Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-08 05:04:14 +00:00
parent ecfece802b
commit d36c44b64a
1 changed files with 5 additions and 5 deletions

View File

@ -107,7 +107,7 @@ RUT 2 11 r44n figs-metonymy וַ⁠תֵּ֣לְכִ֔י אֶל־עַ֕ם 1 and y
RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day before yesterday ଏହା ଏକ ରୂଢ଼ି  ଅଟେ ଯାହାର ଅର୍ଥ “ନିକଟରେ” କିମ୍ବା “ପୂର୍ବରୁ” ।
RUT 2 12 x5ct יְשַׁלֵּ֥ם יְהוָ֖ה פָּעֳלֵ֑⁠ךְ 1 May Yahweh reward your work **ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ ଫେରସ୍ତ କରନ୍ତୁ**
RUT 2 12 s2vm פָּעֳלֵ֑⁠ךְ 1 your work ଏହା ବୋୟଜ 11 ପଦରେ ବର୍ଣ୍ଣନା କରିଥିବା ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭର ଉତ୍ତମ କାର୍ଯ୍ୟ।"
RUT 2 12 gnn5 figs-parallelism וּ⁠תְהִ֨י מַשְׂכֻּרְתֵּ֜⁠ךְ שְׁלֵמָ֗ה מֵ⁠עִ֤ם יְהוָה֙ 1 may your full wages come from Yahweh ଏହା ପୂର୍ବ ବାକ୍ୟ ପରି ଏକ କବିତା ଅଭିବ୍ୟକ୍ତି ଅଟେ । ବିକଳ୍ପ ଅନୁବାଦ: "ସଦାପ୍ରଭୁ ତୁମ୍ଭର ସମସ୍ତ ଆବଶ୍ୟକକୁ ପୁରା କରନ୍ତୁ" [[rc://en/ta/man/translate/figs-parallelism]],ଦେଖନ୍ତୁ) [Doublet](../figs-doublet/01.md))
RUT 2 12 gnn5 figs-parallelism וּ⁠תְהִ֨י מַשְׂכֻּרְתֵּ֜⁠ךְ שְׁלֵמָ֗ה מֵ⁠עִ֤ם יְהוָה֙ 1 may your full wages come from Yahweh ଏହା ପୂର୍ବ ବାକ୍ୟ ପରି ଏକ କବିତା ଅଭିବ୍ୟକ୍ତି ଅଟେ । ବିକଳ୍ପ ଅନୁବାଦ: "ସଦାପ୍ରଭୁ ତୁମ୍ଭର ସମସ୍ତ ଆବଶ୍ୟକକୁ ପୁରା କରନ୍ତୁ" [[rc://en/ta/man/translate/figs-parallelism]],ଦେଖନ୍ତୁ)
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଛନ୍ତି" [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 13 abc6 figs-idiom אֶמְצָא־חֵ֨ן 1 May I find favor ଏଠାରେ **ଅନୁଗ୍ରହ ପାଇବା**  ଏକ ରୂଢ଼ି  ଅଟେ ଯାହାର ଅର୍ଥ ଗ୍ରହଣ କରାଯିବା କିମ୍ବା ସେ ସନ୍ତୁଷ୍ଟ ଅଟନ୍ତି ।ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ଗ୍ରହଣ କର" କିମ୍ବା "ତୁମ୍ଭେ ମୋ ଉପରେ ସନ୍ତୁଷ୍ଟ ହୁଅ" [[rc://en/ta/man/translate/figs-idiom]])ଦେଖନ୍ତୁ
