From d49a6b421f33e808ccc17f32e1e39dfda80fe4bd Mon Sep 17 00:00:00 2001 From: Gayatri-Digal Date: Mon, 6 Dec 2021 16:44:30 +0000 Subject: [PATCH] Edit 'en_tn_43-LUK.tsv' using 'tc-create-app' --- en_tn_43-LUK.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_43-LUK.tsv b/en_tn_43-LUK.tsv index 75ee7ca..45a3ff5 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -73,7 +73,7 @@ LUK 1 24 kpw1 περιέκρυβεν ἑαυτὴν 1 kept herself hidden ଏ LUK 1 25 z1xr οὕτως μοι πεποίηκεν Κύριος 1 This is what the Lord has done for me ଏହା ସ୍ପଷ୍ଟ ଯେ ପ୍ରଭୁ ଏଲିଶାବେଥଙ୍କୁ ଗର୍ଭବତୀ ହେବାକୁ ଅନୁମତି ଦେଇଛନ୍ତି ବୋଲି ସେ ଏହି କଥାକୁ ଦର୍ଶାଉଛନ୍ତି। ଯଦି
ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ପ୍ରଭୁ ମୋତେ ଗର୍ଭବତୀ ହେବାକୁ ଅନୁମତି ଦେଇ ମୋ ପାଇଁ କେଢ଼େ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]]) LUK 1 25 w8yq οὕτως 1 This is what ଏହା ଏକ ସକରାତ୍ମକ ବିସ୍ମୟ ବାକ୍ୟ ଅଟେ । ପ୍ରଭୁ
ତାଙ୍କ ପାଇଁ ଯାହା କରିଛନ୍ତି, ସେଥିପାଇଁ ଏଲିଶାବେଥ ବହୁତ ଖୁସି ଅଛନ୍ତି । ଯଦି ଏହା
ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟରେ ପରିବର୍ତ୍ତନ କରି, ଆପଣଙ୍କ
ଭାଷାର ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ମୋ ପାଇଁ କେଢ଼େ ଆଶ୍ଚର୍ଯ୍ୟଜନକ କର୍ମ
କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-exclamations]]) LUK 1 25 pn2a figs-idiom ἐπεῖδεν 1 looked upon me with favor ଏଠାରେ, କୃପାଦୃଷ୍ଟି କଲେ ଅଭିବ୍ୟକ୍ତି
ଏକ ରୂଢ଼ି ଅଟେ ଯାହାର ଅର୍ଥ  **ସମ୍ମାନ ଦେବା**
କିମ୍ବା “ଉତ୍ତମ ବ୍ୟବହାର କରିବା” ଅଟେ । ବିକଳ୍ପ ଅନୁବାଦ: “ସେ ମୋତେ ଦୟାକଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]]) -LUK 1 25 lx3p ὄνειδός μου 1 my disgrace ଏହା ତାଙ୍କର ଲଜ୍ଜା ଅନୁଭଵ କରିବା ବିଷୟକୁ ବୁଝାଏ ଯେତେବେଳେ ସେ ସନ୍ତାନ ଲାଭ କରିପାରୁ ନ ଥିଲେ I +LUK 1 25 lx3p ὄνειδός μου 1 my disgrace ଅପମାନ ଦ୍ୱାରା, ଏଲିଶାବେଥ ଅର୍ଥାତ ସେ ଲଜ୍ଜା ଅନୁଭବ କଲେ କାରଣ ସେ ସନ୍ତାନ ପ୍ରସବ
କରିବାକୁ ସକ୍ଷମ ନଥିଲେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ମୁଁ ଯେତେବେଳେ ଅନ୍ୟ ଲୋକମାନଙ୍କ ନିକଟକୁ
ଯିବି, ସେତେବେଳେ ମୋତେ ଆଉ ଲଜ୍ଜିତ ହେବାକୁ ପଡିବ ନାହିଁ କାରଣ ମୋର ସନ୍ତାନ ହେବ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-explicit]]) LUK 1 26 qyv8 0 LUK 1 26 v9w2 figs-explicit ἐν ... τῷ μηνὶ τῷ ἕκτῳ 1 ଏଲିଶାବେଥଙ୍କ ଗର୍ଭଧାରଣର ଷଷ୍ଠ ମାସରେ I ଏହା ସ୍ପଷ୍ଟଭାବେ ଜଣାଇବା ଆବଶ୍ୟକ ଯେପରି ତାହା ସେହି ବର୍ଷର ଷଷ୍ଠ ମାସ ବୋଲି ଦ୍ଵନ୍ଦ ସୃଷ୍ଟି ନ କରେ I (ଦେଖ: [[rc://or/ta/man/translate/figs-explicit]]) LUK 1 26 rl4c figs-activepassive ἀπεστάλη ὁ ἄγγελος Γαβριὴλ ἀπὸ τοῦ Θεοῦ 1 the angel Gabriel was sent from God ଏହାକୁ କ୍ରିୟାଶୀଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଗାବ୍ରିଏଲ ଦୂତଙ୍କୁ ଯିବା ନିମନ୍ତେ କହିଲେ” ( ଦେଖ: [[rc://or/ta/man/translate/figs-activepassive]] )