Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:04:29 +00:00
parent f087fa249f
commit d77497c21d
1 changed files with 1 additions and 1 deletions

View File

@ -136,7 +136,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 1 fq4t διὰ τοῦτο, ὁ κόσμος οὐ γινώσκει ἡμᾶς, ὅτι οὐκ ἔγνω αὐτόν 1 For this reason, the world does not know us, because it did not know him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ଉଲ୍ଲେଖ କରେ  । ବିକଳ୍ପ ଅନୁବାଦ: “କାରଣ ଜଗତ ଈଶ୍ଵରଙ୍କୁ  ଜାଣି ନଥିଲା, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 3 1 l5e7 figs-metonymy ὁ ... κόσμος οὐ γινώσκει ἡμᾶς, ὅτι οὐκ ἔγνω αὐτόν 1 the world does not know us, because it did not know him ଯୋହନ ଏହି ପତ୍ରର ବିଭିନ୍ନ ଅର୍ଥ ପାଇଁ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵର ଇଚ୍ଛାନୁସାରେ ଜୀବନଯାପନ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “କାରଣ ଧାର୍ମିକ ଲୋକମାନେ ଈଶ୍ଵରଙ୍କୁ  ଜାଣି ନାହାଁନ୍ତି, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 2 ek9v ἀγαπητοί ... ἐσμεν 1 Beloved, we are [2:7](https://create.translationcore.com/02/07.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 3 2 anq1 figs-activepassive οὔπω ἐφανερώθη 1 it has not yet been revealed If your language does not use passive forms, you could use an active form and say who will do the action. Alternate translation: “God has not yet revealed what we will be” (See: [[rc://en/ta/man/translate/figs-activepassive]])
1JN 3 2 anq1 figs-activepassive οὔπω ἐφανερώθη 1 it has not yet been revealed ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ କର୍ତ୍ତୃବାଚ୍ୟ ବ୍ୟବହାର କରି, କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ କଣ ହେବୁ ଭଗବାନ ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି । ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 3 2 w2v8 ἐφανερώθη 1 revealed
1JN 3 3 pj6a 0 Everyone who has this hope fixed on him purifies himself just as he is pure **ତାଙ୍କୁ** ସର୍ବନାମ  **ସମସ୍ତଙ୍କୁ** ସୂଚାଏ ନାହିଁ; ଏହା ଯୀଶୁଙ୍କୁ ବୁଝାଏ । **ଏହି ଆଶାର** ଅଭିବ୍ୟକ୍ତି ସେହି ଆଶାକୁ ବୁଝାଏ ଯାହା ଯୋହନ ପୂର୍ବ ପଦରେ ଯୀଶୁଙ୍କୁ ସେପରି ଦେଖିବା ବିଷୟରେ ବର୍ଣ୍ଣନା କରିଛନ୍ତି । ବିକଳ୍ପ ଅନୁବାଦ: “ଯିଏ ଯୀଶୁଙ୍କୁ ସେହିପରି ଦେଖିବା ପାଇଁ ଆଶା କରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 5 g4ph figs-activepassive 0 Christ was revealed 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା ଅର୍ଥ ଥିବା ପରି ମନେହୁଏ । ବିକଳ୍ପ ଅନୁବାଦ: “ଯୀଶୁ ପୃଥିବୀକୁ ଆସିଲେ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)

Can't render this file because it is too large.