Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:32:58 +00:00
parent 49689e8162
commit d9040feae2
1 changed files with 1 additions and 1 deletions

View File

@ -73,7 +73,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 4 h7uj figs-activepassive σειροῖς ζόφου ... τηρουμένους 1 to be kept in chains of lower darkness
2PE 2 4 uzy2 figs-metaphor σειροῖς ζόφου 1 in chains of lower darkness ଏହି ବାକ୍ୟାଂଶ ସୂଚାଇପାରେ: (୧) ଏକ ଅନ୍ଧକାର ସ୍ଥାନରେ ଶିକୁଳିରେ ବନ୍ଧା । ବିକଳ୍ପ ଅନୁବାଦ: “ଅନ୍ଧକାରରେ ଶିକୁଳିରେ” () ଏକ ଅତି ଗଭୀର ଅନ୍ଧକାର ଯାହା ସେମାନଙ୍କୁ ଶିକୁଳି ପରି ବନ୍ଦୀ କରେ । ବିକଳ୍ପ ଅନୁବାଦ: “ଶିକୁଳି ପରି ଅନ୍ଧକାରରେ ଆବଦ୍ଧ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 4 c2ak εἰς κρίσιν 1 until the judgment ଯେଉଁଥିପାଇଁ ପାପୀ ଦୂତମାନଙ୍କୁ ବନ୍ଦୀ ଅବସ୍ଥାରେ ରଖାଗଲା ତାହାର ଏକ କାରଣ ଏହି ବାକ୍ୟ ଦର୍ଶାଏ । ବିକଳ୍ପ ଅନୁବାଦ: “ବିଚାରର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
2PE 2 5 hpv7 figs-metonymy ἀρχαίου κόσμου οὐκ ἐφείσατο 1 he did not spare the ancient world ଏଠାରେ , \*\* ଜଗତ\*\* ଏଥିରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ସେ ପୂର୍ବ କାଳରେ ବାସ କରୁଥିବା ଲୋକମାନଙ୍କୁ ରକ୍ଷା କରିନଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 2 5 hpv7 figs-metonymy ἀρχαίου κόσμου οὐκ ἐφείσατο 1 he did not spare the ancient world ଏଠାରେ, ** ଜଗତ** ଏଥିରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ସେ ପୂର୍ବ କାଳରେ ବାସ କରୁଥିବା ଲୋକମାନଙ୍କୁ ରକ୍ଷା କରିନଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
2PE 2 5 iw5v ὄγδοον, Νῶε … ἐφύλαξεν 1 he preserved Noah ... along with seven others ଏଠାରେ , **ଅଷ୍ଟମ**  ଏକ ରୂଢ଼ି ଅଟେ  ଯାହାକି ଆଠ ଜଣଙ୍କ ଗୋଷ୍ଠୀକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ । ଏହାର ଅର୍ଥ ନୋହ ପ୍ରାଚୀନ ଦୁନିଆର କେବଳ ଆଠ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଯାହାକୁ ଈଶ୍ଵର ବିନାଶ କରିନଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ରୂଢ଼ିର ଆକ୍ଷରିକ ଅର୍ଥ ପ୍ରକାଶ କରିପାରିବେ ।ବିକଳ୍ପ ଅନୁବାଦ: “ନୋହଙ୍କ ସମେତ ଆଠ ଜଣ” କିମ୍ବା “ଅନ୍ୟ ସାତଜଣଙ୍କ ସହ ନୋହ” (ଦେଖନ୍ତୁ: [[rc://en/ta/man/translate/figs-idiom]])
2PE 2 6 gp3e πόλεις Σοδόμων καὶ Γομόρρας τεφρώσας 1 reduced the cities of Sodom and Gomorrah to ashes ଏହି ବାକ୍ୟଟି ଈଶ୍ଵର ସଦୋମ ଏବଂ ଗୋମୋରାକୁ ଧ୍ୱଂସ କରିଥିବା ଉପାୟକୁ ବୁଝାଏ । ବିକଳ୍ପ ଅନୁବାଦ: “ସଦୋମ ଏବଂ ଗୋମୋରା ନଗରକୁ ପାଉଁଶରେ ପରିଣତ କରିବା ଦ୍ୱାରା”
2PE 2 6 reg3 καταστροφῇ κατέκρινεν 1 condemned them to destruction

Can't render this file because it contains an unexpected character in line 2 and column 9170.