From d45572e8a317d61143314c571205d72171941c7a Mon Sep 17 00:00:00 2001 From: Gayatri-Digal Date: Fri, 11 Mar 2022 10:12:54 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_66-JUD.tsv b/en_tn_66-JUD.tsv index fde3200..7fbd4f5 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -49,8 +49,8 @@ JUD 1 15 bl4q ποιῆσαι κρίσιν κατὰ 1 to execute judgment on JUD 1 16 zs28 γογγυσταί μεμψίμοιροι 1 grumblers, complainers ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି” JUD 1 16 eaf2 λαλεῖ ὑπέρογκα 1 loud boasters ଏଠାରେ, **ବଡ଼ ବଡ଼ କଥା** ଏହି ମିଥ୍ୟା ଶିକ୍ଷକମାନଙ୍କର ଅହଂକାରୀ ବକ୍ତବ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: “ନିଜ ନିଜ ବିଷୟରେ ଗର୍ବ କରନ୍ତି” କିମ୍ବା “ଅହଂକାରୀ କଥା କହନ୍ତି” JUD 1 16 j8rh θαυμάζοντες πρόσωπα 1 flatter others ଏଠାରେ, **ମୁହଁ** ସେମାନେ ଚାଟୁକାର କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ପ୍ରଶଂସା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]]) -JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]]) -JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]]) +JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ ଅଭ୍ୟାସଗତ ଭାବରେ କିଛି କରିବା ବିଷୟକୁ ବୁଝାଇବା ନିମନ୍ତେ  ଯିହୂଦା **ଚାଳିତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି
। ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜ ନିଜ ଅଧାର୍ମିକ ଇଚ୍ଛା ଅନୁସାରେ ବାସ କରନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]]) +JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏଠାରେ, **କୁଅଭିଳାଷା** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଏବଂ ଅଧାର୍ମିକ ଇଚ୍ଛା ଅନୁଯାୟୀ ବାସ କରନ୍ତି” [[rc://or/ta/man/translate/figs-metaphor]]) JUD 1 19 r28j οὗτοί εἰσιν 1 It is these ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି” JUD 1 19 ba6u figs-metaphor ψυχικοί 1 are worldly ଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://or/ta/man/translate/figs-metaphor]]) JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”