diff --git a/en_tn_62-2PE.tsv b/en_tn_62-2PE.tsv index 65a031c..3fee83c 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -181,7 +181,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 3 18 lk3c figs-metaphor αὐξάνετε ... ἐν χάριτι, καὶ γνώσει τοῦ Κυρίου ἡμῶν καὶ Σωτῆρος, Ἰησοῦ Χριστοῦ 1 grow in the grace and knowledge of our Lord and Savior Jesus Christ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** କୁ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ: “ଦୟାଳୁ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 1 1 xf2u translate-names Σίμων Πέτρος 1 ** ଶିମୋନ ପିତର** ଜଣେ ବ୍ୟକ୍ତିଙ୍କ ନାମ ଅଟେ ଯିଏ ଯୀଶୁଙ୍କ ଜଣେ ଶିଷ୍ୟ ଥିଲେ। ୨ ପିତରଙ୍କ ପରିଚୟରେ ଭାଗ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ । (ଦେଖନ୍ତୁ: [[rc://en/ta/man/translate/translate-names]]) 2PE 1 1 x186 figs-abstractnouns τοῖς ἰσότιμον…λαχοῦσιν πίστιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ ** ବିଶ୍ୱାସ ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ବିଶ୍ଵାସ କରିବାକୁ ସକ୍ଷମ କରିଛନ୍ତି” କିମ୍ବା “ଯେଉଁମାନଙ୍କୁ ଈଶ୍ଵର ବିଶ୍ଵସ କରିବାକୁ ସୃଷ୍ଟି କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) -2PE 1 1 xdyd ἐν δικαιοσύνῃ 1 **
ଦ୍ଵାରା
**
ଶବ୍ଦଟି ସେହି ଉପାୟକୁ ବୁଝାଏ
ଯାହା ମାଧ୍ୟମରେ ସେମାନେ ବିଶ୍ୱାସ ଗ୍ରହଣ କଲେ


ବିକଳ୍ପ ଅନୁବାଦ: “ଧାର୍ମିକତା ଦ୍ୱାରା” +2PE 1 1 xdyd ἐν δικαιοσύνῃ 1 **ଦ୍ଵାରା** ଶବ୍ଦଟି ସେହି ଉପାୟକୁ ବୁଝାଏ ଯାହା ମାଧ୍ୟମରେ ସେମାନେ ବିଶ୍ୱାସ ଗ୍ରହଣ କଲେ । ବିକଳ୍ପ ଅନୁବାଦ: “ଧାର୍ମିକତା ଦ୍ୱାରା” 2PE 1 1 fpsl figs-abstractnouns δικαιοσύνῃ τοῦ Θεοῦ ἡμῶν καὶ Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ “ଧାର୍ମିକତା” କିମ୍ବା “ଧାର୍ମିକ” ଭଳି ଏକ ବିଶେଷଣ
ସହିତ ଗୁଣବାଚକ ଶବ୍ଦ **ଧାର୍ମିକତା** ର ଧାରଣାକୁ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ଵର ଏବଂ ତ୍ରାଣକର୍ତ୍ତାଙ୍କର
ଧାର୍ମିକ କାର୍ଯ୍ୟ” କିମ୍ବା “ଆମ୍ଭମାନଙ୍କ ଈଶ୍ଵର ଏବଂ ତ୍ରାଣକର୍ତ୍ତାଙ୍କର ଉଚିତ ମାର୍ଗ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 1 2 oaej translate-blessing χάρις ὑμῖν καὶ εἰρήνη πληθυνθείη 1 ଏହି ସଂସ୍କୃତିରେ
,
ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ
ପ୍ରାପ୍ତକର୍ତ୍ତାଙ୍କ ପାଇଁ ଏକ ଶୁଭେଚ୍ଛା ପ୍ରଦାନ ଉଲ୍ଲେଖ କରନ୍ତି


ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ଏହା ସ୍ପଷ୍ଟ
କରେ ଯେ ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ


ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ତାଙ୍କର ଦୟା ବୃଦ୍ଧି
କରନ୍ତୁ ଏବଂ ତୁମ୍ଭମାନଙ୍କୁ ଅଧିକ ଶାନ୍ତି ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]]) 2PE 1 2 ui01 figs-abstractnouns χάρις ὑμῖν καὶ εἰρήνη πληθυνθείη 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** ଏବଂ
**ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


 
ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟା ତୁମ୍ଭମାନଙ୍କ ପ୍ରତି
ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ଅଧିକ ଶାନ୍ତିପୂର୍ଣ୍ଣ ଆତ୍ମା ​​ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])