Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:50:42 +00:00
parent 7d04cbafa4
commit d767b42648
1 changed files with 1 additions and 1 deletions

View File

@ -274,7 +274,7 @@ LUK 2 13 b54a figs-metaphor πλῆθος στρατιᾶς οὐρανίου 1
LUK 2 13 e2gp αἰνούντων τὸν Θεὸν 1 praising God **ଏବଂ** ଶବ୍ଦ ସହ ସଂଯୁକ୍ତ ଦୁଇଟି କ୍ରିୟା ବ୍ୟବହାର କରି ଲୂକ ଗୋଟିଏ ଧାରଣା ପ୍ରକାଶ କରନ୍ତି । ଈଶ୍ଵରଙ୍କୁ
ପ୍ରଶଂସା କରିବା ପାଇଁ ସ୍ୱର୍ଗଦୂତମାନେ ଏହି କଥା କହିଥିଲେ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କୁ ପ୍ରଶଂସା କଲେ” (ଦେଖନ୍ତୁ: [[rc://en/ta/man/translate/figs-hendiadys]])
LUK 2 14 p1fm δόξα ἐν ὑψίστοις Θεῷ 1 Glory to God in the highest ଏହାର ଅର୍ଥ ହୋଇପାରେ: (୧) ଈଶ୍ଵର କେଉଁଠାରେ ସମ୍ମାନ ଗ୍ରହଣ କରିବେ ତାହା ଦୂତମାନେ ବର୍ଣ୍ଣନା କରୁଛନ୍ତ । ସେହି
କ୍ଷେତ୍ରରେ **ସର୍ବୋଚ୍ଚ** ଶବ୍ଦର ଅର୍ଥ “ସର୍ବୋଚ୍ଚ ସ୍ଥାନରେ” ଅର୍ଥାତ୍ “ସ୍ୱର୍ଗରେ” ଏବଂ ବାକ୍ୟାଂଶ “ପୃଥିବୀରେ” ସମାନ୍ତରାଳ ହେବ । ବିକଳ୍ପ ଅନୁବାଦ: “ସ୍ୱର୍ଗରେ ଈଶ୍ଵରଙ୍କୁ ସମ୍ମାନ ଦିଅ” () ଈଶ୍ଵର କେଉଁ ପ୍ରକାରର ସମ୍ମାନ ପାଇବା ଉଚିତ୍ ତାହା ସ୍ୱର୍ଗଦୂତମାନେ ବର୍ଣ୍ଣନା କରୁଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ସର୍ବୋଚ୍ଚ ସମ୍ମାନ ଦିଅ”
LUK 2 14 y2b3 ἐπὶ γῆς εἰρήνη ἐν ἀνθρώποις εὐδοκίας 1 on earth, peace among people with whom he is pleased ଏହାର ଅର୍ଥ ସୂଚାଇପାରେ: (୧) ଲୋକମାନଙ୍କ ସହ ଈଶ୍ଵରଙ୍କ ଉତ୍ତମ ଆନନ୍ଦ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କ ମଧ୍ୟରେ ଈଶ୍ଵର ପ୍ରସନ୍ନ ହୁଅନ୍ତି” () ଯେଉଁମାନେ ପରସ୍ପରକୁ **ଉତ୍ତମ ଆନନ୍ଦ** କିମ୍ବା “ଉତ୍ତମ ଇଚ୍ଛା” ପ୍ରକାଶ ଲଲକରନ୍ତି । ବିକଳ୍ପ ଅନୁବାଦ: “ଉତ୍ତମ ଇଚ୍ଛାଶକ୍ତିର ଲୋକଙ୍କ ମଧ୍ୟରେ”
LUK 2 15 au2m καὶ ἐγένετο 1 It came about that ଦୂତମାନେ ଚାଲିଯିବା ପରେ ମେଷପାଳକମାନେ କ’ଣ କରିଥିଲେ,
କାହାଣୀରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ପାଇଁ ଲୂକ ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ଆପଣଙ୍କ ଭାଷାରେ ଏକ ଶବ୍ଦ,
ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରନ୍ତୁ ଯାହା ଏହି ଉଦ୍ଦେଶ୍ୟ ପାଇଁ ସ୍ୱାଭାବିକ ଅଟେ । (ଦେଖନ୍ତୁ :
[[rc://en/ta/man/translate/writing-newevent]])
LUK 2 15 au2m καὶ ἐγένετο 1 It came about that ଦୂତମାନେ ଚାଲିଯିବା ପରେ ମେଷପାଳକମାନେ କ’ଣ କରିଥିଲେ, କାହାଣୀରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ପାଇଁ ଲୂକ ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ଆପଣଙ୍କ ଭାଷାରେ ଏକ ଶବ୍ଦ, ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରନ୍ତୁ ଯାହା ଏହି ଉଦ୍ଦେଶ୍ୟ ପାଇଁ ସ୍ୱାଭାବିକ ଅଟେ । (ଦେଖନ୍ତୁ : [[rc://en/ta/man/translate/writing-newevent]])
LUK 2 15 t355 ἀπ’ αὐτῶν 1 from them ମେଷପାଳକମାନଙ୍କଠାରୁ
LUK 2 15 r1mp πρὸς ἀλλήλους 1 to each other ପରସ୍ପର ପ୍ରତି
LUK 2 15 s4js figs-inclusive διέλθωμεν ... ἡμῖν 1 Let us go ... to us ଯେହେତୁ ମେଷପାଳକମାନେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ, ତେଣୁ “ଆମେ” ଓ “ଆମର” ପରି ଅନ୍ତର୍ଭୁକ୍ତକାରୀ ଭାଷାକୁ ଏଠାରେ ବ୍ୟବହାର କରିବା ଉଚିତ (ଦେଖ: [[rc://or/ta/man/translate/figs-inclusive]] )

Can't render this file because it is too large.