From d550ff87f9e84fef0c3a999818ae756482a4b5bc Mon Sep 17 00:00:00 2001 From: Gayatri-Digal Date: Thu, 17 Mar 2022 16:12:23 +0000 Subject: [PATCH] Edit 'en_tn_58-PHM.tsv' using 'tc-create-app' --- en_tn_58-PHM.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_58-PHM.tsv b/en_tn_58-PHM.tsv index 18668a6..9160c5f 100644 --- a/en_tn_58-PHM.tsv +++ b/en_tn_58-PHM.tsv @@ -21,9 +21,9 @@ PHM 1 7 aq4g figs-metonymy τὰ σπλάγχνα τῶν ἁγίων ἀναπ PHM 1 7 m5ip σοῦ, ἀδελφέ 1 you, brother ପାଉଲ ଫିଲୀମୋନକୁ **ଭାଇ** ବୋଲି
ଡାକିଲେ କାରଣ ସେମାନେ ଦୁହେଁ ବିଶ୍ଵାସୀ ଥିଲେ
,
ଏବଂ ସେ ସେମାନଙ୍କର ବନ୍ଧୁତା
ଉପରେ ଗୁରୁତ୍ୱ ଦେବାକୁ ଚାହୁଁଥିଲେ


ବିକଳ୍ପ ଅନୁବାଦ: “ତୁମ୍ଭେ
,
ପ୍ରିୟ ଭାଇ” କିମ୍ବା “ତୁମ୍ଭେ
,
ପ୍ରିୟ ବନ୍ଧୁ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) PHM 1 8 ayy1 0 Connecting Statement: ପାଉଲ ତାଙ୍କର ନିବେଦନ ଏବଂ ତାଙ୍କ
ପତ୍ରର  କାରଣ ଆରମ୍ଭ କରନ୍ତି
। PHM 1 8 fd84 πολλὴν ἐν Χριστῷ παρρησίαν 1 all the boldness in Christ ଏହାର ଅର୍ଥ ହୋଇପାରେ: (୧) “ଖ୍ରୀଷ୍ଟଙ୍କ
ହେତୁ ସମସ୍ତ ଅଧିକାର” (୨) “ଖ୍ରୀଷ୍ଟଙ୍କ ହେତୁ ସମସ୍ତ ସାହସ

” -PHM 1 9 l9fh διὰ τὴν ἀγάπην 1 yet because of love ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ୨) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି” +PHM 1 9 l9fh διὰ τὴν ἀγάπην 1 yet because of love ଏହି ପ୍ରେମ କାହା ପାଇଁ ପାଉଲ ତାହା ଉଲ୍ଲେଖ କରନ୍ତି ନାହିଁ । ଯଦି ଆପଣ ଏଠାରେ ଏକ କ୍ରିୟା ବ୍ୟବହାର କରିବା ଆବଶ୍ୟକ କରନ୍ତି ଏବଂ କାହାକୁ କିଏ ପ୍ରେମ କରେ ତାହା ପ୍ରକାଶ କରନ୍ତି, ଏହା ସୂଚାଇପାରେ: (୧) ତାଙ୍କ ଏବଂ ଫିଲୀମୋନ ମଧ୍ୟରେ ପାରସ୍ପରିକ ପ୍ରେମ । UST ଦେଖନ୍ତୁ । (୨) ଫିଲିମୋନଙ୍କ ନିମନ୍ତେ ପାଉଲଙ୍କ ପ୍ରେମ । ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭକୁ ପ୍ରେମ କରେ” (୩) ଫିଲିମୋନଙ୍କ ଆପଣା ସହକର୍ମୀମାନଙ୍କ ନିମନ୍ତେ ପ୍ରେମ ।

ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଯେ ତୁମ୍ଭେ  ଈଶ୍ଵରଙ୍କ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) PHM 1 10 lsr6 0 General Information: ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I -PHM 1 10 m6fw figs-metaphor τοῦ ἐμοῦ τέκνου ... Ὀνήσιμον 1 my child Onesimus ମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: [[rc://or/ta/man/translate/figs-metaphor]]) +PHM 1 10 m6fw figs-metaphor τοῦ ἐμοῦ τέκνου ... Ὀνήσιμον 1 my child Onesimus PHM 1 10 dj9h translate-names Ὀνήσιμον 1 Onesimus “ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://or/ta/man/translate/translate-names]]) PHM 1 10 mui3 figs-metaphor ὃν ἐγέννησα ἐν τοῖς δεσμοῖς 1 whom I have fathered in my chains ଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://or/ta/man/translate/figs-metaphor]]) PHM 1 10 nx1p figs-metonymy ἐν τοῖς δεσμοῖς 1 in my chains ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])