Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-04 17:37:02 +00:00
parent 8e8f7a5f11
commit d5b5221b94
1 changed files with 3 additions and 3 deletions

View File

@ -1849,9 +1849,9 @@ LUK 14 23 ye6q ἀνάγκασον 1 compel them
LUK 14 23 w5w6 ἵνα γεμισθῇ μου ὁ οἶκος 1 that my house may be filled ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ, ଏବଂ କିଏ କର୍ମ କରେ ତାହା ଆପଣ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଅତିଥିମାନେ ମୋ ଗୃହକୁ ଭରିବେ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
LUK 14 24 v5m6 figs-you λέγω γὰρ ὑμῖν 1 For I say to you **ତୁମ୍ଭେ** ଶବ୍ଦ [୧୪:୨୧-୨୩] (../ 14 / 21.md) ରେ ଏକବଚନ ଅଟେ  କାରଣ ମାଲିକ ଏବଂ ଦାସ ପରସ୍ପରକୁ ପୃଥକ ଭାବରେ ସମ୍ବୋଧନ କରୁଛନ୍ତି, ଏଠାରେ **ତୁମ୍ଭେ** ଶବ୍ଦ ବହୁବଚନ ଅଟେ । । ଏହାର କାରଣ ସ୍ପଷ୍ଟ ନୁହେଁ। ସମ୍ଭବତଃ ଏହା ଅନୁମାନ କରାଯାଇପାରେ ଯେ ଅନ୍ୟ ଦାସମାନେ ସାହାଯ୍ୟ କରୁଛନ୍ତି ଏବଂ ମାଲିକ ବର୍ତ୍ତମାନ ସମସ୍ତ ଦାସମାନଙ୍କୁ ଏକାଥରେ ସମ୍ବୋଧିତ କରୁଛନ୍ତି । ସେହି ପରିପ୍ରେକ୍ଷୀରେ, ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ତେବେ ବହୁବଚନ ବ୍ୟବହାର କରି **ତୁମ୍ଭେ** ଶବ୍ଦକୁ ଅନୁବାଦ କରନ୍ତୁ । (ଦେଖନ୍ତୁ:
[[rc://or/ta/man/translate/figs-you]])
LUK 14 24 liz5 τῶν ἀνδρῶν ἐκείνων 1 those men ଏଠାରେ, **ଲୋକେ** ଶବ୍ଦର ଅର୍ଥ "ବୟସ୍କ ପୁରୁଷ" ଅଟେ ସାଧାରଣ ଲୋକ ନୁହେଁ । ତେଣୁ ଆପଣଙ୍କ ଅନୁବାଦରେ ଏକ ନିର୍ଦ୍ଦିଷ୍ଟ ପୁରୁଷ ବାଚକ ଶବ୍ଦ ବ୍ୟବହାର କରିବା ଉପଯୁକ୍ତ ହେବ । (ଦେଖନ୍ତୁ:
[[rc://en/ta/man/translate/figs-gendernotations]])
LUK 14 24 n867 figs-activepassive τῶν ... κεκλημένων 1 who were invited ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ନିମନ୍ତ୍ରଣ କରିଥିଲି” (ଦେଖ: [[rc://or/ta/man/translate/figs-activepassive]])
LUK 14 24 hl7q γεύσεταί μου τοῦ δείπνου 1 will taste my dinner ମୁଁ ପ୍ରସ୍ତୁତ କରିଥିବା ଭୋଜନ ଉପଭୋଗ କରିବେ
LUK 14 25 gv94 0 General Information: ତାଙ୍କ ସହିତରେ ଯାତ୍ରା କରୁଥିବା ଲୋକସମୂହକୁ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି I
LUK 14 24 n867 figs-activepassive τῶν ... κεκλημένων 1 who were invited ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ ଏବଂ କିଏ କର୍ମ କରେ ତାହା ଆପଣ ସ୍ପଷ୍ଟଭାବେ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ମୁଁ ନିମନ୍ତ୍ରଣ କରିଥିଲି” (ଦେଖନ୍ତୁ: [[rc://or/ta/man/translate/figs-activepassive]])
