From cf1341950270a337af45128a2e4fe2daf7833f97 Mon Sep 17 00:00:00 2001 From: Gayatri-Digal Date: Mon, 11 Sep 2023 02:01:13 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 4 ++-- 1 file changed, 2 insertions(+), 2 deletions(-) diff --git a/tn_GAL.tsv b/tn_GAL.tsv index fd14f0a..4324c75 100644 --- a/tn_GAL.tsv +++ b/tn_GAL.tsv @@ -64,8 +64,8 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 2:11 c9h4 rc://*/ta/man/translate/figs-metonymy κατὰ πρόσωπον αὐτῷ ἀντέστην 1 ଏଠାରେ **ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି** ବାକ୍ୟ ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ ଯାହାର ଅର୍ଥ କାହାକୁ ସାମ୍ନା କରିବା ଅଟେ । ଏହା ନିର୍ଦ୍ଦିଷ୍ଟ ଭାବରେ ସୂଚିତ କରିପାରେ: (1) ସିଧାସଳଖ କାହା ସହିତ ମୁହାଁମୁହିଁ ହେବାକୁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତାଙ୍କୁ ସିଧାସଳଖ ମୁହାଁମୁହିଁ” କିମ୍ବା “ମୁଁ ତାଙ୍କୁ ମୁହାଁମୁହିଁ କହିଥିଲି” (2) ସର୍ବସାଧାରଣ ସ୍ଥାନରେ କାହା ସହିତ ମୁହାଁମୁହିଁ ହେବାକୁ । ([2:14](../02/14.md) ରେ “ମୁଁ କୈଫାଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲି” ବାକ୍ୟାଂଶ ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତାଙ୍କୁ ସର୍ବସାଧାରଣରେ ସାମ୍ନା କରିଥିଲି” 2:12 xym6 πρὸ 1 2:12 s18y ὑπέστελλεν 1 -2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 -2:12 fy79 τοὺς ἐκ περιτομῆς 1 ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, କିନ୍ତୁ ଯେଉଁମାନେ ଏହା ସର୍ତ୍ତ ରଖିଲେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଯିହୁଦୀ ପ୍ରଥା ଅନୁସାରେ ଜୀବନ ଅତିବାହିତ କଲେ +2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ କାରଣ ପିତର **ଭୟ କରୁଥିଲେ** ସ୍ପଷ୍ଟ ଭାବରେ କୁହାଯାଇପାରେ । ଦେଖନ୍ତୁ [6:12](../06/12.md) ଯେଉଁଠାରେ ପାଉଲ କହନ୍ତି ଯେ ଗାଲାତୀୟ ବିଶ୍ଵାସୀମାନଙ୍କୁ ବାଧ୍ୟ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ଏପରି କରିବାକୁ ଯାଉଥିଲେ କାରଣ ସେମାନେ ନିର୍ଯାତିତ ହେବାକୁ ଚାହୁଁନଥିଲେ। ବିକଳ୍ପ ଅନୁବାଦ: “ଭୟଭୀତ ଯେ ଅବିଶ୍ୱାସୀ ଯିହୁଦୀମାନେ ତାଙ୍କୁ ତାଡ଼ନା କରି ପାରନ୍ତି” +2:12 fy79 τοὺς ἐκ περιτομῆς 1 2:12 a6gv ἀφώριζεν ἑαυτόν 1 ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ” 2:14 sg53 οὐκ ὀρθοποδοῦσιν πρὸς τὴν ἀλήθειαν τοῦ εὐαγγελίου 1 ସେମାନେ ସୁସମାଚାରରେ ବିଶ୍ବାସ କରି ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପରି ନଥିଲେ କିମ୍ବା “ସେମାନେ ଏପରି ଜୀବନଯାପନ କରୁଥିଲେ ଯେପରି ସେମାନେ ସୁସମାଚାରକୁ ବିଶ୍ବାସ କରି ନଥିଲେ” 2:14 z4fp rc://*/ta/man/translate/figs-rquestion πῶς τὰ ἔθνη ἀναγκάζεις Ἰουδαΐζειν 1 ଏହି ଅଳଙ୍କାରିକ ପ୍ରଶ୍ନ ଏକ ଅନୁଯୋଗ ଥିଲା ଏବଂ ଏକ ସରଳ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ । “ତୁମ୍ଭେମାନେ” ଶବ୍ଦ ଏକବଚନ ଅଟେ ଏବଂ ପିତରଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଅନ୍ୟଜାତିମାନଙ୍କୁ ଯିହୁଦୀମାନଙ୍କ ପରି ରହିବାକୁ ବାଧ୍ୟ କରିବା ଭୂଲ ଅଟେ ।” (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/ta/man/translate/figs-you]])