From cebc803a87c623a1f78c326646558c3e02a3bcf9 Mon Sep 17 00:00:00 2001 From: "Sibaji.Digal" Date: Sun, 19 Sep 2021 13:48:38 +0000 Subject: [PATCH] Edit 'en_tn_08-RUT.tsv' using 'tc-create-app' --- en_tn_08-RUT.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_08-RUT.tsv b/en_tn_08-RUT.tsv index a00e3fa..8df3480 100644 --- a/en_tn_08-RUT.tsv +++ b/en_tn_08-RUT.tsv @@ -108,7 +108,7 @@ RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day bef RUT 2 12 x5ct יְשַׁלֵּ֥ם יְהוָ֖ה פָּעֳלֵ֑⁠ךְ 1 May Yahweh reward your work **ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ** **ପୁରସ୍କାର ଦେଉନ୍ତୁ** RUT 2 12 s2vm פָּעֳלֵ֑⁠ךְ 1 your work ଏହା 11 ପଦରେ ବୋୟଜ ବର୍ଣ୍ଣନା କରିଥିବା ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭର ଉତ୍ତମ ବ୍ୟବହାର।" RUT 2 12 gnn5 figs-parallelism וּ⁠תְהִ֨י מַשְׂכֻּרְתֵּ֜⁠ךְ שְׁלֵמָ֗ה מֵ⁠עִ֤ם יְהוָה֙ 1 may your full wages come from Yahweh ଏହା ପୂର୍ବ ବାକ୍ୟ ପରି ଏକ ଛନ୍ଦୋମୟ ଅଭିବ୍ୟକ୍ତି ଅଟେ । ବିକଳ୍ପ ଅନୁବାଦ: "ସଦାପ୍ରଭୁ ତୁମ୍ଭର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ପୁରା କରନ୍ତୁ।" [[rc://en/ta/man/translate/figs-parallelism]],ଦେଖନ୍ତୁ) -RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ" [[rc://en/ta/man/translate/figs-metaphor]])ଦେଖନ୍ତୁ) +RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ ।" [[rc://en/ta/man/translate/figs-metaphor]])ଦେଖନ୍ତୁ) RUT 2 13 abc6 figs-idiom אֶמְצָא־חֵ֨ן 1 May I find favor ଏଠାରେ **ଅନୁଗ୍ରହ ପାଇବା**  ଏକ ରୂଢ଼ି  ଅଟେ ଯାହାର ଅର୍ଥ ଗ୍ରହଣ କରାଯିବା କିମ୍ବା ସେ ସନ୍ତୁଷ୍ଟ ଅଟନ୍ତି ।ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ଗ୍ରହଣ କର" କିମ୍ବା "ତୁମ୍ଭେ ମୋ ଉପରେ ସନ୍ତୁଷ୍ଟ ହୁଅ" [[rc://en/ta/man/translate/figs-idiom]])ଦେଖନ୍ତୁ RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ପାଇଁ ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: "ଏବଂ ମୋତେ ଗ୍ରହଣ କର" [[rc://en/ta/man/translate/figs-metaphor]])ଦେଖନ୍ତୁ) RUT 2 13 abc4 אֲדֹנִ⁠י֙ 1 my lord ବୋୟଜ ରୂତଙ୍କ ସ୍ଵାମୀ ନୁହଁନ୍ତି, କିନ୍ତୁ ସେ ସେହି କ୍ଷେତ୍ରର ମାଲିକ ଯେଉଁଠାରେ ସେ ଶସ୍ୟ ସଂଗ୍ରହ କରନ୍ତି । ସେ ଜଣେ ଯିହୂଦୀ ଏବଂ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଅଟନ୍ତି। ସେଥିପାଇଁ ରୂତ ତାଙ୍କୁ ନିଜର ପ୍ରଭୁ ବୋଲି ଡାକି, ନିଜକୁ ଦାସୀ ବୋଲି କହି ସମ୍ମାନିତ କରନ୍ତି । ବିକଳ୍ପ ଅନୁବାଦ: " ମହାଶୟ" କିମ୍ବା "ପ୍ରଭୁ" ।