diff --git a/en_tn_62-2PE.tsv b/en_tn_62-2PE.tsv index 34f6fda..cec6a1a 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -337,3 +337,24 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 8 ujf1 figs-idiom ἐνκατοικῶν ἐν αὐτοῖς ἡμέραν ἐξ ἡμέρας 1 ଏହି ବାକ୍ୟାଂଶ
, **
ପ୍ରତିଦିନ**
,
ଏକ ରୂଢ଼ି ଅଟେ ଯାହାର ଅର୍ଥ “ଦିନ
ପ୍ରତି ଦିନ” କିମ୍ବା “ପ୍ରତ୍ୟେକ ଦିନ”


ଆପଣ ଏହାକୁ ନିଜ ଭାଷାରେ ଆକ୍ଷରିକ ଭାବରେ ପ୍ରକାଶ କରିପାରନ୍ତି



ବିକଳ୍ପ ଅନୁବାଦ: “ଦିନକୁ ଦିନ
ସେମାନଙ୍କ ମଧ୍ୟରେ ବାସ କରି” କିମ୍ବା “ପ୍ରତିଦିନ ସେମାନଙ୍କ ମଧ୍ୟରେ ରହି” (ଦେଖନ୍ତୁ:
[[rc://en/ta/man/translate/figs-idiom]]) 2PE 2 8 co5v ἀνόμοις ἔργοις 1 ଏହି ବାକ୍ୟର ଅର୍ଥ ହୋଇପାରେ:
(୧) ଅନୈତିକ କର୍ମଗୁଡ଼ିକ ଯାହା ଦ୍ୱାରା ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ହେଉଥିଲେ


ବିକଳ୍ପ ଅନୁବାଦ: “ଅନୈତିକ କର୍ମରେ” (୨) ଅନୈତିକ କର୍ମ ଯାହା
ଲୋଟଙ୍କ ଆତ୍ମାକୁ ଯନ୍ତ୍ରଣା ଦେବାର କାରଣ ଥିଲା


ବିକଳ୍ପ ଅନୁବାଦ: “ଅନୈତିକ କର୍ମ ହେତୁ” 2PE 2 9 j0m1 grammar-connect-condition-fact οἶδεν Κύριος 1 ଏହି ପଦ ଏବଂ ପରବର୍ତ୍ତୀ ପଦଟି
ଏକ ସର୍ତ୍ତମୂଳକ ବାକ୍ୟର ସମାପ୍ତି ଯାହା [୨
:

] (../
୦୨
/
୦୪
.md)
ରୁ [୨
:
୧୦
] (../
୦୨
/
୧୦
.md)
ମଧ୍ୟରେ ଉଲ୍ଲେଖ ଅଛି


ପୂର୍ବ ସର୍ତ୍ତଗୁଡ଼ିକର ସତ୍ୟତା ପିତର ଦେଉଛନ୍ତି


ଯଦି ଆପଣ [୨
:

-
୧୦
] (../
୦୨
/
୦୪
.md)
କୁ ପୃଥକ ବାକ୍ୟରେ ପରିଣତ କରିଛନ୍ତି
,
ତେବେ ଆପଣ ଏହା ଉଲ୍ଲେଖ କରନ୍ତୁ ଯେ [୨
:

] (../
୦୨
/
୦୯
.md)
ର ପରିଣାମ ପୂର୍ବ ସର୍ତ୍ତଗୁଡ଼ିକର
ସତ୍ୟ ଅଟେ


ବିକଳ୍ପ ଅନୁବାଦ: “ତେଣୁ
,
ଏହା ସତ୍ୟ ଯେ ପ୍ରଭୁ ଜାଣନ୍ତି ଏହା କିପରି ଅଟେ” କିମ୍ବା “ଯେହେତୁ
ଏହିସବୁ ସତ୍ୟ
,
ଏହା ମଧ୍ୟ ସତ୍ୟ ଯେ ପ୍ରଭୁ ଜାଣନ୍ତି ଏହା କିପରି ଅଟେ” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]]) +2PE 2 9 xk2a grammar-connect-words-phrases ἀδίκους δὲ εἰς ἡμέραν κρίσεως κολαζομένους τηρεῖν 1 ଏଠାରେ
, **
କିନ୍ତୁ** ବୁଝାଇପାରେ: (୧
) ULT
ଏବଂ
UST
ପରି ପୂର୍ବ ବାକ୍ୟାଂଶ ଏବଂ ଯାହା
ଅନୁସରଣ କରେ ତାହା ମଧ୍ୟରେ ଏକ ଭିନ୍ନତାକୁ

