From cdb7303751940bb32963d075ada4ebd8b0bf5388 Mon Sep 17 00:00:00 2001 From: "Sibaji.Digal" Date: Thu, 23 Sep 2021 09:52:34 +0000 Subject: [PATCH] Edit 'en_tn_32-JON.tsv' using 'tc-create-app' --- en_tn_32-JON.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_32-JON.tsv b/en_tn_32-JON.tsv index dd84f8b..ad4f66f 100644 --- a/en_tn_32-JON.tsv +++ b/en_tn_32-JON.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -JON front intro hk4p 0 # ଯୂନସଙ୍କ ପରିଚୟ

## ଭାଗ **1:** ସାଧାରଣ ପରିଚୟ

### ଯୂନସ ପୁସ୍ତକର ରୂପରେଖା

1. ଯୂନସ ସଦାପ୍ରଭୁଙ୍କଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତି (1:1-2:10)
* ଯୂନସ ନୀନିବୀକୁ ଯିବାକୁ ସଦାପ୍ରଭୁଙ୍କ ପ୍ରଥମ ଡାକକୁ ଅବମାନନା କରନ୍ତି। (1:1–3)
* ଯୂନସ ଏବଂ ଅଣଯିହୂଦୀ ନାବିକମାନେ । (1:4–16)
* ଯୂନସଙ୍କୁ ଗ୍ରାସ କରିବା ପାଇଁ ସଦାପ୍ରଭୁ ଏକ ବଡ଼ ମାଛ ପ୍ରଦାନ କରନ୍ତି, ଏବଂ ସେ ପ୍ରାର୍ଥନା କରନ୍ତି ଏବଂ ଉଦ୍ଧାର ହୁଅନ୍ତି। (1:17–2:10)
2. ନୀନିବୀରେ ଯୂନସ  (3:1-4:11)
* ସଦାପ୍ରଭୁ ପୁନର୍ବାର ଯୂନସକୁ ନୀନିବୀକୁ ଡାକନ୍ତି, ଏବଂ ଯୂନସ ସଦାପ୍ରଭୁଙ୍କ ବାର୍ତ୍ତା ଘୋଷଣା କରନ୍ତି । (3:1–4)
* ନୀନିବୀ ଅନୁତାପ କରେ। (3:5-9)
* ସଦାପ୍ରଭୁ ନୀନିବୀକୁ ନଷ୍ଟ ନକରିବାକୁ ସ୍ଥିର କରନ୍ତି।  (3:10)
* • ଯୂନସ ସଦାପ୍ରଭୁଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୁଅନ୍ତି ।  (4:13)
* ସଦାପ୍ରଭୁ ଯୂନସଙ୍କୁ ଅନୁଗ୍ରହ ଓ ଦୟା ବିଷୟରେ ଶିକ୍ଷା ଦିଅନ୍ତି।  (4:4–11)

### ଯୂନସଙ୍କ ପୁସ୍ତକ କ’ଣ ବର୍ଣ୍ଣନା କରେ?

ଅମିତାଇଙ୍କ ପୁତ୍ର ଯୂନସ ଗାଥ ହେଫରରୁ ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ (2 ରାଜା 14:25)। ଏହି ପୁସ୍ତକ ଯୂନସଙ୍କ ସହିତ କ’ଣ ଘଟିଥିଲା ସେ ବିଷୟରେ ବର୍ଣ୍ଣନା କରେ। ଅଣଯିହୂଦୀମାନଙ୍କୁ ସଦାପ୍ରଭୁ କିପରି ଦୟା ଓ ଅନୁଗ୍ରହ ପ୍ରଦର୍ଶନ କରନ୍ତି ତାହା ବର୍ଣ୍ଣନା କରେ। କିପରି ନୀନିବୀଲୋକମାନେ ଅନୁତାପ କଲେ ଏବଂ ଦୟା ପାଇଁ ସଦାପ୍ରଭୁଙ୍କୁ ଡାକିଲେ ତାହା ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ। [[rc://en/tw/dict/bible/kt/mercy]], [[rc://en/tw/dict/bible/kt/grace]]ଏବଂ [[rc://en/tw/dict/bible/kt/repent]])

