Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 09:35:05 +00:00
parent 342bb863c7
commit d5792c6511
1 changed files with 1 additions and 1 deletions

View File

@ -224,7 +224,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 13 dge3 ὅτι ... ἐκ τοῦ Πνεύματος αὐτοῦ δέδωκεν ἡμῖν 1 because he has given us some of his Spirit **ର** ଶବ୍ଦର ଅର୍ଥ “କେତେକ” ଅଟେ। ଈଶ୍ଵର କେବଳ ତାହାଙ୍କ କେତେକ ଆତ୍ମାକୁ ସମସ୍ତ  ବିଶ୍ଵାସୀମାନଙ୍କ  ସମ୍ପ୍ରଦାୟକୁ ଦେଇଛନ୍ତି ବୋଲି ଯୋହନ କହନ୍ତି ନାହିଁ। ବରଂ, ଯୋହନ କହନ୍ତି  ଯେ ତାହାଙ୍କ ଆତ୍ମା ଦ୍ଵାରା, ଈଶ୍ଵର  ସମସ୍ତ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ଭାବରେ ଉପସ୍ଥିତ, ଏବଂ ପ୍ରତ୍ୟେକ ବିଶ୍ଵାସୀ  ନିଜ ଜୀବନରେ ଆତ୍ମାଙ୍କ ଉପସ୍ଥିତି ଦ୍ୱାରା ଈଶ୍ଵରଙ୍କ ସେହି ପୂର୍ଣ୍ଣ ଉପସ୍ଥିତିକୁ ଅନୁଭବ କରନ୍ତି । ଆପଣଙ୍କ  ଅନୁବାଦରେ ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ଵରଙ୍କ ତାହାଙ୍କ ଆତ୍ମାଠାରୁ କମ୍ ହୁଏ ନ ଅହିଁ ଯେହେତୁ ଆମ୍ଭମାନଙ୍କ ପ୍ରତ୍ୟେକଙ୍କର କେତେକ ଅଛି । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ତାହାଙ୍କ ଆତ୍ମା ପଠାଇଲେ”
1JN 4 14 w6mz 0 Also, we have seen and have borne witness that the Father has sent the Son to be the Savior of the world ଏହି ପଦରେ, ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି , ତେଣୁ ସର୍ବନାମ  **ଆମ୍ଭେମାନେ**  ବହିର୍ଭୂତ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ଏହା ଦେଖିଅଛୁ ଏବଂ ଏହାର ସାକ୍ଷୀ ମଧ୍ୟ ଦେଇଅଛୁ” ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 14 m7cb guidelines-sonofgodprinciples 0 Father ... Son ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର  ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର… ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 15 nvb1 ὃς ... ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 Whoever confesses that Jesus is the Son of God ଏହି ଅଭିବ୍ୟକ୍ତିର ଅର୍ଥ 2:23 ରେ “ଯିଏ ପୁତ୍ରଙ୍କୁ ସ୍ୱୀକାର କରେ” ଅଭିବ୍ୟକ୍ତି ସହିତ ସମାନ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ  କରନ୍ତି ଏବଂ ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 4 15 nvb1 ὃς ... ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 Whoever confesses that Jesus is the Son of God ଏହି ଅଭିବ୍ୟକ୍ତିର ଅର୍ଥ  [2:23](https://create.translationcore.com/02/23.md) ରେ “ଯିଏ ପୁତ୍ରଙ୍କୁ ସ୍ୱୀକାର କରେ” ଅଭିବ୍ୟକ୍ତି ସହିତ ସମାନ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ  କରନ୍ତି ଏବଂ ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 4 15 b6td guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 15 l3ft figs-metaphor τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 God remains in him and he in God 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ   ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି, ଏବଂ ସେ ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 15 a7rx καὶ αὐτὸς ἐν τῷ Θεῷ 1 and he in God **ଏବଂ ସେ ଈଶ୍ଵର ଙ୍କଠାରେ** ଅଭିବ୍ୟକ୍ତିରେ, ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ। ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ତାହାଙ୍କଠାରେ ବାସ କରନ୍ତି ଏବଂ ସେ ଈଶ୍ଵରଙ୍କଠାରେ ବାସକରେ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.