(
୨) ପୂର୍ବ ବାକ୍ୟାଂଶ ଯାହା ଅନୁସରଣ କରେ ତାହା ମଧ୍ୟରେ ଏକ ସରଳ
ସଂଯୋଗକୁ


ବିକଳ୍ପ ଅନୁବାଦ: “ଏବଂ ବିଚାରଦିନରେ ଅଧର୍ମୀମାନଙ୍କୁ ବିଚାର
କରିବାକୁ ରଖିବା ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-words-phrases]]) +2PE 2 9 bcf3 figs-ellipsis πειρασμοῦ…ἀδίκους δὲ εἰς ἡμέραν κρίσεως κολαζομένους τηρεῖν 1 ଏହି ବାକ୍ୟାଂଶରେ
,
ପିତର କେତେକ ଶବ୍ଦ ଉଲ୍ଲେଖ କରି ନାହାନ୍ତି ଯାହା ସମ୍ପୂର୍ଣ୍ଣ
ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହେଇପାରେ


ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ


ବିକଳ୍ପ ଅନୁବାଦ: “ଏକ ପରୀକ୍ଷା ଏବଂ ପ୍ରଭୁ ଜାଣନ୍ତି କିପରି ଅଧାର୍ମିକମାନଙ୍କୁ
ବିଚାର ଦିନରେ ଦଣ୍ଡିତ କରାଯିବ” (ଦେଖନ୍ତୁ:
[[rc://en/ta/man/translate/figs-ellipsis]]) +2PE 2 9 xdos grammar-connect-logic-goal κολαζομένους 1 ଏହା ଏକ ଉଦ୍ଦେଶ୍ୟମୁଳକ ବାକ୍ୟାଂଶ
ଅଟେ


ଯେଉଁ ଉଦ୍ଦେଶ୍ୟରେ ଈଶ୍ଵର ଅଧାର୍ମିକ ଲୋକମାନଙ୍କୁ ରଖୁଛନ୍ତି
,
ତାହା ପିତର ଦର୍ଶାଇଛନ୍ତି


ବିକଳ୍ପ ଅନୁବାଦ (ପୂର୍ବର କମା ବ୍ୟବହାର ନ କରି): “ଦଣ୍ଡିତ ହେବାକୁ”
(ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]]) +2PE 2 9 qwcm figs-activepassive ἀδίκους…κολαζομένους τηρεῖν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଅଧାର୍ମିକମାନଙ୍କୁ ଦଣ୍ଡ ଦେବା ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) +2PE 2 9 ms6u εἰς ἡμέραν κρίσεως 1 ଏଠାରେ
, **
ରେ
**
ବୁଝାଇପାରେ: (୧
)
ଯେବେ ଅଧାର୍ମିକଲୋକମାନେ ଦଣ୍ଡିତ ହେବେ


ବିକଳ୍ପ ଅନୁବାଦ: “ବିଚାର ଦିନରେ” (୨) ଯେଉଁ ସମୟ ପର୍ଯ୍ୟନ୍ତ
ଅଧାର୍ମିକମାନଙ୍କୁ ଦଣ୍ଡ ଦିଆଯିବ


ବିକଳ୍ପ ଅନୁବାଦ: “ବିଚାର ଦିନ ପର୍ଯ୍ୟନ୍ତ” +2PE 2 9 xnf3 figs-possession ἡμέραν κρίσεως 1 ପିତର ଏକ **ଦିନ** କୁ ବର୍ଣ୍ଣନା
କରିବା ପାଇଁ ଏହି ଉପାୟ  ବ୍ୟବହାର କରୁଛନ୍ତି ଯାହା
**ବିଚାର** ଦ୍ୱାରା ବର୍ଣ୍ଣିତ ଅଟେ


ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ
,
ଆପଣ ଏହାକୁ ବ୍ୟାଖ୍ୟା କରିବାକୁ ଏକ ବାକ୍ୟାଂଶ ବ୍ୟବହାର କରିପାରିବେ



ବିକଳ୍ପ ଅନୁବାଦ: “ଯେଉଁ ଦିନ
ଈଶ୍ଵର ମାନବଜାତିର ବିଚାର କରିବେ” (ଦେଖନ୍ତୁ:
[[rc://en/ta/man/translate/figs-possession]]) +2PE 2 10 xuxw figs-metaphor τοὺς ὀπίσω…πορευομένους 1 Connecting Statement: ଅଭ୍ୟାସଗତ ଭାବରେ କିଛି କରିବା
ବିଷୟରେ ପିତର ସାଙ୍କେତିକ ଭାବରେ  **ଚାଳିତ** ବାକ୍ୟାଂଶ
ବ୍ୟବହାର କରନ୍ତି


ମିଥ୍ୟା ଦେବତା ପୂଜା କରୁଥିବା କିମ୍ବା ଯୌନ ଅନୈତିକ କାର୍ଯ୍ୟରେ
ଲିପ୍ତ ଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ଅଭିବ୍ୟକ୍ତି ବାରମ୍ବାର ବାଇବେଲରେ ବ୍ୟବହୃତ
ଅଟେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଯେଉଁମାନେ ଅଭ୍ୟାସଗତ ଭାବରେ ଜଡିତ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 2 10 xg5a ἐν ἐπιθυμίᾳ μιασμοῦ 1 those who go after the flesh in its lusts of defilement ଏଠାରେ
, **
ରେ
**
ଶବ୍ଦ ବୁଝାଏ ଯେ ଏହି ବାକ୍ୟଟି
ସେହି ଉପାୟକୁ ଦର୍ଶାଏ ଜେଈନ ଉପାୟରେ ଦୁଷ୍ଟ ଲୋକମାନେ କାମାଭିଳାଷରେ ଚାଳିତ ହୁଅନ୍ତି


ବିକଳ୍ପ ଅନୁବାଦ: “ଏହାର ଅପବିତ୍ରତାର ଲୋଭ ଅଭ୍ୟାସ କରି” +2PE 2 10 xndv figs-abstractnouns ἐν ἐπιθυμίᾳ μιασμοῦ 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଅପବିତ୍ରତା**
ଶବ୍ଦର ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଏହାର ଲୋଭରେ ଯାହା ଅପବିତ୍ର କରେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 2 10 c571 grammar-connect-words-phrases καὶ κυριότητος καταφρονοῦντας 1 ଏଠାରେ
, **
ଏବଂ** ଶବ୍ଦ ବୁଝାଏ ଯେ ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶରେ ଉଲ୍ଲେଖ
କରାଯାଇଥିବା ଏକ ଅତିରିକ୍ତ ଚରିତ୍ର ପ୍ରଦାନ କରେ


ଏହା ଦୁଷ୍ଟ ଲୋକମାନଙ୍କର ଦ୍ୱିତୀୟ ଗୋଷ୍ଠୀକୁ ସୂଚିତ କରେ ନାହିଁ



ଏହି ଦୁଷ୍ଟ ଲୋକମାନେ କେବଳ ସେମାନଙ୍କର
ପାପପୂର୍ଣ୍ଣ ଇଚ୍ଛାକୁ ଅନୁସରଣ କରନ୍ତି ନାହିଁ
,
ବରଂ ଅଧିକାରକୁ ମଧ୍ୟ ଘୃଣା କରନ୍ତି



