Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-20 14:46:06 +00:00
parent fa65a20f16
commit d4743bbb1e
1 changed files with 1 additions and 1 deletions

View File

@ -27,7 +27,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 5 mbe6 figs-metonymy ἐκ καθαρᾶς καρδίας 1 from a pure heart ଏଠାରେ, **ପବିତ୍ର** ସମ୍ପୂର୍ଣ୍ଣ ରୂପେ ସାଙ୍କେତିକ ଭାବରେ ସୂଚିତ କରେ ଯେ ଜଣେ ବ୍ୟକ୍ତି କେବଳ ଉତ୍ତମ ବିଷୟକୁ  ଚାହେଁ ଏବଂ କୌଣସି ମନ୍ଦ ବିଷୟ ସହିତ ମିଶ୍ରତ ହୁଏ ନାହିଁ I ବିକଳ୍ପ ଅନୁବାଦ: "କେବଳ ଉତ୍ତମ ବିଷୟର ପ୍ରେମୀ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 1 5 ar8t συνειδήσεως ἀγαθῆς 1 good conscience ଆପଣଙ୍କ ଅନୁବାଦରୁ ଏହା ସ୍ପଷ୍ଟ ହେବା ଉଚିତ ଯେ ପ୍ରେମ ହିଁ ଏହି ଆଦେଶର ଏକ ଲକ୍ଷ୍ୟ ଏବଂ ତା’ପରେ ତିନୋଟି ବିଷୟ ଅଛି ଯାହା ଏହି ପ୍ରେମକୁ ପ୍ରେରଣ କରିଥାଏ I "ଶୁଦ୍ଧ ହୃଦୟ" ପରେ ଏହା ଦ୍ୱିତୀୟ ବିଷୟ ଅଟେ I ବିକଳ୍ପ ଅନୁବାଦ: "ଏବଂ ବିବେକ ହିଁ ଏକ ବ୍ୟକ୍ତିଙ୍କୁ ମନ୍ଦ ପରିବର୍ତ୍ତେ ଉତ୍ତମ ବିଷୟ ବାଛିବାକୁ ସାହାଯ୍ୟ କରିଥାଏ"
1TI 1 5 m53g πίστεως ἀνυποκρίτου 1 sincere faith ଏହା ତୃତୀୟ ବିଷୟ ଅଟେ  ଯାହା ପ୍ରେମକୁ ପ୍ରେରଣ କରିଥାଏ, ଯାହା ଆଦେଶର  ଏକ ଲକ୍ଷ୍ୟ ଅଟେ I ଏହା ଆଦେଶର ତୃତୀୟ ଲକ୍ଷ୍ୟ ନୁହେଁ I ବିକଳ୍ପ ଅନୁବାଦ: "ଏବଂ ପ୍ରକୃତ ବିଶ୍ଵାସରୁ" ବା "ଏବଂ ଅକପଟୀ ବିଶ୍ଵାସରୁ" I
1TI 1 6 j4z3 figs-metaphor τινες ἀστοχήσαντες 1 Some people have missed the mark ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସକୁ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ଯାହାକୁ ଲୋକମାନେ ଲକ୍ଷ୍ୟ କରିବା ଉଚିତ I ପାଉଲଙ୍କର ଅର୍ଥ ଏହା ଯେ କେତେକ ଲୋକ ସେମାନଙ୍କର ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି, ଯାହାକି ପ୍ରେମ କରିବା, ଯେହା ସେ ବ୍ୟାଖ୍ୟା କରିଛନ୍ତି I ବିକଳ୍ପ ଅନୁବାଦ: "କେତେକ ଲୋକ ଯୀଶୁଙ୍କଠାରେ ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି"[[rc://en/ta/man/translate/figs-metaphor]])
1TI 1 6 j4z3 figs-metaphor τινες ἀστοχήσαντες 1 Some people have missed the mark ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସକୁ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ଯାହାକୁ ଲୋକମାନେ ଲକ୍ଷ୍ୟ କରିବା ଉଚିତ I ପାଉଲଙ୍କର ଅର୍ଥ ଏହା ଯେ କେତେକ ଲୋକ ସେମାନଙ୍କର ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି, ଯାହାକି ପ୍ରେମ କରିବା, ଯେହା ସେ ବ୍ୟାଖ୍ୟା କରିଛନ୍ତି I ବିକଳ୍ପ ଅନୁବାଦ: "କେତେକ ଲୋକ ଯୀଶୁଙ୍କଠାରେ ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରୁନାହାଁନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 6 se38 figs-idiom ὧν ... ἐξετράπησαν 1 have turned away from these things ଏଠାରେ, ସାଙ୍କେତିକ ଭାବରେ **ମୁହଁ ଫେରାଇବାର** ଅର୍ଥ, ଏହି ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ବନ୍ଦ କରି ଦେଇଛନ୍ତି I ବିକଳ୍ପ ଅନୁବାଦ: "ବର୍ତ୍ତମାନ ସେମାନେ ଈଶ୍ଵର ଯାହା ଆଜ୍ଞା କରିଛନ୍ତି ତାହା କରୁନାହାଁନ୍ତି I ଏହା ପରିବର୍ତ୍ତେ, ସେମାନେ କେବଳ ଇଛୁକ ଅଛନ୍ତି। " [[rc://en/ta/man/translate/figs-idiom]])ଦେଖନ୍ତୁ)
1TI 1 7 v28u νομοδιδάσκαλοι 1 teachers of the law ଏଠାରେ, **ବ୍ୟବସ୍ଥା** ବିଶେଷ ଭାବରେ ମୋଶାଙ୍କ ବ୍ୟବସ୍ଥାକୁ ସୂଚିତ କରେ I ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ UST ପରି ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ I [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 7 kz8x μὴ νοοῦντες 1 but they do not understand ଯଦି ଏହି ଲୋକମାନେ (ବ୍ୟବସ୍ଥାର ଶିକ୍ଷକଗଣ) କ’ଣ ହେବାକୁ ଚାହାଁନ୍ତି ଏବଂ ଏହା କରିବାକୁ ସେମାନଙ୍କର କ୍ଷମତା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏହାର ବିପରୀତ ଅର୍ଥକୁ ପ୍ରକାଶ କରିପାରିବେ I ବିକଳ୍ପ ଅନୁବାଦ: "କିନ୍ତୁ ବୁଝିପାରୁ ନାହାନ୍ତି" କିମ୍ବା "ଏବଂ ତଥାପି ସେମାନେ ବୁଝନ୍ତି ନାହିଁ" [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.