Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:12:51 +00:00
parent 4fb1753a61
commit d6038c7376
1 changed files with 1 additions and 1 deletions

View File

@ -242,7 +242,7 @@ LUK 2 1 tk59 figs-activepassive ἀπογράφεσθαι πᾶσαν τὴν ο
LUK 2 1 m39d figs-synecdoche τὴν οἰκουμένην 1 the world **ଜଗତର** ଶବ୍ଦ ବିଶେଷ ଭାବରେ ଜଗତର ଅଂଶକୁ ଦର୍ଶାଏ ଯାହା କାଇସର ଅଗଷ୍ଟ ଶାସନ କରିଥିଲେ । ଏହା ବାସ୍ତବରେ ଜଗତର ସେହି ଭାଗରେ ବାସ କରୁଥିବା ଲୋକମାନଙ୍କୁ
ବର୍ଣ୍ଣନା କରେ ଯେଉଁଠାରେ ସେମାନେ ରହୁଥିଲେ । ବିକଳ୍ପ ଅନୁବାଦ: “ରୋମ୍ୟ ସାମ୍ରାଜ୍ୟରେ ବାସ କରୁଥିବା ଲୋକମାନେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 2 2 q9zw translate-names Κυρηνίου 1 Quirinius **କ୍ୱିରୀଣୀୟ** ଏକ
ବ୍ୟକ୍ତିର ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
LUK 2 3 s4im ἐπορεύοντο πάντες 1 everyone went ଯୋଷେଫ ଏବଂ ମରୀୟମଙ୍କୁ କାହିଁକି ଯାତ୍ରା କରିବାକୁ ପଡିଲା ତାହାର ବିବରଣ ଦେବା ପାଇଁ ଲୂକ ପଞ୍ଜୀକରଣକୁ ଆଗରୁ ବର୍ଣ୍ଣନା କରିଛନ୍ତି । ବିକଳ୍ପ
ଅନୁବାଦ: “ସମସ୍ତେ ଯାଉଥିଲେ” (ଦେଖନ୍ତୁ: [[rc://en/ta/man/translate/writing-background]])
LUK 2 3 h5e2 figs-explicit τὴν ἑαυτοῦ πόλιν 1 his own city ଏହା ଲୋକମାନଙ୍କ ପୂର୍ବପୁରୁଷମାନେ ଯେଉଁ ନଗରୀଗୁଡିକରେ ବାସ କରୁଥିଲେ, ତାହାକୁ ସୂଚାଏ I ଲୋକମାନେ ହୁଏତ ବିଭିନ୍ନ ନଗରରେ ବାସ କରିଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷମାନେ ଯେଉଁ ନଗରରେ ବାସ କରୁଥିଲେ” (ଦେଖ: [[rc://or/ta/man/translate/figs-explicit]] )
LUK 2 3 h5e2 figs-explicit τὴν ἑαυτοῦ πόλιν 1 his own city ତାଙ୍କ ନିଜ ନଗର ବାକ୍ୟାଂଶ ସେହି ନଗରକୁ ବୁଝାଏ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ପରିବାର ମୂଳତଃ ବାସ କରୁଥିଲେ । ଏହା ପରେ ଜଣେ ବ୍ୟକ୍ତି ହୁଏତ ଏକ ଭିନ୍ନ ନଗରକୁ ଯାଇଥିବେ ।
ବିକଳ୍ପ ଅନୁବାଦ: “ସେହି ନଗରକୁ ଯେଉଁଠାରୁ ସେମାନଙ୍କ ପରିବାର
ଆସିଥିଲେ” ( ଦେଖନ୍ତୁ :
[[rc://en/ta/man/translate/figs-explicit]])
LUK 2 3 d64g ἀπογράφεσθαι 1 to be registered ଯେପରି ସେମାନଙ୍କର ନାମ ଖାତାରେ ଲିଖିତ ହେବ ବା “ସରକାରୀ କାର୍ଯ୍ୟାଳୟର ଗଣନାରେ ଅନ୍ତର୍ଭୁକ୍ତ ହେବ ”
LUK 2 4 r81u translate-versebridge 0 General Information: UST ଏହି ଦୁଇଟି ପଦକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସହଜରେ ବାକ୍ୟଗୁଡିକୁ କ୍ଷୁଦ୍ରତର କରିହେବ I (ଦେଖ: [[rc://or/ta/man/translate/translate-versebridge]])
LUK 2 4 tp65 writing-participants καὶ Ἰωσὴφ 1 Joseph also ଏହା କାହାଣୀରେ ଯୋଷେଫଙ୍କୁ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚୟ ପ୍ରଦାନ କରେ I (ଦେଖ: [[rc://or/ta/man/translate/writing-participants]] )

Can't render this file because it is too large.