ସଦାପ୍ରଭୁ ଯୂନସଙ୍କୁ ନୀନିବୀ ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ପଠାଇଲେ ଯେ ସେ ସେମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ସଦାପ୍ରଭୁ କହିଲେ ଯେ ଯଦି ସେମାନେ ଅନୁତାପ କରନ୍ତି ତେବେ ସେ ସେମାନଙ୍କୁ ବିନାଶ କରିବେ ନାହିଁ। ତଥାପି, ଯୂନସ ଜଣେ ଇସ୍ରାଏଲୀୟ ଥିଲେ ଏବଂ ନୀନିବୀଲୋକମାନେ ଅନୁତାପ କରନ୍ତୁ ବୋଲି ଚାହୁଁନଥିଲେ। ତେଣୁ ଯୂନସ ଯାହା କରିବାକୁ ସଦାପ୍ରଭୁ କହିଥିଲେ ତାହା କରିବା ପରିବର୍ତ୍ତେ ବିପରୀତ ଦିଗକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଦାପ୍ରଭୁ ତାଙ୍କୁ ଗ୍ରାସ କରିବା ପାଇଁ ଏକ ବଡ଼ ମାଛ ଓ ଏକ ବୃହତ୍ ତୋଫାନ୍ ପଠାଇ ତାଙ୍କୁ ଅଟକାଇଲେ।

ଯୂନସ ଅନୁତାପ କରି ନୀନିବୀଲୋକମାନଙ୍କୁ ଚେତାବନୀ ଦେଲେ। ଫଳସ୍ୱରୂପ, ସଦାପ୍ରଭୁ ତାଙ୍କୁ ଶିଖାଇଲେ ଯେ ସେ କେବଳ ଇସ୍ରାଏଲୀୟମାନଙ୍କ ପାଇଁ ନୁହେଁ, ବରଂ ସମସ୍ତ ଲୋକଙ୍କ ବିଷୟରେ ଚିନ୍ତିତ।

### ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ୍?

ଏହି ପୁସ୍ତକଟି ପାରମ୍ପାରିକ ଭାବରେ ଯୂନସଙ୍କର ପୁସ୍ତକ କିମ୍ବା କେବଳ ଯୂନସ ବୋଲି ଅନୁବାଦ କରାଯାଇଅଛି I ଅନୁବାଦକମାନେ ଏହି ପୁସ୍ତକକୁ ଯୂନସଙ୍କ ବିଷୟରେ ପୁସ୍ତକ ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି I

 [[rc://en/ta/man/translate/translate-names]])ଦେଖନ୍ତୁ)

### ଯୂନସ ପୁସ୍ତକ କିଏ ଲେଖିଥିଲେ?

ଯୂନସ ବୋଧହୁଏ ଏହି ପୁସ୍ତକ ଲେଖିବାରେ ସମ୍ପୃକ୍ତ ଥିଲେ। ତଥାପି, ପ୍ରକୃତରେ କିଏ ଏହା ଲେଖିଛନ୍ତି ବିଦ୍ୱାନ ବ୍ୟକ୍ତିମାନେ ଜାଣନ୍ତି ନାହିଁ I

ଯୂନସ ଇସ୍ରାଏଲର ଉତ୍ତର ରାଜ୍ୟରେ ବାସ କରୁଥିଲେ। ସେ 800 ରୁ 750 ଖ୍ରୀଷ୍ଟପୂର୍ବ. ମଧ୍ୟରେ କରିଥିଲେ ରାଜା ଯାରବିୟାମ ଦ୍ୱିତୀୟଙ୍କ ଶାସନ କାଳରେ କିଛି ସମୟ ଭବିଷ୍ୟବାଣୀ II

## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଅଶୂରର ଜାତି କ’ଣ ଥିଲା?