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ପାଇଁ ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: "ଏବଂ ମୋତେ ଗ୍ରହଣ କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
@ -124,11 +124,11 @@ RUT 2 16 nn9l וְ⁠לֹ֥א תִגְעֲרוּ־בָֽ⁠הּ 1 do not rebuke
RUT 2 17 h3ap וַ⁠תַּחְבֹּט֙ 1 Then she beat out ସେ ଶସ୍ୟର ଖାଇବା ଅଂଶକୁ ଫୋପାଡି ଦିଆଯାଇଥିବା ଡାଳରୁ ପୃଥକ କଲେ ।
RUT 2 17 mq6b translate-bvolume כְּ⁠אֵיפָ֥ה שְׂעֹרִֽים 1 about an ephah of barley ଏକ **ଐଫା** ମାପର ଏକକ ଯାହା ପ୍ରାୟ 22 ଲିଟର ସହିତ ସମାନ । ବିକଳ୍ପ ଅନୁବାଦ: "ପ୍ରାୟ 22 ଲିଟର ଯବ ।" ଆପଣଙ୍କ ଭାଷାରେ ଶସ୍ୟ ପାଇଁ ସାଧାରଣ ମାପ ବ୍ୟବହାର କରନ୍ତୁ । [[rc://en/ta/man/translate/translate-bvolume]])ଦେଖନ୍ତୁ)
RUT 2 18 etn8 figs-explicit וַ⁠תִּשָּׂא֙ וַ⁠תָּב֣וֹא הָ⁠עִ֔יר 1 She lifted it up and went into the city ଏହା ସୂଚିତ ହୋଇଛି ଯେ ରୂତ ଶସ୍ୟକୁ ଗୃହକୁ ନେଇ ଯାଇଥିଲେ।[[rc://en/ta/man/translate/figs-explicit]])ଦେଖନ୍ତୁ)
RUT 2 18 r6sz וַ⁠תֵּ֥רֶא חֲמוֹתָ֖⁠הּ 1 Then her mother-in-law saw **Then Naomi saw**
RUT 2 18 r6sz וַ⁠תֵּ֥רֶא חֲמוֹתָ֖⁠הּ 1 Then her mother-in-law saw **ତା'ପରେ ନୟମୀ ଦେଖିଲେ**
RUT 2 19 bg28 figs-parallelism אֵיפֹ֨ה לִקַּ֤טְתְּ הַ⁠יּוֹם֙ וְ⁠אָ֣נָה עָשִׂ֔ית 1 Where did you glean today, and where did you work? ନୟମୀ ସେଦିନ ରୂତଙ୍କ ସହିତ କ’ଣ ଘଟିଥିଲା ତାହା ​​ଜାଣିବାକୁ ସେ ବହୁତ ଆଗ୍ରହୀ ଥିଲେ ତେଣୁ ସେବିଷୟକୁ ଦୁଇଟି ଭିନ୍ନ ଉପାୟରେ ପଚାରିଥିଲେ । ଆପଣଙ୍କ ଭାଷାରେ ଏପରି ଉପାୟରେ ବ୍ୟବହାର କରନ୍ତୁ ଯାହା ଉତ୍ସାହ ଏବଂ ଆଗ୍ରହ ପ୍ରକାଶ କରେ । [[rc://en/ta/man/translate/figs-parallelism]])ଦେଖନ୍ତୁ)
RUT 2 19 ab07 figs-metonymy מַכִּירֵ֖⁠ךְ 1 the one who noticed you ଏଠାରେ **ଦୃଷ୍ଟିକଲେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା କେବଳ ରୂତଙ୍କୁ ନୁହେଁ, ତାଙ୍କ ପାଇଁ ମଧ୍ୟ କିଛି କରେ । ବିକଳ୍ପ ଅନୁବାଦ: "ଯିଏ ତୁମ୍ଭକୁ ସାହାଯ୍ୟ କଲା" [[rc://en/ta/man/translate/figs-metonymy]])ଦେଖନ୍ତୁ
RUT 2 20 p8km בָּר֥וּךְ הוּא֙ לַ⁠יהוָ֔ה 1 May he be blessed by Yahweh ରୂତଙ୍କ ପ୍ରତି ବୋୟଜଙ୍କ ଦୟା ପାଇଁ ନୟମୀ ଈଶ୍ଵରଙ୍କଙ୍କୁ ପ୍ରାର୍ଥନା କରନ୍ତି ଯେ ସେ ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ I
