Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-22 12:08:03 +00:00
parent f3740652f1
commit cbdc40e1ce
1 changed files with 5 additions and 5 deletions

View File

@ -22,8 +22,8 @@ RUT 1 8 fu39 לִ⁠שְׁתֵּ֣י כַלֹּתֶ֔י⁠הָ 1 her two daught
RUT 1 8 lxs2 figs-you אִשָּׁ֖ה 1 each woman ନୟମୀ ଦୁଇ ଲୋକମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ, ତେଣୁ ଯେଉଁ ଭାଷାଗୁଡ଼ିକରେ **ତୁମ** ଶବ୍ଦ ପାଇଁ ଦ୍ୱିବଚନ ଶବ୍ଦ ଅଛି, ତେବେ ତାଙ୍କ ସମ୍ପୂର୍ଣ୍ଣ ବାର୍ତ୍ତାଳାପରେ ସେହି ଶବ୍ଦକୁ ବ୍ୟବହାର କରନ୍ତୁ। [[rc://en/ta/man/translate/figs-you]]ଦେଖନ୍ତୁ)
RUT 1 8 hsf7 לְ⁠בֵ֣ית אִמָּ֑⁠הּ 1 to the house of her mother **ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ**
RUT 1 8 i262 חֶ֔סֶד 1 covenant faithfulness **ଚୁକ୍ତି ବିଶ୍ଵସ୍ତତା**ର ଅର୍ଥ ଜଣେ ବ୍ୟକ୍ତି ତାଙ୍କର ଅନ୍ୟ ସମସ୍ତ ଦାୟିତ୍ଵ ଏବଂ ଅନ୍ୟ ଜଣଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତାକୁ ପୂରଣ କରନ୍ତି । ପରିଚୟରେ ଆଲୋଚନା ଦେଖନ୍ତୁ ।
RUT 1 8 g4r8 figs-idiom עִם־הַ⁠מֵּתִ֖ים 1 with the dead **ମରିଥିବା ତୁମ୍ଭର ସ୍ୱାମୀମାନଙ୍କୁ**। ନୟମୀ ମରିଥିବା ତାଙ୍କର ଦୁଇ ପୁତ୍ରମାନଙ୍କୁ ସୂଚାଉ ଥିଲେ। [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 8 acb4 figs-nominaladj הַ⁠מֵּתִ֖ים 1 the dead **ମରିଥିବା ତୁମ୍ଭର ସ୍ୱାମୀମାନେ** [[rc://en/ta/man/translate/figs-nominaladj]]ଦେଖନ୍ତୁ)
RUT 1 8 g4r8 figs-idiom עִם־הַ⁠מֵּתִ֖ים 1 with the dead **ତୁମ୍ଭମାନଙ୍କର** **ମୃତ** **ସ୍ୱାମୀମାନଙ୍କ ପ୍ରତି** । ନୟମୀ ମରିଥିବା ତାଙ୍କର ଦୁଇ ପୁତ୍ରମାନଙ୍କୁ ସୂଚାଉ ଥିଲେ। [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 8 acb4 figs-nominaladj הַ⁠מֵּתִ֖ים 1 the dead **ତୁମ୍ଭମାନଙ୍କର** **ମୃତ** **ସ୍ୱାମୀମାନେ** [[rc://en/ta/man/translate/figs-nominaladj]]ଦେଖନ୍ତୁ)
RUT 1 9 pm6y יִתֵּ֤ן יְהוָה֙ לָ⁠כֶ֔ם וּ⁠מְצֶ֣אןָ 1 May Yahweh grant to you that you shall find **ସଦାପ୍ରଭୁ ତୁମ୍ଭମାନଙ୍କୁ ଦିଅନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭମାନଙ୍କୁ ପାଇବାକୁ ଅନୁମତି ଦିଅନ୍ତୁ**