ଯୂନସଙ୍କ ସମୟରେ ଅଶୂର ପ୍ରାଚୀନ ମଧ୍ୟପୂର୍ବର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ଥିଲା I ନୀନିବୀ ଅଶୂରର ରାଜଧାନୀ ଥିଲା I

ଅଶୂର ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର ଥିଲା। ଶେଷରେ, ସଦାପ୍ରଭୁ ଅଶୂରୀୟମାନଙ୍କର ଦୁଷ୍ଟ କାର୍ଯ୍ୟ ପାଇଁ ଦଣ୍ଡ ଦେଲେ।

##### ଅଶୂରୀୟମାନେ ଯିହୁଦା ଧର୍ମ ଗ୍ରହଣ କଲେ କି?

କେତେକ ବିଦ୍ୱାନ ବ୍ୟକ୍ତି ଭାବନ୍ତି ଯେ ଅଶୂରୀୟମାନେ କେବଳ ସଦାପ୍ରଭୁଙ୍କୁ ଉପାସନା କରିବା ଆରମ୍ଭ କଲେ। ତଥାପି, ଅଧିକାଂଶ ବିଦ୍ୱାନ ବ୍ୟକ୍ତି ଭାବନ୍ତି ଯେ ସେମାନେ ଅନ୍ୟ ମିଥ୍ୟା ଦେବତାମାନଙ୍କୁ ଉପାସନା କରିବା ଜାରି ରଖିଥିଲେ।

[[rc://en/tw/dict/bible/kt/falsegod]])ଦେଖନ୍ତୁ) +JON front intro hk4p 0 # ଯୂନସଙ୍କ ପରିଚୟ

## ଭାଗ **1:** ସାଧାରଣ ପରିଚୟ

### ଯୂନସ ପୁସ୍ତକର ରୂପରେଖା

1. ଯୂନସ ଯିହୋବାଙ୍କ ଉପସ୍ଥିତିରୁ ପଳାଇବାକୁ ଚେଷ୍ଟା କରନ୍ତି।(1:1-2:10)
* ଯୂନସ ନୀନିବୀକୁ ଯିବା ନିମନ୍ତେ ଯିହୋବାଙ୍କ ପ୍ରଥମ ଆହ୍ୱାନକୁ ଅବମାନନା କରନ୍ତି । (1:1–3)
* ଯୂନସ ଏବଂ ଅଣଯିହୁଦୀ ନାବିକମାନେ । (1:4–16)
* ଯୂନସଙ୍କୁ ଗିଳିବା ନିମନ୍ତେ ଯିହୋବା ଏକ ବୃହତ ମତ୍ସ୍ୟକୁ ପ୍ରଦାନ କରନ୍ତି, ଏବଂ ସେ ପ୍ରାର୍ଥନା କରନ୍ତି ଏବଂ ଉଦ୍ଧାର ହୁଅନ୍ତି। (1:17–2:10)
2. ନୀନିବୀରେ ଯୂନସ  (3:1-4:11)
* ଯିହୋବା ପୁନର୍ବାର ଯୂନସଙ୍କୁ ନୀନିବୀକୁ ଯିବା ନିମନ୍ତେ ଆହ୍ୱାନ କରନ୍ତି, ଏବଂ ଯୂନସ ଯିହୋବାଙ୍କ ବାର୍ତ୍ତା ଘୋଷଣା କରନ୍ତି । (3:1–4)
* ନୀନିବୀ ଅନୁତାପ କରେ । (3:5-9)
* ଯିହୋବା ନୀନିବୀକୁ ବିନାଶ ନକରିବାକୁ ସ୍ଥିର କରନ୍ତି । (3:10)
* ଯୂନସ ଯିହୋବାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୁଅନ୍ତି । (4:13)
* ଯିହୋବା  ଯୂନସଙ୍କୁ ଅନୁଗ୍ରହ ଓ ଦୟା ବିଷୟରେ ଶିକ୍ଷା ଦିଅନ୍ତି ।  (4:4–11)

