Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-03 13:11:08 +00:00
parent c521c5d0e4
commit cff2a92204
1 changed files with 1 additions and 1 deletions

View File

@ -45,7 +45,7 @@ RUT 1 14 t4sl figs-explicit וְ⁠ר֖וּת דָּ֥בְקָה בָּֽ⁠הּ
RUT 1 15 ld6g הִנֵּה֙ 1 Look **ଧ୍ୟାନଦିଅ_,_ କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟ ସତ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣଅଟେ।**
RUT 1 15 nqm3 writing-participants יְבִמְתֵּ֔⁠ךְ 1 your sister-in-law **ତୁମ ସ୍ୱାମୀଙ୍କ ଭାଇର ସ୍ତ୍ରୀ କିମ୍ବା ଅର୍ପାଙ୍କ।** ଏହି ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ।(ନୂତନ ଏବଂ ପୁରାତନ ଅଂଶଗ୍ରହଣକାରୀଙ୍କପରିଚୟ [[rc://en/ta/man/translate/writing-participants]])(ଦେଖନ୍ତୁ)
RUT 1 15 man4 אֱלֹהֶ֑י⁠הָ 1 her gods ଅର୍ପା ଏବଂ ରୂତ ନୟମୀର ପୁତ୍ରମାନଙ୍କୁ ବିବାହ କରିବା ପୂର୍ବରୁ ସେମାନେ ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରୁଥିଲେ। ସେମାନଙ୍କର ବିବାହ ସମୟରେ ସେମାନେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଲାଗିଲେ। ବର୍ତ୍ତମାନ, ଅର୍ପା ପୁଣି ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରିବାକୁ ଯାଉଥିଲେ।
RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you stay ତୁମେ ଯେଉଁଠାରେ ରହିବ
RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you stay **ତୁମେ ଯେଉଁଠାରେ ରହିବ**
RUT 1 16 b518 figs-explicit עַמֵּ֣⁠ךְ עַמִּ֔⁠י 1 your people are my people ରୂତ ନୟମୀଙ୍କର ଲୋକ ଅର୍ଥାତ ଇସ୍ରାଏଲ୍ ଲୋକମାନଙ୍କୁ ସୂଚାଉ ଛନ୍ତି।ବିକଳ୍ପି ଅନୁବାଦ: “ମୁଁ ତୁମର ଦେଶର ଲୋକମାନଙ୍କୁ ମୋ ନିଜ ଲୋକପରି ଭାବିବି” କିମ୍ବା “ମୁଁ ତୁମର ସମ୍ପର୍କୀୟମାନଙ୍କୁ ମୋ ନିଜ ସମ୍ପର୍କୀୟପରି ଭାବିବି”[[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 17 lql7 figs-idiom בַּ⁠אֲשֶׁ֤ר תָּמ֨וּתִי֙ אָמ֔וּת 1 Where you die, I will die ଯେଉଁଠାରେ ନୟମୀ ବାସ କରିବେ ସେହି  ସ୍ଥାନ ଏବଂ ସହରରେ ରହିବାକୁ ଏହା ରୂତଙ୍କ ବାକି ଜୀବନର ଇଚ୍ଛାକୁ ଦର୍ଶାଏ। [[rc://en/ta/man/translate/figs-idiom]])(ଦେଖନ୍ତୁ)
RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כֹ֣ה יֹסִ֔יף כִּ֣י 1 May Yahweh do thus to me, and and thus may he add ରୂତ ନିଜ ବାକ୍ୟରେ ଅତ୍ୟନ୍ତ ପ୍ରତିବଦ୍ଧ ବୋଲି ଦର୍ଶାଇବାକୁ ସେ ଏହି ରୂଢ଼ିକୁ ବ୍ୟବହାର କରନ୍ତି। ଯଦି ସେ ଯାହା କହିଛନ୍ତି ତାହା ନକରନ୍ତି ତେବେ ଈଶ୍ଵର ତାଙ୍କୁ ଦଣ୍ଡ ଦେଅନ୍ତୁ ବୋଲି ସେ ନିଜ ଉପରେ ଅଭିଶାପ ବର୍ତ୍ତୁ ବୋଲି କହନ୍ତି। ଏହା କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରନ୍ତୁ।<br><br>[[rc://en/ta/man/translate/figs-idiom]])(ଦେଖନ୍ତୁ)

Can't render this file because it contains an unexpected character in line 36 and column 901.