Update 'en_tn_63-1JN.tsv'

This commit is contained in:
shojo john 2021-10-30 15:44:42 +00:00
parent ebc5ae0624
commit cbc83c9a4c
1 changed files with 0 additions and 1 deletions

View File

@ -12,7 +12,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 2 lyt6 figs-metonymy τὴν ζωὴν τὴν αἰώνιον 1 the eternal life ପ୍ରଥମ ପଦରେ ଯେପରି, ଯୋହନ ଯୀଶୁଙ୍କ ସହ ଜଡିତ **ଜୀବନ**କୁ ସୂଚାଇ ସାଙ୍କେତିକ ଭାବରେ କହୁଛନ୍ତି । ବିକଳ୍ପ ଅନୁବାଦ: "ଯୀଶୁ, ଯିଏ ଅନନ୍ତ ଜୀବନ ଅଟନ୍ତି" କିମ୍ବା "ଯୀଶୁ, ଯିଏ ଜୀବିତ ଅଟନ୍ତି" (: [[rc://en/ta/man/translate/figs-metonymy]] ଦେଖନ୍ତୁ)
1JN 1 2 itv8 ἥτις ἦν πρὸς τὸν Πατέρα 1 which was with the Father **ପିତା** ଆଖ୍ୟା ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର" (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 1 2 fru2 figs-activepassive καὶ ... ἐφανερώθη ... ἡμῖν 1 and which has been made known to us ଏହି ପଦରେ ଆପଣ **ପ୍ରକାଶ ହେଲେ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭମାନଙ୍କ ପାଖକୁ ଆସିଲେ" କିମ୍ବା "ଏବଂ ଆମ୍ଭମାନଙ୍କୁ ପ୍ରକାଶ କରାଗଲା" କିମ୍ବା "ଏବଂ ଈଶ୍ଵର ଯାହାଙ୍କୁ ଆମ୍ଭମାନଙ୍କୁ ପ୍ରକାଶ କଲେ" । (: [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 1 3 jd7p figs-exclusive 0 General Information:
1JN 1 3 vw2w ὃ ἑωράκαμεν, καὶ ἀκηκόαμεν, ἀπαγγέλλομεν καὶ ὑμῖν 1 That which we have seen and heard we declare also to you ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କୁ ପୃଥିବୀରେ ଜୀବିତ ଥିବାବେଳେ କିପରି **ଦେଖିଥିଲେ ଓ ଶୁଣିଥିଲେ** ସେବିଷୟରେ ସେ ସଂପୂର୍ଣ୍ଣ ଭାବରେ କହୁଛନ୍ତି । ବିକଳ୍ପ ଅନୁବାଦ: "ଯେତେବେଳେ ଯୀଶୁ ପୃଥିବୀରେ ଜୀବିତ ଥିଲେ, ଆମ୍ଭେମାନେ ଯାହା ଦେଖିଲୁ ଏବଂ ଶୁଣିଲୁ" (: [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 3 dw7l 0 have fellowship with us. Our fellowship is with the Father ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ତେବେ ଆପଣ ଗୁଣ ବାଚକ ଶବ୍ଦ “**ସହଭାଗିତା**” ପଛରେ ଥିବା ଧାରଣାକୁ ଏକ ବିଶେଷ୍ୟ ଶବ୍ଦ “ ବନ୍ଧୁ” ସହ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେମାନ ଆମ୍ଭମାନଙ୍କ ସହିତ ଘନିଷ୍ଠ ବନ୍ଧୁ ହୋଇପାରିବ ... ଆମ୍ଭେମାନେ ସମସ୍ତେ ପିତା ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କର ଘନିଷ୍ଠ ବନ୍ଧୁ ହୋଇପାରିବା" (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 3 tf4m ἡ κοινωνία ... ἡ ἡμετέρα 1 Our fellowship **ଆମ୍ଭମାନଙ୍କର** ଶବ୍ଦ ସମଷ୍ଟିଗତ ଶବ୍ଦ ଅଟେ, କାରଣ ଯୋହନ କହୁଛନ୍ତି ଯେ ସେ ଯେଉଁ ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ତାଙ୍କ ସହ ଏବଂ ଅନ୍ୟମାନଙ୍କ ସହ ଯାହା ବଡଳରେ ସେ ଏହି ପତ୍ର ଲେଖୁଛନ୍ତି ସେମାନଙ୍କ ସହ ସହଭାଗିତା କିପରି ହେବ ସେ ବିଷୟରେ କହୁଛନ୍ତି । ତେଣୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ଆପଣ ଏହି ଶବ୍ଦକୁ ସମଷ୍ଟିଗତ ଭାବରେ ଅନୁବାଦ କରିବା ଉଚିତ୍ । ଯଦିଓ ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ନାହିଁ, ଏହି ଶବ୍ଦ ଯୋହନ ଏବଂ ସେ ଲେଖୁଥିବା ଲୋକଙ୍କ ପାଇଁ ପ୍ରଯୁଜ୍ୟ ଅଟେ ବୋଲି ଆପଣ ଆପଣଙ୍କ ଅନୁବାଦରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: "ଆମ୍ଭେମାନେ ସମସ୍ତେ ଘନିଷ୍ଠ ବନ୍ଧୁ ଅଟୁ" (: [[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.