RUT 2 20 ab20 figs-doublenegatives אֲשֶׁר֙ לֹא־עָזַ֣ב חַסְדּ֔⁠וֹ 1 who has not forsaken his loving kindness ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରା ଯାଇପାରେ: କିଏ ବିଶ୍ୱସ୍ତ ରହିଆସିଛନ୍ତି । [[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 2 20 ab20 figs-doublenegatives אֲשֶׁר֙ לֹא־עָזַ֣ב חַסְדּ֔⁠וֹ 1 who has not forsaken his loving kindness ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରା ଯାଇପାରେ: **କିଏ ବିଶ୍ୱସ୍ତ ରହିଆସିଛନ୍ତି** । [[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 2 20 ur7z אֲשֶׁר֙ לֹא־עָזַ֣ב 1 who has not forsaken **ଯିଏ** ଶବ୍ଦ ବୋଧହୁଏ ସଦାପ୍ରଭୁଙ୍କୁ ସୂଚାଏ, ଯିଏ ବୋୟଜଙ୍କ ମାଧ୍ୟମରେ ଜୀବନ୍ତ ଏବଂ ମୃତମାନଙ୍କ ପ୍ରତି ବିଶ୍ୱସ୍ତ ଥିଲେ । ଏହା ବୋୟାଜକୁ ଦର୍ଶାଉଥିଲା ।
RUT 2 20 ljz3 figs-nominaladj אֶת־הַ⁠חַיִּ֖ים 1 to the living ନୟମୀ ଏବଂ ରୂତ **ଜୀବିତ** ଥିଲେ। ନାମକରଣ ବିଶେଷଣକୁ **ଜୀବନ୍ତ** ହଟାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରା ଯାଇପାରେ । ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ପାଇଁ" [[rc://en/ta/man/translate/figs-nominaladj]])ଦେଖନ୍ତୁ)
RUT 2 20 wjr4 figs-nominaladj וְ⁠אֶת־הַ⁠מֵּתִ֑ים 1 and to the dead ନୟମୀଙ୍କ ସ୍ୱାମୀ ଏବଂ ପୁତ୍ରମାନେ **ମୃତ।** ମୃତମାନଙ୍କର ନାମ ବିଶେଷଣକୁ ହଟାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରା ଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁମାନେ ପୂର୍ବରୁ ମରିଛନ୍ତି” [[rc://en/ta/man/translate/figs-nominaladj]])ଦେଖନ୍ତୁ)
@ -136,12 +136,12 @@ RUT 2 20 cyy2 figs-parallelism קָר֥וֹב לָ֨⁠נוּ֙ הָ⁠אִ֔י
RUT 2 20 zu5f מִֽ⁠גֹּאֲלֵ֖⁠נוּ 1 kinsman-redeemers ଜଣେ ସମ୍ପର୍କୀୟ- ମୁକ୍ତିଦାତା ଜଣେ ଘନିଷ୍ଠ ପୁରୁଷ ସମ୍ପର୍କୀୟ ଯିଏକି ପରିବାରର କୌଣସି ବିଧବାଙ୍କର ଯତ୍ନ ନେବା ଦାୟିତ୍ଵରେ ଥିଲେ । ଯଦି ତାଙ୍କର ଜଣେ ଭାଇ ବିନା ସନ୍ତାନରେ ମୃତ୍ୟୁବରଣ କରନ୍ତି, ତେବେ ସେହି ବିଧବାଙ୍କୁ ବିବାହ କରିବା ତାଙ୍କର ଦାୟିତ୍ଵ ଥିଲା, ଯଦି