ଉଦ୍ଦେଶ୍ୟ ବାକ୍ୟାଂଶ ପାଇଁ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ | (See: [[rc://en/ta/man/translate/grammar-connect-logic-result]])
1JN 5 21 j361 figs-metaphor τῶν εἰδώλων 1 idols ଏଠାରେ, ପ୍ରତିମାଗୁଡ଼ିକର ଅର୍ଥ ହୋଇପାରେ: (1) ସାଙ୍କେତିକ ପ୍ରତିମା, ଅର୍ଥାତ୍, କୌଣସି ବିଷୟ ଯାହା ଜଣେ ବ୍ୟକ୍ତିର ଜୀବନରେ ପ୍ରକୃତ ଈଶ୍ଵରଙ୍କ ସ୍ଥାନ ଅଧିକାର କରେ | ବିକଳ୍ପ ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭମାନଙ୍କ ଜୀବନରେରେ ଈଶ୍ଵରଙ୍କ ସ୍ଥାନ ନେଇପାରେ” (2) ଆକ୍ଷରିକ ପ୍ରତିମା, ଅର୍ଥାତ୍ ପ୍ରତିମୂର୍ତ୍ତି ଭାବେ ଯାହା ପୂଜା କରାଯାଏ ଯେପରି ସେଗୁଡ଼ିକ ଏକ ଈଶ୍ଵରଙ୍କୁ ପ୍ରକାଶ କରନ୍ତି | (See: [[rc://en/ta/man/translate/figs-metaphor]])
1JN 5 20 j359 guidelines-sonofgodprinciples τῷ Υἱῷ αὐτοῦ 1 his Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହାକି ଈଶ୍ଵରଙ୍କ ସହ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ । (See: [[rc://en/ta/man/translate/guidelines-sonofgodprinciples]])
1JN 5 20 gobu figs-metaphor ἐσμὲν ἐν τῷ Ἀληθινῷ, ἐν τῷ Υἱῷ αὐτοῦ, Ἰησοῦ Χριστῷ 1 ସତ୍ୟମୟଙ୍କର ଏହି ଦ୍ୱିତୀୟ ବାକ୍ୟାଂଶ ସୂଚାଇପାରେ: (1) ଯୀଶୁ, ଯେପରି ଅବଶିଷ୍ଟ ବାକ୍ୟାଂଶ ପରି ସ୍ପଷ୍ଟ କରେ । ଏହି ପରିପ୍ରେକ୍ଷୀରେ, ଯୋହନ କହନ୍ତି ଯେ ଉଭୟ ଈଶ୍ଵର ଏବଂ ଯୀଶୁ ପ୍ରକୃତ ଈଶ୍ୱର ଅଟନ୍ତି, ଏବଂ ଆମ୍ଭେମାନେ ଉଭୟରେ ଅଛୁ | UST ଦେଖନ୍ତୁ । (2) ଈଶ୍ଵର, ଯେପରି ସତ୍ୟମୟଙ୍କର ପ୍ରଥମ ବାକ୍ୟାଂଶ ଈଶ୍ଵରଙ୍କୁ ସୂଚାଏ । ଏହି ପରିପ୍ରେକ୍ଷୀରେ, ଯୋହନ କହନ୍ତି ଯେ ଯୀଶୁଙ୍କଠାରେ ଆମ୍ଭେମାନେ ଥିବାରୁ ଆମ୍ଭେମାନେ ଈଶ୍ଵରଙ୍କଠାରେ ଅଛୁ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିବା ଦ୍ୱାରା ଆମ୍ଭେମାନେ ସତ୍ୟମୟଙ୍କଠାରେ ଅଛୁ ।"
1JN 5 20 j360 figs-metaphor ζωὴ αἰώνιος 1 eternal life [4:9](https://create.translationcore.com/04/09.md) ରେ, ଏହାର ଅର୍ଥ ଏହି ଜୀବନରେ ଉଭୟ ଈଶ୍ଵରଙ୍କଠାରୁ ନୂତନ ଭାବରେ ଜୀବନଯାପନ କରିବା ଏବଂ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ଅଟେ | ଆପଣ ସେଠାରେ କିପରି ଏହି ଅଭିବ୍ୟକ୍ତି ଅନୁବାଦ କରିଛନ୍ତି ଦେଖନ୍ତୁ | (See: [[rc://en/ta/man/translate/figs-metaphor]])
1JN 4 16 j280 figs-idiom τὴν ἀγάπην ἣν ἔχει ὁ Θεὸς ἐν ἡμῖν 1 we have known and believed the love that God has in us ଏଠାରେ ଆମ୍ଭମାନଙ୍କ ମଧ୍ୟରେ ଅନୁବାଦିତ ବାକ୍ୟାଂଶ [4:9](https://create.translationcore.com/04/09.md) ରେ "ଆମ୍ଭମାନଙ୍କ ମଧ୍ୟରେ" ଅନୁବାଦ ହୋଇଥିବା ବାକ୍ୟାଂଶ ସହିତ ସମାନ ଅଟେ  | ଏଠାରେ ଏହାର ଅର୍ଥ ହୋଇପାରେ: (1) ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ନିର୍ଦ୍ଦେଶିତ | ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆମ୍ଭମାନଙ୍କ ପ୍ରତି ଥିବା ପ୍ରେମ” (2) ଆମ୍ଭମାନଙ୍କ ମାଧ୍ୟମରେ ଅନ୍ୟମାନଙ୍କ ପ୍ରତି ନିର୍ଦ୍ଦେଶିତ ଈଶ୍ଵରଙ୍କ ପ୍ରେମ | ବିକଳ୍ପ ଅନୁବାଦ: " ଆମ୍ଭମାନଙ୍କ ଭିତରେ ଈଶ୍ଵରଙ୍କ ପ୍ରେମ" ହୁଏତ ଯୋହନ ଉଭୟ ଅର୍ଥକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ସାଧାରଣ ବାକ୍ୟ ବ୍ୟବହାର କରିଥିଲେ | (See: [[rc://en/ta/man/translate/figs-idiom]])
1JN 4 17 j283 figs-abstractnouns ἵνα παρρησίαν ἔχωμεν 1 so that we may have confidence ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସାହସ” ଭଳି ଏକ ବିଶେଷଣ ସହିତ ବିସ୍ତୃତ ବିଶେଷ୍ୟ ସାହସ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ | ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଆମ୍ଭେମାନେ ନିଶ୍ଚିତ ହେବା ଯେ ଈଶ୍ଵର ଆମ୍ଭମାନଙ୍କୁ କ୍ଷମା କରିଛନ୍ତି ଏବଂ ଆମ୍ଭମାନଙ୍କୁ ଗ୍ରହଣ କରିବେ” (See: [[rc://en/ta/man/translate/figs-abstractnouns]])
1JN 4 18 zsl7 ὁ φόβος κόλασιν ἔχει 1 “ଭୟରେ ଦଣ୍ଡ ଥାଏ” କିମ୍ବା “ଲୋକମାନେ ଯେତେବେଳେ ଦଣ୍ଡ ପାଇବେ ବୋଲି ମନେକରନ୍ତି ସେମାନେ ଭୟ କରନ୍ତି”

Can't render this file because it contains an unexpected character in line 2 and column 3771.