From d0847c577af2c0fe0b48e9fd97fe93833539cab3 Mon Sep 17 00:00:00 2001 From: Gayatri-Digal Date: Sat, 23 Oct 2021 01:45:31 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_63-1JN.tsv b/en_tn_63-1JN.tsv index 7e8ee44..0f1cf42 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -130,7 +130,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 28 d4ql μὴ αἰσχυνθῶμεν ἀπ’ αὐτοῦ 1 not be ashamed before him ଯୋହନ ଯୀଶୁଙ୍କ ଉପସ୍ଥିତିକୁ ସୂଚାଇବା ନିମନ୍ତେ **ତାହାଙ୍କ**  ଶବ୍ଦକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତାହାଙ୍କ   ଉପସ୍ଥିତିରେ ଲଜ୍ଜିତ ନହେବାକୁ” [[rc://en/ta/man/translate/figs-synecdoche]]ଦେଖନ୍ତୁ) 1JN 2 28 x7ic ἐν ... τῇ παρουσίᾳ αὐτοῦ 1 at his coming ବିକଳ୍ପ ଅନୁବାଦ: “ଯେତେବେଳେ ସେ ପୃଥିବୀକୁ ଫେରିଆସିବେ” 1JN 2 29 u6er ἐξ αὐτοῦ γεγέννηται 1 has been born from him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ  ଅନୁବାଦ: “ଯେ କେହି ଉତ୍ତମ କର୍ମ କରେ ଈଶ୍ଵର ତାହାର ପିତା ଅଟନ୍ତି” [[rc://en/ta/man/translate/figs-activepassive]]ଦେଖନ୍ତୁ) -1JN 3 intro d8r2 0 #  1 ଯୋହନ 3 ସାଧାରଣ ଟିପ୍ପଣୀ ।

## ଗଠନ ଏବଂ ଆକାର

1.      ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-3:10)

2.      ପ୍ରକୃତ ବିଶ୍ଵାସୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି (3:11-18)

3.      ପ୍ରକୃତ ବିଶ୍ଵାସୀମାନେ ପ୍ରାର୍ଥନାରେ ବିଶ୍ୱାସ କରନ୍ତି (3:19-24)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### “ଈଶ୍ବରଙ୍କ ସନ୍ତାନ”

ବେଳେବେଳେ ଲୋକମାନଙ୍କୁ “ଈଶ୍ଵରଙ୍କ ସନ୍ତାନ” ବୋଲି ଦର୍ଶାଯାଏ କାରଣ ଈଶ୍ଵର ସେମାନଙ୍କୁ ସୃଷ୍ଟି କରିଥିଲେ | କିନ୍ତୁ, ଯୋହନ ଏହି ଅଧ୍ୟାୟରେ ଏକ ଭିନ୍ନ ଅର୍ଥରେ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି | ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ୱାସ ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସଂପର୍କରେ ପ୍ରବେଶ କରିଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ସେ ଏହି ଶବ୍ଦକୁ ବ୍ୟବହାର କରନ୍ତି | ଈଶ୍ଵର ପ୍ରକୃତରେ ସମସ୍ତ ମାନବ ଜାତିକୁ ସୃଷ୍ଟି କରିଛନ୍ତି, କିନ୍ତୁ ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ୱାସ କରି ଏହି ଅର୍ଥରେ ଈଶ୍ଵରଙ୍କ ସନ୍ତାନ ହୋଇପାରିବେ | (: [[rc://en/tw/dict/bible/kt/believe]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### “ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି” (3:24)