ସେ ତଥାପି ସନ୍ତାନ ପ୍ରସବ କରିଥାନ୍ତେ, ତେବେ ତାଙ୍କ ଭାଇ ପାଇଁ ଏକ ସନ୍ତାନ ପ୍ରତିପୋଷଣ କରିବେ । ସେ ମଧ୍ୟ ସେହି ଜମିକୁ ପୁନଃଉଦ୍ଧାର କରିବେ ଯେଉଁଥିରେ ତାଙ୍କ ସମ୍ପର୍କୀୟମାନେ ଦାରିଦ୍ର୍ୟ ଅବସ୍ଥାରେ ବିକ୍ରୀ କରିଥିଲେ ଏବଂ ନିଜକୁ ଦାସତ୍ୱ ଅବସ୍ଥାରେ ବିକ୍ରୟ କରିଥିବା ପରିବାର ସଦସ୍ୟଙ୍କୁ ମୁକ୍ତ କରିବେ। ଅଧିକ ବିବରଣୀ ପାଇଁ ପରିଚୟ ଦେଖନ୍ତୁ ।
RUT 2 21 k2lz גַּ֣ם ׀ כִּי־אָמַ֣ר אֵלַ֗⁠י 1 In addition, he said to me **ସେ ମୋତେ ମଧ୍ୟ କହିଥିଲେ।** ଏହା ସୂଚିତ କରେ ଯେ ସେମାନେ ରୂତଙ୍କୁ ଜଣେ ଜମି ମାଲିକ ଯାହା କହିବାକୁ ଆଶା କରିଥିଲେ ସେ ସେଥିରୁ ଅଧିକ କଲେ ।
RUT 2 21 g585 עִם־הַ⁠נְּעָרִ֤ים אֲשֶׁר־לִ⁠י֙ תִּדְבָּקִ֔י⁠ן 1 You should keep close by the servants who belong to me ବୋୟଜ ବିଶ୍ୱାସ କରିଥିଲେ ଯେ ତାଙ୍କ କର୍ମଚାରୀମାନେ ରୂତଙ୍କର କିଛି କ୍ଷତି କରିବେ ନାହିଁ।
RUT 2 22 f2tw תֵֽצְאִי֙ עִם 1 you go out with **ତୁମ୍ଭ ସହିତ କାମ କର**
RUT 2 22 f2tw תֵֽצְאִי֙ עִם 1 you go out with **ତୁମ୍ଭ ସହିତ କାମ କର**
RUT 2 22 bcc4 וְ⁠לֹ֥א יִפְגְּעוּ־בָ֖⁠ךְ 1 so that they do not harm you ସମ୍ଭାବ୍ୟ ଅର୍ଥ 1) ଅନ୍ୟ ଶ୍ରମିକମାନେ ରୂତଙ୍କୁ ଦୁର୍ବ୍ୟବହାର କରିପାରନ୍ତି କିମ୍ବା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିପାରନ୍ତି କିମ୍ବା 2) ଅନ୍ୟ ଏକ ସ୍ଥାନରେ, ମାଲିକ ଅମଳ କରୁଥିବା ସମୟରେ ମାଲିକ ତାଙ୍କୁ ହସ୍ତକ୍ଷେପ କିମ୍ବା ଅଟକାଇ ପାରନ୍ତି ।
RUT 2 22 ab64 grammar-connect-logic-result וְ⁠לֹ֥א יִפְגְּעוּ־בָ֖⁠ךְ 1 so that they do not harm you ଏହି କାରଣରୁ ରୂତ ବୋୟଜଙ୍କ ସେବକମାନଙ୍କ ସହିତ କାର୍ଯ୍ୟ ଜାରି ରଖି ଥିଲେ। ଯଦି ଆପଣଙ୍କ ଭାଷାରେ ଏହାର କାରଣ ଦର୍ଶାଇବା ଅଧିକ ସ୍ପଷ୍ଟ ଅଟେ ।UST ପରି, ଫଳାଫଳ ପୂର୍ବରୁ ଆପଣ ବାକ୍ୟର ଏହି ଅଂଶକୁ ଉଲ୍ଲେଖ କରି ପାରିବେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 2 23 e2vq וַ⁠תִּדְבַּ֞ק 1 So she stayed close by ରୂତ ଦିନରେ ବୋୟଜଙ୍କ ଶ୍ରମିକମାନଙ୍କ ସହିତ କ୍ଷେତ୍ରରେ କାମ କରୁଥିଲେ, ତେଣୁ ସେ ନିରାପଦରେ ରହିବେ ।
RUT 2 23 a7qp וַ⁠תֵּ֖שֶׁב אֶת־חֲמוֹתָֽ⁠הּ 1 She lived with her mother-in-law ରାତିରେ ଶୋଇବା ପାଇଁ ରୂତ ନୟମୀଙ୍କ ଘରକୁ ଗଲେ।
RUT 3 intro t4y5 0 # **ରୂତ ଭାଗ** 3**:****ସାଧାରଣ ପରିଚୟ**

