Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 16:21:21 +00:00
parent 24adc831eb
commit d1dbf5006d
1 changed files with 1 additions and 0 deletions

View File

@ -318,3 +318,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 6 j021 figs-hypo ἐὰν εἴπωμεν ὅτι κοινωνίαν ἔχομεν μετ’ αὐτοῦ, καὶ ἐν τῷ σκότει περιπατῶμεν, ψευδόμεθα καὶ οὐ ποιοῦμεν τὴν ἀλήθειαν 1 If we say that we have fellowship with him and walk in darkness, we are lying and are not doing the truth ଯୋହନ  ତାହାଙ୍କ  ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କାର୍ଯ୍ୟ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଜାଣିବାରେ ସାହାଯ୍ୟ କରିବାକୁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯଦି’ ଆମ୍ଭେମାନେ କହୁ ତାହାଙ୍କ  ସହ ଆମ୍ଭମାନଙ୍କର ସହଭାଗିତା ଅଛି, କିନ୍ତୁ ଆମ୍ଭେମାନେ ଅନ୍ଧକାରରେ ଚାଲୁ । ତେବେ ଆମ୍ଭେମାନେ  ମିଛ କହୁ ଏବଂ ସତ୍ୟରେ ଚାଲୁ ନାହୁଁ ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 6 j022 figs-abstractnouns ἐὰν εἴπωμεν ὅτι κοινωνίαν ἔχομεν μετ’ αὐτοῦ 1 If we say that we have fellowship with him ଯଦି ଆପଣଙ୍କ  ଭାଷା ଭାବ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ,  [1:3](https://create.translationcore.com/01/03.md) ରେ ଭାବ ବାଚକ ବିଶେଷ୍ୟ **ସହଭାଗୀତା**  ପଛରେ ଥିବା ଧାରଣାକୁ କିପରି ପ୍ରକାଶ କରିଛନ୍ତି ତାହା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହୁ ଯେ ଆମ୍ଭେମାନେ  ଈଶ୍ଵରଙ୍କ ସହ ଘନିଷ୍ଠ ବନ୍ଧୁତାରେ ଅଛୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 6 j023 writing-pronouns μετ’ αὐτοῦ 1 with him ପୂର୍ବ ପଦର **ତାଙ୍କୁ** ସର୍ବନାମ  ଈଶ୍ଵରଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 6 j024 grammar-connect-logic-contrast καὶ 1 and ଈଶ୍ଵରଙ୍କ ସହ ସହଭାଗୀତା ଅଛି ବୋଲି ଦାବି କରୁଥିବା ବ୍ୟକ୍ତିଠାରୁ କ’ଣ  ଆଶା କରାଯାଏ ଏବଂ ଏପରି ବ୍ୟକ୍ତି କଳ୍ପନାତ୍ମକ ଭାବରେ କ’ଣ କରିପାରେ ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରିବାକୁ ଯୋହନ **ଏବଂ** ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.