Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:23:08 +00:00
parent b197b43e71
commit d41d2990ac
1 changed files with 2 additions and 0 deletions

View File

@ -517,3 +517,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 19 k2rv ἐν τούτῳ 1 **In this** could refer either to: (1) What John has just said in verse 18. Alternate translation: “If we do that” (2) What John is about to say in verse 20. Alternate translation: “I will tell you how”
1JN 3 19 j208 figs-parallelism γνωσόμεθα, ὅτι ἐκ τῆς ἀληθείας ἐσμέν, καὶ…πείσομεν τὰς καρδίας ἡμῶν 1 we will know that we are from the truth and we will persuade our hearts **ଆମ୍ଭେମାନେ ଜାଣୁ** ଏବଂ **ଆମ୍ଭେମାନେ  ଆମ୍ଭମାନଙ୍କର ହୃଦୟକୁ ବଶବର୍ତ୍ତୀ କରି** ବାକ୍ୟାଂଶର ଅର୍ଥ ସମାନ ଅଟେ  । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁରୁତ୍ଵ ଅଭିବ୍ୟକ୍ତିରେ ମିଶ୍ରଣ କରିପାରିବ ଯଦି ତାହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହେବା ଯେ  ଯେ ଆମ୍ଭେମାନ  ସତ୍ୟରୁ ଆସିଛୁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 3 19 j209 figs-abstractnouns ἐκ τῆς ἀληθείας ἐσμέν 1 we are from the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ **“ସତ୍ୟ”** ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସତ୍ୟରୁ ଅଟୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 3 19 j210 figs-idiom ἐκ τῆς ἀληθείας ἐσμέν 1 we are from the truth ଆପଣ [3:10](https://create.translationcore.com/03/10.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର” କିମ୍ବା “ଆମ୍ଭେମାନେ  ଈଶ୍ଵରଙ୍କ ସହ ସମ୍ପର୍କରେ ଅଛୁ” । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 19 j211 writing-pronouns ἔμπροσθεν αὐτοῦ 1 before him ସର୍ବନାମ **ତାଙ୍କୁ** ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.