## **ଏହି ଅଧ୍ୟାୟରେ ବିଶେଷ ଧାରଣା ଦିଆଯାଇଛି**

**ବୋୟଜଙ୍କର** **ନୈତିକତା**

ଏହି ଅଧ୍ୟାୟରେ ବିବାହ ପୁର୍ବରୁ ବୋୟାଜ ରୂତଙ୍କ ସହିତ ଯୌନ ସମ୍ପର୍କ ନ ରଖି  ନିଜର  ନୈତିକତାକୁ ଦେଖାଇଛନ୍ତି । ସେ ରୂତଙ୍କର ଯଶ ରକ୍ଷା କରିବାକୁ ମଧ୍ୟ ଚିନ୍ତିତ ଥିଲେ। ଏହି ଅଧ୍ୟାୟରେ ବୋୟଜଙ୍କର ଭଲ ଚରିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଅଟେ।

## ଏହି **ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦର ସମସ୍ୟାଗୁଡ଼ିକ**

### ଯାହା ଦ୍ୱାରା ଏହା ଆପଣଙ୍କ ସହିତ ସନ୍ତୋଷଜନକ  ହୋଇପାରେ

ନୟମୀ ଚାହୁଁଥିଲେ ଯେ ରୂତ ଜଣେ ଭଲ ସ୍ୱାମୀ ସହିତ ଗୋଟିଏ ଭଲ ଘରକୁ ଯାଉ ଯିଏ ରୂତଙ୍କର ଯତ୍ନ ନେଉଥିବ । ସେ ଦେଖିପାରିଲେ ଯେ ବୋୟଜ ହେଉଛନ୍ତି  ରୂତଙ୍କ ପାଇଁ ସର୍ବୋତ୍ତମ ସ୍ୱାମୀ । ସେ ଭାବିଲେ ଯେହେତୁ  ବୋୟଜ ଜଣେ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି, ବିବାହ କରିବା ତାଙ୍କର ଏକ କର୍ତ୍ତବ୍ୟ । ଏହା ସତ୍ୟ ଯେ ରୂତ ଜନ୍ମରୁ ଜଣେ ଅଣଯିହୂଦୀ ଥିଲେ ମଧ୍ୟ ବର୍ତ୍ତମାନ ସେ  ନୟମୀଙ୍କ ପରିବାରର ଏକ ଅଂଶ ଏବଂ ଇସ୍ରାଏଲର ମଧ୍ୟ ଅଂଶ ଅଟ।ନ୍ତି । [[rc://en/ta/man/translate/figs-explicit]]) ଦେଖନ୍ତୁ )
RUT 3 intro t4y5 0 # **ଭାଗ** 03**:****ସାଧାରଣ ଟିପ୍ପଣୀଗୁଡ଼ିକ**