ବିକଳ୍ପ ଅନୁବାଦ: “ଏବଂ ଯିଏ ଅଧୀନତାକୁ
ମଧ୍ୟ ଘୃଣା କରେ” (ଦେଖନ୍ତୁ:
[[rc://en/ta/man/translate/grammar-connect-words-phrases]]) +2PE 2 10 n89f τολμηταὶ 1 ** ଦୁଃସାହସୀ ଲୋକ** ଏହି ଅଧ୍ୟାୟର ଦ୍ୱିତୀୟ ବିଭାଗର ଆରମ୍ଭକୁ ଚିହ୍ନିତ
କରନ୍ତି
,
ଯାହାକି [୨
:
୨୨
] (../
୦୨
/
୨୨
.md)
ର ଶେଷ ପର୍ଯ୍ୟନ୍ତ ଚାଲିଥାଏ


ଏହି ବିଭାଗରେ ପିତର ଭଣ୍ଡ ଶିକ୍ଷକମାନଙ୍କର ଦୁଷ୍ଟ ଚରିତ୍ର ଏବଂ
କାର୍ଯ୍ୟକୁ ବର୍ଣ୍ଣନା କରନ୍ତି
। +2PE 2 10 nkjm figs-exclamations τολμηταὶ αὐθάδεις 1 **ଦୁଃସାହସୀ** ଏବଂ **ସ୍ୱେଚ୍ଛାଚାରୀ** ଶବ୍ଦଗୁଡ଼ିକ ଭଣ୍ଡ
ଶିକ୍ଷକମାନଙ୍କ ସାହସିକ ଗର୍ବକୁ ଗୁରୁତ୍ୱ ଦେଇଥାଏ


ବିକଳ୍ପ ଅନୁବାଦ: “ସେମାନେ ଏତେ ଦୁଃସାହସୀ ଏବଂ ସ୍ୱେଚ୍ଛାଚାରୀ!”
କିମ୍ୱା “ସେମାନେ କେତେ ସ୍ୱେଚ୍ଛାଚାରୀ ଏବଂ ସ୍ୱେଚ୍ଛାଚାରୀ ଅଟନ୍ତି!” (ଦେଖନ୍ତୁ:
[[rc://en/ta/man/translate/figs-exclamations]]) +2PE 2 10 x82c writing-pronouns οὐ τρέμουσιν 1 ଏଠାରେ
, **
ସେମାନେ** [୨
:

] (../
୦୨
/
୦୧
.md)
ରେ ଉଲ୍ଲେଖ କରାଯାଇଥିବା ଭଣ୍ଡ
ଶିକ୍ଷକମାନଙ୍କୁ ବୁଝାଏ  


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଭୟ କରନ୍ତିନାହିଁ”
(ଦେଖନ୍ତୁ:
[[rc://en/ta/man/translate/writing-pronouns]]) +2PE 2 10 f4gi δόξας…βλασφημοῦντες 1 ଏହି ବାକ୍ୟାଂଶ ସେହି ସମୟକୁ ବୁଝାଏ
ଯେବେ ଭଣ୍ଡ ଶିକ୍ଷକମାନେ ଭୟଭିତ ହୁଅନ୍ତି ନାହିଁ


ବିକଳ୍ପ ଅନୁବାଦ: “ଯେତେବେଳେ ଗୌରବମୟ ଲୋକମାନଙ୍କୁ ଅପମାନିତ କରନ୍ତି” +2PE 2 11 ljdy figs-ellipsis ἰσχύϊ καὶ δυνάμει μείζονες ὄντες 1 ପିତର କେତେକ ଶବ୍ଦ ଉଲ୍ଲେଖ
କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ


ଏହି ବାକ୍ୟଗୁଡ଼ିକ ଅନ୍ୟ ପ୍ରସଙ୍ଗରୁ ଯୋଗାଇ ଦିଆଯାଇପାରେ
,
ଯାହା ଭଣ୍ଡ ଶିକ୍ଷକମାନଙ୍କ ବର୍ଣ୍ଣନା ଅଟେ


ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନଙ୍କ ଅପେକ୍ଷା ଶକ୍ତି
ଏବଂ ଅଧିକାରରେ ଅଧିକ” (ଦେଖନ୍ତୁ:
[[rc://en/ta/man/translate/figs-ellipsis]]) +2PE 2 11 vg2j figs-doublet ἰσχύϊ καὶ δυνάμει μείζονες ὄντες 1 **ଶକ୍ତି** ଏବଂ **ପରାକ୍ରମ** ଶବ୍ଦର ଅର୍ଥ ସମାନ ଅଟେ