RUT 1 9 c74v figs-metaphor וּ⁠מְצֶ֣אןָ מְנוּחָ֔ה 1 that you shall find rest ଏଠାରେ **ବିଶ୍ରାମ** ବସିବାକୁ ସୂଚାଏ ନାହିଁ **।** ଏହାର ଅର୍ଥ ଏକ ସ୍ଥାନ ଅଟେ ଯେଉଁଠାରେ ଏହି ସ୍ତ୍ରୀମାନେ ସମ୍ପୃକ୍ତ ହେବେ ଅର୍ଥାତ ସେମାନଙ୍କ ପାଇଁ ଏକ ଗୃହ ଯାହା ବିବାହ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବ **। (**\[rc://en/ta/man/translate/figs-metaphor\]ଦେଖନ୍ତୁ)
RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ସେମାନଙ୍କର ନୂତନ ସ୍ୱାମୀମାନଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀମାନଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀମାନଙ୍କ ସ୍ୱାମୀମାନଙ୍କ ସହିତ ନୁହେଁ । **ଗୃହ** ଉଭୟ ଶାରୀରିକ ଗୃହକୁ ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ  ଲଜ୍ଜା ଏବଂ ଦାରିଦ୍ର୍ୟରୁ ସ୍ୱାମୀ ପ୍ରଦାନ କରୁଥିବା ସୁରକ୍ଷାକୁ ସୂଚାଏ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
@ -200,9 +200,9 @@ RUT 3 17 e9xx figs-idiom אַל־תָּב֥וֹאִי רֵיקָ֖ם 1 You must
RUT 3 18 ab36 figs-idiom שְׁבִ֣י בִתִּ֔⁠י 1 sit, my daughter **ବସିବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ରୂତ ଶାନ୍ତିରେ ଅପେକ୍ଷା କରିବା ଉଚିତ । ବିକଳ୍ପ ଅନୁବାଦ: "ଏଠାରେ ଅପେକ୍ଷା କର" କିମ୍ବା " ଧୈର୍ଯ୍ୟ ଧର।" [[rc://en/ta/man/translate/figs-idiom]])ଦେଖନ୍ତୁ
RUT 3 18 ab35 בִתִּ֔⁠י 1 my daughter 1:11-13; 2:2, 8, 22; 3:1, 10, 11, 16 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ।
RUT 3 18 ab37 figs-idiom אֵ֖יךְ יִפֹּ֣ל דָּבָ֑ר 1 how the matter falls ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ପରିସ୍ଥିତି କିପରି ହେବ” କିମ୍ବା “କ’ଣ ହେବ।” [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 18 zi02 figs-doublenegatives לֹ֤א יִשְׁקֹט֙ הָ⁠אִ֔ישׁ כִּֽי־אִם־כִּלָּ֥ה הַ⁠דָּבָ֖ר 1 the man will not rest unless he has finished this matter ଏହାକୁ ସକାରାତ୍ମକ ଭାବରେ କୁହାଯାଇପାରେ: ପୁ**ରୁଷ ନିଶ୍ଚିତ ଭାବରେ ଏହି ସମସ୍ୟାର ସମାଧାନ କରିବେ** କିମ୍ବା **ପୁରୁଷ ନିଶ୍ଚିତ ଭାବରେ ଏହି ସମସ୍ୟାର ସମାଧାନ କରିବେ ।** [[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 3 18 u5rn אִם־כִּלָּ֥ה הַ⁠דָּבָ֖ר 1 he has finished this matter କିଏ ନୟମୀଙ୍କ ସମ୍ପତ୍ତି କିଣିବ ଏବଂ ରୂତଙ୍କୁ ବିବାହ କରିବ ସେ ସମ୍ବନ୍ଧରେ **ଏ ବିଷୟ** ସୂଚିତ କରେ ।
RUT 4 intro pz6m 0 # **ରୂତ 04 ସାଧାରଣ ଟିପ୍ପଣୀଗୁଡ଼ିକ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