## **ଏହି ଅଧ୍ୟାୟରେ ବିଶେଷ ଧାରଣା**

**ବୋୟଜଙ୍କର** **ସଚ୍ଚୋଟପଣିଆ**

ଏହି ଅଧ୍ୟାୟରେ ବିବାହ ପୂର୍ବରୁ ବୋୟାଜ ରୂତଙ୍କ ସହିତ ଯୌନ ସମ୍ପର୍କ ନ ରଖି  ନିଜର  ନୈତିକତାକୁ ଦେଖାଇଛନ୍ତି । ସେ ରୂତଙ୍କର ଯଶ ରକ୍ଷା କରିବାକୁ ମଧ୍ୟ ଚିନ୍ତିତ ଥିଲେ। ଏହି ଅଧ୍ୟାୟରେ ବୋୟଜଙ୍କର ଭଲ ଚରିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଅଟେ।

## ଏହି **ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦର ସମସ୍ୟାଗୁଡ଼ିକ**

### ଯାହା ଦ୍ୱାରା ଏହା ତୁମ୍ଭର ମଙ୍ଗଳ ହୋଇପାରେ

ନୟମୀ ଚାହୁଁଥିଲେ ଯେ ରୂତ ଜଣେ ଭଲ ସ୍ୱାମୀ ସହିତ ଗୋଟିଏ ଭଲ ଘରକୁ ଯାଉ ଯିଏ ରୂତଙ୍କର ଯତ୍ନ ନେଉଥିବ । ସେ ଦେଖିପାରିଲେ ଯେ ବୋୟଜ ହେଉଛନ୍ତି  ରୂତଙ୍କ ପାଇଁ ସର୍ବୋତ୍ତମ ସ୍ୱାମୀ । ସେ ଭାବିଲେ ଯେହେତୁ  ବୋୟଜ ଜଣେ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି, ବିବାହ କରିବା ତାଙ୍କର ଏକ କର୍ତ୍ତବ୍ୟ । ଏହା ସତ୍ୟ ଯେ ରୂତ ଜନ୍ମରୁ ଜଣେ ଅଣଯିହୂଦୀ ଥିଲେ ମଧ୍ୟ ବର୍ତ୍ତମାନ ସେ  ନୟମୀଙ୍କ ପରିବାରର ଏକ ଅଂଶ ଏବଂ ଇସ୍ରାଏଲର ମଧ୍ୟ ଅଂଶ ଅଟ।ନ୍ତି । [[rc://en/ta/man/translate/figs-explicit]]) ଦେଖନ୍ତୁ )
RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ֣י 1 Naomi … said to her,  କାହାଣୀର ପରବର୍ତ୍ତୀ ଅଂଶକୁ ଏହି ବାକ୍ୟଟି ପରିଚିତ କରାଏ, ଯେଉଁଥିରେ ରୂତ ବୋୟଜଙ୍କୁ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତିର କର୍ତ୍ତବ୍ୟ ତାଙ୍କ ଓ ନୟମୀଙ୍କ ପାଇଁ ତୁଲାଇବାକୁ କହନ୍ତି |  [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 1 r7ar חֲמוֹתָ֑⁠הּ 1 her mother-in-law ନୟମୀ ହେଉଛନ୍ତି ରୂତଙ୍କ ଶାଶୁ ଅର୍ଥାତ ତାଙ୍କ ମୃତ ସ୍ୱାମୀଙ୍କ ମାତା।
RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ ପୁତ୍ରକୁ ବିବାହ କରି ପରିବାରର ଏକ ଅଂଶ ହେଲେ ଓ ବେଥଲିହିମକୁ ଫେରିବା ପରେ  ନିଜର କାର୍ଯ୍ୟ ଓ ଭଲପାଇବା ଦ୍ୱାରା ସେ ନୟମୀଙ୍କର ଏକ ଝିଅ ପରି ହେଲେ।

Can't render this file because it contains an unexpected character in line 36 and column 901.