ଏଠାରେ ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର
କରୁଛନ୍ତି


ଏକତ୍ର
,
ଶବ୍ଦଗୁଡ଼ିକ ମହାପରାକ୍ରମକୁ ବର୍ଣ୍ଣନା
କରେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହି ଶବ୍ଦର ଶବ୍ଦକୁ ଗୋଟିଏ ଅଭିବ୍ୟକ୍ତି ସହ ଅନୁବାଦ
କରିପାରିବେ


ବିକଳ୍ପ ଅନୁବାଦ: “ଅଧିକ ଶକ୍ତିଶାଳୀ” (ଦେଖନ୍ତୁ:
[[rc://en/ta/man/translate/figs-doublet]]) +2PE 2 12 ytrj writing-pronouns οὗτοι 1 ଏଠାରେ
, **
ଏହି** [୨
:

] (../
୦୨
/
୦୧
.md)
ରେ ଉଲ୍ଲେଖିତ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ


ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) +2PE 2 12 xhxj figs-distinguish γεγεννημένα φυσικὰ εἰς ἅλωσιν καὶ φθοράν 1 ଏହି ବାକ୍ୟାଂଶ ଅଜ୍ଞାନ ପଶୁମାନଙ୍କ
ବିଷୟରେ ଅଧିକ ସୂଚନା ପ୍ରଦାନ କରେ ଏବଂ ଏହିପରି

ଭଣ୍ଡ ଶିକ୍ଷକମାନଙ୍କର ତୁଳନା
କରେ


ବିକଳ୍ପ ଅନୁବାଦ: “ଯାହା ସ୍ୱଭାବାନୁସାରେ ବିନାଶ ପାଇଁ ଜନ୍ମ ହୋଇଛି”
(ଦେଖନ୍ତୁ:
[[rc://en/ta/man/translate/figs-distinguish]]) +2PE 2 12 yxsy γεγεννημένα φυσικὰ εἰς ἅλωσιν καὶ φθοράν 1 ଏଠାରେ
, **
ସ୍ୱଭାବାନୁସାରେ** ଅର୍ଥ ହେଉଛି ଅଜ୍ଞାନି ପଶୁ (ଏବଂ ତୁଳନାତ୍ମକ
ଭାବରେ ଭଣ୍ଡ ଶିକ୍ଷକମାନେ) ଏହି ଉଦ୍ଦେଶ୍ୟରେ ଜନ୍ମ ହୋଇଥିବା ପଶୁ ଭାବରେ ସେମାନଙ୍କର ସ୍ୱଭାବାନୁସାରେ
ବିନାଶ ପାଇଁ ସ୍ଥିର ହୋଇଥିଲେ


ବିକଳ୍ପ ଅନୁବାଦ: “ସେମାନଙ୍କର ସ୍ୱଭାବାନୁସାରେ
,
ଏହି ପଶୁମାନେ ବିନାଶ ପାଇଁ ଜନ୍ମ” +2PE 2 12 x14h grammar-connect-logic-goal εἰς ἅλωσιν καὶ φθοράν 1 ଏହା ଏକ ଉଦ୍ଦେଶ୍ୟମୂଳକ
ବାକ୍ୟାଂଶ ଅଟେ


ଏଠାରେ **ପାଇଁ** ଶବ୍ଦ ଏହି ପଶୁମାନଙ୍କର ଜନ୍ମର ଉଦ୍ଦେଶ୍ୟକୁ
ବୁଝାଏ


ବିକଳ୍ପ ଅନୁବାଦ: “ବିନାଶର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]]) +2PE 2 12 erfh figs-abstractnouns εἰς ἅλωσιν καὶ φθοράν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ କ୍ରିୟା ସହ ଗୁଣବାଚକ ବିଶେଷ୍ୟ ** ବନ୍ଦୀ ** ଏବଂ
** ବିନାଶ ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ସେମାନଙ୍କୁ ବନ୍ଦୀ କରିବା ଏବଂ ନଷ୍ଟ କରିବା
ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])