#### ରାଜା ଦାଉଦ

ମୋୟାବୀ ହେବା ସତ୍ତ୍ୱେ ରୂତ ଦାଉଦଙ୍କର ପୂର୍ବପୁରୁଷ ହେଲେ। ଦାଉଦ ଇସ୍ରାଏଲର ସର୍ବଶ୍ରେଷ୍ଠ ରାଜା ଥିଲେ। ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ ଯେ ଜଣେ ଅଣଯିହୂଦୀ ଏକ ଗୁରୁତ୍ୱପୂର୍ଣ୍ଣ ବଂଶର ଏକ ଅଂଶ ହୁଅନ୍ତି, କିନ୍ତୁ ଏହା ଆମକୁ ମନେ ପକାଇ ଦିଏ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।ସଦାପ୍ରଭୁଙ୍କଠାରେ ରୂତଙ୍କର ଦୃଢ଼ ବିଶ୍ୱାସ ଥିଲା । ଏହା ଆମକୁ ଦର୍ଶାଏ ଯେ ଈଶ୍ଵରଙ୍କ ଉପରେ ଭରସା କରୁଥିବା ସମସ୍ତଙ୍କୁ ସେ ସ୍ୱାଗତ କରନ୍ତି ।

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

#### ଆପଣ ମୋୟାବୀୟ ସ୍ତ୍ରୀ ରୂତଙ୍କୁ ଅର୍ଜନ କରିବା ମଧ୍ୟ ଜରୁରୀ

ପରିବାରର ଜମି ବ୍ୟବହାର କରିବାର ସୁଯୋଗ ସହିତ ପରିବାରର ବିଧବାମାନଙ୍କର ଯତ୍ନ ନେବା ଦାୟିତ୍ଵ ମଧ୍ୟ ଆସିଲା । ତେଣୁ, ନୟମୀଙ୍କ ଜମି ବ୍ୟବହାର କରିବାକୁ ଚାହୁଁଥିବା ସମ୍ପର୍କୀୟଙ୍କୁ ରୂତଙ୍କୁ ମଧ୍ୟ ଏକ ପୁତ୍ର ସନ୍ତାନ ପାଇବାରେ ସାହାଯ୍ୟ କରିବାକୁ ପଡିଲା  ଯିଏ ପରିବାରର ନାମ ଏବଂ ଉତ୍ତରାଧିକାରୀ ହେବେ ।

**ପୂର୍ବ କାଳରେ ଏହା ପ୍ରଥା ଥିଲା**

ଏହା ଲେଖକଙ୍କ ଦ୍ୱାରା କରାଯାଇଥିବା ଏକ ମନ୍ତବ୍ୟ ଅଟେ । ଏହା ସୂଚାଏ ଯେ ଘଟିଥିବା ଘଟଣାଗୁଡ଼ିକ ଏବଂ ସେଗୁଡ଼ିକ ଲେଖାଯିବା ସମୟ ମଧ୍ୟରେ ଏକ ଯଥେଷ୍ଟ ସମୟ ଥିଲା ।
RUT 3 18 zi02 figs-doublenegatives לֹ֤א יִשְׁקֹט֙ הָ⁠אִ֔ישׁ כִּֽי־אִם־כִּלָּ֥ה הַ⁠דָּבָ֖ר 1 the man will not rest unless he has finished this matter ଏହାକୁ ସକାରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ: **ସେ** **ପୁ****ରୁଷ ନିଶ୍ଚିତ ଭାବରେ ଏହି ସମସ୍ୟାର ସମାଧାନ କରିବେ** କିମ୍ବା **ସେହି** **ପୁରୁଷ ନିଶ୍ଚିତ ଭାବରେ ଏହି ସମସ୍ୟାର** **ନିର୍ଣ୍ଣୟ** **କରିବେ ।** [[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 3 18 u5rn אִם־כִּלָּ֥ה הַ⁠דָּבָ֖ר 1 he has finished this matter କିଏ ନୟମୀଙ୍କ ସମ୍ପତ୍ତିକୁ କ୍ରୟ କରିବ ଏବଂ ରୂତଙ୍କୁ ବିବାହ କରିବ ସେ ସମ୍ବନ୍ଧରେ **ଏ ବିଷୟ** ସୂଚିତ କରେ ।
RUT 4 intro pz6m 0 # **ରୂତ 04 ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

#### ରାଜା ଦାଉଦ

ମୋୟାବୀ ହେବା ସତ୍ତ୍ୱେ ରୂତ ଦାଉଦଙ୍କର ପୂର୍ବପୁରୁଷ ହେଲେ। ଦାଉଦ ଇସ୍ରାଏଲର ସର୍ବଶ୍ରେଷ୍ଠ ରାଜା ଥିଲେ। ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ ଯେ ଜଣେ ଅଣଯିହୂଦୀ ଏକ ଗୁରୁତ୍ୱପୂର୍ଣ୍ଣ ବଂଶର ଏକ ଅଂଶ ହୁଅନ୍ତି, କିନ୍ତୁ ଏହା ଆମକୁ ମନେ ପକାଇ ଦିଏ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।ସଦାପ୍ରଭୁଙ୍କଠାରେ ରୂତଙ୍କର ଦୃଢ଼ ବିଶ୍ୱାସ ଥିଲା । ଏହା ଆମକୁ ଦର୍ଶାଏ ଯେ ଈଶ୍ଵରଙ୍କ ଉପରେ ଭରସା କରୁଥିବା ସମସ୍ତଙ୍କୁ ସେ ସ୍ୱାଗତ କରନ୍ତି ।