### ଯୂନସଙ୍କ ପୁସ୍ତକ କ’ଣ ବର୍ଣ୍ଣନା କରେ?

ଅମିତ୍ତୟଙ୍କ ପୁତ୍ର ଯୂନସ ଗାଥ୍‍-ହେଫରରୁ  (2 ରାଜା 14:25) ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ଏହି ପୁସ୍ତକ ଯୂନସଙ୍କ ସହିତ କ’ଣ ଘଟିଥିଲା ସେ ବିଷୟରେ ବର୍ଣ୍ଣନା କରେ। ଅଣଯିହୁଦୀମାନଙ୍କୁ ଯିହୋବା କିପରି ଦୟା ଓ ଅନୁଗ୍ରହ ପ୍ରଦାନ କରନ୍ତି ତାହା ବର୍ଣ୍ଣନା କରେ। କିପରି ନୀନିବୀଲୋକମାନେ ଅନୁତାପ କଲେ ଏବଂ ଦୟା ପାଇଁ ଯିହୋବାଙ୍କୁ ଡାକିଲେ ତାହା ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ। [[rc://en/tw/dict/bible/kt/mercy]], [[rc://en/tw/dict/bible/kt/grace]] ଏବଂ [[rc://en/tw/dict/bible/kt/repent]] ଦେଖନ୍ତୁ)

ଯିହୋବା ନୀନିବୀର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସାବଧାନ କରାଇବା ପାଇଁ ଯୂନସଙ୍କୁ ନୀନିବୀକୁ ପଠାଇଲେ ।ଯିହୋବା କହିଲେ ଯେ ଯଦି ସେମାନେ ଅନୁତାପ କରନ୍ତି ତେବେ ସେ ସେମାନଙ୍କୁ ବିନାଶ କରିବେ ନାହିଁ। ତଥାପି, ଯୂନସ ଜଣେ ଇସ୍ରାଏଲୀୟ ଥିଲେ ଏବଂ ନୀନିବୀଲୋକମାନେ ଅନୁତାପ କରନ୍ତୁ ବୋଲି ଚାହୁଁ ନଥିଲେ। ତେଣୁ ଯୂନସଙ୍କୁ ଯାହା କରିବାକୁ ଯିହୋବା କହିଥିଲେ ତାହା କରିବା ପରିବର୍ତ୍ତେ ଯୂନସ ବିପରୀତ ଦିଗକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯିହୋବା ଯୂନସଙ୍କୁ ଗିଳିବା ନିମନ୍ତେ ଏକ ବୃହତ ମତ୍ସ୍ୟକୁ  ଓ ଏକ ପ୍ରଚଣ୍ଡ ଝଡ଼ ପଠାଇ ତାଙ୍କୁ ଅଟକାଇଲେ।

ଯୂନସ ଅନୁତାପ କରି ନୀନିବୀ ଲୋକମାନଙ୍କୁ ସାବଧାନ କଲେ। ଫଳସ୍ୱରୂପ, ଯିହୋବା ତାଙ୍କୁ ଶିଖାଇଲେ ଯେ ସେ କେବଳ ଇସ୍ରାଏଲୀୟମାନଙ୍କ ଈଶ୍ଵର ନୁହନ୍ତି ନୁହେଁ, ବରଂ ସମସ୍ତ ମାନବ ଜାତିର ଈଶ୍ଵର ଅଟନ୍ତି।

### ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ?

ଏହି ପୁସ୍ତକକୁ ପାରମ୍ପାରିକ ଭାବରେ ଯୂନସଙ୍କର ପୁସ୍ତକ କିମ୍ବା କେବଳ ଯୂନସ ବୋଲି ଅନୁବାଦ କରାଯାଇଅଛି I ଅନୁବାଦକମାନେ ଏହି ପୁସ୍ତକକୁ ଯୂନସଙ୍କ ବିଷୟରେ ପୁସ୍ତକ ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି I [[rc://en/ta/man/translate/translate-names]]) ଦେଖନ୍ତୁ)

### ଯୂନସ ପୁସ୍ତକ କିଏ ଲେଖିଥିଲେ?

ସମ୍ଭବତଃ ଯୂନସ ଏହି ପୁସ୍ତକ ଲେଖିବାରେ ସମ୍ପୃକ୍ତ ଥିଲେ। ତଥାପି, ପ୍ରକୃତରେ କିଏ ଏହା ଲେଖିଛନ୍ତି ତାହା ବିଦ୍ୱାନଗଣ ଜାଣନ୍ତି ନାହିଁ I

ଯୂନସ ଇସ୍ରାଏଲର ଉତ୍ତର ରାଜ୍ୟରେ ବାସ କରୁଥିଲେ। ସେ 800 ରୁ 750 ଖ୍ରୀଷ୍ଟପୂର୍ବ ମଧ୍ୟରେ  ରାଜା ଯାରବୀୟାମ ଦ୍ୱିତୀୟଙ୍କ ଶାସନ କାଳରେ ଭବିଷ୍ୟବାଣୀ କରିଥିଲେ I

## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଅଶୂରର ଜାତି କ’ଣ ଥିଲା?