LUK 14 24 hl7q γεύσεταί μου τοῦ δείπνου 1 will taste my dinner ଭୋଜିର କର୍ତ୍ତା ସାଙ୍କେତିକ ଭାବରେ **ସ୍ୱାଦ** ଶବ୍ଦ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ମୁଁ ପ୍ରସ୍ତୁତ କରିଥିବା ରାତ୍ରୀ ଭୋଜନକୁ ଉପଭୋଗ କରିବେ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
LUK 14 25 gv94 0 General Information:
LUK 14 26 rmt8 figs-hyperbole εἴ τις ἔρχεται πρός με, καὶ οὐ μισεῖ τὸν πατέρα ἑαυτοῦ ... οὐ δύναται εἶναί μου μαθητής 1 If anyone comes to me and does not hate his own father ... he cannot be my disciple ଏଠାରେ “ଘୃଣା” ଶବ୍ଦକୁ ଅତିରଞ୍ଜିତ କରାଯାଇଛି ଯେ ଲୋକମାନେ ଯୀଶୁଙ୍କ ବ୍ୟତୀତ ଅନ୍ୟ ଲୋକମାନଙ୍କ ପ୍ରତି ଅଳ୍ପ ପ୍ରେମ ଦେଖାଇବେ I ବିକଳ୍ପ ଅନୁବାଦ: କେହି ଯଦି ମୋ’ ନିକଟକୁ ଆସେ ଏବଂ ମୋତେ ଆପଣା ପିତାଠାରୁ ଅଧିକ ପ୍ରେମ ନ କରେ... ସେ ମୋହର ଶିଷ୍ୟ ହୋଇ ପାରିବ ନାହିଁ” ବା “କେବଳ ଯଦି ଜଣେ ବ୍ୟକ୍ତି ମୋତେ ତାହାର ନିଜର ପିତାଠାରୁ ଅଧିକ ପ୍ରେମ କରିବ...ସେ ମୋ’ର ଶିଷ୍ୟ ହୋଇପାରିବ” (ଦେଖ: [[rc://or/ta/man/translate/figs-hyperbole]] ଓ [[rc://or/ta/man/translate/figs-doublenegatives]])
LUK 14 27 pm44 figs-doublenegatives ὅστις οὐ βαστάζει τὸν σταυρὸν αὐτοῦ καὶ ἔρχεται ὀπίσω μου, οὐ δύναται εἶναί μου μαθητής 1 Whoever does not carry his own cross and come after me cannot be my disciple ଏହାକୁ ଆସ୍ତିସୂଚକ କ୍ରିୟାପଦଗୁଡିକ ସହିତ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯଦି କେହି ମୋହର ଶିଷ୍ୟ ହେବା ପାଇଁ ଇଚ୍ଛା କରେ, ସେ ନିଶ୍ଚୟ ନିଜର କ୍ରୁଶ ବହନ କରୁ ଏବଂ ମୋହର ଅନୁଗମନ କରୁ” (ଦେଖ: [[rc://or/ta/man/translate/figs-doublenegatives]])
LUK 14 27 jn5u figs-metaphor βαστάζει τὸν σταυρὸν αὐτοῦ 1 carry his own cross ଯୀଶୁ ଏହି ଅର୍ଥ ପ୍ରକାଶ କରୁନାହାନ୍ତି ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ ନିଶ୍ଚୟ କ୍ରୁଶାର୍ପିତ ହେବ I ରୋମୀୟମାନେ ଅନେକ ସମୟରେ ଲୋକମାନଙ୍କୁ କ୍ରୁଶାର୍ପିତ ହେବା ପୂର୍ବରୁ ରୋମ ପ୍ରତି ସେମାନଙ୍କର ବଶୀଭୂତ ହେବା ଚିହ୍ନ ସ୍ୱରୂପ ସେମାନଙ୍କ କ୍ରୁଶଗୁଡିକ ବହନ କରିବାକୁ ବାଧ୍ୟ କରୁଥିଲେ I ଏହି ରୂପକର ଅର୍ଥ ସେମାନେ ନିଶ୍ଚୟ ଈଶ୍ୱରଙ୍କ ପ୍ରତି ବଶୀଭୂତ ହେବେ ଓ ଯେକୌଣସି ପ୍ରକାରେ ସୁଦ୍ଧା ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଦୁଃଖଭୋଗ କରିବା ନିମନ୍ତେ ଇଚ୍ଛୁକ ହେବେ I (ଦେଖ: [[rc://or/ta/man/translate/figs-metaphor]]ଏବଂ [[rc://or/ta/man/translate/figs-explicit]])

Can't render this file because it is too large.