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

#### ତୁମ୍ଭେ ମୋୟାବ ଦେଶୀୟା ସ୍ତ୍ରୀ ରୂତଙ୍କୁ ମଧ୍ୟ  ନିଜ ପାଇଁ ଲାଭ କରିବ

ପରିବାରର ଜମି ବ୍ୟବହାର କରିବାର ସୁଯୋଗ ସହିତ ପରିବାରର ବିଧବାମାନଙ୍କର ଯତ୍ନ ନେବା ଦାୟିତ୍ଵ ମଧ୍ୟ ଆସିଲା । ତେଣୁ, ନୟମୀଙ୍କ ଜମି ବ୍ୟବହାର କରିବାକୁ ଚାହୁଁଥିବା ସମ୍ପର୍କୀୟଙ୍କୁ ରୂତଙ୍କୁ ମଧ୍ୟ ଏକ ପୁତ୍ର ସନ୍ତାନ ପାଇବାରେ ସାହାଯ୍ୟ କରିବାକୁ ପଡିଲା  ଯିଏ ପରିବାରର ନାମ ଏବଂ ଉତ୍ତରାଧିକାରୀ ହେବେ ।

**ପ୍ରାଚୀନ କାଳରେ ଏହି ପ୍ରଥା ପ୍ରଚଳିତ ଥିଲା**

ଏହା ଲେଖକଙ୍କ ଦ୍ୱାରା ଉକ୍ତଥିବା ଏକ ମନ୍ତବ୍ୟ ଅଟେ ।  ଘଟିଥିବା ଘଟଣାଗୁଡ଼ିକ ଏବଂ ସେଗୁଡ଼ିକ ଲେଖାଯିବା ସମୟ ମଧ୍ୟରେ ଏକ ଯଥେଷ୍ଟ ସମୟ ବ୍ୟବଧାନ ଥିଲା ବୋଲି ଏହା ଦର୍ଶାଏ
RUT 4 1 jdr8 writing-newevent וּ⁠בֹ֨עַז עָלָ֣ה הַ⁠שַּׁעַר֮ 1 Now Boaz had gone up to the gate ଏହା ଲେଖକଙ୍କ ଦ୍ୱାରା କରାଯାଇଥିବା ଏକ ମନ୍ତବ୍ୟ ଅଟେ । ଏହା ସୂଚାଏ ଯେ ଘଟିଥିବା ଘଟଣାଗୁଡ଼ିକ ଏବଂ ସେଗୁଡ଼ିକ ଲେଖାଯିବା ସମୟ ମଧ୍ୟରେ ଏକ ଯଥେଷ୍ଟ ସମୟ ଥିଲା । [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 4 1 m4by הַ⁠שַּׁעַר֮ 1 to the gate **ନଗରଦ୍ଵାର କିମ୍ବା ବେଥଲିହିମର ଦ୍ଵାର** **।** ଏହା ବେଥଲିହିମ ସହରର ପ୍ରାଚୀରର ମୁଖ୍ୟ ପ୍ରବେଶ ପଥ ଥିଲା। ଫାଟକ ଭିତରେ ଏକ ଖୋଲା ସ୍ଥାନ ଥିଲା ଯେଉଁଠାରେ ସମ୍ପ୍ରଦାୟର ବିଷୟ ଉପରେ ଆଲୋଚନା କରିବା ପାଇଁ ଏକ ସଭା ସ୍ଥାନ ଭାବରେ ବ୍ୟବହୃତ ହୋଇଥିଲା ।
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ଏକ ଯାଉଥିବା ବ୍ୟକ୍ତିକୁ ବୋୟଜ ଦେଖିବା ବିଷୟ  **ଦେଖ** ଶବ୍ଦଟି ଆମକୁ ସଚେତନ କରେ, । କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ । [[rc://en/ta/man/translate/figs-distinguish]])ଦେଖନ୍ତୁ)

Can't render this file because it contains an unexpected character in line 36 and column 919.