ଯୂନସଙ୍କ ସମୟରେ ଅଶୂର ପ୍ରାଚୀନ ମଧ୍ୟପୂର୍ବର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ଥିଲା I ନୀନିବୀ ଅଶୂରର ରାଜଧାନୀ ଥିଲା I

ଅଶୂର  ଆପଣା ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର ଥିଲା। ଶେଷରେ, ଯିହୋବା ଅଶୂରୀୟମାନଙ୍କୁ ସେମାନଙ୍କର ଦୁଷ୍କର୍ମ ହେତୁ ଦଣ୍ଡ ଦେଲେ।

### ଅଶୂରୀୟମାନେ ଯିହୁଦୀୟ ଧର୍ମ ଗ୍ରହଣ କଲେ କି?

ଅଶୂରୀୟମାନେ କେବଳ ଯିହୋବାଙ୍କୁ ଉପାସନା କରିବା ଆରମ୍ଭ କଲେ ବୋଲି କେତେକ ବିଦ୍ୱାନଗଣ ବିଶ୍ଵାସ କରନ୍ତି । କିନ୍ତୁ ସେମାନେ ଅନ୍ୟ ମିଥ୍ୟା ଦେବତାଗଣକୁ ପୂଜା କରିବା ଜାରି ରଖିଲେ ବୋଲି ଅଧିକାଂଶ ବିଦ୍ୱାନଗଣ ବିଶ୍ଵାସ କରନ୍ତି [[rc://en/tw/dict/bible/kt/falsegod]]) ଦେଖନ୍ତୁ) JON 1 intro xvp2 0 # ଯୂନସ ସାଧାରଣ ଟିପ୍ପଣୀଗୁଡ଼ିକ

## ଆକାର ଓ ଗଠନ

ଏହି ଅଧ୍ୟାୟର ବର୍ଣ୍ଣନା ହଠାତ୍ ଆରମ୍ଭ ହୁଏ । ଏହା ଅନୁବାଦକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ସଂପୂର୍ଣ୍ଣ ରୂପେ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଅନୁବାଦକଗଣ ଏହି ପରିଚୟକୁ ସୁଗମ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଚମତ୍କାର 

ଯୂନସ 17 ପଦରେ, **ଏକ ବଡ଼** ମାଛ ବିଷୟରେ ଉଲ୍ଲେଖ ଅଛି । ଏକ ସମୁଦ୍ର ପ୍ରାଣୀ ମନୁଷ୍ୟକୁ ଗିଳିବା ଏବଂ ମାଛ ଭିତରେ ତିନି ଦିନ ଏବଂ ରାତି ବଞ୍ଚି ରହିବା ବିଷୟରେ କଳ୍ପନା କରିବା କଷ୍ଟକର ହୋଇପାରେ । ଏହି ଘଟଣା ବୁଝିବାକୁ ସହଜ କରିବାକୁ ଅନୁବାଦକମାନେ ଚମତ୍କାର ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । [[rc://en/tw/dict/bible/kt/miracle]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଆଳଙ୍କାରିକ ପ୍ରୟୋଗର ଗୁରୁତ୍ୱପୂର୍ଣ୍ଣ ଚିତ୍ରସମୂହ

