From d147c6afcc1c1cd57e51cc27e883022df2306cbc Mon Sep 17 00:00:00 2001 From: Gayatri-Digal Date: Fri, 26 Nov 2021 10:15:08 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_63-1JN.tsv b/en_tn_63-1JN.tsv index f451d0b..6ba536b 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -361,7 +361,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 5 jdzb figs-metaphor ἐν τούτῳ γινώσκομεν ὅτι ἐν αὐτῷ ἐσμεν 1 **ଏହି** ଶବ୍ଦଟି (1) ଯୋହନ 6 ପଦରେ ଯାହା କହିବାକୁ ଯାଉଥିଲା, କିମ୍ବା (2) ଯୋହନ ଯାହା 5 ପଦରେ କହିଥିଲେ, କିମ୍ବା (3) ଉଭୟକୁ ବୁଝାଏ । ଯଦି ଆପଣଙ୍କ ଭାଷା ଏହାକୁ ଅନୁମତି ଦିଏ, ଆପଣ ବିକଳ୍ପ (3) ବାଛି ପାରିବେ, ଯେହେତୁ ଉଭୟ ପଦଗୁଡ଼ିକ ଈଶ୍ଵରଙ୍କ ଆଜ୍ଞା ବିଷୟରେ, କିନ୍ତୁ ଅଧିକାଂଶ ଭାଷା ଆପଣଙ୍କୁ ଗୋଟିଏ ବା ଅନ୍ୟଟି ବାଛିବା ପାଇଁ ବିକଳ୍ପ ପ୍ରଦାନ କରେ । ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 2 6 j061 figs-metaphor ἐν αὐτῷ μένειν 1 he remains in him ଯୋହନ ପୁଣି ଥରେ ଆଳଙ୍କାରିକ ଭାବରେ ବିଶ୍ଵାସୀମାନେ ଈଶ୍ଵରଙ୍କ ଭିତରେ ବାସପାରନ୍ତି ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାର ଘନିଷ୍ଠ ସମ୍ପର୍କ ଅଛି” । ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 2 6 j062 writing-pronouns ἐν αὐτῷ 1 in him ତାଙ୍କୁ ସର୍ବନାମ  ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ) -1JN 2 6 lvw4 figs-explicit ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 John is referring specifically to the way that Jesus behaved when he lived on earth. If it would be clearer in your language, you could say that explicitly. Alternate translation: “must walk in the same way as Jesus walked when he was living on earth” (See: [[rc://en/ta/man/translate/figs-explicit]]) +1JN 2 6 lvw4 figs-explicit ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 ପୃଥିବୀରେ ଥିବାବେଳେ ଯୀଶୁଙ୍କ ଆଚରଣ ବିଷୟରେ ବିଶେଷ ଭାବରେ ଯୋହନ ଉଲ୍ଲେଖ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ଯୀଶୁ ଯେପରି ଆଚରଣ କରୁଥିଲେ, ସେହିପରି ନିଶ୍ଚୟ ଆଚରଣ କର" ( [[rc://en/ta/man/translate/figs-explicit]]ଦେଖନ୍ତୁ) 1JN 2 6 j063 writing-pronouns ἐκεῖνος 1 that one ଯୋହନ ଏହି ପ୍ରମାଣମୂଳକ ସର୍ବନାମକୁ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି , ଏବଂ ବିଶେଷ କରି ଯୀଶୁଙ୍କ ପୃଥିବୀରେ ବାସକରୁଥିବା ସମୟକୁ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ) 1JN 2 8 j064 figs-idiom πάλιν 1 Again ଯୋହନ  **ପୁନର୍ବାର** ଶବ୍ଦକୁ ରୂଢ଼ାତ୍ମକ  ଭାବରେ ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଅନ୍ୟ ଅର୍ଥରେ” ( [[rc://en/ta/man/translate/figs-idiom]]ଦେଖନ୍ତୁ) 1JN 2 8 j065 grammar-connect-logic-result ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν, ὅτι ἡ σκοτία παράγεται, καὶ τὸ φῶς τὸ ἀληθινὸν ἤδη φαίνει 1 which is true in him and in you, because the darkness is going away and the true light is already shining ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ  ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ  ଦର୍ଶାଏ  । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ଚାଲିଯାଉଛି ଏବଂ ପ୍ରକୃତ ଆଲୋକ ପ୍ରକାଶ ହୋଇସାରିଛି, ଏହି ଆଜ୍ଞା ଯୀଶୁ ଏବଂ ତୁମ୍ଭମାନଙ୍କଠାରେ ସତ୍ୟ ଅଟେ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)