ଏହାର ଅର୍ଥ ନୁହେଁ ଯେ ଆମ୍ଭମାନଙ୍କର ପରିତ୍ରାଣ କର୍ମ କରିବା ପାଇଁ ସର୍ତ୍ତମୂଳକ ଅଟେ | ବରଂ, ଯୋହନ [3:32](https://create.translationcore.com/03/32.md) ରେ ବର୍ଣ୍ଣନା କରିଥିବା ଆଦେଶଗୁଡ଼ିକ ପାଳନ କରିବାର ପରିଣାମକୁ ବର୍ଣ୍ଣନା କରୁଛନ୍ତି | ସେହି ଆଦେଶଗୁଡ଼ିକ ହେଉଛି ଯୀଶୁଙ୍କଠାରେ ବିଶ୍ୱାସ କରିବା ଏବଂ ପରସ୍ପରକୁ ପ୍ରେମ କରିବା | ଯୋହନ କହନ୍ତି ଯେ, ଯିଏ ଯୀଶୁଙ୍କ ଉପରେ ବିଶ୍ୱାସ କରେ ଏବଂ ଅନ୍ୟମାନଙ୍କୁ ପ୍ରେମ କରେ ତାହା ଦର୍ଶାଏ ଯେ ସେହି ବ୍ୟକ୍ତିର ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଅଛି ଏବଂ ଏହି ଆଜ୍ଞାକାରୀ ହେତୁ ସେ ସେହି ଘନିଷ୍ଠ ସମ୍ପର୍କ ସର୍ବଦା ରହିବ | ଉଦ୍ଧାର ହୋଇଥିବା ଲୋକମାନେ ସେମାନଙ୍କର ପରିତ୍ରାଣ ହରାଇ ପାରିବେ କି ନାହିଁ ଏହି ବିଷୟରେ ପୃଥିବୀରେ ଖ୍ରୀଷ୍ଟିୟାନମାନେ ଭିନ୍ନଭିନ୍ନ ମତାମତ ପ୍ରକାଶ କରନ୍ତି | ଯୋହନ ଏଠାରେ ସେହି ବିଷୟରେ ଉଲ୍ଲେଖ କରନ୍ତି ନାହିଁ, ଏବଂ ଅନୁବାଦକମାନେ ଏଠାରେ ସାବଧାନ ହୋଇ ନିଜର ମତାମତକୁ ଅନୁବାଦ ନ କରି ପୃଷ୍ଠଭୂମିକୁ ବୁଝି ଅନୁବାଦ କରିବା ଅଚିତ ଅଟେ | (: [[rc://en/tw/dict/bible/kt/eternity]] and [[rc://en/tw/dict/bible/kt/save]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

[3:1](https://create.translationcore.com/03/01.md) ରେ, ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକରେ “ଏବଂ ଆମ୍ଭେମାନେ ” ଶବ୍ଦ ଅନ୍ତର୍ଭୁକ୍ତ ଅଟେ । ULT ଏହାକୁ ଏହିପରି ଅନୁବାଦ କରେ । କିନ୍ତୁ, ଅନ୍ୟ କେତେକ ପ୍ରାଚୀନ ପାଣ୍ଡୁଲିପିରେ ଏହି ଶବ୍ଦଗୁଡ଼ିକ ଉଲ୍ଲେଖ ହୋଇ ନାହିଁ ତେଣୁକେତେକ ବାଇବେଲରେ ସେଗୁଡ଼ିକ ଉଲ୍ଲେଖ କରାଯାଇ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣର ଶବ୍ଦସମୂହକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ,  ଆପଣ ULT ପଠନକୁ ଅନୁସରଣ କରନ୍ତୁ ।

[[rc://en/ta/man/translate/translate-textvariants]]) +1JN 3 intro d8r2 0 #  1 ଯୋହନ 3 ସାଧାରଣ ଟିପ୍ପଣୀ ।

[[rc://en/ta/man/translate/translate-textvariants]]ଦେଖନ୍ତୁ) 1JN 3 1 as62 0 Connecting Statement: 1JN 3 1 gl8n ἴδετε ποταπὴν ἀγάπην δέδωκεν ἡμῖν ὁ Πατὴρ 1 See what kind of love the Father has given to us ଯୋହନ  ଆଳଙ୍କାରିକ ଭାବରେ **ଦେଖ** ଶବ୍ଦ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ବିଚାର କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 3 1 x99a τέκνα Θεοῦ κληθῶμεν 1 we should be called children of God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ତାହାଙ୍କ ସନ୍ତାନ ବୋଲି ଡାକନ୍ତୁ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)