Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-04 02:25:14 +00:00
parent 960f43a144
commit cdd44038b2
1 changed files with 1 additions and 0 deletions

View File

@ -433,3 +433,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 22 j128 figs-genericnoun οὗτός ἐστιν ὁ ἀντίχριστος 1 This one is the antichrist ଏପରି ବ୍ୟକ୍ତି ପ୍ରକୃତ **ଭଣ୍ଡଖ୍ରୀଷ୍ଟ** ବୋଲି ଯୋହନ କହନ୍ତି ନାହିଁ ଯିଏ ଯିଏ ପୃଥିବୀ ଇତିହାସର ଶେଷରେ ଦେଖାଯିବେ । ଯୋହନ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୂଚାନ୍ତି ନାହିଁ । ବରଂ ସେ ସାଧାରଣ ଭାବରେ ଏହିପରି ସମସ୍ତ ଲୋକଙ୍କ ବିଷୟରେ କହନ୍ତି  । ଭଣ୍ଡଖ୍ରୀଷ୍ଟ ଶବ୍ଦକୁ ଆପଣ [2:18](https://create.translationcore.com/02/18.md) ରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହିପରି ବ୍ୟକ୍ତି ପ୍ରକୃତରେ ଯୀଶୁଙ୍କୁ ବିରୋଧ କରେ” ( [[rc://en/ta/man/translate/figs-genericnoun]]ଦେଖନ୍ତୁ)
1JN 2 23 j129 figs-explicit πᾶς ὁ ἀρνούμενος τὸν Υἱὸν 1 Everyone who denies the Son ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ  ଯାହା କହିଛନ୍ତି ସେ ଦୃଷ୍ଟିରେ ଏହାର ଅର୍ଥ କ’ଣ ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ମସୀହ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 23 j130 guidelines-sonofgodprinciples τὸν Υἱὸν -1 the Son … the Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 23 j131 guidelines-sonofgodprinciples τὸν Πατέρα -1 the Father … the Father ଈଶ୍ଵରଙ୍କ ପାଇଁ **ପିତା** ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ନାମ  ଅଟେ। ବିକଳ୍ପ ଅନୁବାଦ: “ପିତା ଈଶ୍ଵର … ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.