### ପରିସ୍ଥିତି ବ୍ୟଙ୍ଗାର୍ଥ

ଏହି ଅଧ୍ୟାୟରେ ଏକ ପରିସ୍ଥିତି ବ୍ୟଙ୍ଗାର୍ଥ ଅଛି। ଏହାର ଅର୍ଥ ଲୋକମାନେ ଏପରି କରନ୍ତି କିମ୍ବା କୁହନ୍ତି ଯାହା ସେମାନେ ଆଶା କରିଥିବା ବିଷୟର ବିପରୀତ ହୁଏ। ଯୂନସ ଈଶ୍ଵରଙ୍କ ଭବିଷ୍ୟ‌ଦ୍‌ବକ୍ତା ଏବଂ ଈଶ୍ଵରଙ୍କ ଇଚ୍ଛା ପାଳନ କରିବାକୁ ଚେଷ୍ଟା କରିବା ଉଚିତ୍। କିନ୍ତୁ ଏ ପରିବର୍ତ୍ତେ ସେ ପରମେଶ୍ୱରଙ୍କଠାରୁ ଦୂରେଇ ଯାଉଛନ୍ତି। ଯଦିଓ ଅଣଯିହୂଦୀ ନାବିକମାନେ ଇସ୍ରାଏଲଲୋକ ନୁହଁନ୍ତି, ସେମାନେ ଯୂନସଙ୍କୁ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁକୁ ପଠାଇବା ସମୟରେ ସଦାପ୍ରଭୁଙ୍କ ବିଶ୍ଵାସ ଏବଂ ଭୟରୁ କାର୍ଯ୍ୟ କଲେ। [[rc://en/ta/man/translate/figs-irony]], [[rc://en/tw/dict/bible/kt/prophet]] and [[rc://en/tw/dict/bible/kt/willofgod]] and [[rc://en/tw/dict/bible/kt/faith]])

##### ସମୁଦ୍ର

ପ୍ରାଚୀନ ମଧ୍ୟପୂର୍ବର ଲୋକମାନେ ମଧ୍ୟ ସମୁଦ୍ରକୁ ବିଶୃଙ୍ଖଳିତ ଭାବରେ ଦେଖିଥିଲେ ଏବଂ ଏହାକୁ ବିଶ୍ୱାସ କରିନଥିଲେ। ସେମାନେ ପୂଜା କରୁଥିବା କେତେକ ଦେବତା ସମୁଦ୍ରର ଦେବତା ଥିଲେ। ଯୂନସଙ୍କର ଲୋକମାନେ, ଏବ୍ରୀୟମାନେ ସମୁଦ୍ରକୁ ବହୁତ ଭୟ କରୁଥିଲେ। ତଥାପି, ଯୂନସଙ୍କ ସଦାପ୍ରଭୁଙ୍କ ପ୍ରତି ଥିବା ଭୟ ତାଙ୍କୁ ଜାହାଜରେ ନ ଯିବା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବା ପାଇଁ ଯଥେଷ୍ଟ ନଥିଲା। ଅଣଯିହୂଦୀମାନଙ୍କ କାର୍ଯ୍ୟଠାରୁ ତାଙ୍କର କାର୍ଯ୍ୟକଳାପ ବିପରୀତ ଅଟେ। [[rc://en/ta/man/translate/figs-irony]] and [[rc://en/tw/dict/bible/kt/fear]])

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଅନ୍ତର୍ନିହିତ ସୂଚନା

ଯଦିଓ ତର୍ଶୀଶ କେଉଁଠାରେ ଥିଲା ତାହା କେହି ଜାଣି ନାହାଁନ୍ତି, ଲେଖକଗଣ ଅନୁମାନ କରନ୍ତି ଯେ ପାଠକ ଜାଣନ୍ତି ଯେ ଯୂନସଙ୍କୁ ନୀନିବୀଠାରୁ ସେଠାକୁ ଯିବାକୁ ପଡିଥିଲା ।

 [[rc://en/ta/man/translate/figs-explicit]])ଦେଖନ୍ତୁ) JON 1 1 jdr1 writing-newevent וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ପ୍ରଥମ ଅର୍ଦ୍ଧେକକୁ ପରିଚିତ କରେ । ସମାନ ବାକ୍ୟାଂଶ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରେ (3: 1)  । ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଉପାୟ ଅଟେ । [[rc://en/ta/man/translate/writing-newevent]])ଦେଖନ୍ତୁ) JON 1 1 ll6c figs-idiom וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସଦାପ୍ରଭୁ ତାଙ୍କ ବାର୍ତ୍ତାକୁ କୌଣସି ପ୍ରକାରେ କହିଥିଲେ କିମ୍ବା ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ସଦାପ୍ରଭୁ ଆପଣା ବାର୍ତ୍ତା କହିଲେ” [[rc://en/ta/man/translate/figs-idiom]])ଦେଖନ୍ତୁ)